ଖେଳ

୪ ଦିନରେ ଟେଷ୍ଟ ମ୍ୟାଚ୍‌ ଶେଷ

ପର୍ଥ,୧୭ା୧୨: ନ୍ୟୁ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଅଷ୍ଟ୍ରେଲିଆ-ପାକିସ୍ତାନ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚ୍‌ ୪ ଦିନରେ ଶେଷ ହୋଇଛି। ଏଥିରେ ଅଷ୍ଟ୍ରେଲିଆ ୩୬୦ରନ୍‌ରେ ବିଜୟ ହାସଲ କରିଛି। ନାଥାନ ଲିଅନ୍‌ ତାଙ୍କର ୫୦୦ ଉଇକେଟ୍‌ ପୁରଣ କରି ରେକର୍ଡ ସୃଷ୍ଟି କରିଛନ୍ତି। ।…

ସ୍ବତନ୍ତ୍ର ରେକର୍ଡ ହାସଲ କଲେ ଅର୍ଶଦୀପ

ଜୋହାନ୍ସବର୍ଗ,୧୭।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଭାରତ ସହଜରେ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଦଳ ୧୧୬ ରନ ସ୍କୋରରେ ଅଲଆଉଟ୍‌ ହୋଇଯାଇଥିଲା। ଭାରତ ମାତ୍ର ୧୬.୪…

ସହଜ ବିଜୟ ହାସଲ କଲା ଭାରତ

ଜୋହାନ୍ସବର୍ଗ,୧୭।୧୨: ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୧୧୬ ରନ ସ୍କୋର କରିଥିଲା। ଏହାର ଜବାବରେ ଭାରତ ମାତ୍ର ୨ ଉଇକେଟ ହରାଇ ମ୍ୟାଚ ଜିତିଥିଲା।…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ଓହରିଲେ ଇଶାନ କିଷନ

ନୂଆଦିଲ୍ଲୀ,୧୭।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ଭାରତର ଉଇକେଟକିପର ବ୍ୟାଟର ଇଶାନ କିଷନ ଓହରି ଯାଇଛନ୍ତି। ଏକ ବିବୃତିରେ ବିସିସିଆଇ କହିଛି, ଇଶାନ ବ୍ୟକ୍ତିଗତ କାରଣ ଦର୍ଶାଇ ଟେଷ୍ଟ ସିରିଜରୁ ନିଜକୁ ଦୂରେଇ ରଖିବାକୁ ବିସିସିଆଇକୁ ଅନୁରୋଧ କରିଥିଲେ। ଅନୁରୋଧ…

ଏକାଥରକେ ୫ କିମ୍ବଦନ୍ତୀଙ୍କ ରେକର୍ଡ ଭାଙ୍ଗି ବିଶ୍ୱ କ୍ରିକେଟ୍‌ରେ ନୂଆ କାରନାମା କଲେ ବାବର ଆଜମ

ପର୍ଥ,୧୭।୧୨: ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜାମ ଟେଷ୍ଟ ମ୍ୟାଚରେ ବ୍ୟାଟ୍ସମ୍ୟାନଙ୍କ ସହ ବିଶେଷ କିଛି କରିପାରି ନ ଥିଲେ ମଧ୍ୟ ସେ ଅନ୍ତର୍ଜାତୀୟ କ୍ରିକେଟରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ବାବର ଆଜାମ ତାଙ୍କର ୧୩…

ରୋହିତଙ୍କ ସ୍ଥାନରେ କାହିଁକି ପାଣ୍ଡ୍ୟାଙ୍କୁ ଦିଆଗଲା ଅଧିନାୟକ ପଦ: ଏହା ପଛର କାରଣ କହିଲେ ଏବି ଡି ଭିଲିୟର୍ସ

ନୂଆଦିଲ୍ଲୀ,୧୭।୧୨: ୨୦୨୪ ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ଜର୍ସିରେ ରୋହିତ ଶର୍ମାଙ୍କ ଶେଷ ସିଜନ ହୋଇପାରେ। କାରଣ ଫ୍ରାଞ୍ଚାଇଜ ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକ ଭାବରେ ନିଯୁକ୍ତ କରିଛି। ଏହି ଖବର ଆସିବା ପରଠାରୁ ସୋସିଆଲ ମିଡିଆରେ…

ସମ୍ବଲପୁରୀ ଲୁକ୍‌ରେ ଓଡ଼ିଶା ଫୁଟବଲ କ୍ଲବ୍‌ ମହିଳା ଦଳ

ଭୁବନେଶ୍ୱର,୧୭।୧୨(ଶର୍ମିଷ୍ଠା ପାଣିଗ୍ରାହୀ)ଫୁଟ୍‌ବଲ ଜର୍ସି ସହ ହସ୍ତତନ୍ତର ନିଆରା ସଂଯୋଗ। ଶୁଣିବାକୁ ଟ୍ରେଣ୍ଡି, ଆଉ ଟିକେ ନୂଆ ବି ଲାଗୁଥିବ। ଫୁଟବଲ ଓ ହସ୍ତତନ୍ତ କିଭଳି ସଂଯୋଗ ହୋଇପାରିଛନ୍ତି ତାହାକୁ ନେଇ ମନରେ ପ୍ରଶ୍ନ ବି ଆସୁଥିବ। ଏପରି ଏକ ପରିକଳ୍ପନା କରାଯାଇ…

ବିଜୟ ହଜାରେ ଟ୍ରଫି ଜିତି ଇତିହାସ ରଚିଲା ହରିୟାଣା

ନୂଆଦିଲ୍ଲୀ, ୧୬ା୧୨: ଏକ ରୋମାଞ୍ଚକର ମୁକାବିଲାରେ ରାଜସ୍ଥାନକୁ ୩୦ ରନରେ ହରାଇ ପ୍ରଥମ ବିଜୟ ହଜାରେ ଟ୍ରଫି ଜିତିଛି ହରିୟାଣା। ଶନିବାର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନର ରାଜକୋଟ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ଦଳ ଇତିହାସ ରଚିଛି। ଅନ୍ୟପକ୍ଷେ ୨୦୦୬-୦୭ ସିଜନରେ ଚମ୍ପିୟାନ…

ରୋହିତଙ୍କୁ ହଟାଇ ହାର୍ଦ୍ଦିକଙ୍କୁ ସୁଯୋଗ ଦେବା ମୁମ୍ବାଇକୁ ପଡ଼ିପାରେ ମହଙ୍ଗା, ଏହା ହେଉଛି ୫ ବଡ଼ କାରଣ

ନୂଆଦିଲ୍ଲୀ,୧୬।୧୨: ଡିସେମ୍ବର ୧୫ରେ ହୋଇଥିବା ଏକ ଘୋଷଣା ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଛି କହିଲେ ଚଳେ। କାରଣ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ନିଷ୍ପତ୍ତି ନେଇ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ଦେଇଛି। ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଯୁକ୍ତି…

ରାଗରେ ନିଆଁବାଣ ପ୍ରଶଂସକ, କିଏ ଜଳାଉଛି ଟୋପି ତ କିଏ ଜର୍ସି

ନୂଆଦିଲ୍ଲୀ,୧୬।୧୨: ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବାକୁ କ୍ରିକେଟ ପ୍ରେମି ପସନ୍ଦ କରନ୍ତି ନାହିଁ। ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ବିଭିନ୍ନ ଉପାୟରେ ଦଳ ବିରୋଧରେ ନିଜ ନିଜର ବିରୋଧ ଆରମ୍ଭ କରିଛନ୍ତି। ମୁମ୍ବାଇ ଦଳ…

ଦକ୍ଷିଣ ଆଫ୍ରିକା ଗସ୍ତରେ ଟିମ ଇଣ୍ଡିଆକୁ ଲାଗିଲା ଡବଲ ଝଟ୍‌କା

ନୂଆଦିଲ୍ଲୀ,୧୬।୧୨: ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ କ୍ରିକେଟ ଟିମକୁ ଦୁଇଟି ବଡ ଝଟକା ଲାଗିଛି। ଓ୍ବାନଡେ’ ଟିମର ଅଂଶବିଶେଷ ଥିବା ଦୀପକ ଚାହର ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି। ଟେଷ୍ଟ ଦଳରେ ଭାଗ ନେଇଥିବା ମହମ୍ମଦ ଶାମି ଆହତ କାରଣରୁ…

ଏକଦା ଯାହାଙ୍କୁ ଢାବା ମାଲିକ ବୋଲି ଭାବୁଥିଲେ ଲୋକେ, ଏବେ ସେ ସବୁଠୁ ଧନୀ ଟିମ୍‌ର ଅଧିନାୟକ

ନୂଆଦିଲ୍ଲୀ,୧୬।୧୨: ଜୀବନରେ କୌଣସି ଉପଲବ୍ଧି ହାସଲ କରିବା ଲାଗି ଭାଗ୍ୟ ଯେତିକି ଗୁରୁତ୍ୱପୂର୍ଣ୍ଣ, ପରିଶ୍ରମ ମଧ୍ୟ ଅନୁରୂପ ଭାବେ ଆବଶ୍ୟକ। କ୍ରିକେଟରେ ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ। ମଇଦାନରେ ନିଜ ପ୍ରଦର୍ଶନ ବଳରେ ଖେଳାଳିମାନେ ସଫଳତାର ଶୀର୍ଷକୁ ଛୁଇଁଛନ୍ତି। ଟିମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?