ଖେଳ

ଦ୍ୱିତୀୟ ଟେଷ୍ଟ ପାଇଁ ଆୟର ଫିଟ୍‌

ନୂଆଦିଲ୍ଲୀ,୧୫।୨(ପି.ଟି): ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ମିଡିଲ ଅର୍ଡର ବ୍ୟାଟର ଶ୍ରେୟସ ଆୟାରଙ୍କୁ ଫିଟ୍‌ ଘୋଷଣା କରିଛି ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍‌ସିଏ)। ବାଂଲଦେଶ ବିପକ୍ଷ ସିରିଜରେ ଆୟରଙ୍କ ପ୍ରଦର୍ଶନ ବେଶ ବଢିଆ ଥିଲେ ମଧ୍ୟ ଲୋୟର ବ୍ୟାକ୍‌ ସମସ୍ୟା…

ଗୁଜରାଟ-ମୁମ୍ବାଇ ଉଦ୍‌ଘାଟନୀ ମ୍ୟାଚ୍‌

ମୁମ୍ବାଇ,୧୫।୨: ମେନ୍ସ ପ୍ରିମିୟର ଲିଗ୍‌ର ନିଲାମି ଶେଷ ହେବାର ଗୋଟିଏ ଦିନ ପରେ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ସମୁଦାୟ ୨୨ଟି ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଉଦ୍‌ଘାଟନୀ ମ୍ୟାଚରେ ସାମ୍ନସାମ୍ନି ହେବେ ଗୁଜରାଟ ଜାଏଣ୍ଟ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ। ମାର୍ଚ୍ଚ ୪…

ପଞ୍ଜାବଠାରୁ ଓଡ଼ିଶା ପରାସ୍ତ

ଭୁବନେଶ୍ୱର, ୧୫।୨(କ୍ରୀଡ଼ା ପ୍ରତିନିଧି): ଏଠାରେ ଚାଲିଥିବା ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟର ଅନ୍ତିମ ରାଉଣ୍ଡରେ ଓଡ଼ିଶା ପ୍ରଥମ ପରାଜୟ ସ୍ବାଦ ଚାଖିଛି। କ୍ୟାପିଟାଲ ଫୁଟବଲ ଆରେନାରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଘରୋଇ ଦଳ ୧-୨ ଗୋଲରେ ପଞ୍ଜାବ ନିକଟରୁ ହାରିଯାଇଛି। ଓଡ଼ିଶା…

ଓଡ଼ିଶାରୁ ଭାଗ ନେବେ ୩୦ ପ୍ରତିଯୋଗୀ

ଭୁବନେଶ୍ୱର, ୧୫।୨(ସ୍ପୋଟର୍‌ସ ବ୍ୟୁରୋ): ଉତ୍ତରାଖଣ୍ଡର ଡେରାଡୁନ୍‌ଠାରେ ଚଳିତ ମାସ ୧୭ରୁ ୨୯ ପର୍ଯ୍ୟନ୍ତ ଜାତୀୟ ସିନିୟର ଓ ୨୧ବର୍ଷରୁ କମ୍‌ କରାଟେ ପ୍ରତିଯୋଗିତା ହେବ। ଏଥିରେ ଭାଗ ନେବାପାଇଁ ଓଡ଼ିଶା ରାଜ୍ୟ କରାଟେ ସଂଘ ତରଫରୁ ମନୋନୀତ ୩୦ ପ୍ରତିଯୋଗୀ ୪…

ଜମ୍ମୁ କଶ୍ମୀରକୁ ଗର୍ବିତ କଲେ ଜେସିଆ ଅଖତର

ନୂଆଦିଲ୍ଲୀ,୧୫।୨: ଜମ୍ମୁ କଶ୍ମୀରର ଏକାଧିକ ପୁରୁଷ କ୍ରିକେଟର ଆଇପିଏଲ ତଥା ଜାତୀୟ ଦଳ ପାଇଁ ଖେଳି ସୁନାମ ଅର୍ଜନ କରିଥିବା ବେଳେ ପ୍ରଥମ ଥର ପାଇଁ ମହିଳା କ୍ରିକେଟର ମାନଚିତ୍ରରେ ଜମ୍ମୁ କାଶ୍ମୀରକୁ ସ୍ଥାନ ଦେଇଛନ୍ତି ଜେସିଆ ଅଖତର। ସୋମବାର ଓମେନ୍ସ…

ସ୍କୁଲ ଟେନିସ୍‌ ଲିଗ୍‌ର ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର,୧୫।୨(ସ୍ପୋଟର୍‌ସ ବ୍ୟୁରୋ): କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ସ୍କୁଲ ଟେନିସ୍‌ ଲିଗ(ଏସ୍‌ଟିଏଲ୍‌)ର ଲୋଗୋ ଉନ୍ମୋଚନ କରିଛନ୍ତି। ଏହି ଲିଗ୍‌ ଦ୍ୱାରା ତୃଣମୂଳ ସ୍ତରରେ ଟେନିସର ପ୍ରଚାର ହେବା ସହିତ ଭବିଷ୍ୟତର ଟେନିସ ତାରକା…

ମିନ୍ନୁଙ୍କୁ ମିଳିଲା ତ୍ୟାଗର ଫଳ

କୋଚି,୧୫।୨: କେରଳର ଏକ ଆଦିବାସୀ ଅଧ୍ୟୁଷିତ ଇଲାକାରୁ ଆସିଥିବା ମିନ୍ନୁ ମଣିଙ୍କ ସ୍ବପ୍ନ ପୂରଣ କରିଛି ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌)। ୧୦ ବର୍ଷ ତଳେ ଓ୍ବାୟାନାଡ ଜିଲାର ମନନ୍ଥାବାଡିର ପାର୍ବତ୍ୟାଞ୍ଚଳରୁ ଆସିଥିବା ଏହି ଖେଳାଳି ଜଣଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଛି…

ପ୍ରେମ ଦିବସରେ ଆଉଥରେ ବିବାହ କଲେ ହାର୍ଦ୍ଦିକ,ସାମ୍ନାକୁ ଆସିଲା ବିବାହ ଫଟୋ

ନୂଆଦିଲ୍ଲୀ,୧୫।୨: ଭାରତୀୟ କ୍ରିକେଟ୍‌ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ପୁଣିଥରେ ବିବାହ କରିଛନ୍ତି। ଉଭୟ ଉଦୟପୁରରେ ସାତଫେରା ନେଇଛନ୍ତି। ସୋସିଆଲ ମିଡିଆରେ ହାର୍ଦ୍ଦିକ ପାଣ୍ଡ୍ୟା ବିବାହ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ସ୍ତ୍ରୀ…

ବୁଧବାର କଟକ ଆସିବେ ରାଇନା, ପ୍ରଜ୍ଞାନ

କଟକ ଅଫିସ,୧୪ା୨: ଭାରତର ପୂର୍ବତନ କ୍ରିକେଟର ସୁରେଶ ରାଇନା ଓ ପ୍ରଜ୍ଞାନ ଓଝା ବୁଧବାର କଟକ ଆସିବେ। ଗୁରୁଡିଝାଟିଆ ଥାନା ଅଧୀନ କପୁରସିଂହ ଖେଳପଡ଼ିଆରେ ଏମ୍‌ଜିଏମ୍‌ ସ୍କୁଲ ଅଫ୍‌ ସ୍ପୋର୍ଟସ ଆଣ୍ଡ୍‌ ସେର୍‌ ଅଫ୍‌ ଏକ୍ସିଲେନ୍ସ ଫର୍‌ କ୍ରିକେଟ ଏକାଡେମୀ ଉଦ୍‌ଘାଟନ…

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଟିମ୍‌ରେ ବଡ଼ ପରିବର୍ତ୍ତନ, ହଠାତ ଦଳରେ ସାମିଲ ହେଲେ…

ନୂଆଦିଲ୍ଲୀ,୧୪।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଫେବୃୟାରୀ ୧୭ରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ମୁକାବିଲା ପୂର୍ବରୁ ଭାରତୀୟ ଟିମ୍‌ ସହ ଜଡ଼ିତ ବଡ଼ ଖବର ସାମ୍ନାକୁ ଆସିଛି। ତାରକା ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ ଆୟର ସମ୍ପୂର୍ଣ୍ଣ ଭାବେ…

ମଲ୍ଲିକାଙ୍କ ପ୍ରଶଂସାରେ ଶତମୁଖ ହେଲେ କାର୍ତ୍ତିକ

ନୂଆଦିଲ୍ଲୀ,୧୪।୨: ମୁମ୍ବାଇରେ ଆୟୋଜିତ ମହିଳା ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌) ନିଲାମରେ ଅନେକ ଭାରତୀୟ ଖେଳାଳି କୋଟିପତି ହୋଇଛନ୍ତି। ସେହିଭଳି ବିଦେଶୀ ଖେଳାଳିମାନେ ମଧ୍ୟ ଅଧିକ ଦାମ୍‌ରେ ବିକ୍ରି ହୋଇ ମାଲାମାଲ୍‌ ହୋଇଛନ୍ତି। ଏହି ନିଲାମରେ ସ୍ମୃତି ମନ୍ଧାନାଙ୍କ ଉପରେ ସବୁଠାରୁ ବଡ ମୂଲ୍ୟ…

ହାର୍ଦ୍ଦିକଙ୍କ ପୂର୍ବରୁ ଏହି ଅଭିନେତାଙ୍କୁ ଡେଟ୍‌ କରୁଥିଲେ ନତାଶା, ଚମକାଇବ ବ୍ରେକ୍‌ଅପ୍‌ର କାରଣ…

ନୂଆଦିଲ୍ଲୀ,୧୪।୨: ଦ୍ୱିତୀୟ ଥର ଲାଗି ବିବାହ କରିବାକୁ ଯାଉଛନ୍ତି ଭାରତୀୟ ଟିମ୍‌ର ଷ୍ଟାର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ମଡେଲ ନତାଶା ଷ୍ଟେନ୍‌କୋଭିକ୍‌ଙ୍କ ସହ ମଙ୍ଗଳବାର(ଫେବୃୟାରୀ ୧୪)ରେ ସେ ବିବାହ କରିବେ। ଦୁହେଁ କିଛି ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri