ଖେଳ

୧୦ ବର୍ଷ ପୂର୍ବେ ଆଜିର ଦିନରେ ଶେଷ ଆଇସିସି ଟାଇଟଲ ଜିତିଥିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୩।୬: ଆଜିର ଦିନ ଅର୍ଥାତ୍‌ ୨୩ ଜୁନ ଭାରତୀୟ କ୍ରିକେଟ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନ ଟିମ ଇଣ୍ଡିଆ ଏହାର ଶେଷ ଆଇସିସି ଟାଇଟଲ ଜିତିଥିଲା। ୧୦ ବର୍ଷ ପୂର୍ବେ ଆଜିର ଦିନରେ କେବଳ ଟିମ ଇଣ୍ଡିଆ ଏହାର ଶେଷ…

ବିଶ୍ୱକପ କ୍ୱାଲିଫାୟର ମ୍ୟାଚ ମଧ୍ୟରେ ଏହି ଦ୍ରୁତ ବୋଲରଙ୍କ ଉପରେ ବ୍ୟାନ ଲଗାଇଲା ଆଇସିସି

ଜିମ୍ବାୱେ,୨୩।୬: ଜିମ୍ବାୱେରେ ଚାଲିଥିବା ଆଇସିସି ଦିନିକିଆ ବିଶ୍ୱ କ୍ୱାଲିଫାୟର ମ୍ୟାଚ ମଧ୍ୟରେ ଆଇସିସି ଆମେରିକୀୟ ଖେଳାଳି କାଇଲ ଫିଲିପଙ୍କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୨୬ ବର୍ଷୀୟ ଦ୍ରୁତ ବୋଲର କାଇଲଙ୍କୁ ତାଙ୍କ ବୋଲିଂ କାର୍ଯ୍ୟ ବେଆଇନ ବୋଲି ଜଣାପଡିବା…

ୱେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ଛୁଟି କାଟିବା ପାଇଁ ନେଦରଲ୍ୟାଣ୍ଡ୍ସରେ ପହଞ୍ଚିଲେ ବିରୁଷ୍କା

ଆମଷ୍ଟରଡାମ୍‌,୨୩।୬: ଆସନ୍ତା ମାସ ଜୁଲାଇ ୧୨ରୁ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଗସ୍ତ କରିବ। ଏହାପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଛୁଟି କାଟିବା ପାଇଁ ନେଦରଲ୍ୟାଣ୍ଡ୍ସରେ ପହଞ୍ଚିଛନ୍ତି। ଗୁରୁବାର କୋହଲି ଏବଂ…

୭୫ ବର୍ଷ ପୂର୍ତ୍ତିରେ ଭାଗନେବେ ୫୦ ଲକ୍ଷ

ଆଥ୍‌ଲେଟମାନଙ୍କ ମଧ୍ୟରେ କ୍ରୀଡା ଭାବନା ସୃଷ୍ଟି କରିବା ଦିଗରେ ଅଲିମ୍ପିକ୍ସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୯୪୮ରେ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରାଯାଇଥିବା ବେଳେ ଚଳିତ ବର୍ଷ ଏହାର ୭୫ ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ଏହି ଅବସରରେ…

ଭାରତୀୟ ଦଳରେ ୩ ଓଡ଼ିଆ

ଭୁବନେଶ୍ୱର, ୨୩ା୬ (ସରୋଜ ଜେନା): ଦୃଷ୍ଟିବାଧିତ ଆଇବିଏସ୍‌ଏ ବିଶ୍ୱ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଗୁରୁବାର ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ ସଂଘ(କାବି)। ଅନ୍ତର୍ଜାତୀୟ ଦୃଷ୍ଟିବାଧିତ କ୍ରୀଡା ମହାସଂଘ(ଆଇବିଏସ୍‌ଏ) ପକ୍ଷରୁ ଓ୍ବାଲର୍‌ଡ ଗେମ୍ସ ୨୦୨୩ ଆୟୋଜିତ…

ଓ୍ବିଣ୍ଟର ଅଲିମ୍ପିକ୍ସ ଲକ୍ଷ୍ୟରେ ରଞ୍ଜିତା

ଭୁବନେଶ୍ୱର, ୨୩ା୬ (ସରୋଜ ଜେନା): ଓଡ଼ିଶାର ଏକମାତ୍ର ସ୍କି ଓ ସ୍ନୋ ବୋର୍ଡ ଖେଳାଳି ରଞ୍ଜିତା ବେହେରାଙ୍କୁ ଭେଟିଛନ୍ତି ଭାରତୀୟ ସ୍କି ଓ ସ୍ନୋ ବୋର୍ଡ ସଭାପତି ରୂପଚାନ୍ଦ ନେଗୀ। ମହାପ୍ରଭୁଙ୍କ ରଥଯାତ୍ରା ଦର୍ଶନ କରି ଫେରିବା ପରେ ସେ ଭୁବନେଶ୍ୱରରେ…

ବର୍ଲିନରେ ଓଡ଼ିଆ ଝିଅଙ୍କ ଚମକ

ଭୁବନେଶ୍ୱର, ୨୩।୬ (ତପନ ସ୍ବାଇଁ): ଜର୍ମାନୀର ବର୍ଲିନଠାରେ ଚାଲିଥିବା ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସରେ ଚମକ ଦେଖାଇଛନ୍ତି ଓଡ଼ିଶାର ପ୍ରତିଭାସମ୍ପନ୍ନ ସାଇକ୍ଲିଷ୍ଟ କଳ୍ପନା ଜେନା। ସେ ସାଇକ୍ଲିଂର ୨ କିଲୋମିଟର ଟାଇମ୍‌ ଟ୍ରାଏଲ୍‌ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି।…

ମ୍ୟାଚ୍‌ ରେଫରିଙ୍କୁ ଗାଳି କରିବା ମହଙ୍ଗା ପଡ଼ିଲା

ଜେନେଭା,୨୨ା୬: ୟୁଏଫା ପକ୍ଷରୁ ଫୁଟବଲ ମ୍ୟାନେଜର ଜୋସ ମୋରିନୋଙ୍କୁ ୪ଟି ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି। ଇଟାଲୀ କ୍ଲବ ରୋମାର ମ୍ୟାନେଜର ରହିଥିବା ମୋରିନୋ ମ୍ୟାଚ୍‌ ରେଫରି ଆନ୍ଥୋନୀ ଟେଲରଙ୍କୁ ଗାଳି କରିଥିଲେ। ରୋମା ଏହାର ଅନ୍ତିମ ମ୍ୟାଚ୍‌ ସେଭିଲା ବିପକ୍ଷରେ ଖେଳିଥିଲା।…

ଦିନିକିଆ ବିଶ୍ୱକପ: ସଞ୍ଜୁଙ୍କୁ ଟିମ୍‌ ଇଣ୍ଡିଆରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୨୨।୬: ଅନ୍ତର୍ଜାତୀୟ ଦିନିକିଆ (ଓଡିଆଇ) ବିଶ୍ୱକପ ୨୦୨୩ ଭାରତର ଆୟୋଜନରେ ଖେଳାଯିବ। ହେଲେ ଟୁର୍ନାମେଣ୍ଟର କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ, କିନ୍ତୁ ଏହା ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଖେଳାଯିବ ବୋଲି ଅନୁମାନ କରାଯାଉଛି । ବିଶ୍ୱକପକୁ ଧ୍ୟାନରେ ରଖି ସମସ୍ତ…

ଟି-୨୦ ସିରିଜରେ ଶୁବମାନ ଗିଲ ନୁହେଁ ବରଂ ସିଏସକେର ଏହି ଷ୍ଟାର ଓପନରଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ,୨୨।୬: ଭାରତୀୟ ଦଳ ଆସନ୍ତା ମାସ ଜୁଲାଇରେ ୱେଷ୍ଟଇଣ୍ଡିଜ ଗସ୍ତ କରିବ, ଯେଉଁଠାରେ ଦଳ ଟେଷ୍ଟ, ଦିନିକିଆ ଏବଂ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ଯାତ୍ରା ପୂର୍ବରୁ ଭାରତୀୟ ଟେଷ୍ଟ ଏବଂ ଟି -୨୦ ଦଳରେ ଅନେକ ବଡ…

ବିରେନ୍ଦର ସେହୱାଗ ହେବେ ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା! ବିସିସିଆଇ ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୬: ଭାରତୀୟ ଦଳ ଚଳିତ ବର୍ଷ ୨ଟି ବଡ ଟୁର୍ନାମେଣ୍ଟରେ ଭାଗ ନେବ। ଗୋଟିଏ ହେଉଛି ଏସିଆ କପ ଏବଂ ଅନ୍ୟଟି ହେଉଛି ଆଇସିସି ଦିନିକିଆ ବିଶ୍ୱକପ। ଏହି ଦୁଇଟି ଟୁର୍ନାମେଣ୍ଟରେ ସମସ୍ତଙ୍କ ଆଖି ଦଳ ଚୟନ ଉପରେ ରହିବ। ମୁଖ୍ୟ…

କରୋନା ଟିକା ଯୋଗୁ ହୋଇଥିଲା ସେନ ଓ୍ବାର୍ନଙ୍କ ମୁତ୍ୟୁ! ଡାକ୍ତରଙ୍କ ବଡ ଦାବି

କାନବେରା,୨୨।୬: ଅଷ୍ଟ୍ରେଲିଆର ପୂର୍ବତନ ଲେଗ ସ୍ପିନର ସେନ ୱାର୍ନଙ୍କ ମୃତ୍ୟୁ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ବାସ୍ତବରେ ୱାର୍ନଙ୍କ ମୃତ୍ୟୁ ସହ ଜଡିତ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ତାଙ୍କ ମୃତ୍ୟୁର କାରଣ କରୋନା ଟିକା ହୋଇପାରେ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?