୮ ବର୍ଷ ପରେ ବୋଲିଂ କଲେ ବିରାଟ: ବିଶ୍ୱକପ୍ରେ ଏହାଥିଲା ଚତୁର୍ଥ ଓଭର
ପୁଣେ,୨୦ା୧୦: ପୁଣେରେ ଖେଳା ଯାଇଥିବା ବାଂଲାଦେଶ ବିପକ୍ଷ ମ୍ୟାଚରେ ବୋଲିଂ କରୁଥିବା ସମୟରେ ଭାରତୀୟ ଦଳର ଷ୍ଟାର ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ପଡ଼ିଆ ଛାଡିବାକୁ ପଡ଼ିଥିଲା। ମ୍ୟାଚ୍ର ନବମ ଓଭର ବୋଲିଂ କରିବାକୁ ଆସିଥିବା ପାଣ୍ଡ୍ୟା ବୋଲିଂ ଫଲୋ…
ପାକିସ୍ତାନ ଆଗରେ ୩୬୮ ରନ୍ର ବିଶାଳ ଟାର୍ଗେଟ୍ ରଖିଲା ଅଷ୍ଟ୍ରେଲିଆ
ବେଙ୍ଗାଲୁରୁ,୨୦ା୧୦: ବେଙ୍ଗାଲୁରୁ ଏମ୍. ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଶୁକ୍ରବାର ଖେଳାଯାଇଥିବା ବିଶ୍ୱକପ୍ର ୧୮ତମ ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲ। ଫଳରେ ଆମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା। ଦୁଇ ଓପନର ଦୁଇ ଓପନର ଡେଭିଡ୍ ଓ୍ବାର୍ନର…
ଓଡ଼ିଶାରେ ୪ ରଣଜୀ ଟ୍ରଫି ମ୍ୟାଚ୍ ଆୟୋଜନ ନେଇ ସ୍ପଷ୍ଟ: ଖୁବଶୀଘ୍ର ପ୍ରକାଶ ପାଇବ ଭେନ୍ୟୁ ତାଲିକା
ଭୁବନେଶ୍ୱର,୨୦।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୨୦୨୩-୨୪ ଘରୋଇ କ୍ରିକେଟ ସିଜନ କାର୍ଯ୍ୟସୂଚୀ ଅନୁସାରେ ଓଡ଼ିଶାରେ ଏଲିଟ ଗ୍ରୁପ୍-ଡି’ର ୪ଟି ରଣଜୀ ଟ୍ରଫି ମ୍ୟାଚ ଆୟୋଜନ ସ୍ପଷ୍ଟ ହୋଇଛି। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଏହା ସୂଚାଇ ଦିଆଯାଇଛି।…
ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି: ଦୃଢ ପେସ୍ ବୋଲିଂ ଆଗରେ ବାବରଙ୍କ ପ୍ରଦର୍ଶନ ଉପରେ ରହିବ ନଜର
ବେଙ୍ଗାଲୁରୁ,୨୦ା୧୦: ବଙ୍ଗାଲୁରୁର ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ବିଶ୍ୱକପ୍ର ୧୮ତମ ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ ବ୍ୟାଟିଂ କରିବ। ଅଷ୍ଟ୍ରେଲିଆ ଦୁଇଟି ପରାଜୟ ପରେ ବିଜୟ ଧାରାକୁ ଫେରିଥିବା…
ଭାରତକୁ ଝଟକା, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମେଡିକାଲ ରିପୋର୍ଟ ଶେୟାର କରି ଜାଣନ୍ତୁ କ’ଣ କହିଲା ବିସିସିଆଇ
ନୂଆଦିଲ୍ଲୀ,୨୦।୧୦: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି। ପୁଣେରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସେ ଆହତ ହୋଇଥିଲେ। ତେବେ ବିସିସିଆଇ ପାଣ୍ଡ୍ୟାଙ୍କ ଡାକ୍ତରୀ ରିପୋର୍ଟ ପ୍ରକାଶ କରିଛି। ବିସିସିଆଇ କହିଛି, ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ…
ରେକର୍ଡ ବର୍ଷା କଲେ ବିରାଟ କୋହଲି
ପୁନେ,୨୦।୧୨: ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ବିଶ୍ୱକପ୍ର ୧୭ତମ ମ୍ୟାଚ୍ରେ ଭାରତ ଏବଂ ବାଂଲାଦେଶ ଦଳ ମୁହାଁମୁହିଁ ହୋଇଥିଲେ। ଟିମ ଇଣ୍ଡିଆ ଟୁର୍ନାମେଣ୍ଟରେ କ୍ରମାଗତ ଚତୁର୍ଥ ବିଜୟ ହାସଲ କରି ଏହାକୁ ୭ ଉଇକେଟରେ ପରାସ୍ତ କରିଛି। ଭେଟେରାନ ବ୍ୟାଟ୍ସମ୍ୟାନ…
ପୂର୍ବତନ ଅଧିନାୟକଙ୍କ ନାଁରେ ମାମଲା:ପାଣ୍ଠି ଦୁରୁପଯୋଗ ଅଭିଯୋଗ
ହାଇଦ୍ରାବଦ୍,୨୦।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜହରୁଦ୍ଦିନ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ଆଜହରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ଆଜହରଙ୍କ ସହ ପୋଲିସ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ପୂର୍ବତନ ଅଧିକାରୀଙ୍କ ବିରୋଧରେ ମାମଲା…
Video: ବିଶ୍ୱକପରେ ପ୍ରଥମ ଅର୍ଦ୍ଧଶତକ ହାସଲ କଲେ ଶୁଭମନ ଗିଲ୍ , ତାଳି ମାରି ଉତ୍ସାହିତ କଲେ ସାରା ତେନ୍ଦୁଲକର
ପୁଣେ, ୧୯।୧୦: ଭାରତର ଯୁବ କ୍ରିକେଟର ଶୁଭମନ ଗିଲ୍ ଦିନିକିଆ ବିଶ୍ୱକପରେ ତାଙ୍କର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଗୁରୁବାର ବାଂଲାଦେଶ ବିପକ୍ଷରେ ଶୁଭମନ ସୁନ୍ଦର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଗିଲ ଡେଙ୍ଗୁ ଜ୍ୱରରେ ପଡିବା ପରେ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ଥାନ…
ବିରାଟଙ୍କ ୪୮ ତମ ଶତକ ଦେଖି ଖୁସିରେ ଝୁମି ଉଠିଲେ ଅନୁଷ୍କା, ଦେଲେ ଏମିତି ରିଆକ୍ସନ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ପାଇଁ ଖୁସି ହେବାର କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ। ବିରାଟ କୋହଲି ପଡ଼ିଆରେ ଅଛନ୍ତି ଏବଂ ଅନୁଷ୍କା ତାଙ୍କୁ ଉତ୍ସାହିତ କରୁନାହାଁନ୍ତି। ପୁଣି ଥରେ…
ଇତିହାସ ରଚିଲେ ବିରାଟ କୋହଲି! ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ଏହି ବଡ଼ ରେକର୍ଡ
ପୁଣେ, ୧୯।୧୦: ଭାରତୀୟ କ୍ରିକେଟର ମାଇଲଷ୍ଟୋନ ମ୍ୟାନ୍ ବିରାଟ କୋହଲି। ଗୁରୁବାର ସେ ନିଜ ନାମରେ ଆଉ ଏକ ରେକର୍ଡ କରିଛନ୍ତି। ଏହା ସହ ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ଆଉ ଏକ ରେକର୍ଡ ଭାଙ୍ଗିଛନ୍ତି କୋହଲି। ଦ୍ରୁତତମ ଖେଳାଳି…
ବାଂଲାଦେଶ ବିପକ୍ଷରେ ବିଜୟ ହାସଲ କଲା ଭାରତ
ପୁଣେ,୧୯।୧୦: ଭାରତ ଏବଂ ବାଂଲାଦେଶ ମଧ୍ୟରେ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଇଛି। ମ୍ୟାଚରେ ଭାରତ ବାଂଲାଦେଶକୁ ୭ ଉଇକେଟ୍ରେ ପରାସ୍ତ କରି ବିଜୟୀ ହୋଇଛି। ସୂଚନାଯୋଗ୍ୟ, ମ୍ୟାଚରେ ପ୍ରଥମେ ବାଂଲାଦେଶ ବ୍ୟାଟିଂ କରି ୫୦ ଓଭରରେ ୮ ଉଇକେଟ୍…
ଶର୍ଟ ବଲରେ ଆଉଟ ହୋଇ ରାଗିଗଲେ ରୋହିତ, ଭାଇରାଲ ହେଉଛି ରିଆକ୍ସନ
ପୁଣେ,୧୯।୧୦: ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ରାଗର ରିଆକ୍ସନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ବାଂଲାଦେଶ ବିପକ୍ଷ ମ୍ୟାଚରେ ଏକ ଶର୍ଟ ବଲରେ ଆଉଟ ହେବା ପରେ ରୋହିତ ଶର୍ମାଙ୍କଠାରୁ ଏପରି ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ରୋହିତ ଏକ ଭଲ…
Archives


