କଳାବ୍ୟାଣ୍ଡ ପିନ୍ଧି ପ୍ରତିବାଦ କଲେ ରେସ୍ଲର
ନୂଆଦିଳ୍ଲୀ,୧୧ା୫: ରେସଲିଂ ଫେଡେରେଶନ(ଡବ୍ଲ୍ୟୁଏଫ୍ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ଦିଲ୍ଳୀର ଯନ୍ତରମନ୍ତରଠାରେ ରେସ୍ଲରଙ୍କ ଧାରଣା ୧୮ ଦିନରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଧାରଣାରେ ବସିଥିବା ରେସ୍ଲରମାନେ କଳାବ୍ୟାଣ୍ଡ ପିନ୍ଧି ପ୍ରତିବାଦ କରିବା ସହ ଏହାକୁ କଳାଦିବସ…
ନୀତୀଶଙ୍କ ଅଧିନାୟକତ୍ୱକୁ ପ୍ରଶଂସା କରୁଛନ୍ତି ଶାହାରୁଖ, କେକେଆର ଅଧିନାୟକ ନିଜେ କଲେ ଖୁଲାସା
ନୂଆଦିଲ୍ଲୀ,୧୧।୫: ଶ୍ରେୟାସ ଆୟରଙ୍କ ଅନୁପସ୍ଥିତିରେ ନୀତୀଶ ରାଣା ଆଇପିଏଲ ୨୦୨୩ରେ କୋଲକାତା ନାଇଟ ରାଇଡର୍ସ (କେକେଆର)ର ଅଧିନାୟକତ୍ୱ ଭାର ସମ୍ଭାଳିଛନ୍ତି। ଆୟରଙ୍କ ପିଠିରେ ଆଘାତ ହେତୁ ଆଇପିଏଲ ୧୬ରେ ଖେଳିପାରିନାହାନ୍ତି। ତେବେ ନୀତୀଶ ରାଣାଙ୍କ ଅଧିନାୟକତ୍ୱରେ କେକେଆର ଏ ପର୍ଯ୍ୟନ୍ତ ୧୧…
ଧୋନିଙ୍କୁ ଏବେ ଆଇପିଏଲରୁ ଅବସର ନେବା ଉଚିତ୍: କପିଲ ଦେବ
ନୂଆଦିଲ୍ଲୀ,୧୧।୫: ଆଇପିଏଲର ଏହି ସିଜନ୍ରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱର ଯାଦୁ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଦେଖାଯାଉଛି। ଚେନ୍ନାଇ ସୁପର କିଙ୍ଗ୍ସ ବର୍ତ୍ତମାନ ୧୨ଟି ମ୍ୟାଚରେ ୭ ଟି ବିଜୟ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି ଏବଂ…
ମ୍ୟାଚ୍ ଜିତି ବି ଦୁଃଖ କଲେ ଜାଡେଜା, କହିଲେ ଏମିତି…
ନୂଆଦିଲ୍ଲୀ,୧୧ା୫: ବୁଧବାର ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ନିଜ ପଡ଼ିଆରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୭ ରନ୍ରେ ପରାସ୍ତ କରିଥିଲା। ତେବେ ଚେନ୍ନାଇ ସୁପରକିଙ୍ଗ୍ସର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା କହିଛନ୍ତି, ଗ୍ରାଉଣ୍ଡରେ ଉପସ୍ଥିତ ଅଧିନାୟକ ଏମ୍ଏସ୍ ଧୋନୀ…
ଇଡେନରେ ଆରଆର-କେକେଆର ମୁହାଁମୁହିଁ, ଉଭୟଙ୍କ ପାଇଁ କର ବା ମର ସ୍ଥିତି…
କୋଲକାତା,୧୧।୫ : ଆଇପିଏଲ ୨୦୨୩ର ୫୬ତମ ମ୍ୟାଚ ଗୁରୁବାର ସନ୍ଧ୍ୟା ସାଢ଼େ ୭ଟାରେ କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ଖେଳାଯାଉଛି । ପଏଣ୍ଟ ଟେବୁଲରେ ରାଜସ୍ଥାନ ପଞ୍ଚମ ସ୍ଥାନରେ ରହିଛି। ସେହିପରି ଷଷ୍ଠ…
ପେଣ୍ଟ୍ରେ ଜିତିଲେ ଚତୁର୍ଥ ଷ୍ଟେଜ୍
ରୋମ୍, ୧୧।୫: ଗିରୋ ଡି’ ଇଟାଲିଆ ସାଇକେଲ ରେସ୍ର ଚତୁର୍ଥ ଷ୍ଟେଜ୍ ବିଜେତା ହୋଇଛନ୍ତି ଫ୍ରାନ୍ସର ଓରେଲେନ ପରେଟ-ପେଣ୍ଟ୍ରେ। ଚତୁର୍ଥ (ଇଣ୍ଟରମିଡିଏଟ୍) ଷ୍ଟେଜ୍ ଭେନୋସାଠାରୁ ଲାଗୋ ଲାସେନୋ ପର୍ଯ୍ୟନ୍ତ ୧୭୨ କିଲୋମିଟର ବିଶିଷ୍ଟ ଥିଲା। ଏହାକୁ ଏଜି୨ଆର ସିଟ୍ରୋନ୍ ଟିମ୍ର ପେଣ୍ଟ୍ରେ…
ସ୍ବର୍ଣ୍ଣ ବିଜୟିନୀ ଶ୍ୱେତାରାଣୀଙ୍କୁ ଭବ୍ୟ ସ୍ବାଗତ
ଭୁବନେଶ୍ୱର,୧୧ା୫(ସ୍ପୋଟର୍ସ ବ୍ୟୁରୋ): ରୁଷିଆରେ ଅନୁଷ୍ଠିତ ମସ୍କୋ ଉଷୁ ଷ୍ଟାର ଓ୍ବାଲର୍ଡ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି ଓଡ଼ିଆ ଝିଅ ଶ୍ୱେତାରାଣୀ ମହାନ୍ତ। ୩ରୁ ୮ ମେ ମଧ୍ୟରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟର ୪୮ କିଗ୍ରା ସାଣ୍ଡା ବର୍ଗରେ ସେ ସ୍ବର୍ଣ୍ଣ…
ଓଡ଼ିଶାର ୪ ଖେଳାଳି ସାମିଲ
ନୂଆଦିଲ୍ଲୀ, ୧୧।୫ : ଆସନ୍ତା ଜୁନ୍ ୨ରୁ ଜାପାନର କାକାମିଗାହରାଠାରେ ଏସିଆ କପ୍ ଜୁନିୟର ମହିଳା ହକି ଟୁର୍ନାମେଣ୍ଟ ଆରମ୍ଭ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ବୁଧବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାରୁ ଗୋଲକିପର…
ଦୀପକ, ହୁସାମୁଦ୍ଦିନ, ନିଶାନ୍ତ ପଦକ ନିଶ୍ଚିତ କଲେ
ତାସକେଣ୍ଟ, ୧୧।୫ (ପି.ଟି.): ବକ୍ସର ଦୀପକ ଭୋରିଆ (୫୧ କେଜି), ମହମ୍ମଦ ହୁସାମୁଦିନ (୫୭ କେଜି) ଓ ନିଶାନ୍ତ ଦେବ (୭୧ କେଜି) ଚଳିତ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍ର ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି। କୌଣସି ଏକ ବିଶ୍ୱବକ୍ସିଂ…
ହରିୟାଣା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ବିଜୟୀ
ରାଉରକେଲା ଅଫିସ,୧୧ା୫: ରାଉରକେଲା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା ୧୩ତମ ଜାତୀୟ ସବ୍ ଜୁନିୟର ମହିଳା ହକି ଚାମ୍ପିୟନଶିପ୍ର ସପ୍ତମ ଦିନରେ ବୁଧବାର ହରିୟାଣା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ବିଜୟୀ ହୋଇଛି। ପ୍ରଥମ ମ୍ୟାଚରେ ହରିୟାଣା ୧୯-୦ ଗୋଲରେ ତାମିଲନାଡୁକୁ ପରାସ୍ତ…
ପ୍ରମୋଦଙ୍କ ଡବଲ ବିଜୟ
ଭୁବନେଶ୍ୱର, ୧୧।୫ (କ୍ରୀଡ଼ା ପ୍ରତିନିଧି): ଥାଇଲାଣ୍ଡର ପଟାୟାଠାରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡ୍ମିଣ୍ଟନରେ ଓଡ଼ିଶା ପ୍ରତିଯୋଗୀଙ୍କ ପ୍ରଭାବୀ ପ୍ରଦର୍ଶନ ଅବ୍ୟାହତ ରହିଛି। ବୁଧବାର ଦ୍ୱିତୀୟ ଦିବସରେ ପ୍ରମୋଦ ଭଗତ ଡବଲ ବିଜୟ ହାସଲ କରିଛନ୍ତି। ମନିଷା ରାମଦାସ ଓ ପ୍ରମୋଦ ଯୋଡ଼ି…
ପଞ୍ଚମ ବିଜୟ ସହ ଦ୍ୱିତୀୟରେ ଓଡ଼ିଶା ଏଫ୍ସି
ଅହମଦାବାଦ, ୧୧।୫: ଇଣ୍ଡିଆନ ଓମେନ୍ସ ଲିଗ୍ (ଆଇଡବ୍ଲ୍ୟୁଏଲ୍)ରେ ଓଡ଼ିଶା ଏଫ୍ସି ପଞ୍ଚମ ବିଜୟ ହାସଲ କରିଛି। ବୁଧବାର ଶାହିବାଗ ପୋଲିସ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ଭିତ୍ତିକ ଏହି ଦଳ ୩-୦ ଗୋଲରେ ସେଲ୍ଟିକ୍ କୁଇନ୍ସ ଏଫ୍ସିକୁ ପରାସ୍ତ କରିଛି। ଆରମ୍ଭରୁ…
Archives


