ଖେଳ

ଭାରତୀୟ ମହିଳା ଦଳରେ ୪ ଓଡ଼ିଆ

ଭୁବନେଶ୍ୱର,୧୪ା୧୧,(ସରୋଜ ଜେନା): ନେପାଳ ସିରିଜ ପାଇଁ ସୋମବାର ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ ମହାସଂଘ(କାବି) ପକ୍ଷରୁ ୧୭ ଜଣିଆ ମହିଳା ଦଳ ଘୋଷଣା କରାଯାଇଛି। ଏହି ଦଳରେ ୪ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ନେପାଳ ସହିତ ପ୍ରଥମ ଥର ପାଇଁ ଏକ…

ଭାରତ ପକ୍ଷରୁ ଖେଳିବେ ଓଡ଼ିଶାର ସୁବ୍ରତ

ଭୁବନେଶ୍ୱର, ୧୪।୧୧,(ତପନ ସ୍ବାଇଁ): ଅନ୍ତର୍ଜାତୀୟ ବିଲିୟାଡର୍‌ସ ଆଣ୍ଡ ସ୍ନୁକର ଫେଡେରେଶନ (ଆଇବିଏଓ୍‌ଏଫ୍‌)ର ବିଶ୍ୱ ସ୍ନୁକର ଚାମ୍ପିୟନଶିପ୍‌ ଚଳିତ ମାସ ୧୫ରୁ କାତାରର ଦୋହାଠାରେ ଆରମ୍ଭ ହେବ। କାତାର ବିଲିୟାଡର୍‌ସ ଆଣ୍ଡ ସ୍ନୁକର ଫେଡେରେଶନ ଆନୁକୂଲ୍ୟରେ ଆୟୋଜନ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ…

ଜୋକୋଭିଚ ବର୍ଷ ଶେଷ ନମ୍ବର ଓ୍ବାନ

ତୁରିନ୍‌, ୧୪ା୧୧ (ଏପି): ସର୍ବୀୟ ଟେନିସ ଷ୍ଟାର ନୋଭାକ୍‌ ଜୋକୋଭିଚ୍‌ ଏଟିପି ଫାଇନାଲ୍ସରେ ହେଲ୍‌ଗର ରୁନ୍‌ଙ୍କୁ ୭-୬ (୪), ୬-୭ (୧), ୬–୩ ସେଟ୍‌ରେ ପରାସ୍ତ କରିଛନ୍ତି। ରବିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଏହି ମ୍ୟାଚ ୩ ଘଣ୍ଟାରୁ ଅଧିକ ସମୟ…

ସର୍ବଭାରତୀୟ ସିଭିଲ ସର୍ଭିସ କ୍ରିକେଟ ପାଇଁ ଓଡ଼ିଶା ଦଳ ଚୟନ

ଭୁବନେଶ୍ୱର, ୧୪।୧୧, (ତପନ ସ୍ବାଇଁ): ନୂଆଦିଲ୍ଲୀଠାରେ ହେବାକୁ ଥିବା ସର୍ବଭାରତୀୟ ସିଭିଲ ସର୍ଭିସ କ୍ରିକେଟ ଟୁର୍ନାମେଣ୍ଟରେ ଅଂଶଗ୍ରହଣ ପାଇଁ ଓଡ଼ିଶା ଦଳର ଚୟନ ଶିବିର ହାଇଟେକ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। କ୍ରିକେଟ କୋଚ ଲଳିତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି…

ସେମିଫାଇନାଲ ଚାପ ରହିବ:ଡ୍ରାଭିଡ୍‌

ବେଙ୍ଗାଲୁରୁ,୧୪।୧୧(ପି.ଟି.): ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚ୍‌ ପାଇଁ ଭାରତୀୟ କ୍ରିକେଟ ଦଳ ଉପରେ ଚାପ ରହିବ ବୋଲି କହିଛନ୍ତି ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌। ବୁଧବାରର ମ୍ୟାଚ୍‌ ଉଭୟ ଦଳ ପାଇଁ ସମାନ ଭାବରେ ଚାପ ସୃଷ୍ଟି କରିବ ତେଣୁ…

୯-୦, ଭାରତ ଅପରାଜେୟ

ବେଙ୍ଗାଲୁରୁ,୧୪ା୧୧(ପି.ଟି.): ଶ୍ରେୟସ ଆୟର ଓ ଲୋକେଶ ରାହୁଲଙ୍କ ଶତକ ବଳରେ ରବିବାର ଦୀପାବଳିରେ ଭାରତୀୟ କ୍ରିକେଟ ଦଳ ନେଦରଲାଣ୍ଡ୍ସକୁ ୧୬୦ ରନରେ ପରାସ୍ତ କରିଛି। ଟପ୍‌ ସ୍କୋରର ଆୟରଙ୍କ ଅପରାଜିତ ୧୨୮ ଓ ଲୋକାଲ ବୟ ଲୋକେଶଙ୍କ ୧୦୨ ରନ୍‌ ବଳରେ…

ବର୍ଷା କାରଣରୁ ସେମିଫାଇନାଲ ମ୍ୟାଚ୍ ବାତିଲେ ହେଲେ ଫାଇନାଲ ଖେଳିବ ଟିମ୍ ଇଣ୍ଡିଆ, ଜାଣନ୍ତୁ କିପରି

ନୂଆଦିଲ୍ଲୀ, ୧୩ା୧୧: ଚଳିତ ଦିନିକିଆ ବିଶ୍ୱକପ ଏହାର ଅନ୍ତିମ ଚରଣରେ ଉପନୀତ ହୋଇଛି। କ୍ରିକେଟ୍ ର ଏହି ମହାକୁମ୍ଭର ପ୍ରଥମ ସେମିଫାଇନାଲ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ସମ୍ବନ୍ଧରେ ଗୋଟିଏ ନିୟମ ଭାରତୀୟ ପ୍ରଶଂସକଙ୍କୁ ଖୁସି କରିପାରେ।…

ସେମି ଫାଇନାଲ ମ୍ୟାଚକୁ ନେଇ ଏଭଳି କହିଲେ ଡ୍ରାବିଡ

ବେଙ୍ଗାଲୁରୁ,୧୩ା୧୧: ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ଉପରେ ଚାପ ରହିବ ବୋଲି କହିଛନ୍ତି ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌। ବୁଧବାର ମ୍ୟାଚ୍‌ ଉଭୟ ଦଳ ପାଇଁ ଚାପ ସୃଷ୍ଟି କରିବ ତେଣୁ ଏହାକୁ ସ୍ବୀକାର କରିବାରେ କୌଣସି…

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ୍ ପରିଚାଳନା କରିବେ ଏହି ଦୁଇ ଅମ୍ପାୟାର, ଘୋଷଣା କଲା ଆଇସିସି

ନୂଆଦିଲ୍ଲୀ, ୧୩।୧୧: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ ସେମିଫାଇନାଲ ମୁକାବିଲା ପରିଚାଳନା କରିବାକୁ ଥିବା ପାଇଁ ଅମ୍ପାୟାରଙ୍କ ନାମ ଘୋଷଣା କରିଛି ଆଇସିସି। ରଡ ଟକର ଏବଂ ରିଚାର୍ଡ ଇଲିଙ୍ଗୱର୍ଥ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍ ପରିଚାଳନା…

କିଙ୍ଗ କୋହଲି, ହିଟମ୍ୟାନଙ୍କୁ ଖୁବ ପ୍ରଶଂସା କରି ଏମିତି କହିଲେ ଆଫ୍ରିକାନ ଖେଳାଳି

ନୂଆଦିଲ୍ଲୀ,୧୩।୧୧: ଭାରତରେ ବିଶ୍ୱକପ ୨୦୨୩ ଟୁର୍ନାମେଣ୍ଟ ଚାଲିଛି । ଏହି ସମୟରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଯୋଡି ଟିମ ଇଣ୍ଡିଆକୁ ଏକ ଶକ୍ତିଶାଳୀ ସ୍ଥିତିକୁ ଆଣିବା ପାଇଁ ବଡ ଭୂମିକା ଗ୍ରହଣ କରିଛି। ଯଦିଓ ଦଳର ସମସ୍ତ ଖେଳାଳି…

ରେକର୍ଡ କଲେ ରବିନ୍ଦ୍ର

ବେଙ୍ଗାଲୁରୁ,୧୩।୧୧: ବିଶ୍ୱକପ ୨୦୨୩ ରେ ରବିବାର ରବିନ୍ଦ୍ର ଜାଡେଜା ଏକ ସ୍ବତନ୍ତ୍ର ମାଇଲଖୁଣ୍ଟ ହାସଲ କରିଥିଲେ। ଭାରତୀୟ ସ୍ପିନର ଭାବେ ବିଶ୍ୱକପରେ ସର୍ବାଧିକ ୱିକେଟ ନେଇ ରେକର୍ଡ କରିଛନ୍ତି ଜାଡେଜା। ଏହି ରେକର୍ଡ ସୃଷ୍ଟି କରିବାକୁ ତାଙ୍କୁ ଦୁଇଟି ୱିକେଟ ଆବଶ୍ୟକ…

ଆଇସିସି ହଲ ଅଫ ଫେମ୍‌ରେ ସେହ୍ବାଗଙ୍କ ସମେତ ୩ କ୍ରିକେଟର…

ନୂଆଦିଲ୍ଲୀ,୧୩।୧୧ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବିରେନ୍ଦର ସେହ୍ବାଗଙ୍କ ସମେତ ତିନିଜଣ ପୂର୍ବତନ କ୍ରିକେଟର ଆଇସିସି ହଲ ଅଫ ଫେମରେ ସ୍ଥାନ ପାଇଛନ୍ତି। ସେହ୍ବାଗଙ୍କ ବ୍ୟତୀତ ଦେଶର ପୂର୍ବତନ ମହିଳା କ୍ରିକେଟର ଡାଏନା ଏଡୁଲଜୀ ମଧ୍ୟ ଏହି ବିଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?