ହିରୋ ସାଜିଲେ ‘କେ ଏଲ୍ ରାହୁଲ’: ପ୍ରଥମ ଦିନିକିଆକୁ ୫ ଉଇକେଟରେ ଜିତିଲା ଭାରତ
ମୁମ୍ବାଇ,୧୭।୩: ବିଜୟରୁ ସିରିଜ ଆରମ୍ଭ କଲା ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲାକୁ ଭାରତ ୫ ଉଇକେଟରେ ଜିତି ନେଇଛି। ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ମ୍ୟାଚ୍ର ହିରୋ ସାଜି...
ଆୟର୍ଲାଣ୍ଡ ସହ ଟି୨୦ ସିରିଜ ଖେଳିବ ଭାରତ
ଡବଲିନ୍, ୧୭ା୩: ଭାରତୀୟ ଟି୨୦ ଦଳ ଆସନ୍ତା ଅଗଷ୍ଟରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ୩ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ। କ୍ରିକେଟ ଆୟର୍ଲାଣ୍ଡ ପକ୍ଷରୁ ଶୁକ୍ରବାର ଏକ ବିବୃତିରେ ଏହି ସୂଚନା ଦିଆଯାଇଛି। ସିରିଜ ମାଲାହାଇଡ୍ରେ ଖେଳାଯିବ। ଏହାଦ୍ୱାରା ସ୍ଥାନୀୟ...
ପନ୍ତଙ୍କୁ ‘ବେବିସିଟର୍’ କହିଥିବା ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ନେଲେ ସନ୍ନ୍ୟାସ
ନୂଆଦିଲ୍ଲୀ,୧୭।୩: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଟିମ୍ ପେନ୍ ଶୁକ୍ରବାର ସନ୍ନ୍ୟାସ ଘୋଷଣା କରିଛନ୍ତି। ଉଇକେଟକିପର ବ୍ୟାଟ୍ସମ୍ୟାନ୍ ପେନ୍ କ୍ୱିନ୍ସଲ୍ୟାଣ୍ଡ ବିପକ୍ଷରେ ଶେଫିଲ୍ଡ ସିଲ୍ଡ ପ୍ରଥମ ଶ୍ରେଣୀ ମ୍ୟାଚ୍ ଶେଷ ହେବା ପରେ ଏନେଇ ଘୋଷଣା କରିଛନ୍ତି। ସେ ଅଷ୍ଟ୍ରେଲିଆ ପାଇଁ...
ଶଳାଙ୍କ ବିବାହରେ ଧୁମ୍ ନାଚିଲେ ଅଧିନାୟକ ରୋହିତ ଶର୍ମା, ଭିଡିଓ ଦେଖି ପ୍ରଶଂସକ ଚକିତ
ନୂଆଦିଲ୍ଲୀ,୧୭।୩: ଭାରତୀୟ ଟିମ୍ର ଅଧିନାୟକ ରୋହିତ ଶର୍ମାଙ୍କୁ ଶାନ୍ତ ଖେଳାଳି ଭାବେ ବିବେଚନା କରାାଏ। କାରଣ ଦଳର କୌଣସି ମଜାମସ୍ତି କଥା ଉଠେ ସେ ଏକ କୋଣରେ ଛିଡ଼ା ହୋଇ ଉପଭୋଗ କରୁଥିବା ନଜର ଆସିଥାଏ। ହେଲେ ଯେତେବେଳେ ତାଙ୍କର...
ରିଷଭ ପନ୍ତଙ୍କୁ ଭେଟିଲେ ଯୁବରାଜ: ଫଟୋ ଶେୟାର କରି, ହୃଦୟକୁ ଛୁଇଁଲା ଭଳି ଲେଖିଲେ ନୋଟ
ନୂଆଦିଲ୍ଲୀ,୧୭।୩: ଭାରତର ଷ୍ଟାର ଉଇକେଟ କିପର ତଥା ବ୍ୟାଟ୍ସମ୍ୟାନ ରିଷଭ ପନ୍ତସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ। ସେ ସବୁବେଳେ ତାଙ୍କ କାର୍ଯ୍ୟକଳାପର ଫଟୋ କିମ୍ବା ଭିଡିଓ ଶେୟାର କରିଥାନ୍ତି। ଇତିମଧ୍ୟରେ ସିକ୍ସର୍ କିଙ୍ଗ୍ ଭାବେ ଜଣାଶୁଣା ଯୁବରାଜ ସିଂ ଶୁକ୍ରବାର...
୧୮୮ ରନ୍ରେ ଅଟକିଲା ଅଷ୍ଟ୍ରେଲିଆ
ମୁମ୍ବାଇ,୧୭ା୩: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ୧୮୮ ରନ୍ କରି ଅଲ୍ଆଉଟ ହୋଇଯାଇଛି। ଫଳରେ ଭାରତ ଆଗରେ ୧୮୯ ରନ୍ର ବିଜୟ ଟାଗେର୍ଟ ରଖିଛି ଅଷ୍ଟ୍ରେଲିଆ। ଭାରତର ଅଧିନାୟକ...
ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି
ମୁମ୍ବାଇ,୧୭ା୩: ଭାରତ-ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଶୁକ୍ରବାର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି। ଭାରତର ଅଧିନାୟକ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ...
‘ବ୍ରିଜ୍’ ଗୌରବ କଳ୍ପନା ଓ ବିଦ୍ୟା
ଇଟାଲୀରେ ଅନୁଷ୍ଠିତ ବିଶ୍ୱ ଯୁବ ବ୍ରିଜ୍ ଟ୍ରାନ୍ସନ୍ୟାଶନାଲ ଚାମ୍ପିୟନଶିପ୍ରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ଗର୍ବିତ କରିଥିଲେ ମଧ୍ୟପ୍ରଦେଶର ଦୁଇ କଲେଜ ଛାତ୍ରୀ। ସେମାନେ ହେଲେ କଳ୍ପନା ଗୁର୍ଜର ଓ ବିଦ୍ୟା ପଟେଲ। କଳ୍ପନା ସିଙ୍ଗଲ୍ସ ବର୍ଗରେ ସ୍ବର୍ଣ୍ଣ ଜିତିଥିବାବେଳେ...
ଡବ୍ଲୁଟିସି ଫାଇନାଲ
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲୁଟିସି) ଫାଇନାଲ ଜୁନ୍ ୭ରୁ ୧୧ ପର୍ଯ୍ୟନ୍ତ ଇଂଲଣ୍ଡର ଓଭାଲରେ ଅନୁଷ୍ଠିତ ହେବ। ଚାମ୍ପିୟନଶିପ୍ର ପ୍ରଥମ ସଂସ୍କରଣ ଫାଇନାଲରେ ଭାରତ ପ୍ରତିପକ୍ଷ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଥିଲା। କ୍ରମାଗତ ଦ୍ୱିତୀୟଥର ଫାଇନାଲ ଖେଳିବାକୁ...
ଭାରତକୁ ମିସ୍ କରୁଛନ୍ତି ପାକିସ୍ତାନର ମହାନ ବୋଲର
ଦୋହା,୧୭।୩: ଲିଜେଣ୍ଡ୍ସ ଲିଗ କ୍ରିକେଟ ଟୁର୍ନାମେଣ୍ଟରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ଏକ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ କହିଛନ୍ତି ଯେ, ବେଳେବେଳେ ସେ ଭାରତକୁ ବହୁତ ମିସ କରନ୍ତି ଏବଂ ତାଙ୍କର ଆଧାର...
ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍
ମୁମ୍ବାଇ,୧୭।୩: ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରିଛି। ଏବେ ଉଭୟ ଦଳ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ମୁହାଁମୁହିଁ ହେବେ। ସିରିଜର ପ୍ରଥମ ମ୍ୟାଚ ଶୁକ୍ରବାର ଖେଳାଯିବ। ଦୁଇ ଦଳ ମଧ୍ୟରେ ପ୍ରଥମ ଦିନିକିଆ...
ସୁସ୍ମିତା ଟିଗାଙ୍କୁ ବ୍ରୋଞ୍ଜ ପଦକ
ଭୁବନେଶ୍ୱର, ୧୭।୩(କ୍ରୀଡ଼ା ପ୍ରତିନିଧି):ଚେନ୍ନାଇସ୍ଥିତ ତାମିଲନାଡ଼ୁ ଫିଜିକାଲ ଏଜୁକେଶନ ଆଣ୍ଡ ସ୍ପୋଟର୍ସ ୟୁନିଭର୍ସିଟି ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଆଥଲେଟିକ୍ସ (ମହିଳା ଓ ପୁରୁଷ) ଚାମ୍ପିୟନଶିପ୍ର ଚତୁର୍ଥ ଦିବସରେ କିଟ୍ର ସୁସ୍ମିତା ଟିଗା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୩୦୦୦...
Archives


