ୟୁପି ଓ୍ବାରିୟର୍ଜର ରୋମାଞ୍ଚକ ବିଜୟ
ମୁମ୍ବାଇ,୫ା୩: ନଭି ମୁମ୍ବାଇସ୍ଥିତ ଡା. ଡି.ଓ୍ବାଇ. ସ୍ପୋଟର୍ସ ଏକାଡେମୀରେ ରବିବାର ଖେଳାଯାଇଥିବା ମହିଳା ପ୍ରିମିୟର ଲିଗ୍ର ତୃତୀୟ ମ୍ୟାଚରେ ୩ ଉଇକେଟରେ ୟୁପି ଓ୍ବାରିୟର୍ଜ ରୋମାଞ୍ଚକ ବିଜୟ ହାସଲ କରିଛି। ଅନ୍ୟପକ୍ଷେ ଗୁଜରାଟ ଜାଏଣ୍ଟ୍ସ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ...
୬୦ ରନ୍ରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ
ମୁମ୍ବାଇ,୫।୩: ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)କୁ ୬୦ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଆରସିବି ଅଧିନାୟକ ସ୍ମୃତି ମନ୍ଧାନା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ୨୦...
ଆରସିବିକୁ ୨୨୪ ରନ୍ର ଟାର୍ଗେଟ୍ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ
ମୁମ୍ବାଇ,୫।୩: ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ମ୍ୟାଚ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଆରସିବିର ଅଧିନାୟକ ସ୍ମୃତି ମନ୍ଧାନା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।...
ପୁଣି ଥରେ ଚୌକା-ଛକା ମାରୁଥିବା ନଜର ଆସିବେ ରାଇନା, ଏହି ପ୍ରମୁଖ ଟୁର୍ନାମେଣ୍ଟରେ…
ନୂଆଦିଲ୍ଲୀ,୫।୩: ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ସୁରେଶ ରାଇନା ଲିଜେଣ୍ଡ୍ସ ଲିଗ୍(ଏଲ୍ଏଲ୍ସି) କ୍ରିକେଟ୍ରେ ଅଂଶଗ୍ରହଣ କରିବାକୁ ନିଶ୍ଚିତ କରିଛନ୍ତି। ମାର୍ଚ୍ଚ ୧୦ରେ ଦୋହାରେ ଏଲ୍ଏଲ୍ସି ୨୦୨୩ର ଆରମ୍ଭ ହେବ। ଦେଶର ପ୍ରତିନିଧିତ୍ୱ କରିବା ସର୍ବଦା ତାଙ୍କ ପାଇଁ ଗୌରବର ବିଷୟ...
ଚୌକା-ଛକା ବର୍ଷା କଲେ ଧୋନୀ
ଚେନ୍ନାଇ,୫।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୬ତମ ସିଜନ ଅର୍ଥାତ୍ ଆଇପିଏଲ ୨୦୨୩ ମାର୍ଚ୍ଚ ୩୧ରୁ ଆରମ୍ଭ ହେବ। ଏଥିରେ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ। ଚେନ୍ନାଇ...
କୋହଲିଙ୍କୁ କାହିଁକି ଏତେ ପ୍ରଶଂସା କରନ୍ତି ପାକିସ୍ତାନ ବୋଲର ଶୋଏବ ଅଖତର: ନିଜେ କଲେ ଖୁଲାସା
ଇସଲାମାବାଦ୍,୫।୩: ପାକିସ୍ତାନୀ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଖୋଲାଖୋଲି ପ୍ରଶଂସା କରନ୍ତି। ଯେତେବେଳେ ବିରାଟ କୋହଲି ବହୁତ ଖରାପ ପର୍ଯ୍ୟାୟ ଦେଇ ଗତି କରୁଥିଲେ, ସେତେବେଳେ ଶୋଏବ...
ଇନ୍ଦୋର ପିଚ୍ ନେଇ ବିବାଦ, ଗାଭାସ୍କରଙ୍କ ମନ୍ତବ୍ୟର ଜବାବ ଦେଲେ ମାର୍କ ଟେଲର…
କୋଲକାତା,୫।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ ତିନି ଦିନ ମଧ୍ୟରେ ଶେଷ ହୋଇଥିଲା। ତୃତୀୟ ଦିନରେ ଅଷ୍ଟ୍ରେଲିଆ ଟିମ...
କ୍ରିକେଟ କୂଟନୀତି: ଅହମଦାବାଦ ଟେଷ୍ଟ ଦେଖିବେ ମୋଦି-ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ…
ଆହମଦାବାଦ,୫।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୂଟନୀତି ବିଶ୍ୱସ୍ତରରେ ଚର୍ଚ୍ଚିତ। ଏବେ ମୋଦି କ୍ରିକେଟ କୂଟନୀତି ଆରମ୍ଭ କରିବାକୁ ଯାଉଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନେ ଭାରତ ଗସ୍ତରେ ଆସିବେ। ଜାଣିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ...
ଚତୁର୍ଥ ଟେଷ୍ଟରେ ଖେଳିପାରନ୍ତି ଶାମି
ନୂଆଦିଲ୍ଲୀ, ୫ା୩: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ଚତୁର୍ଥ ତଥା କ୍ରିକେଟ ଟେଷ୍ଟ ମାର୍ଚ୍ଚ ୯ରୁ ଅହମଦାବାଦରେ ଖେଳାଯିବ। ଏହି ମ୍ୟାଚ ପାଇଁ ଭାରତର ସବୁଠାରୁ ସିନିୟର ସ୍ପିଡ୍ଷ୍ଟର ମହମ୍ମଦ ଶାମି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ ବୋଲି...
ଡବ୍ଲ୍ୟୁପିଏଲ୍ ଉଦ୍ଘାଟନୀ ମ୍ୟାଚ୍: ମୁମ୍ବାଇ ଇଣ୍ଡିଆନ୍ସର ବୃହତ ବିଜୟ
ମୁମ୍ବାଇ,୫ା୩: ଶନିବାର ମହିଳା ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍) ଉଦ୍ଘାଟନୀ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସର ବୃହତ ବିଜୟ। ଡି. ଓ୍ବାଇ ପାଟିଲ ଷ୍ଟାଡିୟମରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୦୭ ରନ୍ କରିଥିବାବେଳେ ଗୁଜରାଟ ଜାଏଣ୍ଟ୍ସ ୬୪ ରନ୍ରେ...
ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଓ୍ବର୍ନଙ୍କୁ ମନେ ପକାଇ ଭାବୁକ ହେଲେ ସଚିନ, କହିଲେ…
ନୂଆଦିଲ୍ଲୀ,୪।୩: ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ବନ୍ଧୁ ତଥା ଅଷ୍ଟ୍ରେଲିଆର ମହାନ କ୍ରିକେଟରଙ୍କ ମଧ୍ୟରୁ ଅନ୍ୟତମ ଶେନ୍ ଓ୍ବର୍ନଙ୍କୁ ମନେ ପକାଇଛନ୍ତି ସଚିନ ତେନ୍ଦୁଲକର। ସେ ଟୁଇଟ୍ କରି ଓ୍ବର୍ନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସଚିନ କହିଛନ୍ତି, ଆମେ ମଇଦାନରେ ଅନେକ ସ୍ମରଣୀୟ ମୁକାବିଲା...
ଭାରତ ସହିତ ୨୦୨୩ ବିଶ୍ୱକପ ଖେଳିବାକୁ ପାକିସ୍ତାନ ପ୍ରସ୍ତୁତ: ବାବର ଆଜମ…
ଇସଲାମାବାଦ,୪।୩ : ପାକିସ୍ତାନ କ୍ରିକେଟ ଦଳ ବର୍ତ୍ତମାନ ପାକିସ୍ତାନ ସୁପର ଲିଗରେ ବ୍ୟସ୍ତ ଅଛନ୍ତି। ଭାରତରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩ ଏକଦିବସୀୟ ବିଶ୍ୱକପ ବିଷୟରେ ଅଧିନାୟକ ବାବର ଆଜମ ଏକ ବଡ଼ କଥା କହିଛନ୍ତି। ଭାରତରେ ଅନୁଷ୍ଠିତ ହେବାକୁ...
Archives


