ରାଜ୍ୟ

ଆସୁନାହାନ୍ତି ପିଲା, ସ୍କୁଲରେ ଅଧାଦିନ ତାଲା

କେନ୍ଦୁଝର,୨୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ଶିରିଶପାଳ ହାଇସ୍କୁଲରେ ପିଲା ଅଭାବରୁ ବନ୍ଦହେବା ଆଶଙ୍କା ଦେଖାଦେଇଛି। ଛାତ୍ରୀଛାତ୍ର ସବୁଦିନ ଆସୁ ନ ଥିବାରୁ ଅଧାଦିନ ସ୍କୁଲରେ ତାଲା ପଡ଼ୁଛି। ସରକାର ଅନେକ କୋଟି ଟଙ୍କା ଖର୍ଚ୍ଚକରି ବିଦ୍ୟାଳୟ ରୂପାନ୍ତରୀକରଣ କରିବା…

ବିଜ୍ଞାପିତ ଅଞ୍ଚଳ ଘୋଷଣାରୁ ଖଇରା ବାଦ୍‌

ଖଇରା, ୨୫।୨(ଉତ୍କଳବନ୍ଧୁ ପଣ୍ଡା)ଶନିବାର ରାଜ୍ୟ ସରକାର ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ଘୋଷଣା କରିଛନ୍ତି। ଦୀର୍ଘଦିନରୁ ମାନ୍ୟତା ଲାଗି ଦାବି ହୋଇଆସୁଥିବା ଖଇରା ବାଦ୍‌ ପଡିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସବୁ ସର୍ତ୍ତ ପୂରଣ କରୁଥିବା ଖଇରା ପାଇଁ…

ଜଙ୍ଗଲରେ ନିଆଁ ଲାଗିଲେ ସତର୍କ କରାଇବ ସାଟେଲାଇଟ୍‌

ଭଞ୍ଜନଗର,୨୫।୨(ବାବୁଲା ପ୍ରଧାନ): ଫେବୃୟାରୀ ମାସ ଶେଷ ସପ୍ତାହରୁ ହିଁ ତାତି ଆରମ୍ଭ ହୋଇଗଲାଣି । ଆଗକୁ ତାତି ଭୟଙ୍କର ହେବ । ବିଗତ ୫ମାସ ହେବ ଭଞ୍ଜନଗର ଅଞ୍ଚଳରେ ବର୍ଷା ସେଭଳି ପ୍ରାୟ ହୋଇନାହିଁ । ମଝିରେ ମଝିରେ ସାମାନ୍ୟ ବର୍ଷା…

ଶୋଷ ମେଣ୍ଟାଇପାରୁନି ଦେଢ଼କୋଟିର ପ୍ରକଳ୍ପ

ବଇଣ୍ଡା,୨୫ା୨ (ପରିକ୍ଷିତ ସାହୁ)ସରକାରୀ ଯୋଜନାରେ ପାନୀୟ ପ୍ରକଳ୍ପ ନିର୍ମାଣ ହେଲା। ଦେଢ଼କୋଟିରୁ ଅଧିକ ଟଙ୍କା ବ୍ୟୟ କରାଗଲା। ହେଲେ ଦିନଟିଏ ମଧ୍ୟ ଲୋକଙ୍କ ଶୋଷ ମେଣ୍ଟାଇପାରିଲାନି ଏହି ପାନୀୟ ପ୍ରକଳ୍ପ। ପାଣିକୁ ଠିକ୍‌ ଭାବେ ଫିଲ୍‌ଟର କରାଯାଇ ନ ପାରିବାରୁ ୫…

ଅନିଶ୍ଚିତତାରେ ୨୧ ଭିଏଟ୍‌ନାମ ନାବିକଙ୍କ ଭାଗ୍ୟ

ପାରାଦୀପ, ୨୫।୨(ଶରତ ରାଉତ)ପାରାଦୀପ ବନ୍ଦର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାନାଲ କାର୍ଗୋ ଟର୍ମିନାଲ)ବର୍ଥରେ ୨୦୨୩ ନଭେମ୍ବର ୩୦ରେ ଏମ୍‌ଭି ଦେବୀ ନାମକ ଜାହାଜରୁ କଷ୍ଟମ ବିଭାଗ ୨୨ ପ୍ୟାକେଟ୍‌ କୋକେନ୍‌ ଜବତ କରିଥିଲା। ଏହାର ବଜାର ମୂଲ୍ୟ ୨୨୦ କୋଟି ଟଙ୍କା ହେବ…

ମଧୁରଜଳ ଅଭାବ, ବିପଦରେ ଭିତରକନିକା ହେନ୍ତାଳବଣ

କେନ୍ଦ୍ରାପଡ଼ା,୨୫ା୨(ଜଗନ୍ନାଥ ଧଳ)ଖରାଦିନ ଆରମ୍ଭରୁ ମହାନଦୀରେ ଜଳସଙ୍କଟ ଦେଖାଦେଇଛି। ଶେଷମୁଣ୍ଡରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାରେ ମଧୁର ଜଳ ସଙ୍କଟ ଆରମ୍ଭ ହେଲାଣି। ମଧୁର ଜଳ ପାଇଁ ମହାକାଳପଡ଼ା ବନାଞ୍ଚଳରୁ ହରିଣ ଆସି ଗ୍ରାମାଞ୍ଚଳରେ ବିଚରଣ କଲେଣି। ଗୁରୁବାର ଏପରି ଘଟଣାରେ ଗୋଟିଏ…

ଡେରାବିଶ ଆଦର୍ଶ ବିଦ୍ୟାଳୟରେ ଅବ୍ୟବସ୍ଥା

ଡେରାବିଶ,୨୫ା୨(ବେବର୍ତ୍ତା ଅଜୟ ଦାସ)ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟର ସମସ୍ତ ବ୍ଲକରେ ଗୋଟିଏ ଲେଖାଏ ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ା ହେଲେ ଆଦର୍ଶ ବିଦ୍ୟାଳୟ ଅବ୍ୟବସ୍ଥା ମଧ୍ୟରେ ଚାଲୁଥିବାରୁ…

ଯାତ୍ରୀଙ୍କୁ ଲୁଟୁଛନ୍ତି ଘରୋଇ ବସ କର୍ମଚାରୀ

ନୟାଗଡ଼,୨୫।୨(ଲୋକନାଥ ମିଶ୍ର) ନୟାଗଡ଼ରୁ ଓଡଗାଁ ୨୫ କି.ମି.କୁ ସରକାରୀ ଭଡ଼ା ୨୩ରୁ ୨୪ ଟଙ୍କା ଥିବାବେଳେ ଅଡିନାରୀ ଓ ଏକ୍ସପ୍ରେସ ବସ ଯାତ୍ରୀଙ୍କଠାରୁ ୪୦ ଟଙ୍କା ଆଦାୟ କରୁଛନ୍ତି । ବେଆଇନ ବସଭଡ଼ାକୁ ନେଇ ଯାତ୍ରୀ ପ୍ରତିବାଦ କଲେ ବସରୁ ଓହ୍ଲାଇ…

‘ଦଳୀୟ ଟିକେଟ ନ ମିଳିଲେ ସ୍ବାଧୀନରୁ ଲଢ଼ିବି’

କୋରାପୁଟ/ନାରାୟଣପାଟଣା,୨୪ା୨(ଅମିତାଭ ବେହେରା/ରାଜକିଶୋର ଜେନା): ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ନେଇ ଜିଲାର ଲକ୍ଷ୍ମୀପୁର ବିଧାନସଭା ମଣ୍ଡଳୀ ନିମନ୍ତେ ବିଧାୟକ ପ୍ରାର୍ଥୀ ହେବା ପାଇଁ ଘୋଷଣା କରିଛନ୍ତି ନାରାୟଣପାଟଣା ଚାଷୀ ମୂଲିଆ ଆଦିବାସୀ ସଂଘର ସଭାପତି ନାଚିକା ଲିଙ୍ଗା। ଶନିବାର ନିଜ ଗାଁରେ…

ଭୋଟ୍‌ ବର୍ଜନ ପାଇଁ ଗାଁ ଗାଁରେ ବୁଲିଲା ପ୍ରଚାର ଅଟୋ

ନିରାକାରପୁର,୨୪ା୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନରଣଗଡ଼ ପଞ୍ଚାୟତବାସୀ ଦୀର୍ଘବର୍ଷ ଧରି ଭିଟାମାଟି ସମସ୍ୟା ଓ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ନେଇ ବାରମ୍ବାର ଦାବି ସହ ପୂର୍ବରୁ ଦୀର୍ଘ ୧୧ଦିନ ଧରି ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା…

ମାଟିତଳେ ବିସ୍ଫୋରକ ସାମଗ୍ରୀ ପୋତିଥିଲେ ମାଓବାଦୀ, ଦମ୍‌ ଦେଖାଇଲେ ଯବାନ

ମାଲକାନଗିରି,୨୪ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡ଼ିଆ ଥାନା ସିଲାକୋଟା ସଂରକ୍ଷିତ ଜଙ୍ଗଲରୁ ମାଓବାଦୀ ସାମଗ୍ରୀ ଜବତ ହୋଇଛିି। ସୂଚନାନୁଯାୟୀ, ଶନିବାର ବିଏସ୍‌ଏଫ୍‌ ୧୪୨ ବାଟାଲିୟନ ଯବାନମାନେ ବାପନପାଲ୍ଲୀ-ସିଲାକୋଟା ଜଙ୍ଗଲରେ କୋମ୍ବିଂ କରୁଥିବା ବେଳେ ସିଲାକୋଟ ସଂରକ୍ଷିତ ଜଙ୍ଗଲର ଏକ ଗଛମୂଳେ ମାଓବାଦୀ…

ପୁରୀ ଅଠରନଳା ବ୍ରିଜ୍ ପ୍ରତି ନାହିଁ କୌଣସି ବିପଦ: ଏଏସଆଇ

ପୁରୀ,୨୪।୨: ପୁରୀର ଐତିହାସିକ ଅଠରନଳା ବ୍ରିଜ୍ ପ୍ରତି ନାହିଁ କୌଣସି ବିପଦ। ଏନେଇ ଭାରତୀୟ ପ୍ରତ୍ନତ୍ତତ୍ୱ ବିଭାଗ ଇଞ୍ଜିନିୟର ନିଶ୍ଚିତ କରିଛନ୍ତି। ଏଏସଆଇର ଅଧୀକ୍ଷକ ଦିବିଶାଦା ବ୍ରଜସୁନ୍ଦର ଗଡ଼ନାୟକ କହିଛନ୍ତି ଅଠରନଳାରେ କୌଣସି ବଡ଼ ବିପଦ ନାହିଁ, କେବଳ ଏହାର ସୂଚକଗୁଡ଼ିକରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri