ରାଜ୍ୟ

ଚପଲ ଥୋଇ ଭରା ନଦୀକୁ ଡେଇଁ ପଡ଼ିଲେ ଯୁବକ

କେନ୍ଦ୍ରାପଡ଼ା,୧୭।୮: କେନ୍ଦ୍ରାପଡ଼ା ସଦର ଥାନା କରିଲୋପାଟଣା-ବସପୁର ସେତୁ ଉପରୁ ଲୁଣା ନଦୀକୁ ଡେଇଁ ପଡିଛନ୍ତି ଜଣେ ଯୁବକ। ନଦୀକୁ ଡେଇଁ ଯୁବକ ଜଣକ ନିଖୋଜ ହୋଇଯାଇଛନ୍ତି। ମିଳିଥିବା ସୂଚନା ମୁତାବକ, ଯୁବକ ଜଣକ ବସପୁର ପଟୁ ଆସି ବ୍ରିଜ ଉପରେ ଚପଲ…

ଓଡ଼ିଶାରେ ଆତଙ୍କବାଦୀ ଷଡଯନ୍ତ୍ର, ଚୀନ ଓ ବାଂଲାଦେଶରୁ ଆସୁଛି କଲ୍‌

ଭୁବନେଶ୍ୱର,୧୭।୮: ରାଜଧାନୀ ଭୁବନେଶ୍ୱରରେ ୭ଟି ସିମ୍‌ ବକ୍ସ ଠାବ ହୋଇଛି। ଯାହାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପୋଲିସ କମିଶନର ସଞ୍ଜୀବ ପଣ୍ଡା ସିମ ବକ୍ସ ଜବତ ଘଟଣାରେ ବାଂଲାଦେଶ ଲିଙ୍କ ରହିଥିବା ସ୍ପଷ୍ଟ କରିଛନ୍ତି। ଏଥିରେ ଗିରଫ ହୋଇଥିବା…

ଷ୍ଟିଅରିଂ କମିଟି ନେଇ ପ୍ରତିକ୍ରିୟା ରଖିଲେ ନରସିଂହ ମିଶ୍ର: କାହିଁକି କହିଲେ ନପଚାରିଲେ ବି ଉପଦେଶ ଦେବି

ଭୁବନେଶ୍ୱର,୧୭।୮: ରାଜ୍ୟ କଂଗ୍ରେସର ଷ୍ଟିଅରିଂ କମିଟି ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଷ୍ଟିଅରିଂ କମିଟିରେ ଅନେକ ବରିଷ୍ଠ ନେତାଙ୍କ ନାଁ ନାହିଁ, ବରିଷ୍ଠ ନେତାଙ୍କୁ ଦଳ କୋଣଠେସା କରୁଛି କି, ଏହା ଉତ୍ତରେସେ କହିଛନ୍ତି, ଏଠି…

ହଠାତ ତହସିଲ୍‌ ଅଫିସ୍‌କୁ ପହଞ୍ଚିଗଲେ ମନ୍ତ୍ରୀ, ତା’ ପରେ

ସମ୍ବଲପୁର,୧୭।୮: ସମ୍ବଲପୁର ତହସିଲ ଅଫିସକୁ ଅଚାନକ ଗସ୍ତ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେଠାରେ ସରକାରୀ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ। ଆଟେଣ୍ଡାନ୍ସ ରେଜିଷ୍ଟର ଯାଞ୍ଚ କରିବା ଠାରୁ ଆରମ୍ଭ କରି ଫାଇଲ ଗୁଡିକୁ ତନ୍ନତନ୍ନ କରି ଦେଖିଛନ୍ତି।…

ବିଧାୟକଙ୍କ ଓରିଏଣ୍ଟେସନ ପ୍ରୋଗ୍ରାମକୁ ବିଜେଡି-କଂଗ୍ରେସର ମନା: ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଲେ

ଭୁବନେଶ୍ୱର,୧୭।୮: ଶନିବାର ଓ ରବିବାର ଦୁଇ ଦିନ ଧରି ବିଧାନସଭା ପରିସରରେ ବିଧାୟକଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶାର ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପ୍ରସାଦ ମଧ୍ୟ ସାମିଲ ହୋଇ ଅଭିଜ୍ଞତା ବାଣ୍ଟିବେ।…

ନ୍ୟାୟ, ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର

ଛତ୍ରପୁର,୧୭ା୮(ସନ୍ତୋଷ ପାଢ଼ୀ): ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗ ରାଜ୍ୟର କୋଲକାତା ଆର୍‌.ଜି କର ମେଡିକାଲ କଲେଜ ଓ ମେଡିକାଲରେ ଟ୍ରେନିଂ ଡାକ୍ତରୀ ମହିଳାଙ୍କୁ କାର୍ଯ୍ୟରତ ଅବସ୍ଥାରେ ବଳାତ୍କାର ପରେ ହତ୍ୟା ଘଟଣାକୁ ସାରା ଦେଶରେ ଡାକ୍ତରମାନେ ପ୍ରତିବାଦ କରି ଆସୁଛନ୍ତି । ଏନେଇ…

ବୈଜୟନ୍ତଙ୍କୁ ଗୁରୁ ଦାୟିତ୍ୱ ଦେଲେ ବାଚସ୍ପତି

ନୂଆଦିଲ୍ଲୀ,୧୭।୮: ଭାଜପା ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କୁ ଗୁରୁ ଦାୟିତ୍ୱ ଦେଲେ ବାଚସ୍ପତି ଓମ୍‌ ବିର୍ଲା। ବୈଜୟନ୍ତ ପଣ୍ଡା ସଂସଦର ପବ୍ଲିକ ଅଣ୍ଡରଟେକିଂ କମିଟି ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। କମିଟିରେ ଲୋକ ସଭାରୁ ୧୫, ରାଜ୍ୟ ସଭାରୁ ୭ ସଦସ୍ୟଙ୍କୁ ଚୟନ…

ବିଜେଡି କରିବ ଅଲଗା ପ୍ରଶିକ୍ଷଣ ଶିବିର: ଏମିତି କହିଲେ ପ୍ରତାପ ଦେବ୍‌ 

ଭୁବନେଶ୍ୱର,୧୭।୮: ଭାଜପା ପରେ ବିଜେଡି କରିବ ପ୍ରଶିକ୍ଷଣ ଶିବିର। ଆସନ୍ତା ୨୫ ତାରିଖରେ ଶଙ୍ଖଭବନରେ ବିଜେଡିର ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ବିଧାନସଭା ନୀତି ନିୟମ ଉପରେ ଜ୍ଞାନ ଥିବା ବ୍ୟକ୍ତି ପ୍ରଶିକ୍ଷଣ ଦେବେ। ଏଥିରେ ଯେଉଁମାନେ ନୂଆ ଭାବେ…

ଟ୍ରେନି ମହିଳା ଡାକ୍ତରଙ୍କ ହତ୍ୟା ପ୍ରତିବାଦରେ ସବୁ ଅଚଳ କରିଦେଲେ ଭୀମଭୋଇ ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀଛାତ୍ର

ବଲାଙ୍ଗୀର,୧୭ା୮(ସୁନୀଲ କୁମାର ମହାନ୍ତି): କୋଲକାତାର ଏକ ଡାକ୍ତରଖାନାରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଶନିବାର ବଲାଙ୍ଗୀର ସରକାରୀ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଛାତ୍ରୀଛାତ୍ର ହସ୍ପିଟାଲ ପରିସରରେ ଧାରଣା ଦେବା ସହ ଓପିଡି, ଅସ୍ତ୍ରୋପଚାର କକ୍ଷ,…

ଗିରଫ ହେଲେ କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ

କେନ୍ଦ୍ରାପଡ଼ା,୧୭ା୮: କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ଗତକାଲି ପ୍ରଦୀପଙ୍କ ଘର, ଅଫିସ ସହିତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ। ଏହି…

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀ ଦେଲେ ଖୁସି ଖବର, ପୁଣି ମିଳିବ ଗହମ !

ଭୁବନେଶ଼୍ବର, ୧୭।୦୮: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସିଖବର । ଏଣିକି ରାସନକାର୍ଡରେ ପୂର୍ବଭଳି ମିଳୁଥିବା ଗହମ ପୁଣିଥରେ ଚଉଳ ସହ ମିଳିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ମିଳୁଥିବା…

କାର୍ଯ୍ୟଭାର ଗ୍ରହଣ ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ନୂଆ ଡିଜିପି

ପୁରୀ,୧୭ା୮: ନୂଆ ପୋଲିସ ଡିଜି ଭାବେ ଓ୍ବାଇ ବି ଖୁରାନିଆ କାର୍ଯ୍ୟଭାର ସମ୍ଭାଳିବା ପରେ ଶନିବାର ସସ୍ତ୍ରୀକ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ୱାରଠାରେ ପହଞ୍ଚିବା ପରେ ପୁରୀ ଏସ୍‌ପି ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?