ଖେଳ

କୋହଲି-ପାଣ୍ଡ୍ୟାଙ୍କ କ୍ଲବରେ ବୁମ୍‌ରା

ନୂଆଦିଲ୍ଲୀ,୨୨।୮: ଭାରତୀୟ ଦଳ ବର୍ତ୍ତମାନ ଆୟର୍ଲାଣ୍ଡ ଗସ୍ତରେ ଅଛି। ଏଠାରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି ଭାରତ। ଏହି ସିରିଜର ପ୍ରଥମ ୨ ମ୍ୟାଚରେ ଟିମ ଇଣ୍ଡିଆ ସହଜରେ ୨-୦ ଅଗ୍ରଣୀ ହାସଲ କରିଛି। ବର୍ତ୍ତମାନ ଦଳ...

ଓଡ଼ିଶାକୁ ୧୧ ସ୍ବର୍ଣ୍ଣ ସହ ୧୩ ପଦକ

ଭୁବନେଶ୍ୱର, ୨୨।୮ (ତପନ ସ୍ବାଇଁ): ଓ୍ବାକୋ ଇଣ୍ଡିଆ ଜାତୀୟ କିକ୍‌ବକ୍ସିଂ ଚାମ୍ପିୟନଶିପ୍‌ କୋଲକାତାର ଖୁଦିରାମ ଅନୁଶୀଳନ କେନ୍ଦ୍ର ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ୧୧ ସ୍ବର୍ଣ୍ଣ, ୨ ବ୍ରୋଞ୍ଜ ସହ ମୋଟ ୧୩ଟି ପଦକ ହାସଲ କରିଛି।...

ଇଂଲଣ୍ଡକୁ ୪-୦ରେ ହରାଇଲା ଭାରତ

ଡସେଲଡର୍ଫ, ୨୨ା୮ଭାରତର ଜୁନିୟର ହକି ଦଳ ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଜୁନିୟର ହକି ଟୁର୍ନାମେଣ୍ଟରେ ଇଂଲଣ୍ଡକୁ ୪-୦ ଗୋଲ୍‌ରେ ହରାଇ ଦେଇଛି। ଭାରତ ତରଫରୁ ରାଜିନ୍ଦର ସିଂ (୧୩ତମ), ଅମିର ଅଲି (୩୩ତମ), ଅମନଦୀପ ଲାକ୍ରା (୪୧ତମ) ଓ ଅରିଜିତ୍‌...

ପ୍ରଣୟ, ସେନ୍‌ ଦ୍ୱିତୀୟ ରାଉଣ୍ଡରେ

କୋପେନ୍‌ହାଗେନ,୨୨ା୮: ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ଏଚ୍‌.ଏସ୍‌. ପ୍ରଣୟ ଓ ଲକ୍ଷ୍ୟ ସେନ୍‌ ଏଠାରେ ଚାଲିଥିବା ବିଶ୍ୱ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପ୍ରଣୟ ସୋମବାର ସେ ଫିନ୍‌ଲାଣ୍ଡର କାଲେ କୋଲ୍‌ଜୋନେନ୍‌ଙ୍କ ବିପକ୍ଷରେ ଏକ ସିଧାସଳଖ...

‘ଆଇରନମ୍ୟାନ୍‌ଙ୍କ ସାହସ ଯୁବ କ୍ରୀଡ଼ାବିତ୍‌ଙ୍କ ପାଇଁ ପ୍ରେରଣା’

ଭୁବନେଶ୍ୱର, ୨୨।୮(ତପନ ସ୍ବାଇଁ):କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ଓଡ଼ିଶାର ୩ ଆଇରନମ୍ୟାନ୍‌ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଦୁଃସାହସିକ ପ୍ରଦର୍ଶନ କରି ଟ୍ରାଇଥଲନ ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହୋଇଥିବା ଏହି ୩ କ୍ରୀଡ଼ାବିତ୍‌ ହେଲେ ସୌଭାଗ୍ୟ ରଥ, ରଞ୍ଜନ କୁମାର ସାହୁ ଓ ବିଜୟ...

ରାଣୀ, ସର୍ଦ୍ଦାର ପ୍ରଶିକ୍ଷକ

ଭୁବନେଶ୍ୱର,୨୨ା୮(ସରୋଜ ଜେନା): ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ସୋମବାର ଠାରୁ ଆରମ୍ଭ ହୋଇଛି ଜାତୀୟ ସବ୍‌ଜୁନିୟର ଜାତୀୟ ହକି କ୍ୟାମ୍ପ। ପୂର୍ବତନ ଭାରତୀୟ ଖେଳାଳି ସର୍ଦ୍ଦାର ସିଂ ଓ ରାଣୀ ରାମପାଲଙ୍କ ଅଧୀନରେ ୮୦ରୁ ଅଧିକ...

ଟ୍ରାଏଲ୍ସ ପାଇଁ ବଜରଙ୍ଗଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨ା୮: କୁସ୍ତି ବିଶ୍ୱ ଚାମ୍ପିୟନଶିପ ଟ୍ରାଏଲ୍ସରେ ଯୋଗ ଦେବା ପାଇଁ ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ନିର୍ଦ୍ଦେଶ ଦେଇଛି ଭାରତୀୟ କ୍ରୀଡା ପ୍ରାଧିକରଣ(ସାଇ)। ଅଗଷ୍ଟ ୨୫ ଓ ୨୬ ତାରିଖରେ ବିଶ୍ୱ କୁସ୍ତି ଚାମ୍ପିୟନଶିପ୍‌ର ଟ୍ରାଏଲ୍ସ ଅନୁଷ୍ଠିତ ହେବ।...

ଲୁସେଲରେ ଉଦ୍‌ଘାଟନୀ ଓ ଫାଇନାଲ

କୁଆଲାଲମ୍ପୁର,୨୨ା୮ : ଏଏଫ୍‌ସି ଏସିଆନ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ଓ ଫାଇନାଲ କାତାରର ଆଇକନିକ ଲୁସେଲ ଷ୍ଟାଡିୟମରେ ହେବ ବୋଲି ସ୍ଥାନୀୟ ଆୟୋଜକ କମିଟି ସୋମବାର ଘୋଷଣା କରିଛି। ଏହି ଷ୍ଟାଡିୟମରେ ଗତବର୍ଷ ବିଶ୍ୱକପ୍‌ ଫାଇନାଲ ଅନୁଷ୍ଠିତ ହୋଇଥିଲା।...

ରାହୁଲ, ଆୟରଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ,୨୨ା୮ : ଶ୍ରୀଲଙ୍କାରେ ଖେଳା ଯିବାକୁ ଥିବା ଏସିଆ କପ୍‌ କ୍ରିକେଟ୍‌ ୨୦୨୩ ପାଇଁ ଭାରତୀୟ ଦଳ ସୋମବାର ଘୋଷଣା ହୋଇଛି। ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ୍‌ ଅଗରକର ଓ ଅଧିନାୟକ ରୋହିତ ଶର୍ମା ଏକ ଖବରଦାତା...

ବିଜୟ ସେଲିବ୍ରେଶନ ପରେ ଜାଣିଲେ ବାପାଙ୍କ ମୃତ୍ୟୁ ଖବର

ମାଡ୍ରିଡ୍‌,୨୧ା୮: ଫିଫା ମହିଳା ବିଶ୍ୱକପ ଫାଇନାଲରେ ସ୍ପେନ୍‌କୁ ଟାଇଟଲ ବିଜୟୀ କରିବା ପରେ ପିତାଙ୍କ ମୃତ୍ୟୁ ଖବର ପାଇଥିଲେ ଅଧିନାୟିକା ଓଲଗା କାରମୋନା। ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ସ୍ପେନ୍‌ ଅଧିନାୟିକା ଓଲଗାଙ୍କ ପିତାଙ୍କ ପରଲୋକ ହୋଇଥିଲା। ମ୍ୟାଚ୍‌...

ମଇଦାନକୁ କେବେ ଫେରିବେ ପନ୍ତ, ଅପଡେଟ୍‌ ଦେଲେ ରୋହିତ

ନୂଆଦିଲ୍ଲୀ,୨୧।୮: ବିସିସିଆଇ ଶେଷରେ ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଥିବା ଏସିଆ କପ ପାଇଁ ୧୭ ଜଣିଆ ଦଳ ଘୋଷଣା କରି ପ୍ରଶଂସକଙ୍କ ଅପେକ୍ଷା ଶେଷ କରିଛି। ଦଳର ଘୋଷଣା ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଅଧିନାୟକ...

୨ ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବେନି ରାହୁଲ

ନୂଆଦିଲ୍ଲୀ,୨୧।୮: ୨୦୨୩ ଏସିଆ କପ ପାଇଁ ବିସିସିଆଇ ୧୮ ସଦସ୍ୟ ବିଶିଷ୍ଟ ଟିମ ଇଣ୍ଡିଆ ଘୋଷଣା କରିଛି। ମୁଖ୍ୟ ଦଳରେ ୧୭ ଖେଳାଳିଙ୍କୁ ଚୟନ କରାଯାଇଛି । ଏହି ସମୟରେ ସଞ୍ଜୁ ସାମସନ ଦଳ ସହିତ ୧୮ ତମ ଖେଳାଳି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri