ସ୍ବର୍ଣ୍ଣ ବିଜୟୀ ମହିଳା ଭଲିବଲ ଦଳ ସମ୍ବର୍ଦ୍ଧିତ
ଭୁବନେଶ୍ୱର, ୮।୬ (କ୍ରୀଡ଼ା ପ୍ରତିନିଧି): ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ କାଭା ମହିଳା ଭଲିବଲ ଚ୍ୟାଲେଞ୍ଜ କପ୍ରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳକୁ ବୁଧବାର କିଟ୍ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି। ଭାରତୀୟ ଦଳରେ ଓଡ଼ିଆ ଖେଳାଳି ଅନନ୍ୟା ଦାସ ଓ ମ୍ୟାନେଜର…
ଓଡ଼ିଶା ସିନିୟର ମହିଳା ରଗ୍ବୀ ଦଳ ଘୋଷିତ
ଭୁବନେଶ୍ୱର, ୮।୬ (କ୍ରୀଡ଼ା ପ୍ରତିନିଧି): ମହାରାଷ୍ଟ୍ରର ପୁଣେସ୍ଥିତ ବାଲଓ୍ବୋଡ଼ିଠାରେ ସର୍ବଭାରତୀୟ ଜୁନିୟର ମହିଳା ରଗ୍ବୀ ୭ଏସ୍ ଚାମ୍ପିୟନଶିପ୍ ଶେଷ ହୋଇଛି। ଏଥିରେ ଓଡ଼ିଶା ଦଳ ଚାମ୍ପିୟନ ହୋଇଛି। ସର୍ବଭାରତୀୟ ସିନିୟର ମହିଳା ରଗ୍ବୀ ୭ଏସ୍ ଚାମ୍ପିୟନଶିପ୍ ଆସନ୍ତା ୯ ତାରିଖରୁ ପୁଣେରେ…
ସାଇଦୀପଙ୍କ ଶତକ: କଟକ ‘ଏ’ ଦୃଢ଼
ଭୁବନେଶ୍ୱର, ୮।୬ (କ୍ରୀଡ଼ା ପ୍ରତିନିଧି): କଟକର ରେଭେନ୍ସା-୧ ଗ୍ରାଉଣ୍ଡରେ କଳାହାଣ୍ଡି କପ୍ କ୍ରିକେଟ ଟୁର୍ନାମେଣ୍ଟର ୨ ଦିନିଆ ଫାଇନାଲ ବୁଧବାର ଆରମ୍ଭ ହୋଇଛି। ସାଇଦୀପ ମହାପାତ୍ରଙ୍କ ଶତକ ଏବଂ ସୌଭାଗ୍ୟ ମିଶ୍ରଙ୍କ ଦୃଢ଼ ବ୍ୟାଟିଂ ବଳରେ କଟକ ‘ଏ’ ପ୍ରଥମ ଦିବସ…
ଏନ୍ସିଏ କ୍ୟାମ୍ପକୁ ତନ୍ମୟୀ ମନୋନୀତ
ଭୁବନେଶ୍ୱର, ୮।୬ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ତନ୍ମୟୀ ବେହେରା ଜାତୀୟ କ୍ରିକେଟ ଏକାଡେମୀ (ଏନ୍ସିଏ)ର ୧୯ ବର୍ଷରୁ କମ୍ ବାଳିକା ହାଇପରଫର୍ମାନ୍ସ କ୍ୟାମ୍ପ ପାଇଁ ମନୋନୀତ ହୋଇଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। ଏହି…
ଶିବ ପ୍ରସାଦ ଭାରତ ‘ଏ’ ଦଳର ମ୍ୟାନେଜର
ଭୁବନେଶ୍ୱର, ୮।୬ (କ୍ରୀଡ଼ା ପ୍ରତିନିଧି): ହଂକଂଠାରେ ଏସିସି ଇମର୍ଜିଂ ମହିଳା ଏସିଆ କପ୍ କ୍ରିକେଟ ଟୁର୍ନାମେଣ୍ଟ ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହେବ। ଏଥିରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତ ‘ଏ’ ଦଳର ମ୍ୟାନେଜର ଭାବେ ଓଡ଼ିଶାର ଶିବ ପ୍ରସାଦ…
ସ୍ବିଟେକ୍ ସେମିଫାଇନାଲରେ
ପ୍ୟାରିସ, ୮ା୬: ଗତଥରର ଚାମ୍ପିୟନ ଇଗା ସ୍ବିଟେକ ଫ୍ରେଞ୍ଚ ଓପନ ଟେନିସ ମହିଳା ସିଙ୍ଗଲ୍ସରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ନମ୍ବର ଓ୍ବାନ ମାନ୍ୟତାପ୍ରାପ୍ତ ଏହି ଖେଳାଳି ଆମେରିକାର ସ୍ବଳ୍ପ ବୟସ୍କା କୋକୋ ଗଫ୍ଙ୍କୁ ୬-୪, ୬-୨ ରେ ହରାଇ ଦେଇଛନ୍ତି।…
ହେଡ୍ଙ୍କ ଶତକ: ବଡ଼ ସ୍କୋର ଆଗରେ ଅଷ୍ଟ୍ରେଲିଆ
ଲଣ୍ଡନ,୭।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲ୍ୟୁଟିସି)ର ଫାଇନାଲ ଦି ଓଭାଲ ଗ୍ରାଉଣ୍ଡରେ ବୁଧବାର ଆରମ୍ଭ ହୋଇଯାଇଛି। ଟ୍ରାଭିସ ହେଡ୍ଙ୍କ ଶତକ ଏବଂ ଷ୍ଟିଭେନ୍ ସ୍ମିଥଙ୍କ ଦୃଢ଼ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ବଡ଼ ସ୍କୋର ଦିଗରେ ଅଗ୍ରସର ହୋଇଛି। ଅଷ୍ଟ୍ରେଲିଆ ୮୩ ଓଭରରେ ୩…
କଳାବ୍ୟାଣ୍ଡ ବାନ୍ଧି ଖେଳିଲେ ଉଭୟ ଦେଶର ଖେଳାଳି
ଲଣ୍ଡନ,୭ା୬: ବିଶ୍ବ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ମ୍ୟାଚ୍ ବୁଧବାର ଅନୁଷ୍ଠିତ ହୋଇଛି। ଆଜିର ମ୍ୟାଚ୍ରେ ଦୁଇ ଦଳ ଭାରତ-ଅଷ୍ଟ୍ରେଲିଆର ଖେଳାଳିମାନେ ଓଡ଼ିଶାର ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୃତକଙ୍କ ପାଇଁ ମ୍ୟାଚ୍ ପୂର୍ବରୁ ଦୁଇ ଦଳର…
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍: ଟସ ଜିତି ଭାରତର ବୋଲିିଂ, ଆରମ୍ଭରୁ ଅଷ୍ଟ୍ରେଲିଆ ବିପର୍ଯ୍ୟୟର ସମ୍ମୁଖୀନ…
ଲଣ୍ଡନ,୭।୬ : ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଦ୍ୱିତୀୟ ପର୍ଯ୍ୟାୟର ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ଭେଟିଛି। ଲଣ୍ଡନର କେନିଂଟନ ଓଭାଲରେ ଖେଳାଯାଉଥିବା ଏହୀ ମ୍ୟାଚରେ ଟସ ଜିତିବା ପରେ ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଆରମ୍ଭରୁ ଅଷ୍ଟ୍ରେଲିଆ ବିପର୍ଯ୍ୟୟର…
୧୦୬ ଥର ଅଷ୍ଟ୍ରେଲିଆକୁ ସାମ୍ନା କରିଛି ଭାରତ, ଜାଣନ୍ତୁ କିଏ କେତେ ଥର ବିଜୟ ହାସଲ କରିଛି…
ନୂଆଦିଲ୍ଲୀ, ୭।୬: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଆଇସିସି ଟ୍ରଫି ଅର୍ଥାତ୍ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ। ଉଭୟଙ୍କ ମଧ୍ୟରେ ଟାଇଟଲ ମ୍ୟାଚ ଲଣ୍ଡନର ଓଭାଲରେ ଖେଳାଯିବ। ଏହାପୂର୍ବରୁ, ଚଳିତ ବର୍ଷ ଫେବୃଆରୀ-ମାର୍ଚ୍ଚରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସୀମା-ଗାଭାସ୍କର…
ସମ୍ମାନ ହାସଲ କରିଛି ଭାରତ: କୋହଲି
ଲଣ୍ଡନ, ୭ା୬ (ପି.ଟି.): ସମୟ ସହିତ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆରେ ସମ୍ମାନ ହାସଲ କରିଛି ବୋଲି କହିଛନ୍ତି ଭାରତୀୟ ବ୍ୟାଟର ବିରାଟ କୋହଲି। ପୂର୍ବରୁ ଅଷ୍ଟ୍ରେଲିଆ ଭାରତକୁ ଏହାର ପ୍ରତିଦ୍ୱନ୍ଦ୍ୱୀ ଭାବରେ ଗଣୁଥିଲା। ତେବେ ଭାରତୀୟ ଦଳ କ୍ରମାଗତ ଦୁଇଟି…
ସେମିରେ ସାବାଲେଙ୍କା, ମୁଚୋଭା
କାକାମିଘରା, ୭ା୬ (ପି.ଟି.): ମହିଳା ଏସିଆ କପ୍ ଜୁନିୟର ହକିରେ ଭାରତୀୟ ଦଳ କୋରିଆ ସହିତ ପଏଣ୍ଟ ବାଣ୍ଟିଛି। ୨-୦ରେ ପଛୁଆ ରହିଥିବା ବେଳେ ଦଳ ଦୃଢ ଭାବରେ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍ ଡ୍ର ରଖିବାରେ ସମର୍ଥ ହୋଇଥିଲା। ଭାରତ ପକ୍ଷରୁ…

