ଆୟରଙ୍କ ଅସ୍ତ୍ରୋପଚାର ସଫଳ
ମୁମ୍ବାଇ,୨୧ା୪: ଭାରତୀୟ ବ୍ୟାଟର ଶ୍ରେୟସ ଆୟରଙ୍କ ପିଠି ଅସ୍ତ୍ରୋପଚାର(ସର୍ଜରୀ) ସଫଳ ହୋଇଛି। ମଙ୍ଗଳବାର ଲଣ୍ଡନରେ ଶ୍ରେୟସଙ୍କ ସର୍ଜରୀ ହୋଇଥିଲା। ବର୍ତ୍ତମାନ ସେ ସୁସ୍ଥ ହୋଇ ଚାଲିବା ଆରମ୍ଭ କରିଛନ୍ତି। ଆସନ୍ତା ୩ ମାସ ମଧ୍ୟରେ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇ ଅଭ୍ୟାସ…
ଟସ୍ ଜିତିଲା ଚେନ୍ନାଇ
ଚେନ୍ନାଇ,୨୧।୪: ଚେନ୍ନାଇ ସ୍ଥିତ ଏମ୍.ଏ. ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ଆଇପିଏଲ୍ର ୨୯ତମ ମ୍ୟାଚ୍ରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଏଦେନ ମାରକ୍ରମଙ୍କ ନେତୃତ୍ୱଧୀନ ସନ୍ରାଇଜର୍ସ ହାଇଦ୍ରାବାଦ ପ୍ରଥମେ…
ଚେନ୍ନାଇ ପାଇଁ ଖୁସି ଖବର: ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଦଳକୁ ଫେରିପାରନ୍ତି ବେନ ଷ୍ଟୋକ୍ସ
ଚେନ୍ନାଇ,୨୧।୪: ଚାରିଥର ଚମ୍ପିୟନ ହୋଇଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସେ୍କେ) ଚଳିତ ଆଇପିଏଲ୍ରେ ଶୁକ୍ରବାର ଏମ୍ଏ ଚିନାମ୍ବରମ ଷ୍ଟାଡିୟମରେ ସନ୍ରାଇଜର୍ସ ହାଇଦ୍ରାବାଦ(ଏସ୍ଆର୍ଏଚ୍) ବିପକ୍ଷରେ ଖେଳିବ। ସିଏସେ୍କେ ଏ ପର୍ଯ୍ୟନ୍ତ ଖେଳାଯାଇଥିବା ୫ ଟି ମ୍ୟାଚ ମଧ୍ୟରୁ ୩ ଟି ଜିତିଛି ଏବଂ…
ଘରୋଇ ପଡ଼ିଆରେ ହାଇଦ୍ରାବାଦକୁ ଭେଟିବ ଚେନ୍ନାଇ
ଚେନ୍ନାଇ,୨୧।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସେ୍କେ) ଚଳିତ ଆଇପିଏଲ୍ରେ ଶୁକ୍ରବାର ଏମ୍ଏ ଚିନାମ୍ବରମ ଷ୍ଟାଡିୟମରେ ସନ୍ରାଇଜର୍ସ ହାଇଦ୍ରାବାଦ(ଏସ୍ଆର୍ଏଚ୍) ବିପକ୍ଷରେ ଖେଳିବ। ନିକଟରେ ରାଜସ୍ଥାନ ରୟାଲ୍ସଠୁ କଡା ସଂଘର୍ଷ କରି ହାରିବା ପରେ ସିଏସେ୍କେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ହାଇଦ୍ରାବାଦ ବିପକ୍ଷରେ…
ସେମିରେ ପାରାମାଉଣ୍ଟ ସ୍ପୋର୍ଟିଂ
ଭୁବନେଶ୍ୱର,୨୧ା୪ (ସ୍ପୋଟର୍ସ ବ୍ୟୁରୋ): ଟାଉନ୍ କ୍ଲବ ପଡ଼ିଆରେ ଚାଲିଥିବା ୧୫ ବର୍ଷରୁ କମ୍ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟରେ ଗୁରୁବାର ଅନୁଷ୍ଠିତ ଦୁଇଟି ମ୍ୟାଚରେ ପାରାମାଉଣ୍ଟ ସ୍ପୋର୍ଟିଂ ଓ ଓସ୍କାର ସ୍ପୋର୍ଟିଂ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚରେ ଜାଗୃତି କ୍ରିକେଟ କ୍ଲବକୁ ପରାସ୍ତ…
କଳିଙ୍ଗରେ ଏକାଧିକ କ୍ରୀଡ଼ାର ସମର କ୍ୟାମ୍ପ
ଭୁବନେଶ୍ୱର, ୨୧।୪(କ୍ରୀଡ଼ା ପ୍ରତିନିଧି): ଏବେ ଚାଲିଛି ସମର କ୍ୟାମ୍ପର ସମୟ। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ କ୍ରୀଡ଼ାପାଇଁ ସମର କ୍ୟାମ୍ପ ଆୟୋଜନ କରାଯାଉଛି। ଫଳରେ ଖେଳରେ ରୁଚି ରଖୁଥିବା ପିଲାମାନଙ୍କ ପାଇଁ ଗ୍ରୀଷ୍ମାବକାଶ ସମୟରେ ସେମାନଙ୍କ…
ଆଇପିଏଲ୍ର ଶ୍ରେଷ୍ଠ ଅଲ୍ରାଉଣ୍ଡର
ସେନ୍ ଓ୍ବାଟ୍ସନ୍: (ରାଜସ୍ଥାନ, ଚେନ୍ନାଇ ଓ ବାଙ୍ଗାଲୋର) ୩୮୭୪ ରନ୍ ଓ ୯୨ ଉଇକେଟ ଅଷ୍ଟ୍ରେଲିଆର ଏହି ପୂର୍ବତନ ଖେଳାଳି ଆଇପିଏଲ୍ର ପ୍ରଥମ ସଂସ୍କରଣରେ ସବୁଠୁ ମୂଲ୍ୟବାନ୍ ଖେଳାଳିଥିଲେ। ପ୍ରଥମ ସିଜନରେ ରାଜସ୍ଥାନକୁ ଚାମ୍ପିୟନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।…
ମହିଳା ହକିର ନୂଆ ଜ୍ୟୋତି
ଓଡ଼ିଶାର ଜ୍ୟୋତି ସୁନୀତା କୁଲୁ ନିଜ ଦକ୍ଷତା ବଳରେ ଭାରତୀୟ ଦଳର ଅଧିନାୟିକା ହେବାର ଗୌରବ ଅର୍ଜନ କରିଥିଲେ। ଏବେ ଜାତୀୟ ସିନିୟର ମହିଳା ହକିରେ ପଦାର୍ପଣ କରିଛନ୍ତି ଆଉ ଜଣେ ଜ୍ୟୋତି। ସେ ହେଉଛନ୍ତି ଜ୍ୟୋତି ଛତ୍ରୀ। ଜ୍ୟୋତିଙ୍କ ପାଇଁ…
ମହିଳା କ୍ରୀଡ଼ାବିତ୍ଙ୍କ ଆଦର ବଢ଼ୁଛି
ବିଶ୍ୱରେ ନାରୀ ମୁକ୍ତି ଆନ୍ଦୋଳନର ଲମ୍ବା ଇତିହାସ ରହିଛି। ଏହି ସାମାଜିକ ଆନ୍ଦୋଳନକୁ ସଫଳ କରିବା ଲାଗି ଅନେକ ପ୍ରୟାସ ହୋଇଛି ଏବଂ ମହିଳାମାନଙ୍କ ପାଇଁ ବହୁ ରୁଦ୍ଧଦ୍ୱାର ଉନ୍ମୁକ୍ତ ହୋଇଯାଇଛି। ତଥାପି ବହୁ ଦେଶରେ ମହିଳା ଅବଳା ରୂପେ ଜୀବନ…
ଦିଲ୍ଲୀ କ୍ୟାପିଟାଲର ପ୍ରଥମ ବିଜୟ
ନୂଆଦିଲ୍ଲୀ,୧୪।୪: ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍ର ୨୮ତମ ମ୍ୟାଚ୍ରେ ଡେଭିଡ୍ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ୪ ଉଇକେଟରେ ବିଜୟୀ ହୋଇଛି। ଷଷ୍ଠ ମ୍ୟାଚ୍ରୁ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ବିଜୟ ସହ ପଏଣ୍ଟ ଖାତା ଖୋଲିଛି ।…
୧୨୭ ରନ୍ରେ ଅଟକିଲା କୋଲକାତା
ନୂଆଦିଲ୍ଲୀ,୧୪।୪: ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍ର ୨୮ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ କୋଲକାତା ନାଇଟ୍ ରାଇଡର୍ସ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଉଇକେଟ…
ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲର ବୋଲିଂ ନିଷ୍ପତ୍ତି
ନୂଆଦିଲ୍ଲୀ,୧୪।୪: ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍ର ୨୮ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇ କୋଲକାତା ନାଇଟ୍ ରାଇଡର୍ସ ବ୍ୟାଟିଂ ଆରମ୍ଭ କରିଛି। ୩ ଓଭର ଖେଳ…

