ଖେଳ

ଚାମ୍ପିୟନ ଦୌଡ଼ରେ ଜିଟି, ସିଏସକେ: କାହାକୁ ସୁହାଇବ ଅହମଦାବାଦ ଷ୍ଟାଡିୟମ ?…

ଅହମଦାବାଦ,୨୭।୫ : ଆଇପିଏଲ ୨୦୨୩ର ଫାଇନାଲ ମ୍ୟାଚ ରବିବାର ସନ୍ଧ୍ୟା ସାଢ଼େ ୭ଟାରେ ଗୁଜରାଟର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ମଧ୍ୟେ ଖେଳାଯିବ। ମ୍ୟାଚରେ ଗୁଜରାଟ ବ୍ୟାଟ୍ସମ୍ୟାନ ମାନେ ଆକ୍ରମଣାତ୍ମକ ହେବେ ଅବା…

ଗୁଜରାଟ ଫାଇନାଲରେ ପହଞ୍ଚିବା ପଛରେ କାହାର ବଡ଼ ଭୂମିକା? ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୫: ଇତିହାସ ସୃଷ୍ଟି କଲା ଗୁଜରାଟ ଟାଇଟାନ୍ସ(ଜିଟି)। ସେ ଆଇପିଏଲର କ୍ରମାଗତ ଦ୍ୱିତୀୟ ସିଜନର ଫାଇନାଲରେ ପ୍ରବେଶ କରିଛି। ଦ୍ୱିତୀୟ କ୍ୱାଲିଫାୟରରେ ମୁମ୍ବାଇ ଇଣ୍ଡିଆନ୍ସକୁ ୬୨ ରନରେ ହରାଇ ଗୁଜରାଟ ବିଜୟୀ ହୋଇଛି। ଦଳର ସାମଗ୍ରିକ ପ୍ରଦର୍ଶନ ଅନ୍ୟ ଦଳ ଅପେକ୍ଷା…

ପ୍ରଥମଥର ପାଇଁ ଗର୍ଲଫ୍ରେଣ୍ଡଙ୍କ ସହ ନଜର ଆସିଲେ ପୃଥ୍ବୀ ଶ’

ନୂଆଦିଲ୍ଲୀ,୨୭।୫: ଆଇପିଏଲର ୧୬ତମ ସିଜନରେ ଯଦି କୌଣସି ଖେଳାଳିଙ୍କୁ ତାଙ୍କ ପ୍ରଦର୍ଶନ ଯୋଗୁ ସର୍ବାଧିକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଥିଲା, ତେବେ ସେ ଦିଲ୍ଲୀ କ୍ୟାପିଟାଲ (ଡିସି) ଖେଳାଳି ପୃଥ୍ବୀ ଶ’। ବର୍ତ୍ତମାନ ଲିଗ ପର୍ଯ୍ୟାୟ ସହିତ ଦଳର ଯାତ୍ରା ସମାପ୍ତ…

ଆଇପିଏଲ୍‌ ୨୦୨୩ର ଟପ୍‌ ୫ ବ୍ୟାଟ୍ସମ୍ୟାନଙ୍କ ତାଲିକା ପ୍ରକାଶ କଲେ ସେହଓ୍ବାଗ୍‌: କୋହଲି, ଗିଲ୍‌ ପଡିଲେ ବାଦ୍‌

ନୂଆଦିଲ୍ଲୀ,୨୭।୫: ଆଇପିଏଲ୍‌ ୨୦୨୩ର ପ୍ଲେ ଅଫ୍‌ ମ୍ୟାଚ ଗତକାଲି ଅର୍ଥାତ୍‌ ଶୁକ୍ରବାର ଶେଷ ହୋଇଛି। ରବିବାର ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ପ୍ରାୟ ଦୁଇମାସ ଧରି ୧୦ଟି ଦଳ ଆଇପିଏଲ୍‌ ଟ୍ରଫି ପାଇଁ…

ଶୁବମନ୍‌ ଗିଲ୍‌ଙ୍କ ଦ୍ରୁତ ଶତକ

ଅହମଦାବାଦ, ୨୭।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ କ୍ୱାଲିଫାୟର-୨ରେ ଦ୍ରୁତ ଶତକ ହାସଲ କରିଛନ୍ତି ଗୁଜରାଟ ଟାଇଟନ୍ସର ଶୁବମନ ଗିଲ୍‌। ଫଳରେ ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୩ ଉଇକେଟ ହରାଇ ୨୩୩ ରନ ସଂଗ୍ରହ…

ଫାଇନାଲରେ ଭାରତ

ଭୁବନେଶ୍ୱର, ୨୭।୫, (କ୍ରୀଡ଼ା ପ୍ରତିନିଧି): ନେପାଳର କାଠମାଣ୍ଡୁରେ ଚାଲିଥିବା ଏନ୍‌ଏସ୍‌ସି କାଭା (ସେଣ୍ଟ୍ରାଲ ଏସିଆନ ଭଲିବଲ ଆସୋସିଏଶନ) ମହିଳା ଭଲିବଲ ଚ୍ୟାଲେଞ୍ଜ୍‌ କପ୍‌ର ଫାଇନାଲରେ ଭାରତ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ୩-୦ (୨୫-୧୭, ୨୫-୨୦, ୨୫-୧୫) ସେଟ୍‌ରେ…

ପ୍ରୋ-ଲିଗ୍‌: ବେଲଜିୟମଠାରୁ ହାରିଲା ଭାରତ

ଲଣ୍ଡନ, ୨୭ା୫ (ପି.ଟି.): ଏଫ୍‌ଆଇଏ୍‌ ପ୍ରୋ-ଲିଗ୍‌ ହକିର ଏକ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚରେ ବେଲଜିୟମ ୨-୧ ଗୋଲ୍‌ରେ ଭାରତକୁ ହରାଇ ଦେଇଛି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚର ସମସ୍ତ ଗୋଲ୍‌ ପେନାଲ୍‌ଟି କର୍ନର ଜରିଆରେ ସ୍କୋର ହୋଇଥିଲା। ବିଶ୍ୱର ଦୁଇ ନମ୍ବର ମାନ୍ୟତାପ୍ରାପ୍ତ…

ଜନ୍‌ ଓ୍ବାରବର୍ଟନ ସବ୍‌ଜୁନିୟର ବକ୍ସିଂ କୋଚ୍‌

ନୂଆଦିଲ୍ଲୀ, ୨୭ା୫ (ପି.ଟି.): ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ଶୁକ୍ରବାର ଜନ୍‌ ଓ୍ବାରବର୍ଟନଙ୍କୁ ସବ୍‌ଜୁନିୟର କୋଚ୍‌ ଭାବେ ନିଯୁକ୍ତି ଦେଇଛି। ତୃଣମୂଳ ସ୍ତରରେ ଖେଳର ବିକାଶ ଲକ୍ଷ୍ୟ ନେଇ ଏହି ନିଯୁକ୍ତି ଦିଆଯାଇଛି। ଓ୍ବାରବର୍ଟନଙ୍କ କୋଚିଂ କ୍ୟାରିୟର ପାଖାପାଖି ୪…

ଇକୋର୍ସା, ଭୁବନେଶ୍ୱର ‘ଏ’ ବିଜୟୀ

ଭୁବନେଶ୍ୱର, ୨୭।୫,(କ୍ରୀଡ଼ା ପ୍ରତିନିଧି):କଟକର ବିଭିନ୍ନ ଗ୍ରାଉଣ୍ଡରେ ଚାଲିଥିବା ୨ ଦିନିଆ କଳାହାଣ୍ଡି କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଶୁକ୍ରବାର ଆରମ୍ଭ ହୋଇଥିବା ୪ ମ୍ୟାଚରୁ ୨ଟିରୁ ଫଳାଫଳ ମିଳିଛି। ଏଥିରେ ଇକୋର୍ସା ଓ ଭୁବନେଶ୍ୱର ‘ଏ’ ଦଳ ବିଜୟୀ ହୋଇଛି। ମଳୟ ଜେନା…

ସେମିଫାଇନାଲରେ ପାରାମାଉଣ୍ଟ

ଭୁବନେଶ୍ୱର, ୨୭।୫ (କ୍ରୀଡ଼ା ପ୍ରତିନିଧି): ମୁକ୍ତେଶ୍ୱର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଏଠାରେ ଚାଲିଥିବା ୨ୟ ପ୍ରଶାନ୍ତ ମହାପାତ୍ର ସ୍ମାରକୀ ଜୁନିୟର(୧୬ ବର୍ଷରୁ କମ୍‌) କ୍ରିକେଟ ଟୁର୍ନାମେଣ୍ଟର ସେମିଫାଇନାଲରେ ପାରାମାଉଣ୍ଟ ସ୍ପୋର୍ଟିଂ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଏହି…

ବିଜେତାକୁ ୧.୬ ନିୟୁତ ଡଲାର ପୁରସ୍କାର

ଦୁବାଇ, ୨୭ା୫ (ପି.ଟି.): ଓଭାଲଠାରେ ଆସନ୍ତା ମାସରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲର ବିଜେତା ଦଳ ପୁରସ୍କାର ବାବଦରେ ୧.୬ ନିୟୁତ ଆମେରିକୀୟ ଡଲାର ପାଇବ। ରନରଅପ୍‌ ଦଳ ପାଇଁ ୮,୦୦,୦୦୦ ଡଲାର…

ଅମୃତଜୟ, ମୈତ୍ରେୟ-ଶିବମ୍‌ ଚାମ୍ପିୟନ

ଭୁବନେଶ୍ୱର, ୨୭।୫ (କ୍ରୀଡ଼ା ପ୍ରତିନିଧି): ଅଲ୍‌ ଇଣ୍ଡିଆ ଟେନିସ ଆସୋସିଏଶନ (ଏଆଇଟିଏ) ଓ ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ)ର ମିଳିତ ଆନୁକୂଲ୍ୟରେ ଖୋର୍ଦ୍ଧା ବରୁଣେଇସ୍ଥିତ କେଟି ଗ୍ଲୋବାଲ ସ୍କୁଲ ପରିସରରେ ଟେନିସ ଟୁର୍ନାମେଣ୍ଟ ଶୁକ୍ରବାର ଶେଷ ହୋଇଛି। ଗତ ୧୯ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?