୧୦ ମାସ ପରେ ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୁମ୍ରା
ନୂଆଦିଲ୍ଲୀ,୨୭।୭: ଜସପ୍ରୀତ ବୁମ୍ରା ଗତ ଏକ ବର୍ଷ ପିଠି ସମସ୍ୟାରେ ପୀଡିତ ଥିଲେ। ନିକଟରେ ବିସିସିଆଇ ମଧ୍ୟ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ସୂଚନା ପ୍ରକାଶ କରି କହିଛି ଯେ, ସେ ବେଙ୍ଗାଲୁରୁର ଜାତୀୟ କ୍ରିକେଟ ଏକାଡେମୀରେ ନିଜର ପୂର୍ଣ୍ଣ କ୍ଷମତା...
ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ
କେସିଙ୍ଗଟନ ଓଭାଲ,୨୭।୭: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ସିରିଜରେ ଗୁରୁବାର ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇଁ ୱେଷ୍ଟଇଣ୍ଡିଜ ବ୍ୟାଟିଂ କରିବ। ଟିମ ଇଣ୍ଡିଆ ମୁକେଶ କୁମାରଙ୍କୁ ଖେଳ...
ବିଶ୍ୱକପ ପାଇଁ ପ୍ରସ୍ତୁତ ଧର୍ମଶାଳା ଷ୍ଟାଡିୟମ
ଶିମଲା,୨୭।୭: ୨୦୨୩ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେବ। ଏହାର ପ୍ରଥମ ମ୍ୟାଚ ଅହମ୍ମଦାବାଦରେ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଭାରତର ୧୦ଟି ସହରରେ ବିଶ୍ୱକପର ୪୯ଟି ମ୍ୟାଚ ଖେଳାଯିବ। ଏହି ତାଲିକାରେ ଧର୍ମଶାଳା ନାମ ମଧ୍ୟ ଅନ୍ତର୍ଭୁକ୍ତ...
ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଭାରତକୁ ଝଟ୍କା
ନୂଆଦିଲ୍ଲୀ,୨୭।୭: ଆଜିଠାରୁ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ଏହାପୂର୍ବରୁ ଭାରତକୁ ବଡ଼ ଝଟ୍କା ଲାଗିଛି। ପ୍ରଥମ ଦିନିକିଆ ପୂର୍ବରୁ ଗୋଡରେ ଯନ୍ତ୍ରଣା ଅନୁଭବ କରିବାରୁ ପେସ୍ ବୋଲର୍ ମହମ୍ମଦ ସିରାଜଙ୍କୁ ଦିନିକିଆ...
ଇଂଲଣ୍ଡ ଦଳ ପାଇଁ ଖୁସି ଖବର, ବିଶ୍ୱକପ ଖେଳିବା ପାଇଁ ଫିଟ୍ ହେଲେ ଜୋଫ୍ରା ଆର୍ଚର
ଲଣ୍ଡନ,୨୭।୭: ୨୦୨୩ ଦିନିକିଆ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେବ। ଏହି ବୃହତ ମହାକୁମ୍ଭରେ ସମୁଦାୟ ୧୦ଟି ଦଳ ଅଂଶଗ୍ରହଣ କରିବେ। ୨୦୨୩ ଦିନିକିଆ ବିଶ୍ୱକପ ମଧ୍ୟ ରାଉଣ୍ଡ ରୋବିନ ଫର୍ମାଟରେ ଖେଳାଯିବ। ଏହି ଟୁର୍ନାମେଣ୍ଟରେ ଇଂଲଣ୍ଡ ଦଳ ନ୍ୟୁଜିଲ୍ୟାଣ୍ଡ...
ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଖେଳିବେନି ମହମ୍ମଦ ସିରାଜ, ଫେରିଲେ ଭାରତ
ଡୋମିନିକା,୨୭।୭: ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ। ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଶିବିରରୁ ଏକ ବଡ଼ ଖବର ଆସିଛି। ରିପୋର୍ଟ ଅନୁଯାୟୀ, ମହମ୍ମଦ ସିରାଜଙ୍କୁ...
‘ମହାରେକର୍ଡ’ ଲକ୍ଷ୍ୟରେ କୋହଲି
ବ୍ରିଜ୍ଟାଉନ୍,୨୭।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହେବ। ଏହି ସିରିଜ୍ରେ ମାଧ୍ୟମରେ ବିରାଟ କୋହଲି ଏକ ବର୍ଡ ରେକର୍ଡ କରିପାରନ୍ତି। ତାଙ୍କ ଦିନିକିଆ କ୍ୟାରିୟରରେ ୧୩,୦୦୦ ରନ ଛୁଇଁ ପାରିବେ। ଦିନିକିଆରେ ୧୩,୦୦୦...
ଏସିଆ କପ ବିଷୟରେ ପୂର୍ବାନୁମାନ କରିବା କଷ୍ଟକର…
କଲମ୍ବୋ,୨୭।୭ : ଆଗକୁ ଏସିଆ କପ ଆସୁଛି। ୩୦ ଅଗଷ୍ଟରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳା ଯିବ। ଏନେଇ ଅଂଶଗ୍ରହଣକାରୀ ଟିମଙ୍କ ମଧ୍ୟରେ ପ୍ରସ୍ତୁତି ଜୋର ଦାର ହେବାରେ ଲାଗିଛି। ଏସିଆ କପରେ ତାଙ୍କର ପ୍ରିୟ ଖେଳାଳିଙ୍କ...
ଟିମ୍ ଇଣ୍ଡିଆରେ ଅଛନ୍ତି ବହୁ ଯୁବ ଟ୍ରମ୍ପ କାର୍ଡ…
କଲମ୍ବୋ,୨୭।୭ : ଏସିଆ କପ ଏବଂ ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ବିଷୟରେ ଶ୍ରୀଲଙ୍କା ପାଇଁ ଏକଦିବସୀୟରେ ୪୦୦ ୱିକେଟ ନେଇଥିବା ଚାମିଣ୍ଡା ଭାସ ନ୍ୟୁଜ ଏଜେନ୍ସିକୁ ଏକ ସାକ୍ଷାତକାରରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି...
ଭାରତ କୋହଲି-ରୋହିତଙ୍କ ଉପରେ ନିର୍ଭରଶୀଳ ନୁହେଁ ବୋଲି କହିଲେ ଶ୍ରୀଲଙ୍କାର ଭେଟେରାନ ବୋଲର…
କଲମ୍ବୋ,୨୭।୭ : ଆଗାମୀ କିଛି ମାସ ଭାରତୀୟ କ୍ରିକେଟ ଦଳ ପାଇଁ ବହୁତ କଷ୍ଟସାଧ୍ୟ ହେବ। ଏହି ସମୟରେ ସମସ୍ତଙ୍କ ନଜର ଟିମ ଇଣ୍ଡିଆର ପ୍ରଦର୍ଶନ ଉପରେ ରହିବ। ରୋହିତ ଶର୍ମାଙ୍କ ଦଳ ଦୁଇଟି ପ୍ରମୁଖ ଏକଦିବସୀୟ ଟୁର୍ନାମେଣ୍ଟ ଏସିଆ...
ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ: ଜାଣନ୍ତୁ କେବେ, କେଉଁଠି ଦେଖିବେ ଏହି ମ୍ୟାଚ୍…
ନୂଆଦିଲ୍ଲୀ,୨୭।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଗୁରୁବାର ଖେଳାଯିବ। ଭାରତୀୟ ସମୟ ଅନୁଯାୟୀ ଏହି ମ୍ୟାଚ ସା୭ ଟାରୁ ଆରମ୍ଭ ହେବ। ବାରବାଡୋସର କେନ୍ସିଙ୍ଗଟନ ଓଭାଲରେ ଉଭୟ ଦଳ ମୁକାବିଲା କରିବେ। ଟେଷ୍ଟ ସିରିଜ ପରି...
ଫର୍ମ ସୁଧାରିବା ଲକ୍ଷ୍ୟରେ ସୂର୍ଯ୍ୟକୁମାର
ବ୍ରିଜ୍ଟାଉନ୍, ୨୭ା୭(ପି.ଟି.): ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ଏହାର ଦିନିକିଆ ସିରିଜ୍ ଗୁରୁବାରଠାରୁ ଖେଳିବ। ଟେଷ୍ଟ ସିରିଜ୍ରେ ବିଜୟ ପରେ ଏହି ସିରିଜରେ ମଧ୍ୟ ଭାରତ ଚମତ୍କାର ପ୍ରଦର୍ଶନ କରିବା ନେଇ ଆଶା ରହିଛି। ତେବେ ଏହି ସିରିଜ୍ରେ ଭାରତୀୟ ମଧ୍ୟକ୍ରମ...
Archives


