ଭାରତୀୟ କମ୍ପାଉଣ୍ଡ ତୀରନ୍ଦାଜଙ୍କ କ୍ଲିନ୍ ସୁଇପ୍
ତାଶକେଣ୍ଟ, ୬ା୫(ପି.ଟି.): ଏଠାରେ ଚାଲିଥିବା ଏସିଆ କପ୍ ଷ୍ଟେଜ୍-୨ ବିଶ୍ୱ ର଼୍ୟାଙ୍କିଙ୍ଗ ଟୁର୍ନାମେଣ୍ଟରେ ପ୍ରାଧାନ୍ୟ ବିସ୍ତାର କରି ଭାରତର କମ୍ପାଉଣ୍ଡ ତୀରନ୍ଦାଜମାନେ କ୍ଲିନ୍ ସୁଇପ୍ କରିଛନ୍ତି। ୭ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ସହ ଭାରତ ପଦକ…
ଦୋହା ଡାଇମଣ୍ଡ ଲିଗ୍ ଜିତିଲେ ନୀରଜ
ଦୋହା,୬ା୫: ଅଲିମ୍ପିକ ଚାମ୍ପିୟନ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍ ଜିତିି ୨୦୨୩ ପାଇଁ ବିଜୟ ଯାତ୍ରା ଆରମ୍ଭ କରିଛନ୍ତି। ନୀରଜ ପ୍ରତିଯୋଗିତାରେ ୮୮.୬୭ ମିଟର ଜାଭେଲିନ୍ ଥ୍ରୋ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପ୍ରତିଯୋଗିତାରେ ବିଶ୍ୱର ଅଗ୍ରଣୀ…
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଲୋଗୋ ଉନ୍ମୋଚିତ
ଲକ୍ଷ୍ନୌ, ୬ା୫: ଉତ୍ତର ପ୍ରଦେଶ ଲକ୍ଷ୍ନୌଠାରେ ଶୁକ୍ରବାର କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ‘ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଉତ୍ତରପ୍ରଦେଶ ୨୦୨୨’ର ଅଫିସିଆଲ ଲୋଗୋ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ…
୧୩ ଓଭର ୫ ବଲ୍ରେ ଗୁଜରାଟ ଟାଇଟନ୍ସ ବିଜୟୀ
ଜୟପୁର,୫।୫: ଆଇପିଏଲର ୪୮ ତମ ମ୍ୟାଚ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମଧ୍ୟରେ ଖେଳାଯାଇଛି। ଜୟପୁରର ସଓ୍ବାଇ ମାନସିଂହ ଷ୍ଟାଡିୟମରେ ଚାଲିଥିବା ମ୍ୟାଚ୍ରେ ୧୩ ଓଭର ୫ଟା ବଲ୍ରେ ଗୁଜରାଟ ଟାଇଟନ୍ସ(ଜିଟି) ବିଜୟ ହାସଲ କରିଛି। ଟସ…
ଜିଟିକୁ ୧୧୯ ରନ୍ ଟାର୍ଗେଟ ଦେଲା ଆର୍ଆର୍
ଜୟପୁର,୫।୫: ଆଇପିଏଲର ୪୮ ତମ ମ୍ୟାଚ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମଧ୍ୟରେ ଜାରି ରହିଛି। ରାଜସ୍ଥାନ ରୟାଲ ଗୁଜରାଟ ଟାଇଟନ୍ସ ଆଗରେ ୧୧୯ ରନ୍ ବିଜୟ ଲକ୍ଷ୍ୟ ରଖିଛି। ଜୟପୁରର ସଓ୍ବାଇ ମାନସିଂହ ଷ୍ଟାଡିୟମରେ ଚାଲିଥିବା…
ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ରାଜସ୍ଥାନ ରୟାଲ୍ସ
ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ରାଜସ୍ଥାନ ରୟାଲ୍ସ ଜୟପୁର,୫।୫: ଆଇପିଏଲର ୪୮ ତମ ମ୍ୟାଚରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମୁହାଁମୁହିଁ ହୋଇଛନ୍ତି। ଚଳିତ ଆଇପିଏଲ୍ରେ ଆଜି ହେବିଓ୍ବେଟଙ୍କ ଫାଇଟ ଦେଖିବାକୁ ମିଳିବ। ଜୟପୁରର ସଓ୍ବାଇ…
ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ବଡ ଝଟକା, କେଏଲ ରାହୁଲ ବାକି ସମସ୍ତ ମ୍ୟାଚରୁ ଆଉଟ
ନୂଆଦିଲ୍ଲୀ,୫।୫: ଇଣ୍ଡିଆନ ପ୍ରିମିୟର ଲିଗ ଫ୍ରାଞ୍ଚାଇଜ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ବଡ ଝଟକା ଲାଗିଛି। ପଏଣ୍ଟ ଟେବୁଲରେ ୧୧ ଅଙ୍କ ସହ ଦ୍ୱିତୀୟ ନମ୍ବରରେ ଥିବା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସର କ୍ୟାପଟେନ କେ ଏଲ ରାହୁଲ ଆହତ କାରଣରୁ ସମସ୍ତ ମ୍ୟାଚରୁ…
ରବି ଶାସ୍ତ୍ରୀଙ୍କ ଭବିଷ୍ୟବାଣୀ: ୧୦ ଟିମ ମଧ୍ୟରୁ ଏହି ଟିମ ହେବ ୨୦୨୩ ଆଇପିଏଲର ଚାମ୍ପିୟନ
ନୂଆଦିଲ୍ଲୀ,୫।୫: ଆଇପିଏଲର ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟଂସର ଜଲଓ୍ବା ଏହି ସିଜନରେ ବି ରହିଛି। ଏପଟେ ସଂଞ୍ଜୁ ସ୍ୟାମସନର ଅନୁଗାମୀ ରାଜସ୍ଥାନ ଟିମ ବି ଭଲ ପରଫରମାନ୍ସ କରୁଛି। ଏହି ସିଜନର ପ୍ଲେ ଅଫ ରେସରେ ଉଭୟ ଟିମ ଖୁବ ଆଗରେ…
ବର୍ଷକ ଭିତରେ ଭାରତୀୟ ଦଳ ପାଇଁ ଖେଳିବେ ଏହି କ୍ରିକେଟର କହିଲେ ସେହ୍ବାଗ
ନୂଆଦିଲ୍ଲୀ,୫ା୫: ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ଓପନର୍ ବୀରେନ୍ଦ୍ର ସେହ୍ବାଗ ପଞ୍ଜାବ କିଙ୍ଗ୍ସର ଯୁବ ଓ୍ବିକେଟ କିପର ତଥା ବ୍ୟାଟ୍ସମ୍ୟାନ ଜିତେଶ ଶର୍ମାଙ୍କ ପ୍ରଦର୍ଶନକୁ ନେଇ ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି। ସେହ୍ବାଗ କହିଛନ୍ତି, ଜିତେଶ ଶର୍ମା ଟି-୨୦ ବ୍ୟାଟିଂର ମୌଳିକ ସନ୍ଧାନ…
ଆଜି ରାଜସ୍ଥାନ-ଗୁଜରାଟ ମୁହାଁମୁହିଁ
ଜୟପୁର,୫।୫: ଆଇପିଏଲର ୪୮ ତମ ମ୍ୟାଚରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମୁହାଁମୁହିଁ ହେବେ। ସନ୍ଧ୍ୟା ୭ଟା୩୦ରେ ଜୟପୁରର ସଓ୍ବାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ। ଏହି ଦୁଇଟି ଟିମ୍ ଏପର୍ଯ୍ୟନ୍ତ ଆଇପିଏଲରେ ୪ ଥର ମୁହାଁମୁହିଁ ହୋଇଛନ୍ତି।…
ଦିନିକିଆ କ୍ରିକେଟ ବିଶ୍ୱକପ: ଅହମ୍ମଦାବାଦରେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ!
ନୂଆଦିଲ୍ଲୀ,୫।୫: ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ବିଶ୍ୱକପ ୨୦୨୩ ବିଶ୍ୱକପ ଭାରତରେ ଖେଳାଯିବ। ତେବେ ଏହା ଚଳିତ ବର୍ଷ ଅକ୍ଟୋବରରେ ଆରମ୍ଭ ହେବା ନେଇ କୁହାଯାଉଛି। ଏହି ସମୟରେ ବିଶ୍ୱକପ ବିଷୟରେ ବଡ ଖବର ସାମ୍ନାକୁ ଆସିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ…
ଶ୍ରଦ୍ଧାଞ୍ଜଳି ଜାତୀୟ ଫୁଟ୍ବଲ ଚୟନକର୍ତ୍ତା
ଭୁବନେଶ୍ୱର, ୫ା୫ (ସ୍ପୋଟର୍ସ ବ୍ୟୁରୋ): ଭାରତୀୟ ଦଳର ପୂର୍ବତନ ଅଧିନାୟିକା ଓ କୋଚ୍ କିମ୍ବଦନ୍ତୀ ଫୁଟବଲର ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ଉପରେ ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍) ପୁଣି ଆସ୍ଥା ପ୍ରକଟ କରିଛି। ତାଙ୍କୁ ମହିଳା ଜାତୀୟ ଫୁଟ୍ବଲ ଦଳର ଚୟନକର୍ତ୍ତା ଭାବେ…

