ଖେଳ

ଟିମ୍‌ ଇଣ୍ଡିଆରେ ରିଷଭ ପନ୍ତଙ୍କ ଅନୁପସ୍ଥିତି ପରିଲକ୍ଷିତ ହେଉଛି: ଡବ୍ଲୁଟିସି ମ୍ୟାଚକୁ ନେଇ ଏଭଳି କହିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୧୦।୬: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ ଓଭାଲରେ ଚାଲିଛି। ଅଷ୍ଟ୍ରେଲିଆ ଟିମ୍‌ ୪୬୯ ରନ ସ୍କୋର କରିଥିବା ବେଳେ ଏହାର ଜବାବରେ ଟିମ୍‌ ଇଣ୍ଡିଆ ମାତ୍ର ୨୯୬ ରନ୍‌ରେ ସୀମିତ ରହିଥିଲା। ଏହି…

ପିବି ଆଥ୍‌ଲେଟିକ କୋଚିଂ ସେଣ୍ଟର ଚାମ୍ପିୟନ

ଭୁବନେଶ୍ୱର,୧୦ା୬ (ସ୍ପୋଟର୍‌ସ ବ୍ୟୁରୋ) କଟକ ଜିଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଦୁଇ ଦିନ ଧରି କଟକସ୍ଥିତ ସତ୍ୟବ୍ରତ ଷ୍ଟାଡିୟମରେ କଟକ ଜିଲା ବାର୍ଷିକ ଆଥ୍‌ଲେଟିକ ମିଟ୍‌ ଅନୁଷ୍ଠିତ ହୋଯାଇଛି। ଏଥିରେ କଟକ ଜିଲା କ୍ରୀଡ଼ା ସଂସଦ ଦ୍ୱାରା ଅନୁବନ୍ଧିତ ସମସ୍ତ ସ୍କୁଲ,…

ଭାରତ-ଜାପାନ ସେମିଫାଇନାଲ ଆଜି

କାକାମିଗାହାରା (ଜାପାନ), ୧୦ା୬ (ପି.ଟି.): ଚଳିତ ଜୁନିୟର ମହିଳା ଏସିଆ କପ୍‌ ହକି ଚାମ୍ପିୟନଶିପ୍‌ର ସେମିଫାଇନାଲରେ ଭାରତ ଶନିବାର ଜାପାନକୁ ଭେଟିବ। ଟୁର୍ନାମେଣ୍ଟର ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ଅପରାଜେୟ ରହିଛି। ଦଳ ଉଜ୍‌ବେକିସ୍ତାନ, ମାଲେସିଆ ଓ ଚାଇନିଜ ତାଇପେକୁ ପରାସ୍ତ କରିଥିବା…

ରାହାନେଙ୍କ ଲଢୁଆ ବ୍ୟାଟିଂ

ଦି ଓଭାଲ, ୧୦ା୬: ଦି ଓଭାଲରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି) ଫାଇନାଲର ତୃତୀୟ ଦିବସରେ ଭାରତର ସମ୍ମାନ ରଖିଛନ୍ତି ଅଜିଙ୍କ୍ୟ ରାହାନେ। ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଫଲୋଅନ୍‌ ଆଡକୁ ଗତି କରୁଥିବା ବେଳେ ରାହନେ ଦଳକୁ ସଙ୍କଟରୁ…

ଇଟାଲୀ, ଉରୁଗୁଏ ଫାଇନାଲରେ

ଲା ପ୍ଲାଟା(ଆର୍ଜେଣ୍ଟିନା),୧୦ା୬(ପି.ଟି.): ଆର୍ଜେଣ୍ଟିନାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍‌ ଫୁଟବଲ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛନ୍ତି ଇଟାଲୀ ଓ ଉରୁଗୁଏ। ଗୁରୁବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଇଟାଲୀ ୨-୧ ଗୋଲରେ ଦକ୍ଷିଣ କୋରିଆକୁ ଏବଂ ଉରୁଗୁଏ ୧-୦ ଗୋଲରେ ଇସ୍ରାଏଲକୁ ପରାସ୍ତ…

କିଟ୍‌ ବିଶ୍ୱବିଦ୍ୟାଳୟରେ ଚେସ୍‌ ଟ୍ରେନର୍ସ ସେମିନାର

ଭୁବନେଶ୍ୱର,୧୦ା୬,(ସ୍ପୋଟର୍‌ସ ବ୍ୟୁରୋ): ସ୍ଥାନୀୟ କିଟ୍‌ ବିଶ୍ୱବିଦ୍ୟାଳୟସ୍ଥିତ ବିଶ୍ୱନାଥନ ଆନନ୍ଦ ଇଣ୍ଟରନ୍ୟାଶନାଲ ଚେସ୍‌ ହଲ୍‌ଠାରେ ପ୍ରଥମ ଥର ଏକ ଚେସ୍‌ ଟ୍ରେନର ସେମିନାର ଅନୁଷ୍ଠିତ ହୋଇଯାଇଛି। ଫିଡେ ଚେସ୍‌ର ଏଜୁକେଶନ କମିଶନ ଚେୟାରମ୍ୟାନ ଜେରି ଡଗ୍‌ଲାସ ନାଶ୍‌ଙ୍କ ଦ୍ୱାରା ଏହା ପରିଚାଳିତ ହୋଇଥିଲା।…

୧ ନିୟୁତରୁ ଅଧିକ ଟିକେଟ ବିକ୍ରି

ସିଡ୍‌ନୀ,୧୦ା୬(ଏପି): ଆସନ୍ତା ମାସରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ହେବାକୁଥିବା ଫୁଟବଲ୍‌ ବିଶ୍ୱକପ୍‌ ଲାଗି ଇତିମଧ୍ୟରେ ୧ ନିୟୁତରୁ ଅଧିକ ଟିକେଟ ବିକ୍ରି ସରିଲାଣି, ଯାହାକି ଏହି ମହିଳା ସ୍ପୋର୍ଟିଂ ଇଭେଣ୍ଟରେ ସର୍ବାଧିକ। ଫୁଟ୍‌ବଲର ଅନ୍ତର୍ଜାତୀୟ ପରିଚାଳନା ପରିଷଦ ଫିଫାର ସଭାପତି ଜିଆନି…

ପ୍ରଥମ ଜନଜାତି ଖେଳ ମହୋତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର, ୧୦।୬ (ସ୍ପୋଟର୍‌ସ ବ୍ୟୁରୋ): ପ୍ରଥମ ଜନଜାତି ଖେଳ ମହୋତ୍ସବ ଶୁକ୍ରବାର କିଟ୍‌ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହକି…

ଓ୍ବାରିୟର୍ସ ଚାମ୍ପିୟନ

ଭୁବନେଶ୍ୱର, ୧୦ା୬(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ସେକ୍ରେଟାରିଏଟ୍‌ କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ଦ୍ୱାଦଶ ସେକ୍ରେଟାରିଏଟ୍‌ ପ୍ରିମିୟର୍‌ ଲିଗ୍‌ର ଫାଇନାଲ ମ୍ୟାଚରେ ଓ୍ବାରିୟର୍ସ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ପ୍ରବଳ ବର୍ଷା କାରଣରୁ ବିଦ୍ୟୁତ୍‌ ସରବରାହରେ ସମସ୍ୟା କାରଣରୁ ଫାଇନାଲ ଖେଳ ସମ୍ଭବ…

ପ୍ରଥମ ଦିନ ଭାରତ, ଲେବାନନ୍‌ ବିଜୟୀ

ଭୁବନେଶ୍ୱର, ୧୦ା୬(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ଇଣ୍ଟର କଣ୍ଟିନେଣ୍ଟାଲ କପ୍‌ ଫୁଟବଲ ଟୁର୍ନାମେଣ୍ଟ। ପ୍ରଥମ ଦିନର ଖେଳରେ ଭାରତ ଓ ଲେବାନନ୍‌ ବିଜୟୀ ହୋଇଛନ୍ତି। ଭାରତ ୨-୦ରେ ମଙ୍ଗୋଲିଆକୁ ଏବଂ ଲେବାନନ ୩-୧ରେ ଭାନୁଆଟୁକୁ ପରାସ୍ତ କରିଥିଲା।…

ଲାଇଭ୍‌ ମ୍ୟାଚ୍‌ରେ ଶୁବମାନଙ୍କୁ ବିବାହ ପାଇଁ ପ୍ରପୋଜ କଲେ, ଭିଡିଓ ଭାଇରାଲ

ଇଂଲଣ୍ଡ,୯।୬: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି। ତେବେ ଏ ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି। ଭାଇରାଲ ଫଟୋରେ ଜଣେ ପ୍ରଶଂସକ ଟିମ ଇଣ୍ଡିଆ ଓପନର୍‌ ଶୁବମାନ…

ଡବ୍ଲୁଟିସି ଫାଇନାଲ: ଅଜିଙ୍କ୍ୟ ରାହାନେଙ୍କ ଅର୍ଦ୍ଧଶତକ, ରନ୍‌ ୨୦୦ ପାର୍‌

ଇଂଲଣ୍ଡ,୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ ଇଂଲଣ୍ଡର ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୬୯ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ଦଳ ଦ୍ୱିତୀୟ ଦିନର ଖେଳ ଶେଷ ପର୍ଯ୍ୟନ୍ତ ୫ ଉଇକେଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?