ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନେଇ ଉଠିଲା ପ୍ରଶ୍ନ
ଭୁବନେଶ୍ୱର,୧।୮(ଅନିଲ ଦାସ): ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବୁଧବାର ଶୂନ୍ୟକାଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବ୍ୟକ୍ତିଗତ ସଚିବଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଜଣେ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲାର ତଦନ୍ତ ଚାଲିଥିବା ବେଳେ…
ପ୍ରବଳରୁ ଅତି ପ୍ରବଳ ବର୍ଷା, ୬ ଜିଲାକୁ ଆର୍ଲଟ
ଭୁବନେଶ୍ୱର,୧।୮:ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ମେଘୁଆ ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ନେଇ ଆଜି ପାଇଁ ୨୨ ଜିଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ତେବେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା…
ବିଧାନସଭାରେ ଉଠିଲା ଆଇପିଏସ୍ ଅଫିସର ପଣ୍ଡିତ ପ୍ରସଙ୍ଗ
ଭୁବନେଶ୍ୱର,୧।୮(ଅନିଲ ଦାସ): ଆଇପିଏସ୍ ଅଫିସର ପଣ୍ଡିତ ରାଜେଶ ଉତ୍ତମ ରାଓ ଜଣେ ମହିଳା ସବ୍ଇନ୍ସପେକ୍ଟରଙ୍କ ଘରେ ପଶି ଉତ୍ପାତ କରିଛନ୍ତି। ମହିଳା ଓ ତାଙ୍କ ସ୍ବାମୀଙ୍କୁ ମାଡ଼ ମାରିଛନ୍ତି। ଜଣେ ସ୍ବେଚ୍ଛାସେବୀ ଏହାକୁ ଲୋକଲୋଚନକୁ ଆଣିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି।…
ସମସ୍ତ ୫୦ ମାମଲାରେ ନାଚିକା ଲିଙ୍ଗା ନିର୍ଦ୍ଦୋଷ ପ୍ରମାଣିତ
କୋରାପୁଟ,୧।୮ ( ଅମିତାଭ ବେହେରା): କୋରାପୁଟ ଜିଲାର ଚାଷୀ ମୂଲିଆ ଆଦିବାସୀ ସଂଘ ସଭାପତି ନାଚିକା ଲିଙ୍ଗା ବୁଧବାର ନାରାୟଣପାଟଣା ଥାନା ଆକ୍ରମଣ ମାମଲାରେ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି। ତାଙ୍କ ନାମରେ ମୋଟ ୫୦ଟି ମାମଲା ରହିଥିଲା। ପୂର୍ବରୁ ସେ ଗୋଟିଏ…
ଆମେ ବିରୋଧୀ ପଟରେ ଆଉ ୬ ମାସ ବସିଯାଉଛୁ
ଭୁବନେଶ୍ୱର,୧।୮(ଅନିଲ ଦାସ): ଜଣେ ପୂର୍ବତନ ବିଧାୟକ ଶ୍ମଶାନ ଉଦ୍ଘାଟନ ବେଳେ ନିଜ ନାମ ଲେଖାଥିବା ସାଇନବୋର୍ଡ ମାରିଛନ୍ତି। ସରକାରୀ ପଇସାରେ ଶ୍ମଶାନ ଉଦ୍ଘାଟନ ହେଉଛି। ମାତ୍ର ପୂର୍ବତନ ମନ୍ତ୍ରୀଙ୍କର ଅଭ୍ୟାସ ଯାଇନି। ଆମେ ବିରୋଧୀ ଦଳ ଆସନରେ ଆଉ ୬ ମାସ…
୧୬.୨୭ ଲକ୍ଷ ଜାଲ୍ କାର୍ଡରେ ରାଶନ ଲୁଟ୍
ଭୁବନେଶ୍ୱର,୧।୮(ଅନିଲ ଦାସ): ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନ ନେଉଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ରାଜ୍ୟ ସରକାର ଇ-କଓ୍ବୋଇସି ଲାଗୁ କରିବେ। ଏହାକୁ ହିତାଧିକାରୀଙ୍କ ପୋର୍ଟାଲରେ ଅପ୍ଲୋଡ କରାଯିବ। ଏହାଦ୍ବାରା କେଉଁ ଅଯୋଗ୍ୟ…
ଅପହଞ୍ଚ ଇଲାକାକୁ ୧୨ ଟ୍ରାକ୍ଟରରେ ଗଲେ ବିଡିଓ
ଗୋବିନ୍ଦପାଲି,୩୧ା୭(କାର୍ତ୍ତିକ ରଥ): ପୂର୍ବରୁ କେବେ ପ୍ରଶାସନିକ ଅଧିକାରୀମାନଙ୍କ ପାଦ ପଡ଼େନାହିଁ। ଜଙ୍ଗଲ ଓ ପାହାଡ ଅଞ୍ଚଳ ସେମାନଙ୍କ ପାଇଁ ଅପହଞ୍ଚ ଇଲାକା। ଲଗାଣ ବର୍ଷାରେ ରାସ୍ତା ଘାଟ ଖାଲଖମାରେ ପୂରି ରହିଥିବା ବେଳେ ବୁଧବାର ଖଇରପୁଟ ବିଡିଓ ଉମା ଶଙ୍କର କୋୟା…
ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା: ଆହୁରି ୩ଦିନ ଲଗାଣ ବର୍ଷା
ଭୁବନେଶ୍ୱର, ୩୧।୭(ଅନୁରାଧା ମହାରଣା)- ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ରାଜ୍ୟର କିଛି କିଛି ସ୍ଥାନରେ ପାଗ ମେଘୁଆ ସହ ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରିରହିଛି। ଆସନ୍ତା ୩ତାରିଖ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ ବୋଲି…
ଓଡ଼ିଶାରେ ଆରମ୍ଭ ହେଲା କି ଖେଳ! ରାଜ୍ୟ ସଭାରେ ନମ୍ବର ଗେମ୍ ସ୍ଥିର କରିବ ଭାଜପା
ନୂଆଦିଲ୍ଲୀ/ଭୁବନେଶ୍ୱର,୩୧ା୭: ନିକଟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର(ଭାଜପା) ଆସନରେ ହ୍ରାସ ଘଟିଥାଇପାରେ, କିନ୍ତୁ ଦଳ ନିଶ୍ଚିତ ଭାବରେ ଓଡ଼ିଶାରେ ଏକ ନୂତନ ଦୁର୍ଗ ପାଇଛି। ଭାଜପା କେବଳ ଲୋକ ସଭା ଆସନ ଦୃଷ୍ଟିରୁ ଓଡ଼ିଶାକୁ ପରାସ୍ତ କରିନାହିଁ,…
”ଯଦି ସରକାର ନିର୍ଦ୍ଦେଶ ଦିଅନ୍ତି; ଆମେ ବେଆଇନ ଆପାର୍ଟମେଣ୍ଟକୁ ଭାଙ୍ଗିଦେବୁ”: ସୁଲୋଚନା
ଭୁବନେଶ୍ୱର,୩୧।୭: ବେଆଇନ ନିର୍ମାଣ, ବିଶେଷକରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଆପାର୍ଟମେଣ୍ଟଗୁଡିକ ନିର୍ମାଣ ଉପରେ ଚିନ୍ତା ପ୍ରକଟ ପାଇଛି। ରାଜ୍ୟ ନଗର ଓ ଗୃହ ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବିଧାନସଭାକୁ ସୂଚନା ଦେଇଛନ୍ତି ଯେ, ଭୁବନେଶ୍ୱରରେ ପ୍ରାୟ ୭୦୦ ରୁ…
ମା’ଙ୍କ ଆଗରେ ନାବାଳିକା ଝିଅଙ୍କୁ ବିଷ ପିଆଇ ହତ୍ୟା କଲେ ଜଣେ ଯୁବକ
ବଲାଙ୍ଗୀର,୩୧ା୭(ବୀରେନ୍ଦ୍ର କୁମାର ଝାଙ୍କର): ଜଣେ ନାବାଳିକାଙ୍କ ଘରେ ପଶି ଜଣେ ଯୁବକ ତାଙ୍କ ମା’ ସମ୍ମୁଖରେ ଜୋର୍ ଜବରଦସ୍ତି ବିଷ ପିଆଇ ନାବାଳିକାଙ୍କୁ ହତ୍ୟା କରିଥିବା ବଲାଙ୍ଗୀର ଜିଲା ଆଗଲପୁର ଥାନାରେ ଅଭିଯୋଗ ହୋଇଛି। ପରିବାର ସୂତ୍ରରୁ କରାଯାଇଥିବା ଅଭିଯୋଗ ମୁତାବକ,…
ପଡୋଶୀ ବୃଦ୍ଧଙ୍କ ଟାଙ୍ଗିଆ ଚୋଟରେ ବୃଦ୍ଧା ମୃତ, ଅଭିଯୁକ୍ତ ଗିରଫ
କୋକସରା,୩୧।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ଜଣେ ବୃଦ୍ଧାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ଗ୍ରାମର ଜଣେ ବିଧବା ମହିଳା କାଳିନ୍ଦ୍ରୀ ତାଣ୍ଡି (୫୫) ବୁଧବାର ପାହାନ୍ତାରୁ ସବୁଦିନ…

