ଖେଳ

ଏସିଆନ୍ ଗେମ୍ସ ୨୦୨୩: ଜାଣନ୍ତୁ କେବେ ଏବଂ କାହା ବିପକ୍ଷରେ ଖେଳିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ, ୨୮। ୭: ଭାରତୀୟ କ୍ରିକେଟ ଟିମ୍ ସେପ୍ଟେମ୍ବର ୨୩ରୁ ଚାଇନାର ହାଙ୍ଗଜୁ ସହରରେ ଆୟୋଜିତ ହେବାକୁ ଥିବା ୧୯ତମ ଏସିଆନ୍ ଗେମ୍ସ ଲାଗି ପ୍ରସ୍ତୁତ। ଋତୁରାଜ ଗାଏକୱାଡଙ୍କ ଅଧିନାୟକତ୍ଵରେ ଭାରତୀୟ ଟିମ୍ ସ୍ବର୍ଣ୍ଣ ପଦକ ଲାଗି ଖେଳିବ। ଆଇସିସି ରାଙ୍କିଙ୍ଗ୍…

ଜାପାନ ଓପନ ସେମିଫାଇନାଲରେ ଲକ୍ଷ୍ୟ ସେନ

ଟୋକିଓ,୨୭ା୭: ଭାରତର ଅଗ୍ରଣୀ ଖେଳାଳି ଲକ୍ଷ୍ୟ ସେନ ଜାପାନ ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ଏଚ୍‌ଏସ୍‌ ପ୍ରଣୟ ଏବଂ ଚିରାଗ ଶେଟ୍ଟି ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ବିଶ୍ୱର ୧୩…

କ୍ରିକେଟରୁ ସନ୍ୟାସ ନେବେ ଭୁବନେଶ୍ୱର କୁମାର!

ନୂଆଦିଲ୍ଲୀ,୨୮।୭: ଟିମ ଇଣ୍ଡିଆର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟ ଠାରୁ ଦୂରରେ ରହିଛନ୍ତି। ନଭେମ୍ବର ୨୦୨୨ରେ ଭୁବନେଶ୍ୱର ଭାରତ ପାଇଁ ଶେଷ ମ୍ୟାଚ ଖେଳିଥିଲେ। ଏହା ପରେ ସେ ଟିମ ଇଣ୍ଡିଆକୁ ଫେରିନାହାନ୍ତି। ନିକଟରେ…

ନୂଆ ସମ୍ଭାବନା

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଥିଲା। ସେମାନଙ୍କ ପ୍ରଦର୍ଶନ ମଧ୍ୟ ଆଖିଦୃଶିଆ ରହିଥିଲା। ଯଶସ୍ବୀ ଜୟସ୍ବାଲ ଓ ମୁକେଶ କୁମାର ସବୁଠାରୁ ଅଧିକ ପ୍ରଭାବିତ କରିଥିବା ବେଳେ ଇଶାନ କିଶନ ମଧ୍ୟ…

୨୦୨୪ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କଲା ଏହି ୧୫ ଦଳ

ନୂଆଦିଲ୍ଲୀ,୨୮।୭: ୨୦୨୪ ଆଇସିସି ଟି -୨୦ ବିଶ୍ୱକପ ଆସନ୍ତା ବର୍ଷ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଖେଳାଯିବ। ଏହା ଟି -୨୦ ବିଶ୍ୱକପର ୯ମ ସଂସ୍କରଣ ହେବ। ୨୦୨୪ ଟି -୨୦ ବିଶ୍ୱକପରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିବେ। ତେବେ ଏହି…

ବୁମ୍‌ରା ସମ୍ପୂର୍ଣ୍ଣ ରୂପେ ଫିଟ୍‌, ନିଶ୍ଚିତ କଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୮।୭: ଭାରତୀୟ ଦଳର ମୁଖ୍ୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରାଙ୍କ ପ୍ରତ୍ୟାବର୍ତ୍ତନକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ବିସିସିଆଇର ସଚିବ ଜୟ ଶାହା ବୁମ୍‌ରାଙ୍କ ଫିଟ୍‌ନେସ ସମ୍ପର୍କରେ ଏକ ବଡ଼ ଅପ୍‌ଡେଟ ଦେଇଛନ୍ତି। ଏସିଆ କପ ୨୦୨୩ ଏବଂ…

ଭାରତ-ପାକ୍‌ ବ୍ୟତିତ ଅନ୍ୟ ମ୍ୟାଚ କାର୍ଯ୍ୟସୂଚୀରେ ହୋଇପାରେ ପରିବର୍ତ୍ତନ: ଜୟ ଶାହା

ନୂଆଦିଲ୍ଲୀ,୨୮।୭: ଭାରତଠାରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀରେ ପରିବର୍ତ୍ତନ ଆଣିବାକୁ ଆଇସିସିର ତିନିଜଣ ପୂର୍ଣ୍ଣ ସଦସ୍ୟ ଆଇସିସିକୁ ଚିଠି ଲେଖି କାର୍ଯ୍ୟସୂଚୀରେ ପରିବର୍ତ୍ତନ ଆଣିବାକୁ ଅନୁରୋଧ କରିଛନ୍ତି। ଏନେଇ ବିସିସିଆଇର ସଚିବ ଜୟ ଶାହା କହିଛନ୍ତି। ବିଶ୍ୱକପ…

ଆଇସିସି ଟି୨୦ ବିଶ୍ୱକପ୍‌: ଯୋଗ୍ୟତା ହାସଲ କଲା ଆୟର୍ଲାଣ୍ଡ

ଏଡିନ୍‌ବର୍ଗ,୨୮ା୭(ପି.ଟି.): ଜର୍ମାନୀ ବିପକ୍ଷ ମ୍ୟାଚ ବର୍ଷା ଯୋଗୁ ସମ୍ଭବ ନ ହେବାରୁ ଓ୍ବେଷ୍ଟଇଣ୍ଡିଜ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ହେବାକୁଥିବା ଆଇସିସି ଟି୨୦ ବିଶ୍ୱକପ୍‌ ୨୦୨୪ ପାଇଁ ଆୟର୍ଲାଣ୍ଡ ଯୋଗ୍ୟତା ହାସଲ କରିଛି। ୟୁରୋପିଆନ କ୍ୱାଲିଫାୟର୍ସର ଶ୍ରେଷ୍ଠ ୨ ଦଳ ମୁଖ୍ୟ ରାଉଣ୍ଡକୁ…

୭ ନମ୍ବରରେ ବ୍ୟାଟିଂ କରିବାକୁ କାହିଁକି ଆସିଲେ ରୋହିତ ଶର୍ମା: ନିଜେ କଲେ ଖୁଲାସା

ବ୍ରିଜ୍‌ଟାଉନ୍‌,୨୮।୭: ବାର୍ବାଡୋସର କେନସିଙ୍ଗଟନ୍‌ ଓଭାଲରେ ଅନୁଷ୍ଠିତ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚକୁ ୫ ଉଇକେଟରେ ଜିତି ନେଇଛି ଭାରତ। କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କ ଘାତକ ବୋଲିଂ ବଳରେ ଓ୍ବେଷ୍ଟଇଣ୍ଡିଜ୍‌ ମାତ୍ର ୧୧୪ ରନ୍‌ରେ ଅଲ୍‌ଆଉଟ ହୋଇଥିଲା। ମୋଟ…

କପିଳ ଦେବଙ୍କୁ ପଛରେ ପକାଇଲେ ଜାଡେଜା

ବ୍ରିଜ୍‌ଟାଉନ୍‌,୨୮।୭: ଟେଷ୍ଟ ସିରିଜରେ ଏକ ଚମତ୍କାର ପ୍ରଦର୍ଶନ ପରେ ରବିନ୍ଦ୍ର ଜାଡେଜା ସମାନ ଢଙ୍ଗରେ ଦିନିକିଆ ସିରିଜ୍‌ ଆରମ୍ଭ କରିଛନ୍ତି। ପ୍ରଥମ ଦିନିକିଆରେ ୪ ଉଇକେଟ ନେଇ ଜାଡେଜା ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବଙ୍କ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆରେ ସର୍ବାଧିକ…

ଇତିହାସ ରଚିଲେ ଜାଡେଜା-କୁଲଦୀପ ଯୋଡି

ବ୍ରିଜ୍‌ଟାଉନ୍‌,୨୮।୭: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆକୁ ୫ ଉଇକେଟ୍‌ରେ ଜିତିନେଇଛି ଭାରତ। ଏହି ମ୍ୟାଚ୍‌ରେ ରବିନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବଙ୍କ ସ୍ପିନ ଯୋଡି ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚରେ କୁଲଦୀପ ଯାଦବ ୪ଟି ଉଇକେଟ ନେଇଥିବା ବେଳେ ରବିନ୍ଦ୍ର…

ପ୍ରଥମ ଦିନିକିଆରେ ୫ ଉଇକେଟରେ ଜିତିଲା ଭାରତ

ବ୍ରିଜ୍‌ଟାଉନ୍‌,୨୭।୭: ବ୍ରଜ୍‌ଟାଉନ ସ୍ଥିତ କେସିଙ୍ଗଟନ ଓଭାର ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତ ୫ ଉଇକେଟରେ ବିଜୟୀ ହୋଇଛି। ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?