ଖେଳ

ଡବ୍ଲୁଟିସି ମ୍ୟାଚ ମଧ୍ୟରେ ଟିମ୍‌ ଇଣ୍ଡିଆକୁ ବିଜୟ ମନ୍ତ୍ର ଦେଲେ ହରଭଜନ ସିଂ

ନୂଆଦିଲ୍ଲୀ,୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ଆଜି ହେଉଛି ତୃତୀୟ ଦିନ। ଦ୍ୱିତୀୟ ଦିନ ପର୍ଯ୍ୟନ୍ତ ଭାରତୀୟ ଦଳ ବ୍ୟାକଫୁଟରେ ଥିଲା। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୬୯ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଟିମ ଇଣ୍ଡିଆ ୧୫୧ରନ ସ୍କୋରରେ ୫…

ଭାରତ ସେମିଫାଇନାଲରେ

କାକାମିଗାହାରା(ଜାପାନ), ୯ା୬: ଭାରତୀୟ ଜୁନିୟର ମହିଳା ହକି ଦଳ ଏସିଆ କପ୍‌ ସେମିଫାଇନାଲରେ ପ୍ରବେଶ କରିଛି। ଦଳ ଅନ୍ତିମ ପୁଲ୍‌ ମ୍ୟାଚରେ ଚାଇନିଜ ତାଇପେକୁ ୧୧-୦ ଗୋଲ୍‌ରେ ପରାସ୍ତ କରିଛି। ଏହି ବିଜୟ ଦ୍ୱାରା ଦଳ ପୁଲ୍‌ ‘ଏ’ରେ ଅପରାଜେୟ ରହିବା…

କୁସ୍ତି ଯୋଦ୍ଧା ଯୌନଶୋଷଣ ମାମଲାରେ ନୂଆ ମୋଡ଼

ନୂଆଦିଲ୍ଳୀ, ୯ା୬: ଭାରତୀୟ ରେସଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ଆସିଛି ନୂଆ ମୋଡ। ନାବାଳିକା ଅଭିଯୋଗ କାରିଣୀଙ୍କ ପିତା ନଜର ମତ ବଦଳାଇବା ସହିତ ଚାପରେ ଆସି ଏମିତି ଅଭିଯୋଗ କରିଥିଲେ…

କଳାହାଣ୍ଡି କପ୍‌: କଟକ ‘ଏ’ ଚାମ୍ପିୟନ

ଭୁବନେଶ୍ୱର,୯ା୬ (ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ (ଓସିଏ) ଆନୁକୂଲ୍ୟରେ କଟକର ରେଭେନ୍ସା-୧ ଗ୍ରାଉଣ୍ଡରେ ଅନୁଷ୍ଠିତ ଆନ୍ତଃଜିଲା କଳାହାଣ୍ଡି କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଚାମ୍ପିୟନ୍‌ ହୋଇଛି କଟକ ‘ଏ’। ଫାଇନାଲରେ ସାଇଦୀପ ମହାପାତ୍ରଙ୍କ ଶତକ ଏବଂ ସୌଭାଗ୍ୟ ମିଶ୍ରଙ୍କ ଦୃଢ଼ ବ୍ୟାଟିଂ…

ମୁଚୋଭା ଫ୍ରେଞ୍ଚ ଓପନ ଫାଇନାଲରେ

ପ୍ୟାରିସ, ୯ା୬: କାରୋଲିନା ମୁଚୋଭା ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ଆରିନା ସାବାଲେଙ୍କାଙ୍କୁ ୭-୬ (୭-୫), ୬-୭ (୫-୭), ୭-୫ ସେଟ୍‌ରେ ହରାଇ ଦେଇଛନ୍ତି। ଅନ୍ୟପକ୍ଷରେ ଚତୁର୍ଥ ସିଡ୍‌ କାସ୍ପର…

ଏସିଆ କପ୍‌ ପାଇଁ ବଢ଼ିଆ ପ୍ରସ୍ତୁତି: ଷ୍ଟିମାକ୍‌

ଭୁବନେଶ୍ୱର, ୯ା୬(ସ୍ପୋଟର୍‌ସ ବ୍ୟୁରୋ): ଶୁକ୍ରବାରଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଚତୁଃରାଷ୍ଟ୍ରୀୟ ଇଣ୍ଟର କଣ୍ଟିନେଣ୍ଟାଲ କପ୍‌ ଫୁଟବଲ୍‌ ଟୁର୍ନାମେଣ୍ଟ। ଆୟୋଜକ ଭାରତ ସମେତ ଭାନୁଆଟୁ, ମଙ୍ଗୋଲିଆ ଓ ଲେବାନନ ଅଂଶଗ୍ରହଣ କରୁଛନ୍ତି। ୨୦୧୯ରେ ଉତ୍ତର କୋରିଆ ଚାମ୍ପିୟନ ହୋଇଥିଲା।…

ବ୍ୟାଟିଂ ବିପର୍ଯ୍ୟୟ: ୩୧୮ ରନ୍‌ ପଛରେ ଭାରତ

ଦ ଓଭାଲ,୯ା୬: ଦ ଓଭାଲରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି) ଫାଇନାଲର ଦ୍ୱିତୀୟ ଦିନରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ…

ପ୍ରଥମ ଇନିଂସ୍‌ରେ ୪୬୯ ରନ୍‌ରେ ଅଟକିଲା ଅଷ୍ଟ୍ରେଲିଆ

ଲଣ୍ଡନ,୮।୬: ଦି ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି)ର ଗୁରୁବାର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ୪୬୯ କରି ଅଲ୍‌ଆଉଟ ହୋଇଯାଇଛି। ଟ୍ରାଭିସ ହେଡ୍‌ ଏବଂ ଷ୍ଟିଭେନ୍‌ ସ୍ମିଥଙ୍କ ଦମ୍‌ଦାର ଶତକ ବଲରେ ଅଷ୍ଟ୍ରେଲିଆ ବଡ଼ ସ୍କୋର କରିବାରେ ସଫଳ ହୋଇଛି।…

ବିବାହ କଲେ ଏହି ଭାରତୀୟ ଦ୍ରୁତ ବୋଲର

ନୂଆଦିଲ୍ଲୀ,୮।୬: ଭାରତୀୟ ଦଳ ଜୁନ ୭ରୁ ଇଂଲଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ ଖେଳୁଛି। ମ୍ୟାଚ ଆରମ୍ଭ ହେବାର ଗୋଟିଏ ଦିନ ପରେ ଭାରତୀୟ ଦଳର ଷ୍ଟାର ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣ ଭାରତୀୟ ପ୍ରଶଂସକଙ୍କୁ ଏକ…

ଅହମଦାବାଦରେ ଖେଳିବାକୁ ଚାହୁଁନାହିଁ ପାକିସ୍ତାନ: ପିସିବି

କରାଚୀ,୮ା୬: ଭାରତରେ ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ ବ୍ୟତୀତ ଅହମଦାବାଦରେ ଅନ୍ୟ କୌଣସି ମ୍ୟାଚ ଖେଳିବାକୁ ଚାହୁଁନାହିଁ ପାକିସ୍ତାନ। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଚେୟାରମ୍ୟାନ ନଜାମ ସେଠୀ ଏନେଇ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି)…

ଅବସର ପରେ ଆଶେସକୁ ଫେରିଲେ ଏହି ଅଲ୍‌ରାଉଣ୍ଡର

ଲଣ୍ଡନ,୮ା୬: ଜୁନ୍‌ ୧୬ରୁ ଏଜ୍‌ବାଷ୍ଟନରେ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ୫ମ୍ୟାଚ ବିଶିଷ୍ଟ ଆଶେସ ଟେଷ୍ଟ ସିରିଜ ଲାଗି ଅବସରରୁ ପୁଣି ମଇଦାନମକୁ ଫେରିଛନ୍ତି ଭେଟେରାନ ଅଲ୍‌ରାଉଣ୍ଡର ମୋଇନ ଅଲି। ୩୫ ବର୍ଷୀୟ ମୋଇନ ୨୦୨୧ରେ ଟେଷ୍ଟରୁ ଅବସର ଘୋଷଣା…

ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇଥିଲା ଭାରତ

ଭୁବନେଶ୍ୱର, ୮।୬ (କ୍ରୀଡ଼ା ପ୍ରତିନିଧି): ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ। ପୂର୍ବରୁ ଭାରତୀୟ ଦଳ ଏଠାରେ ଅଭ୍ୟାସ ଚଳାଇଥିବାବେଳେ ଅନ୍ୟ ୩ ଦଳ ପର୍ଯ୍ୟାୟକ୍ରମେ ବୁଧବାର ପହଞ୍ଚତ୍ବାରେ ଲାଗିଛନ୍ତି। ଭାରତ ବ୍ୟତୀତ ଲେବାନନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?