ଖେଳ

ଫିଲିପୋ ଜିତିଲେ ୧୮ଶ ଷ୍ଟେଜ୍‌

ରୋମ୍‌, ୨୭।୫: ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୮ଶ ରେସ୍‌ ଜିତିଛନ୍ତି ଇଟାଲିର ଜୟକୋ-ଏଆଇୟୁଆଇଏ ଟିମ୍‌ ରାଇଡର ଫିଲିପୋ ଜାନା। ଓଡେର୍ଜୋଠାରୁ ଜୋଲ୍ଡୋ ଅଲ୍ଟୋ ପର୍ଯ୍ୟନ୍ତ ୧୬୧ କିଲୋମିଟର ବିଶିଷ୍ଟ ମାଉଣ୍ଟେନ ଷ୍ଟେଜ୍‌କୁ ଫିଲିପୋ ୪ ଘଣ୍ଟା ୫୨.୧୨ ସେକେଣ୍ଡ…

ଭାରତ ଆଜି ପାକିସ୍ତାନକୁ ଭେଟିବ

ସାଲାଲା (ଓମାନ), ୨୭।୫ (ପି.ଟି.): ଏଠାରେ ଚାଲିଥିବା ଜୁନିୟର ଏସିଆ କପ୍‌ ପୁରୁଷ ହକିରେ ଭାରତ ଶନିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଭାରତ ଏହା ପୂର୍ବରୁ ଖେଳିଥିବା ୨ଟି ମ୍ୟାଚରେ ଚାଇନିଜ୍‌ ତାଇପେକୁ ୧୮-୦ ଏବଂ ଜାପାନକୁ ୩-୧ ଗୋଲରେ…

ପ୍ରତ୍ୟାଶା, କିଟ୍‌ ମହିଳାଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୭ା୫ (ସ୍ପୋଟର୍‌ସ ବ୍ୟୁରୋ): ଉତ୍ତରପ୍ରଦେଶ ରାଜ୍ୟର ବିଭିନ୍ନ ସହରରେ ୩ୟ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଅନୁଷ୍ଠିତ ହେଉଛି। ଶୁକ୍ରବାର ରଗବୀ ଇଭେଣ୍ଟର ଅନ୍ତିମ ଦିବସରେ କିଟ୍‌ ମହିଳା ଦଳ ୫୬:୦ରେ ମୁମ୍ବାଇ ୟୁନିଭର୍ସିଟିକୁ ପରାସ୍ତ କରି ଚାମ୍ପିୟନ ହେବା…

୨୦ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌: ଇଂଲଣ୍ଡ ନକ୍‌ଆଉଟ୍‌କୁ ଉନ୍ନୀତ

ବୁଏନ୍ସଏୟାର୍ସ, ୨୭ା୫ (ପି.ଟି.): ଉରୁଗୁଏ ବିପକ୍ଷରେ ୩-୨ ଗୋଲ୍‌ରେ ବିଜୟ ହାସଲ କରି ଇଂଲଣ୍ଡ ୨୦ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଏଥିସହିତ ଦଳ ଅନ୍ୟତମ ଟାଇଟଲ ଫେଭରାଇଟ୍‌ ହୋଇ ଉଭା ହୋଇଛି। ଦକ୍ଷିଣ ଆଫ୍ରିକା ଓ…

ପୁଣି ପାଣ୍ଡିଆ ବାହିନୀ ଫାଇନାଲରେ

ଅହମ୍ମଦାବାଦ,୨୬।୫: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଶୁକ୍ରବାର ଆଇପିଏଲ ୨୦୨୩ର ଦ୍ୱିତୀୟ କ୍ବାଲିଫାୟର ମ୍ୟାଚ ଗୁଜୁରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳା ଯାଇଥିଲା । ଏଥିରେ ଗୁଜୁରାଟ ଟାଇଟନ୍ସ ୬୨ ରନରେ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛି…

ମୁମ୍ବାଇ ଇଣ୍ଡିଆନ୍ସକୁ ୨୩୪ ରନ୍‌ ବିଜୟ ଟାର୍ଗେଟ ଦେଲା ଗୁଜୁରାଟ ଟାଇଟନ୍ସ

ଅହମ୍ମଦାବାଦ,୨୬।୫: ମୁମ୍ବାଇ ଇଣ୍ଡିଆନ୍ସକୁ ୨୩୪ ରନ୍‌ ବିଜୟ ଟାର୍ଗେଟ ଦେଇଛି ଗୁଜୁରାଟ ଟାଇଟନ୍ସ। ପ୍ରଥମେ ଟସ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଗୁଜୁରାଟ ଟାଇଟନ୍ସ ୩ଟା ଉଇକେଟ୍‌ରେ ୨୩୩ ରନ୍‌ କରିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ…

ରିଷଭ ପନ୍ଥକୁ ନେଇ ଆସିଲା ବଡ଼ ଖବର, ଓ୍ବାଲର୍‌ଡ କପ୍‌ ପୂର୍ବରୁ କରିବେ କମବ୍ୟାକ୍!

ନୂଆଦିଲ୍ଲୀ,୨୬।୫: ମଇଦାନକୁ ପୁଣି ଫେରୁଛନ୍ତି ଷ୍ଟାର୍‌ ଖେଳାଳି ରିଷଭ ପନ୍ଥ। ଏନେଇ ସୂଚନା ଦେଇଛନ୍ତି ଏସ୍‌.ଶ୍ରୀସନ୍ଥ। ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଓ୍ବିକେଟକିପର୍‌ ପନ୍ଥ ପୂର୍ବ ବର୍ଷ ଡିସେମ୍ବରରେ ଏକ କାର୍‌ ଦୂର୍ଘଟଣାର ଶିକାର ହୋଇ ଦୀର୍ଘ ଦିନ ଧରି ପଡିଆରୁ ଦୂରେଇ…

ଟସ ଜିତି ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ନିଷ୍ପତ୍ତି

ଅହମ୍ମଦାବାଦ,୨୬।୫: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଶୁକ୍ରବାର ଆଇପିଏଲ ୨୦୨୩ର ଦ୍ୱିତୀୟ କ୍ବାଲିଫାୟର ମ୍ୟାଚ ଗୁଜୁରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆରମ୍ଭ ହୋଇଛି। ବର୍ଷା କାରଣରୁ ମ୍ୟାଚ ବିଳମ୍ବ ହୋଇଥିଲା। ତେବେ ପ୍ରଥମେ ଟସ ଜିତି ମୁମ୍ବାଇ ଇଣ୍ଡିଆନ୍ସ…

ସିନ୍ଧୁ, ଶ୍ରୀକାନ୍ତ, ପ୍ରଣୟ କ୍ୱାର୍ଟରଫାଇନାଲରେ

କୁଆଲାଲମ୍ପୁର, ୨୫ା୫ :ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ, ଏଚ.ଏସ୍‌ ପ୍ରଣୟ ଓ କିଡାମ୍ବି ଶ୍ରୀକାନ୍ତ ମାଲେସିଆ ମାଷ୍ଟର୍ସ ସୁପର ୫୦୦ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଡବଲ ଅଲିମ୍ପିକ ପଦକ ବିଜେତା ୬ଷ୍ଠ ସିଡ୍‌ ସିନ୍ଧୁ ମହିଳା…

ଜାପାନକୁ ୩-୧ରେ ପରାସ୍ତକଲା ଭାରତ

ନୂଆଦିଲ୍ଲୀ,୨୬ା୫: ଜୁନିୟର ଏସିଆ କପ୍‌ ହକିରେ ଜାପାନକୁ ୩-୧ରେ ପରାସ୍ତ କରିଛି ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ୦-୧ରେ ପଛୁଆ ରହିବା ପରେ ଭାରତୀୟ ଖେଳାଳି ଚମତ୍କାର ପ୍ରତ୍ୟାବର୍ତ୍ତନ କରି ମ୍ୟାଚକୁ ସହଜରେ ଜିତି ନେଇଥିଲେ। ଭାରତ ପକ୍ଷରୁ…

ବେଲ୍‌ଜିୟମକୁ ଭେଟିବ ଭାରତ

ଲଣ୍ଡନ,୨୬ା୫: ପ୍ରୋ ହକି ଲିଗ୍‌ର ୟୁରୋପ ଚରଣ ଶୁକ୍ରବାର ଆରମ୍ଭ ହେବ। ପ୍ରଥମ ମ୍ୟାଚରେ ଭାରତ ବିଶ୍ୱ ଚାମ୍ପିୟନ ବେଲ୍‌ଜିୟମକୁ ଭେଟିବ। ୧୯ ପଏଣ୍ଟ ସହିତ ଭାରତ ପ୍ରୋ ହକି ଲିଗ୍‌ ପଏଣ୍ଟ ଟେବୁଲରେ ଏକ ନମ୍ବର ସ୍ଥାନରେ ରହିଛି। ଭାରତ…

ଆଇପିଏଲ୍‌ ପରେ ଏସିଆ କପ୍‌ ଭେନ୍ୟୁ ସମ୍ପର୍କରେ ନିଷ୍ପତ୍ତି

ନୂଆଦିଲ୍ଲୀ, ୨୫ା୫: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫାଇନାଲ ପରେ ଏସିଆ କପ୍‌ କ୍ରିକେଟର ଭେନ୍ୟୁ ସମ୍ପର୍କରେ ନିଷ୍ପିତ୍ତି ନିଆଯିବ। ଫାଇନାଲକୁ ଏସିଆନ କ୍ରିକେଟ କାଉନ୍‌ସିଲ (ଏସିସି)ର ଉଚ୍ଚପଦଧିକାରୀମାନଙ୍କୁ ଆମନ୍ତ୍ରିତ କରାଯାଇଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?