ଆନ୍ଦୋଳନ ପ୍ରତ୍ୟାହାରକୁ ନେଇ ଆସିଲା ପ୍ରତିକ୍ରିୟା
ନୂଆଦିଲ୍ଳୀ, ୫ା୬: ଡବ୍ଲ୍ୟୁଏଫ୍ଆଇର ପୂର୍ବତନ ସଭାପତି ବ୍ରିଜ୍ ଭୂଷଣ ଶରଣ ସିଂଙ୍କୁ ଗିରଫ ଦାବିରେ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଚାଲିଥିବା ଧାରଣାରେ ପୂର୍ଣ୍ଣଛେଦକୁ ଖଣ୍ଡନ କରିଛନ୍ତି ରେସ୍ଲର ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆ। ଭାରତୀୟ ରେଲ୍ଓ୍ବେରେ କାର୍ଯ୍ୟରତ ସାକ୍ଷୀ ଓ ବଜରଙ୍ଗ…
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍: ଅଷ୍ଟ୍ରେଲିଆକୁ ବଡ଼ ଝଟକା
ଲଣ୍ଡନ,୫ା୬): ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ପୂର୍ବରୁ ଅଷ୍ଟ୍ରେଲିଆକୁ ଏକ ବଡ଼ ଝଟକା ଲାଗିଛି। ଫିଟ୍ ନ ଥିବାରୁ ଅଷ୍ଟ୍ରେଲିଆର ସିନିୟର ଫାଷ୍ଟ ବୋଲର ଜୋସ୍ ହାଜଲେଉଡ୍ ଖେଳିବେ ନାହିଁ। ଗତ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ସେ…
ବ୍ରିଜ ଭୂଷଣଙ୍କ ଉପରେ ଯୌନ ଅଭିଯୋଗ ଆଣିଥିବା ନାବାଳିକା ଫେରାଇ ନେଲେ ନିଜର ଅଭିଯୋଗ
ନୂଆଦିଲ୍ଲୀ,୫।୬: ଦେଶର ଜଣାଶୁଣା କୁସ୍ତିଯୋଦ୍ଧାମାନେ ଗତ କିଛି ମାସ ଧରି ଭାରତୀୟ ଜନତା ପାର୍ଟି(ଭାଜପା)ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ମହିଳା କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି। ଏଥି ସହିତ ଜଣେ…
ଅମିତ ଶାହାଙ୍କୁ ଭେଟି ବ୍ରିଜ୍ ଭୂଷଣଙ୍କ ବିରୋଧରେ ଶୀଘ୍ର ଚାର୍ଜସିଟ ଦାଖଲ କରିବାକୁ ଦାବି କଲେ କୁସ୍ତି ଯୋଦ୍ଧା
ନୂଆଦିଲ୍ଲୀ,୫।୬: ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ବ୍ରିଜ୍ ଭୂଷଣ ଶରଣ ସିଂଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଥିବା ଅଲିମ୍ପିୟାନ କୁସ୍ତିଯୋଦ୍ଧା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ବଜରଙ୍ଗ ପୁନିଆ, ସାକ୍ଷି ମଲିକ ଓ ଭିନେଶ ଫୋଗାଟ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହାଙ୍କୁ…
ରାଜ୍ୟ ସ୍କୁଲ ଓପନ ଚେସ୍: ନମସ୍ୟା ଚାମ୍ପିୟନ
ଭୁବନେଶ୍ୱର, ୫ା୬ (ସ୍ପୋଟର୍ସ ବ୍ୟୁରୋ): ଓଡ଼ିଶା ରାଜ୍ୟ ଚେସ୍ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ ଟଙ୍କପାଣି ରୋଡ୍ସ୍ଥିତ ସାଇ ବୀଣାପାଣି ଜ୍ଞାନ ମନ୍ଦିର ପରିସରରେ ରବିବାର ରାଜ୍ୟ ସ୍କୁଲ ଓପନ ଚେସ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡବିଶିଷ୍ଟ ଏହି ପ୍ରତିଯୋଗିତାରେ ସେଣ୍ଟ…
ଓଡ଼ିଶାରେ ପହଞ୍ଚିଲେ ଭେଙ୍କଟପତି ରାଜୁ
ଭୁବନେଶ୍ୱର, ୫ା୬(ସ୍ପୋଟର୍ସ ବ୍ୟୁରୋ): ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଭେଙ୍କଟପତି ରାଜୁ ଓଡ଼ିଶାରେ ପହଞ୍ଚିଛନ୍ତି। ସୋମବାର ଠାରୁ ଯୁବ ସ୍ପିନର ମାନଙ୍କ ପାଇଁ ଏକ ୧୫ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବାକୁ ଥିବା ବେଳେ ରବିବାର ରାଜୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଓସିଏ…
ଦେବାଶିଷ ରନରଅପ୍
ଭୁବନେଶ୍ୱର, ୫।୬ (କ୍ରୀଡ଼ା ପ୍ରତିନିଧି): ହରିୟାଣାର ଝଜାରଠାରେ ଅନୁଷ୍ଠିତ ୧୮ ବର୍ଷରୁ କମ୍ ବାଳକ ନ୍ୟାଶନାଲ ସିରିଜ ଟେନିସ ଚାମ୍ପିୟନଶିପ୍ରେ ଓଡ଼ିଶାର ଦେବାଶିଷ ସାହୁ ରନରଅପ୍ ହୋଇଛନ୍ତି। ପ୍ରଥମ ରାଉଣ୍ଡ ଓ ପ୍ରି-କ୍ୱାର୍ଟର ଫାଇନାଲକୁ ସହଜରେ ଜିତିଥିବା ଦେବାଶିଷ କ୍ୱାର୍ଟର ଫାଇନାଲଠାରୁ…
କ୍ୱାର୍ଟରରେ ଜୋକୋଭିଚ୍-ଖାଚାନୋଭ
ପ୍ୟାରିସ୍, ୫ା୬: କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ ଫ୍ରେଞ୍ଚ ଓପନ କ୍ୱାର୍ଟର ଫାଇନାଲରେ ସର୍ବିଆର ନୋଭାକ୍ ଜୋକୋଭିଚ୍ ପ୍ରବେଶ କରିଛନ୍ତି। ରାଫେଲ ନାଡାଲଙ୍କ ଅନୁପସ୍ଥିତିରେ ଟାଇଟଲ୍ ଫେବରିଟ୍ ଭାବରେ ବିବେଚିତ ଜୋକୋଭିଚ୍ ଜୁଆନ୍ ପାବ୍ଲୋ ଭାରିଲାସଙ୍କୁ ୬-୩, ୬-୨, ୬-୨ ସେଟ୍ରେ ପରାସ୍ତ…
ଦେଶରେ ଜଣେ ମାତ୍ର ପ୍ରତିଭାଶାଳୀ ଯୁବକ ଜୟ ଶାହା, ତାଙ୍କୁ ଅଧ୍ୟକ୍ଷ କରିଦିଅ, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଜୟନ୍ତ ଚୌଧୁରୀ
ନୂଆଦିଲ୍ଲୀ,୪।୬: ରାଷ୍ଟ୍ରୀୟ ଲୋକଦଳ ପାର୍ଟି(ଆରଏଲଡି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ କୁସ୍ତି ଯୋଦ୍ଧାଙ୍କ ସମର୍ଥନ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ରବିବାର କହିଛନ୍ତି, ‘ସରକାର ୯ ବର୍ଷର ଉତ୍ସବ ପାଳନ କରୁଛନ୍ତି। ୯ ବର୍ଷ ପୂର୍ବରୁ କେବେ ଦେଖିବାକୁ…
ଓଡ଼ିଶା ଟ୍ରେନ ଦୁର୍ଘଟଣାକୁ ନେଇ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ କୋହଲି
ନୂଆଦିଲ୍ଲୀ,୩।୬: ଶୁକ୍ରବାର ଓଡ଼ିଶାର ବାଲେଶ୍ୱରଠାରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାକୁ ନେଇ ଭାରତୀୟ କ୍ରିକେଟ ଦଳର ଖେଳାଳି ବିରାଟ କୋହଲି ଦୁଃଖ ପ୍ରକାଶ କରିଛନ୍ତି। କୋହଲି ଟୁଇଟରରେ…
ବାହାନଗା ଟ୍ରେନ୍ ଦୁର୍ଘଟଣା: ଶୋକବ୍ୟକ୍ତ କଲେ ବିରାଟ କୋହଲି
ନୂଆଦିଲ୍ଲୀ,୩।୬:ବାହାନଗା ଟ୍ରେନ୍ଦୁର୍ଘଟଣା ନେଇ ଶୋକ ପ୍ରକାଶ କଲେ ବିରାଟ କୋହଲି। ଟେ ଟ୍ବିଟ୍ କରି କହିଛନ୍ତି, ଓଡିଶାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ ମୁଁ ଦୁଃଖିତ। ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରିୟଜନଙ୍କ ପରିବାରକୁ ସମବେଦନା ଜଣାଉଛି। ଆହତଙ୍କ ଆଶୁଆରୋଗ୍ୟ ପାଇଁ…
କୁସ୍ତିଯୋଦ୍ଧାଙ୍କୁ ୧୯୮୩ ବିଶ୍ୱକପ୍ ବିଜୟୀଙ୍କ ସମର୍ଥନ
ନୂଆଦିଲ୍ଲୀ, ୩ା୬(ପି.ଟି.): ବିକ୍ଷୋଭ ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧାମାନଙ୍କୁ ୧୯୮୩ କ୍ରିକେଟ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟମାନେ ସମର୍ଥନ ଜ୍ଞାପନ କରିଛନ୍ତି। ଖେଳାଳିମାନଙ୍କ ବିଷୟ ଶୁଣାଯିବ ଏବଂ ସମାଧାନ କରାଯିବ ବୋଲି ସେମାନେ ଆଶା କରିଛନ୍ତିି। ତେଣୁ ତରବରିଆ ଭାବେ କୌଣସି ନିଷ୍ପତ୍ତି ନ…

