ଭାଜପାରେ ମିଶିବା ପରେ ମମତା ଦେଲେ ପ୍ରଥମ ପ୍ରତିକ୍ରିୟା, କହିଲେ ଏଥିପାଇଁ ବିଜେଡିରୁ…
ଭୁବନେଶ୍ୱର,୧।୮: ଭାଜପାରେ ଯୋଗ ଦେଲେ ମମତା ମହାନ୍ତ। ସେ ଗୁରୁବାର ଦିଲ୍ଲୀରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଭାଜପାରେ ସାମିଲ ହେବା ପରେ ମମତା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, କାଲି ବିଜେଡି ସହ ରାଜ୍ୟ ସଭା ଏମ୍ପି ପଦରୁ ଇସ୍ତଫା…
ଭାଜପାରେ ସାମିଲ ହେଲେ ମମତା ମହାନ୍ତ, କାଲି ବିଜେଡିରୁ ଦେଇଥିଲେ ଇସ୍ତଫା
ଭୁବନେଶ୍ୱର,୧।୮: ଭାଜପାରେ ଯୋଗ ଦେଲେ ମମତା ମହାନ୍ତ। ଗୁରୁବାର ସେ ଭାଜପା ଦିଲ୍ଲୀ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଏହି ସମୟରେ ସାଧାରଣ ସଂପାଦକ ଅରୁଣ ସିଂ, ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ସହ ବହୁ ନେତା ଉପସ୍ଥିତ ଥିଲେ।…
ବଢିଲା ଚର୍ଚ୍ଚା: ପଦ୍ମ ଧରିବେ ମମତା!
ଭୁବନେଶ୍ୱର,୧।୮: ଭାଜପାରେ ଯୋଗଦେଇ ପାରନ୍ତି ମମତା ମହାନ୍ତ। ଆଉ କିଛି ସମୟ ପରେ ଦିଲ୍ଲୀରେ ପଦ୍ମ ଧରିପାରନ୍ତି ବୋଲି ସମ୍ଭାବନା ରହିଛି। ମମତା ବୁଧବାର ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡି ସହ ରାଜ୍ୟ ସଭା ଏମ୍ପି ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ।…
ହତ୍ୟାକାରୀ ସ୍ୱାମୀଙ୍କୁ ଫାଶୀ ଦଣ୍ଡାଦେଶ; ସ୍ତ୍ରୀ’ର ଗଳାକାଟି କରିଥିଲେ ହତ୍ୟା
ଭୁବନେଶ୍ୱର,୧ା୮: ୨୦୨୨ ଜୁନ୍ ୯ରେ ଖଣ୍ଡଗିରି ଅଞ୍ଚଳରେ ଘଟିଥିବା ହତ୍ୟା କାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସଂଜିତ ଦାସକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଏସଡିଜେଏମ୍ କୋର୍ଟ। ପାରିବାରିକ ଅଶାନ୍ତିକୁ କେନ୍ଦ୍ର କରି ସ୍ତ୍ରୀକୁ ବୀଭତ୍ସ ଭାବେ ହତ୍ୟା କରିଥିଲା ଦୋଷୀ ସଂଜିତ। ରିପୋର୍ଟ…
ସାମ୍ବାଦିକା ମଧୁମିତାଙ୍କ ହାତଲେଖା ସୁଇସାଇଡ୍ ନୋଟ୍ ଜବତ
ଭୁବନେଶ୍ୱର,୧ା୮: ସାମ୍ବାଦିକା ମଧୁମିତାଙ୍କ ସ୍ବାମୀ ଶ୍ରୀଧର ଜେନାଙ୍କୁ ଦିନିକିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି ପୋଲିସ। ଶ୍ରୀଧରଙ୍କୁ ଧଉଳି ଥାନା ଇନ୍ଦିରା କଲୋନୀସ୍ଥିତ ଭଡ଼ାଘରକୁ ନେଇ ପୋଲିସ୍ ଛାନ୍ଭିନ୍ ଚଳାଇଛି। ତେବେଭଡ଼ା ଘରୁ ମଧୁମିତାଙ୍କ ହାତଲେଖା ସୁଇସାଇଡ୍ ନୋଟ୍ ଜବତ ହୋଇଛି।…
ଭାଙ୍ଗୁଛି ବିଜେଡି! ବଡ଼ ଷଡଯନ୍ତ୍ର
ଭୁବନେଶ୍ୱର,୧।୮: ବିଜେଡିର ପୂର୍ବତନ ରାଜ୍ୟ ସଭା ଏମପି ମମତା ମହାନ୍ତଙ୍କ ଇସ୍ତଫାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ମମତା ରାଜ୍ୟ ସଭା ଏମପି ପଦ ସହ ବିଜେଡିରୁ ବି ଇସ୍ତଫା ଦେଇଛନ୍ତି। ତେବେ ତାଙ୍କ ଇସ୍ତଫାକୁ ନେଇ ବଡ଼ ଷଡଯନ୍ତ୍ର…
ଛତିଶଗଡ଼ରୁ ଭାସି ଆସି ଓଡ଼ିଶାରେ ଲାଗିଲେ ମହିଳା
ଝାରସୁଗୁଡ଼ା,୧ା୮: କଥାରେ ଅଛି ରଖେ ହରି ତ ମାରେ କିଏ? ଗୁରୁବାର ସକାଳୁ ଏମିତି ଏକ ଘଟଣା ଓଡ଼ିଶାରେ ଦେଖିବାକୁ ମିଳିଛି। ଜଣେ ମହିଳା ଛତିଶଗଡ଼ରୁ ଭାସି ଆସି ଓଡ଼ିଶାରେ ଲାଗିଛନ୍ତି। ଆଶ୍ଚର୍ଯ୍ୟର କଥା ମହିଳା ଜଣକ ପ୍ରାୟ ୫୦ କିଲୋମିଟର…
ଏହି ୪ ଜିଲାକୁ ପ୍ରବଳ ବର୍ଷା, ହାଇଆଲର୍ଟ ଜାରି
ଭୁବନେଶ୍ୱର,୧ା୮: ରାଜ୍ୟରେ କିଛିଦିନ ହେବ ବର୍ଷା ଲାଗି ରହିଛି। ତେବେ କିଛି ଜିଲାକୁ ପ୍ରବଳ ବର୍ଷା ହେବା ନେଇ ଜିଲାପାଳଙ୍କୁ ସତର୍କ କରାଇଛନ୍ତି ଏସ୍ଆର୍ସି ସତ୍ୟବ୍ରତ ସାହୁ। ତେବେ ବଲାଙ୍ଗୀର, ମୟୂରଭଞ୍ଜ, ସମ୍ବଲପୁର ଓ ପୁରୀ ଜିଲାପାଳଙ୍କୁ ହାଇଆଲର୍ଟ ଜାରି କରାଯାଇଛି।…
ଶିଶୁପୁତ୍ରକୁ ଚୋରି କରି ନେଇଗଲେ ମାଉସୀ!
ଆଠଗଡ଼,୧ା୮: କଟକ ଜିଲା ଆଠଗଡ଼ର ଖୁଣ୍ଟୁଣୀ ମେଡିକାଲ ପରିସରରୁ ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ୪ ମାସର ପୁଅକୁ ଆଣି ଖୁଣ୍ଟୁଣୀ ମେଡିକାଲ ଆସିଥିଲେ ଝିଆରୀ। ତେବେ ଝିଆରୀଙ୍କୁ ଔଷଧ ପାଇଁ ପଠାଇ ଶିଶୁପୁତ୍ରକୁ ନେଇ ପଳାଇଥିଲେ ମାଉସୀ।…
ସ୍ଥଗିତ ରହିଲା ଜୁନାଗଡ଼ ଏନ୍ଏସି ଅନାସ୍ଥା ଭୋଟ୍
ଭବାନୀପାଟଣା,୧ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଏନ୍ଏସିରେ ଅନାସ୍ଥା ଭୋଟ୍ ସ୍ଥଗିତ ରହିଛି। ଏନ୍ଏସି ଅଧ୍ୟକ୍ଷ ମୁକେଶ ଅଗ୍ରଓ୍ବାଲଙ୍କ ବିରୋଧରେ ଗୁରୁବାର ପୂର୍ବାହ୍ନ ୧୧ଟାରେ ଅନାସ୍ଥା ଭୋଟ ୍ଗ୍ରହଣ କରାଯିବାର ରହିଥିଲା। ମାତ୍ର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଏଡିଏମ୍…
ମମତା ମହାନ୍ତଙ୍କ ଇସ୍ତଫା: ଭିତିରି ଷଡ଼ଯନ୍ତ୍ର ଚର୍ଚ୍ଚା
ଭୁବନେଶ୍ୱର,୧।୮(ଅନିଲ ଦାସ): ରାଜ୍ୟ ସଭା ସଦସ୍ୟ ପଦରୁ ବିଜେଡି ନେତ୍ରୀ ମମତା ମହାନ୍ତ ଇସ୍ତଫା ଦେବା ଅନେକଙ୍କୁ ଚକିତ କରିଛି। ଏହା ପଛରେ ଭିତିରି ଷଡ଼ଯନ୍ତ୍ର ହୋଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ମମତା ହେଉଛନ୍ତି ମୟୂରଭଞ୍ଜ ଜିଲା କୁଡୁମୀ ସମ୍ପ୍ରଦାୟର…
ମତ୍ସ୍ୟଜୀବୀଙ୍କ ଜାଲରେ ପଡୁଛି ବିରଳ ପ୍ରଜାତିର ମାଛ
ମହାକାଳପଡ଼ା,୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ହୀରାକୁଦର ୨୦ ସ୍ଲୁଇଜ୍ ଗେଟ୍ ଦେଇ ବନ୍ୟା ଜଳ ମହାନଦୀକୁ ନିଷ୍କାସିତ ହେଉଛି। ସେହି ବନ୍ୟାଜଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବାହାକୁଦ ଦେଇ ସମୁଦ୍ରକୁ…

