ଏଲିମିନେଟ୍ ହେଲା ଲକ୍ଷ୍ନୌ
ଚେନ୍ନାଇ,୨୪।୫: ଚେନ୍ନାଇର ଏମ୍.ଏ. ଚିଦାମ୍ବରମ ଷ୍ଟାଡିୟମରେ ବୁଧବାର ଖେଳାଯାଉଥିବା ଆଇପିଏଲ୍-୨୦୨୩ର ଏଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୮୧ ରନ୍ରେ ବିଜୟୀ ହୋଇଛି। ଫଳରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ଏଲିମିନେଟ୍ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ଆସନ୍ତା ୨୬…
ଲକ୍ଷ୍ନୌ ଆଗରେ ୧୮୩ ରନ୍ର ଟାର୍ଗେଟ୍
ଚେନ୍ନାଇ,୨୪।୫: ଚେନ୍ନାଇର ଏମ୍.ଏ. ଚିଦାମ୍ବରମ ଷ୍ଟାଡିୟମରେ ବୁଧବାର ଖେଳାଯାଉଥିବା ଆଇପିଏଲ୍-୨୦୨୩ର ଏଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୮୨ ରନ୍ କରିଛି…
ଟସ୍ ଜିତି ମୁମ୍ବାଇର ବ୍ୟାଟିଂ ନିଷ୍ପତ୍ତି
ଚେନ୍ନାଇ,୨୪।୫: ଚେନ୍ନାଇର ଏମ୍.ଏ. ଚିଦାମ୍ବରମ ଷ୍ଟାଡିୟମରେ ବୁଧବାର ଖେଳାଯାଉଥିବା ଆଇପିଏଲ୍-୨୦୨୩ର ଏଲିମିନେଟର ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ବୋଲିଂ କରିବ।…
ପ୍ରମୋଦଙ୍କୁ ୨ ସ୍ବର୍ଣ୍ଣ, ୧ ବ୍ରୋଞ୍ଜ
ଭୁବନେଶ୍ୱର, ୨୪।୫(କ୍ରୀଡ଼ା ପ୍ରତିନିଧି): ବାହାରିନ୍ର ମାନାମାଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପାରା ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଓଡ଼ିଶାର ପ୍ରମୋଦ ଭଗତ ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ବ୍ୟତୀତ ମିକ୍ସଡ ଡବଲ୍ସରେ ତାଙ୍କୁ…
ଆସାମ ୨୭-୦ରେ ବିଜୟୀ
ଭୁବନେଶ୍ୱର, ୨୪।୫(କ୍ରୀଡ଼ା ପ୍ରତିନିଧି): ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ୧୩ଶ ଜାତୀୟ ସବ୍ଜୁନିୟର ପୁରୁଷ ହକିର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଆସାମ, ପଞ୍ଜାବ ଓ ଚଣ୍ଡିଗଡ଼ ଦଳ ବିଜୟ ହାସଲ କରିଛି। ପ୍ରତିଯୋଗିତାର ୬ଷ୍ଠ ଦିବସ ପ୍ରଥମ ମ୍ୟାଚରେ ଆସାମ…
ଗାଷ୍ଟନଙ୍କୁ ବିପୁଳ ଜରିମାନା
ଲଣ୍ଡନ, ୨୪ା୫ (ଏପି): ଅଣଖେଳୁଆଡ ଆଚରଣ ପାଇଁ ଏଟିପି ଟୁର୍ ଫ୍ରେଞ୍ଚ ଟେନିସ ଖେଳାଳି ହୁଗୋ ଗାଷ୍ଟନଙ୍କୁ ୧,୪୪,୦୦୦ ୟୁରୋ (ପ୍ରାୟ ୧,୫୫,୦୦୦ ଡଲାର) ଜରିମାନା କରିଛ, ଯାହାକି ୨୦୨୩ରେ ସେ ପାଇଥିବା ମୋଟ ପୁରସ୍କାର ରାଶିଠାରୁ ଅଧିକ। ଏକ ଡୁ-ଓଭର…
ଓ୍ବେଷ୍ଟଇଣ୍ଡିଜର ଡେଭନ ଥୋମାସ ସସ୍ପେଣ୍ଡ
ଦୁବାଇ, ୨୪ା୫ (ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମଙ୍ଗଳବାର ଓ୍ବେଷ୍ଟଇଣ୍ଡିଜ ବ୍ୟାଟର ଡେଭନ ଥୋମାସଙ୍କୁ ସସ୍ପେଣ୍ଡ କରିଛି। ଲଙ୍କା ପ୍ରିମିୟର ଲିଗ୍ (ଏଲ୍ପିଏଲ୍) ୨୦୨୧ରେ ମ୍ୟାଚ ଫିକ୍ସିଂ କରିବା ଏବଂ ସେହିବର୍ଷ ଅନ୍ୟ ଦୁଇ ଫ୍ରାଞ୍ଚାଇଜ୍ ଟୁର୍ନାମେଣ୍ଟରେ ସେ ଦୁର୍ନୀତି…
ଇଂଲଣ୍ଡ ବିଜୟୀ, ଫ୍ରାନ୍ସ ପରାସ୍ତ
ବୁଏନ୍ସ ଏୟାର୍ସ, ୨୪ା୫ (ପି.ଟି.): ଆର୍ଜେଣ୍ଟିନାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍ ଫୁଟ୍ବଲ ବିଶ୍ୱକପ୍ରେ ଦେଖିବାକୁ ମିଳିଛି ଆଉ ଏକ ବିପର୍ଯ୍ୟୟ। ଦକ୍ଷିଣ କୋରିଆ ୨-୧ରେ ଫ୍ରାନ୍ସକୁ ପରାସ୍ତ କରି ସୃଷ୍ଟି କରିଛି ବିପର୍ଯ୍ୟୟ। ସୋମବାର ଇଂଲଣ୍ଡ, ଦକ୍ଷିଣ କୋରିଆ, ଗାମ୍ବିଆ…
ନମ୍ବର ୧କୁ ଫେରିଲେ ଅଲ୍କାରାଜ
ପ୍ୟାରିସ, ୨୪ା୫(ଏପି): ସଦ୍ୟ ପ୍ରକାଶିତ ଏଟିପି ର଼୍ୟାଙ୍କିଙ୍ଗରେ ନୋଭାକ୍ ଜୋକୋଭିଚ୍ଙ୍କୁ ହଟାଇ କାର୍ଲୋସ ଅଲ୍କାରାଜ ନମ୍ବର ଓ୍ବାନ ସ୍ଥାନ ଅଧିକାର କରିନେଇଛନ୍ତି। ଏଥିସହ ସେ ଫ୍ରେଞ୍ଚ ଓପନରେ ଟପ୍ ସିଡ୍ ମାନ୍ୟତା ଲାଭ କରିଛନ୍ତି। ଅନ୍ୟପକ୍ଷରେ ଇଟାଲିଆନ ଓପନ ଜିତିବା ପରେ…
ଇଲିମିନେଟର ମ୍ୟାଚରେ ଏମଆଇ-ଏଲଏସଜି ଲଢ଼େଇ…
ଚେନ୍ନାଇ,୨୪।୫ : ଆଇପିଏଲ ୨୦୨୩ର ଇଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ମଧ୍ୟରେ ବୁଧବାର ସନ୍ଧ୍ୟା ସାଢ଼େ ୭ରେ ଖେଳାଯିବ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ବିଜେତା ଦଳ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ…
ଇଣ୍ଡିଆ ଗେଟ୍ ଯାଏ କ୍ୟାଣ୍ଡେଲ ଶୋଭାଯାତ୍ରା
ନୂଆଦିଲ୍ଲୀ,୨୪ା୫(ପି.ଟି.): ଭାରତୀୟ ରେସ୍ଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍ଆଇ) ସଭାପତି ବ୍ରିଜ୍ଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ଆନ୍ଦୋଳନରତ ରେସଲର ମାନେ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ମହମବତୀ ଶୋଭାଯାତ୍ରା କରିଛନ୍ତି। ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଖେଳାଳିଙ୍କ ଆନ୍ଦୋଳନକୁ ଏକମାସ ପୁରିବା ଫଳରେ ହଜାର ହଜାର…
ଆଜିଠୁ ୨ ଦିନିଆ ସୁପରଲିଗ୍
ଭୁବନେଶ୍ୱର, ୨୪।୫ (କ୍ରୀଡ଼ା ପ୍ରତିନିଧି): କଳାହାଣ୍ଡି କପ୍ କ୍ରିକେଟ ଟୁର୍ନାମେଣ୍ଟର ୨ ଦିନିଆ ସୁପରଲିଗ୍ ବୁଧବାରଠାରୁ କଟକର ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହେବ। ଏଥିରେ ଭାଗ ନେବାକୁ ଯାଉଥିବା ୧୦ ଦଳକୁ ୨ଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଗ୍ରୁପ୍ ‘ଏ’ରେ ଇକୋର୍ସା,…

