ଖେଳ

ପୂଜାରାଙ୍କ ଶତକ: ଫାଇନାଲ ଦ୍ୱାରରେ ପଶ୍ଚିମାଞ୍ଚଳ

ଅଲୁର, ୮।୭: ଚେତେଶ୍ୱର ପୂଜାରାଙ୍କ ଶତକ ସହାୟତାରେ ପଶ୍ଚିମାଞ୍ଚଳ ଚଳିତ ଦୁଲିପ ଟ୍ରଫି କ୍ରିକେଟ ଫାଇନାଲ ଦ୍ୱାରରେ ପହଞ୍ଚତ୍ ଯାଇଛି। କେନ୍ଦ୍ରାଞ୍ଚଳ ବିପକ୍ଷ ପ୍ରଥମ ସେମିଫାଇନାଲର ଶୁକ୍ରବାର ତୃତୀୟ ଦିବସ ଶେଷ ବେଳକୁ ପଶ୍ଚିମାଞ୍ଚଳ ଦ୍ୱିତୀୟ ଇନିଂସରେ ୯ ଉଇକେଟ ହରାଇ…

ବିଜୟ ପଥରେ ଦକ୍ଷିଣାଞ୍ଚଳ

ବେଙ୍ଗାଲୁରୁ, ୮।୭: ଏଠାରେ ଚାଲିଥିବା ଉତ୍ତରାଞ୍ଚଳ ବିପକ୍ଷ ଦୁଲିପ ଟ୍ରଫି ସେମିଫାଇନାଲରେ ଦକ୍ଷିଣାଞ୍ଚଳ ବିଜୟ ପଥରେ ଅଗ୍ରସର ହୋଇଛି। ପ୍ରଥମ ଇନିଂସରେ ଉତ୍ତରାଞ୍ଚଳ ୧୯୮ ଓ ଦକ୍ଷିଣାଞ୍ଚଳ ୧୯୫ ରନ କରିଥିଲା। ଉତ୍ତରାଞ୍ଚଳ ଦ୍ୱିତୀୟ ଇନିଂସରେ ୨୧୧ ରନରେ ଅଲ୍‌ଆଉଟ ହୋଇଥିବାବେଳେ…

କ୍ୱାର୍ଟର ଫାଇନାଲରେ ପହଞ୍ଚିଲେ ସିନ୍ଧୁ, ସେନ୍‌

କାଲଗାରି,୭ା୭: ଦୁଇ ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଓ ଲକ୍ଷ୍ୟ ସେନ୍‌ କାନାଡା ଓପନ ସୁପର ଟୁର୍ନାମେଣ୍ଟର ଯଥାକ୍ରମେ ମହିଳା ଓ ପୁରୁଷ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସିନ୍ଧୁ ବିପକ୍ଷ ଖେଳାଳି ଜାପାନ ନାତସୁକି ନିଦାଇରାଙ୍କଠାରୁ ଓ୍ବାକଓଭର ପାଇ ପରବର୍ତ୍ତୀ…

ଧୋନୀଙ୍କ ଲାଗି ବିସିସିଆଇକୁ ଭାଙ୍ଗିବାକୁ ପଡ଼ିଥିଲା ଏହି ନିୟମ

ନୂଆଦିଲ୍ଲୀ,୭।୭: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଶୁକ୍ରବାର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ କ୍ରିକେଟ ଇତିହାସର ସଫଳତମ ଅଧିନାୟକଙ୍କ ମଧ୍ୟରୁ ଧୋନୀ ଜଣେ। ତାଙ୍କ ନେତୃତ୍ୱରେ ଭାରତ ୩ ଆଇସିସି ଟ୍ରଫି ଜିତିଥିଲା। ସେ ନିଜର…

‘ଅବସର ନେବା ହଠାତ ନିଷ୍ପତ୍ତି ନ ଥିଲା’

ଚଟ୍ଟଗ୍ରାମ(ବାଂଲାଦେଶ),୭ା୭: ଆଶ୍ଚର୍ଯ୍ୟଜନକ ଭାବେ ବାଂଲାଦେଶ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଅଧିନାୟକ ତମିମ ଇକ୍‌ବାଲ ଗୁରୁବାର ତାଙ୍କର ଅବସର ଘୋଷଣା କରିଛନ୍ତି। ଏହି ଘୋଷଣା ବାଂଲାଦେଶକୁ ୨୦୨୩ ବିଶ୍ୱକପ ଜିତିବାର ସମ୍ଭାବନାକୁ ଏକ ବଡ଼ ଝଟକା ଦେଇଛି। ଆଫଗାନିସ୍ତାନ ସହ ଦିନିକିଆ ମ୍ୟାଚରେ…

ଫ୍ୟାନ୍ସଙ୍କ ହୃଦୟ ଜିତିଲେ ପନ୍ତ, ଖାସ୍‌ ଅନ୍ଦାଜରେ ମନାଇଲେ ମାହିଙ୍କ ଜନ୍ମଦିନ

ନୂଆଦିଲ୍ଲୀ,୭।୭: ଷ୍ଟାର ଇଣ୍ଡିଆନ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ୪୨ତମ ଜନ୍ମଦିନ ଭିନ୍ନ ଅନ୍ଦାଜରେ ପାଳନ କରିଛନ୍ତି। ଧୋନିଙ୍କଠାରୁ ଦୂରରେ ରହି ପନ୍ତ ତାଙ୍କ ଜନ୍ମଦିନ ପାଳନ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି।…

କାରିବିୟାନ୍‌ ଟୁର୍‌

ଭାରତୀୟ କ୍ରିକେଟ ଦଳର କାରିବିୟାନ୍‌ ଟୁର୍‌ ଆରମ୍ଭ ହୋଇଯାଇଛି। ଏହି ଗସ୍ତରେ ଟିମ୍‌ ଇଣ୍ଡିଆ ଘରୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳିବ। ଏହି ଟୁର୍‌ ପାଇଁ ପୂର୍ବରୁ ଭାରତୀୟ ଟେଷ୍ଟ ଓ…

କିପରି ବୁକ୍‌ କରିବେ ବିଶ୍ୱକପ ଟିକେଟ୍‌, ଜାଣନ୍ତୁ ସବୁକିଛି…

ନୂଆଦିଲ୍ଲୀ,୭।୭: ଜୁନ ୨୭ରେ ଆଇସିସି ଦ୍ୱାରା ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା। ୧୦ଟି ଦଳ ସହିତ ଏହି ଟୁର୍ନାମେଣ୍ଟରେ ମୋଟ ୪୮ଟି ମ୍ୟାଚ ଖେଳାଯିବ। ଅକ୍ଟୋବର ୫ରୁ ବିଶ୍ୱକପ ଆରମ୍ଭ ହେବ ଏବଂ ପ୍ରଥମ ମ୍ୟାଚ ମ୍ୟାଚ ପୂର୍ବ ବର୍ଷ…

ପ୍ରସିଦ୍ଧ କ୍ରୀଡ଼ାବିତ୍‌ ଭାଇ ଓ ଭଉଣୀ

ଓଡ଼ିଶାର ପ୍ରସିଦ୍ଧ କ୍ରୀଡ଼ାବିତ୍‌ ଭାଇ ଓ ଭଉଣୀଙ୍କୁ ନେଇ ଆଲେଖ୍ୟର ପ୍ରଥମ ଭାଗ ଗତ କ୍ରୀଡ଼ା ଜଗତ ପୃଷ୍ଠାରେ ପ୍ରକାଶ ପାଇ ସାରିଛି। ଏଥିରେ ହକି, ଆଥ୍‌ଲେଟିକ୍ସ, କ୍ରିକେଟ ଆଦି ଇଭେଣ୍ଟରେ ସୁନାମ ଅର୍ଜନ କରିଥିବା ଭାଇ ଓ ଭଉଣୀଙ୍କ ସମ୍ପର୍କରେ…

ଟେଷ୍ଟ କ୍ରିକେଟରେ ଯଶସ୍ବୀ ଜୟସ୍ବାଲଙ୍କ ଡେବ୍ୟୁ ନିଶ୍ଚିତ, ଏହି ନମ୍ବରରେ ମିଳିପାରେ ବ୍ୟାଟିଂ କରିବାର ସୁଯୋଗ

ନୂଆଦିଲ୍ଲୀ,୭।୭: ୧୨ ଜୁଲାଇରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତକୁ ୨ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳିବାକୁ ପଡିବ। ଏହି ଟେଷ୍ଟ ମ୍ୟାଚ ସହିତ ଟିମ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି)ର ତୃତୀୟ ସଂସ୍କରଣରେ ମଧ୍ୟ ଡେବ୍ୟୁ କରିବ। ୱିଣ୍ଡିଜ…

ନିଆରା ଅନ୍ଦାଜ୍‌ରେ ଧୋନୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଜାଡେଜା

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ତାଙ୍କ ଅଧିନାୟକଙ୍କୁ ଏହି ବିଶେଷ ଦିନରେ ଅଭିନନ୍ଦନ ଜଣାଇଛନ୍ତି। ୱେଷ୍ଟଇଣ୍ଡିଜ ଗସ୍ତରେ ଖେଳାଯାଇଥିବା ଟେଷ୍ଟ ସିରିଜ ପାଇଁ ଟିମ…

ଧୋନୀଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ନୂଆଦିଲ୍ଲୀ,୭।୭: ଭାରତର ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ୪୨ ବର୍ଷ ହୋଇଛି। ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଧୋନୀ ଏବେ ବି ଆଇପିଏଲରେ ଖେଳୁଛନ୍ତି। ୨୦୨୩ରେ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ଦଳ ପଞ୍ଚମ ଥର ପାଇଁ ଚାମ୍ପିୟନ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?