ଖେଳ

କ୍ରିକେଟର୍‌ଙ୍କ ଲକେଟ୍‌କୁ ନେଇ ଜୋରଧରିଲା ଚର୍ଚ୍ଚା

ପାକିସ୍ତାନର ପେସର ହାସନ ଅଲି ତାଙ୍କ ବୋଲିଂରେ ବହୁତ ପ୍ରଭାବିତ କରିଛନ୍ତି କିନ୍ତୁ ଉଇକେଟ ନେବା ପରେ ଉତ୍ସବ ପାଳନ କରିବାର ଶୈଳୀ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତାଙ୍କ ଶୈଳୀକୁ ମଧ୍ୟ ଲୋକମାନେ ପସନ୍ଦ କରନ୍ତି। ଉଇକେଟ୍‌ ନେବା ପରେ...

କ୍ରିକେଟର ଏହି ବିରଳ ରେକର୍ଡ, ଯାହା ଆଜି ବି ରହିଛି ଅତୁଟ

କ୍ରିକେଟରେ ଅନେକ ବଡ ରେକର୍ଡ କରାଯାଇଥିଲା। କିନ୍ତୁ କିଛି ଖେଳାଳିଙ୍କ ଏମିତି ରେକର୍ଡ କରିଛନ୍ତି ଯାହା ଭାଙ୍ଗିବା କଷ୍ଟକର। ଇଂଲଣ୍ଡର ବାମହାତୀ ସ୍ପିନ ବୋଲର ହେଡଲି ଭେରିଟିଙ୍କ ରେକର୍ଡ ତାହା ମଧ୍ୟରୁ ଅନ୍ୟତମ। ୧୯୩୨ ମସିହାରେ କାଉଣ୍ଟି ଚାମ୍ପିଅନସିପରେ ଏକ...

ଖୁସି ଖବର ଦେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଦକ୍ଷିଣ ଆଫ୍ରିକାର ଉଇକେଟ କିପର-ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକ୍‌ ନିଜ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି। କ୍ୱିଣ୍ଟନଙ୍କ ସ୍ତ୍ରୀ ଶାଶା ଡି କକ ଆସନ୍ତା ବର୍ଷ ଜାନୁଆରୀରେ ପ୍ରଥମ ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। କ୍ୱିଣ୍ଟନ ସୋସିଆଲ...

କୋହଲିଙ୍କ ସମ୍ପର୍କରେ ଏମିତି କହିଲେ ରାଇନା: ଜାଣିଲେ ଭାଙ୍ଗିଯିବ ହୃଦୟ

ନୂଆଦିଲ୍ଲୀ,୧୨।୭: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି ଫାଇନାଲ) ଫାଇନାଲରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା। ଏହାପରଠାରୁ ବିରାଟ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ବିତର୍କ ଚାଲିଛି। କେହି କେହି କହିଛନ୍ତି ଯେ ୩୩ ଟି ବିଜୟ ସହ ଭାରତର ସବୁଠାରୁ...

୬ ମାସରେ ପଦାର୍ପଣ କଲେ ବିରୁଷ୍କାଙ୍କ ଲାଡ୍‌ଲୀ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଲାଡଲୀ ତଥା ଝିଅ ଭାମିକା ୬ ମାସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ବିରୁଷ୍କା ଧୁମ୍‌ଧାମ୍‌ରେ ଝିଅର ୬ ମାସିକ ପାଳନ କରିଛନ୍ତି। ଏହାର ଫଟୋ...

ମେକ୍‌ଟିକ-ପାଭିକ୍‌ଙ୍କୁ ଟାଇଟଲ

ଲଣ୍ଡନ,୧୧।୭: ଓ୍ବିମ୍ବେଲଡନ ପୁରୁଷ ଡବଲ୍ସ ଇଭେଣ୍ଟରେ କ୍ରୋଏସିଆ ଯୋଡି ନିକୋଲା ମେକ୍‌ଟିକ ଓ ମାଟେ ପାଭିକ୍‌ ଟାଇଟଲ ହାସଲ କରିଛନ୍ତି। ଟପ୍‌ ସିଡ୍‌ ମାନ୍ୟତା ପାଇଥିବା ଏହି ଯୋଡି ସ୍ପେନ୍‌ ଓ ଆର୍ଜେଣ୍ଟିନାର ମାର୍ସେଲ ଗ୍ରାନୋଲେର୍ସ ଓ ହୋରାସିକୋ ଜେବାଲେସ୍‌ଙ୍କୁ...

ଓ୍ବିମ୍ବେଲଡନ ଟେନିସ: ସିଏ-ମେର୍ଟେନ୍ସ ମହିଳା ଡବଲ୍ସ ଚାମ୍ପିୟନ

ଲଣ୍ଡନ,୧୨।୭: ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟରେ ତାଇଓ୍ବାନର ସିଏ ସୁ-ଓ୍ବେଇ ଓ ତାଙ୍କ ବେଲଜିୟମ ପାର୍ଟନର ଏଲିସ୍‌ ମେର୍ଟେନ୍ସ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ତୃତୀୟ ସିଡ୍‌ ମାନ୍ୟତା ପାଇଥିବା ଏହି ଯୋଡି ୩-୬, ୭-୫, ୯-୭ ସେଟ୍‌ରେ...

୨୮ ବର୍ଷ ପରେ ଆର୍ଜେଣ୍ଟିନାକୁ ଟାଇଟଲ

ରିଓ ଡି ଜେନିରୋ,୧୨।୭:  ଦକ୍ଷିଣ ଆମେରିକାର ସର୍ବବୃହତ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ କୋପା ଆମେରିକାରେ ଏଥର ଲିଓନେଲ ମେସିଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଶନିବାର ସ୍ଥାନୀୟ ଐତିହାସିକ ମାରାକାନା ଷ୍ଟାଡିୟମରେ ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ...

୩୩ ବଲ୍‌ରେ ୭ ଉଇକେଟ୍‌ ନେଇ ହଇଚଇ ସୃଷ୍ଟି କରିଲେ ଏହି ବୋଲର୍‌: ଏବେ ପେନ୍‌ସନ୍‌ ବନ୍ଦ

କରାଚି,୧୧।୭: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପୂର୍ବତନ ଫାଷ୍ଟ ବୋଲର ସରଫରାଜ ନୱାଜଙ୍କ ମାସିକ ପେନସନ୍‌ ବନ୍ଦ କରିଦେଇଛି। ‘ଖେଳାଳି କଲ୍ୟାଣ ନୀତି’ର ଉଲ୍ଲଂଘନ କରିବାରୁ ନଓ୍ବାଜଙ୍କୁ ଏମିତି ଦଣ୍ଡ ମିଳିଛି। ବ୍ରିଟେନରେ ରହୁଥିବା ସରଫରାଜ ପାକିସ୍ତାନ ବୋର୍ଡ ବିରୋଧରେ...

ରେକର୍ଡ ସମକକ୍ଷ ହେବା ପରେ ଘାସ ଖାଇଲେ କିମ୍ବଦନ୍ତୀ

ଲଣ୍ଡନ,୧୧।୭: ବିଶ୍ୱର ନଂ ୧ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ ଚଳିତ ଓ୍ବିମ୍ବେଲଡନ ଓପନକୁ ଜିତି ନେଇଛନ୍ତି। ଫାଇନାଲରେ ମାଟେଓ ବରେଟିନିଙ୍କୁ ୬(୪)-୭, ୬-୪, ୬-୪, ୬-୩ ସେଟ୍‌ରେ ହରାଇ ଏହି ସଫଳତା ପାଇଛନ୍ତି ସର୍ଭିଆନ ଚାମ୍ପିୟନ।...

ଟି୨୦ ବିଶ୍ୱକପ୍‌ ପାଇଁ ପ୍ରାକ୍ତନ ଖେଳାଳି ବାଛିଲେ ଭାରତୀୟ ଏକାଦଶ

ନୂଆଦିଲ୍ଲୀ,୧୧।୭: ବର୍ତ୍ତମାନ ଭାରତୀୟ ଦଳ ସୀମିତ ଓଭର ସିରିଜ୍‌ ପାଇଁ ଶ୍ରୀଲଙ୍କାରେ ଅଛି। ଏହି ସିରିଜ୍‌ରୁ କିଛି ଖେଳାଳିଙ୍କୁ ଟି୨୦ ବିଶ୍ୱକପ୍‌ ଲାଗି ଭାରତୀୟ ଦଳରେ ଯାଗା ମିଳିପାରେ। ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମଧ୍ୟରେ ୟୁଏଇରେ ଖେଳାଯିବାକୁ ଥିବା ଟି୨୦...

ଖେଳାଳିଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ,୧୧।୭: ଟୋକିଓ ଅଲିମ୍ପିକ୍ସକୁ ଯାଉଥିବା ଭାରତୀୟ ଖେଳାଳିଙ୍କ ସହ ଆସନ୍ତା ଜୁଲାଇ ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବେ। ମୋଦିଙ୍କ ସହ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର, ରାଜ୍ୟ ମନ୍ତ୍ରୀ ନିସିଥ୍‌ ପ୍ରମାଣିକ ଏବଂ ଆଇନ ମନ୍ତ୍ରୀ କିରେନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri