ଭାରତ ସମେତ ୮ଦେଶକୁ ସିଧାସଳଖ ଯୋଗ୍ୟତା
ଦୁବାଇ, ୧।୩ (ପି.ଟି.): ଭାରତ ସମେତ ୮ଟି ଦେଶ ବାଂଲାଦେଶରେ ହେବାକୁଥିବା ୨୦୨୪ ସଂସ୍କରଣ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍ ପାଇଁ ଆପେ ଯୋଗ୍ୟତା ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକାରେ ନିକଟରେ ଶେଷ ହୋଇଥିବା ଏହି ଟୁର୍ନାମେଣ୍ଟରେ ଭାରତ ନିଜ...
ଫୁଲ, ନକୁଳ, ରମେଶ ପୁରସ୍କୃତ
ଭୁବନେଶ୍ୱର, ୧।୩ (କ୍ରୀଡ଼ା ପ୍ରତିନିଧି): କୋଭିଡ୍-୧୯ ମହାମାରୀ ପାଇଁ ୨ ବର୍ଷ ଧରି ବନ୍ଦ ରହିଥିବା ବିଆର୍ଏମ୍-ଆଶା ପୁରସ୍କାର ପ୍ରଦାନ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ଭାରତୀ ରଥ ମେମୋରିଆଲ ଏକାଡେମୀ ଅଫ୍ ସ୍ପେଶାଲ ହ୍ୟୁମାନ ଆବିଲିଟିଜ୍ ଏବଂ ଓପନ...
ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକା ୩୧୪/୮
ସେଞ୍ଚୁରିଅନ୍,୧।୩: ସେଞ୍ଚୁରିଅନର ସୁପରସ୍ପୋର୍ଟ ପାର୍କରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଓପନର ଏଡେନ ମାରକ୍ରମଙ୍କ ଶତକ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦକ୍ଷିଣ ଆଫ୍ରିକା ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୮ ଉଇକେଟ ହରାଇ...
ସ୍କାଲୋନିଙ୍କ କାର୍ଯ୍ୟକାଳ ବୃଦ୍ଧି
ବୁଏନ୍ସଏୟାର୍ସ,୧।୩(ଏପି): ଆର୍ଜେଣ୍ଟିନା ଫୁଟ୍ବଲ ଦଳର କୋଚ୍ ବିଶ୍ୱକପ୍ ବିଜେତା ଲିଓନେଲ ସ୍କାଲୋନିଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ସେ ୨୦୨୬ ବିଶ୍ୱକପ୍ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହିବେ। ସୋମବାର ଚୁକ୍ତି ନବୀକରଣ କରାଯାଇଥିବା ଆର୍ଜେଣ୍ଟାଇନ୍ ଫୁଟ୍ବଲ ଆସୋସିଏଶନ (ଏଏଫ୍ଏ) ଓ ସ୍କାଲୋନି...
ବୁମରା ଆଇପିଏଲ ସିଜିନ୍ ୧୬ରୁ ବାହାର, ଶୀଘ୍ର କରିବେ ସର୍ଜରୀ…
କୋଲକାତା,୨୮।୨ : ଆଇପିଏଲ-୨୦୨୩ ଆରମ୍ଭ ହେବାକୁ ଆଉ ଏକ ମାସରୁ ଅଧିକ ସମୟ ବାକି ଅଛି। ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଏକ ବଡ଼ ଝଟ୍କା ଲାଗିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତର ତାରକା ଫାଷ୍ଟ ବୋଲର ଜଶପ୍ରୀତ ବୁମରାଙ୍କୁ...
ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଇନ୍ଦୋର ଟେଷ୍ଟ, ହୋଇପାରେ ଏହି ୫ ରେକର୍ଡ
ନୂଆଦିଲ୍ଲୀ,୨୮।୨: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ସିରିଜରେ ୨-୦ରେ ଅଗ୍ରଣୀ ଥିବା ଟିମ୍ ଇଣ୍ଡିଆ ଲାଗି ତୃତୀୟ ଟେଷ୍ଟ ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ। ମାର୍ଚ୍ଚ ୧-୫ ମଧ୍ୟରେ ହେବାକୁ ଥିବା ଏହି ଟେଷ୍ଟକୁ ଜିତିବା ମାତ୍ରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲକୁ...
କୋହଲିଙ୍କ ପରାମର୍ଶରେ ସହମତ ନୁହନ୍ତି ରୋହିତ, କହିଲେ…
ନୂଆଦିଲ୍ଲୀ,୨୮।୨: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବରିଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଟେଷ୍ଟ କ୍ରିକେଟ ଭାରତର ୫ ସ୍ଥାନରେ ଖେଳାଯିବା ଉଚିତ ବୋଲି ଏକ ପରାମର୍ଶ ଦେଇଥିଲେ। ହେଲେ ଅଧିନାୟକ ରୋହିତ ଶର୍ମା ଏଥିରେ ସହମତ ନ...
ଟିମ୍ ଇଣ୍ଡିଆ ପାଇଁ ଖୁସିଖବର: ଟି୨୦ ବିଶ୍ୱକପ୍ରେ ସିଧାସଳଖ ମିଳିଲା ଏଣ୍ଟ୍ରି
ନୂଆଦିଲ୍ଲୀ,୨୮।୨: ଭାରତୀୟ ମହିଳା କ୍ରିକେଟ ଦଳ ଏଥର ଟି -୨୦ ବିଶ୍ୱକପ୍ର ସେମିଫାଇନାଲରେ ପ୍ରବେଶ କରିଥିଲା। ସେମିଫାଇନାଲରେ ଦଳ ଅଷ୍ଟ୍ରେଲିଆଠାରୁ ପରାଜିତ ହେବା ପରେ ବିଶ୍ୱକପ ଜିତିବାର ସ୍ବପ୍ନ ପୂରଣ କରିପାରିନାହିଁ। କିନ୍ତୁ ଦଳକୁ ସେମିଫାଇନାଲରେ ପ୍ରବେଶ କରିବାର ଲାଭ...
କେ.ଏଲ୍. ରାହୁଲଙ୍କୁ ଉପ-ଅଧିନାୟକ ପଦରୁ ହଟାଯିବା ପରେ ଏଭଳି ପ୍ରତିକ୍ରିୟା ଦେଲେ ରୋହିତ
ନୂଆଦିଲ୍ଲୀ,୨୮।୨: ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ ମାର୍ଚ୍ଚ ୧ରୁ ଇନ୍ଦୋରରେ ଆରମ୍ଭ ହେବ। ଏହି ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମ ଥର ଲାଗି କେ.ଏଲ୍. ରାହୁଲଙ୍କ ଫର୍ମ ସହ ଉପ-ଅଧିନାୟକ ପଦରୁ...
ଓ୍ବାଙ୍ଖଡେ ଷ୍ଟାଡିୟମ୍ରେ ସ୍ଥାପିତ ହେବ ସଚିନଙ୍କ ପ୍ରତିମୂର୍ତ୍ତି
ମୁମ୍ବାଇ,୨୮।୨: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଏପ୍ରିଲ ୨୩ରେ ନିଜର ୫୦ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ହେଲେ ଚଳିତ ଥର ସଚିନଙ୍କ ଜନ୍ମଦିନରେ କିଛି ନିଆରା ହେବାକୁ ଯାଉଛି। ଏହି ଦିନ ତାଙ୍କୁ ଏକ ବିଶେଷ ଉପହାର...
ଦ୍ୱିତୀୟଥର ‘ଶ୍ରେଷ୍ଠ ଖେଳାଳି’ ପୁରସ୍କାର ଜିତିଲେ ମେସି
ନୂଆଦିଲ୍ଲୀ,୨୮।୨: ଆର୍ଜେଣ୍ଟିନାର ଅଧିନାୟକ ତଥା ବିଶ୍ୱର ଅନ୍ୟତମ ଫୁଟବଲର୍ ଲିଓନେଲ ମେସି ପୁଣି ଥରେ ଫିଫା ୨୦୨୨ ‘ଶ୍ରେଷ୍ଠ ଖେଳାଳି’ ପୁରସ୍କାର ଜିତିଛନ୍ତି। ନିକଟରେ ଖେଳାଯାଇଥିବା ଫିଫା ବିଶ୍ୱକପରେ ମେସି ଆର୍ଜେଣ୍ଟିନାକୁ ଟାଇଟଲ ଦେଇଥିଲେ। ତାଙ୍କ ପ୍ରଦର୍ଶନ ସହିତ ବିଶ୍ୱକପ୍ରେ...
୩୦ ବର୍ଷ ପରେ ଟେଷ୍ଟ କ୍ରିକେଟ୍ରେ ଦେଖିବାକୁ ମିଳିଲା ଏମିତି ରୋମାଞ୍ଚ
ନୂଆଦିଲ୍ଲୀ,୨୮।୨: ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ତୃତୀୟ ତଥା ଶେଷ ମ୍ୟାଚକୁ ଗୋଟିଏ ରନ ବ୍ୟବଧାନରେ କିଓ୍ବି ଦଳ ଜିତି ନେଇଛି। ଏହା ସହ ନ୍ୟୁଜିଲାଣ୍ଡ ସିରିଜରେ ୧-୧ରେ ସମାନ ହୋଇଛି। ଏହି ସିରିଜର ପ୍ରଥମ...
Archives


