୨୦୨୪ ନିର୍ବାଚନରେ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିଛି ବିଜେଡି; ସାମ୍ନାକୁ ଆସିଲା ତଥ୍ୟ
ଭୁବନେଶ୍ୱର, ୬।୮: ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ଓଡ଼ିଶାରେ କ୍ଷମତାଚ୍ୟୁତ ହୋଇଥିବା ବେଳେ ଲୋକ ସଭାରେ ଦଳକୁ ଗୋଟିଏ ହେଲେ ଆସନ ମିଳିନାହିଁ। ଏହାରି ମଧ୍ୟରେ ଗତ ନିର୍ବାଚନରେ ଦଳ କେତେ ଟଙ୍କା ଖର୍ଚ୍ଚ କରିଛି, ସେନେଇ ତଥ୍ୟ ଏବେ…
ମାଓବାଦୀଙ୍କ ସହ ଲଢ଼େଇ କରି ବାପାଙ୍କ ଜୀବନ ବଞ୍ଚାଇଲେ ଝିଅ
ମାଲକାନଗିରି,୬ା୮(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀଙ୍କ ସହ ଲଢି ବାପାଙ୍କ ଜୀବନ ବଞ୍ଚାଇଛନ୍ତି ଝିଅ। ଏପରି ଏକ ଘଟଣା ଛତିଶଗଡ଼ ନାରାୟଣପୁରସ୍ଥିତ ଝାରଗାଁରେ ଦେଖିବାକୁ ମିଳିଛି। ସୋମବାର ରାତିରେ ୪ଟି ବାଇକ୍ରେ ୮ଜଣ ମାଓବାଦୀ ଗାଁରେ ପହଞ୍ଚି ସମୋଧର କୋରାମ୍ ନାମକ ବ୍ୟକ୍ତିଙ୍କୁ ଧାରୁଆ…
୧.୫୦ ଟ୍ରିଲିଅନ୍ ଡଲାରରେ ପହଞ୍ଚିବ ଓଡ଼ିଶା ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୬।୮: ବିକଶିତ ଓଡିଶାର ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନୀତି ଆୟୋଗ ଆଗେଇ ଆସିଛି। ମଙ୍ଗଳବାର ଲୋକସେବା ଭବନରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବି.ଭି.ଆର୍ ସୁବ୍ରମନିୟମ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି…
ରାଜ୍ୟ ବ୍ୟବସାୟୀ ଓ ଶୀତଳ ଭଣ୍ଡାର ସଂଘ ସହ ଆଲୋଚନା କଲେ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର, ୬।୮: ରାଜ୍ୟରେ ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆଣିବା ବ୍ୟବସ୍ଥା କରାଯିବ । ଏ ସଂକ୍ରାନ୍ତରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ…
ପୋଲିସ ପିସ୍ତରୁ ଫୁଟିଲା ଗୁଳି: ଚାଲିଗଲା ୨ ଜୀବନ
ବିନକା,୬।୮: ସୁବର୍ଣ୍ଣପୁର ଜିଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲମାଲ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଳି ମାଡ଼ରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଜଣେ ପୋଲିସ କର୍ମଚାରୀଙ୍କ ସର୍ଭିସ ପିସ୍ତରୁ ଏହି ଗୁଳି ଫୁଟିଥିବା ଜଣାପଡିଛି। ଏପରିକି…
‘ବବି କହିଥିଲେ ତୁମ କଥା ବୁଝାଯିବ’, ବଡ଼ ଅଭିଯୋଗ ଆଣିଲେ ମମତା ମହନ୍ତ
ଭୁବନେଶ୍ୱର, ୦୬।୦୮: ବିଜୁ ଜନତା ଦଳ ତଥା ରାଜ୍ୟସଭାରୁ ଇସ୍ତଫା ଦେଇଥିବା ମମତା ମହନ୍ତ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁରେ ବଡ ଅଭିଯୋଗ ଆଣିଛନ୍ତି। ଦଳ ଭିତରେ ତାଙ୍କୁ ଅଣଦେଖା କରାଯିବା ସହିତ ରାଜ୍ୟସଭାରୁ କାଢ଼ିଦେବାକୁ କୁହାଯାଇଥିବା ସେ…
ବଜ୍ରପାତରେ ଚାଲିଗଲା ଚାଷୀଙ୍କ ଜୀବନ : ୩ ଗୁରୁତର
ମୋରଡା,୬।୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଞ୍ଚଳରେ ମଙ୍ଗଳବାର ପୃଥକ ପୃଥକ ସ୍ଥାନରେ ବଜ୍ରପାତ ଘଟିଛି। ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି l ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ନରେ ମୋରଡା ବ୍ଲକ ଅଧୀନ…
ନିମାପଡ଼ା ମୁଖ୍ୟ କେନାଲରେ ୧୫ ଫୁଟର ଘାଇ
ନିମାପଡ଼ା,୬।୮: ପୁରୀ ଜିଲା ନିମାପଡ଼ା ମୁଖ୍ୟ କେନାଲର ମୁରାରିପୁରଠାରେ ମଙ୍ଗଳବାର ୧୫ ଫୁଟ ଓସାରର ଏକ ଘାଇ ସୃଷ୍ଟି ହୋଇଛି। ଫଳରେ କେନାଲ ପାଣି ମାଡିଯାଇ ୧୦ ଏକରରୁ ଅଧିକ ଚାଷ ଜମି ଜଳମଗ୍ନ ହୋଇଯାଇଛି। ବର୍ତ୍ତମାନ ଜମିରେ ଧାନ ରୁଆ…
ବିଶ୍ୱସ୍ତରୀୟ ହେବ ରାଜ୍ୟର ୭୫ ହଜାର କିଲୋମିଟର ରାସ୍ତା
ଭୁବନେଶ୍ୱର, ୦୬।୦୮: ରାଜ୍ୟର ୭୫ ହଜାର କିଲୋମିଟର ରାସ୍ତାକୁ ବିଶ୍ୱସ୍ତରୀୟ ରାସ୍ତାରେ ପରିଣତ କରିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏ ନେଇ ବିସ୍ତୃତ…
କାରଖାନାରେ ଗ୍ୟାସ ଲିକ୍: ଜଣେ ଶ୍ରମିକ ମୃତ, ୫ ଅସୁସ୍ଥ
ଝାରସୁଗୁଡ଼ା,୬।୮: ଝାରସୁଗୁଡ଼ା ଜିଲା ବୁଢିପଦର ସ୍ଥିତ ଓଡ଼ିଶା ମେଟାଲିକ କାରଖାନାରେ ମଙ୍ଗଳବାର ଏକ ବଡ଼ ଧରଣର ଅଘଟଣ ଘଟିଛି। କାରଖାନାରେ ଗ୍ୟାସ୍ ଲିକ୍ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୫ଜଣ ଶ୍ରମିକ ଅସୁସ୍ଥ ହୋଇ ସ୍ଥାନୀୟ ଏକ ଘରୋଇ…
ବଜାରରେ ନାହିଁ ଆଳୁ: ପୁଣି ବଢ଼ିଲା ଦର
ଭୁବନେଶ୍ୱର,୬।୮: ପୁଣି ରାଜ୍ୟରେ ଆଳୁ ସଙ୍କଟ ଦେଖାଦେଇଛି। ଆଳୁ ଦର ଆକାଶ ଛୁଆଁ ହୋଇଛି। ଆଳୁକୁ ନେଇ ଏବେ ମଧ୍ୟ ଟେନ୍ସନ ଲାଗି ରହିଥିବା ବେଳେ କଟକ ଓ ଭୁବନେଶ୍ୱରରେ ଆଳୁ ଗୋଦାମ ଆଳୁ ନାହିଁ। ଫଳରେ ଟୁଇନ୍ ସିଟିରେ ଆଳୁ…
ବିଜେଡିର ବରିଷ୍ଠ ନେତା ତଥା ନୟାଗଡ଼ ବିଧାୟକଙ୍କୁ ବଡ଼ ଝଟ୍କା, ନୋଟିସ୍ ପଠାଇଲେ ହାଇକୋର୍ଟ
ନୟାଗଡ଼, ୦୬।୦୮: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ବଡ଼ ଝଟ୍କା ଲାଗିଛି । ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ରୁଜୁ ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ନୋଟିସ୍ ଜାରି କରିଛନ୍ତି । ଚଳିତ…

