ଖେଳ

ଏସିଆନ୍‌ ଗେମ୍ସରେ ଭାରତକୁ ଆଉ ୨ ପଦକ

ହାଙ୍ଗଝୋ,୨୬।୯: ଏସିଆନ୍‌ ଗେମ୍ସରେ ଭାରତର ଭଲ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ସେଲିଂରେ ଇବାଦ ଅଲି ବ୍ରୋଞ୍ଜ ପଦକ ଜିତିଛନ୍ତି। ପୁରୁଷ ୱିଣ୍ଡସଫର୍ର୍‌ ଆରଏସ ଏକ୍ସ ଇଭେଣ୍ଟରେ ଇବାଦ ଅଲି ୫୨ ସ୍କୋର କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।...

ବିଶ୍ୱକପ୍‌ ପାଇଁ ଭାରତ ପହଞ୍ଚିଲା ଆଫଗାନିସ୍ତାନ ଦଳ

ନୂଆଦିଲ୍ଲୀ,୨୬।୯: ୨୦୨୩ ବିଶ୍ୱକପ୍‌ ୫ ଅକ୍ଟୋବରରୁ ଆରମ୍ଭ ହେବ। ଏଥିପାଇଁ ଆଫଗାନିସ୍ତାନ କ୍ରିକେଟ ଦଳ ଭାରତରେ ପହଞ୍ଚିଛି। ଆଫଗାନିସ୍ତାନର ପ୍ରଥମ ମ୍ୟାଚ ବାଂଲାଦେଶ ବିପକ୍ଷରେ, ଯାହା ଅକ୍ଟୋବର ୭ରେ ଧର୍ମଶାଳାରେ ଖେଳାଯିବ। ଆଫଗାନିସ୍ତାନ ଦଳ ଭାରତ ଯିବା ପୂର୍ବରୁ ସୋସିଆଲ...

ଓଡ଼ିଶା ସେମିଫାଇନାଲରେ

ଭୁବନେଶ୍ୱର, ୨୬।୯(ତପନ ସ୍ବାଇଁ): ଏଠାରେ ଚାଲିଥିବା ଜାତୀୟ ଜୁନିୟର ବାଳିକା ଫୁଟବଲ ଚାମ୍ପିୟନଶିପ୍‌ରେ ଚମତ୍କାର ପ୍ରଦର୍ଶନ କରି ଓଡ଼ିଶା ସେମିଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ଓଡ଼ିଶା ଆସନ୍ତା ୨୮ ତାରିଖରେ କ୍ୟାପିଟାଲ ଆରେନାରେ ମଣିପୁରକୁ ଭେଟିବ। ସେହିଦିନ ତାମିଲନାଡ଼ୁ ଓ...

ପାକିସ୍ତାନକୁ ଶୋଚନୀୟ ପରାସ୍ତ କଲା ଭାରତ

ହାଙ୍ଗଝୋ,୨୬।୯: ଏସିଆନ ଗେମ୍ସ ୨୦୨୩ର ତୃତୀୟ ଦିନରେ ମଙ୍ଗଳବାର ଭାରତର ସ୍କ୍ବାସ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଦଳ ଇଣ୍ଡିଆ ସ୍କ୍ବାସରେ ପାକିସ୍ତାନକୁ ୩-୦ରେ ପରାସ୍ତ କରିଛି। ଭାରତର ତନଭି ଖାନ୍ନା, ଜୋଶନା ଚାଇନାପ୍ପା ଏବଂ ଅନାହତ ସିଂ ଏକ...

ଡାଲମିଆ, ଧୂମଲ ପୁନଃ ନିର୍ବାଚିତ

ନୂଆଦିଲ୍ଲୀ, ୨୬ା୯: ଗୋଆରେ ସୋମବାର ଅନୁଷ୍ଠିତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ଅଧିବେଶନରେ ନିଆଯାଇଥିବା ଏକ ନିଷ୍ପତ୍ତି କ୍ରମେ ବେଙ୍ଗଲ କ୍ରିକେଟ ଆସୋସିଏଶନ (ସିଏବି) ସଭାପତି ଅଭିଷେକ ଡାଲମିଆ ଏବଂ ବର୍ତ୍ତମାନର ଆଇପିଏଲ୍‌ ଚେୟାରମ୍ୟାନ ଅରୁଣ...

୧୯ ବର୍ଷରୁ କମ୍‌ ସାଫ୍‌: ସେମିରେ ଭାରତ

କାଠମାଣ୍ଡୁ,୨୬ା୯ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ସାଫ୍‌ ଚାମ୍ପିୟନଶିପର ସେମି ଫାଇନାଲରେ ପ୍ରବେଶ କରିଛି ଭାରତ। ସୋମବାର ଭୁଟାନକୁ ୨-୧ରେ ହରାଇବା ସହିତ ଗ୍ରୁପ୍‌ ଚାମ୍ପିୟନ ଭାବରେ ସେମି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛି ଭାରତ। ଭାରତ ପକ୍ଷରୁ...

ଜାତୀୟ ରୋଲ୍‌ବଲ୍‌ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର,୨୬ା୯(ସରୋଜ ଜେନା): ଚେନ୍ନାଇରେ ହେବାକୁ ଥିବା ୧୩ତମ ଜାତୀୟ ରୋଲ୍‌ବଲ୍‌ ଚାମ୍ପିୟନଶିପ ପାଇଁ ସୋମବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ଆସନ୍ତା ୨୭ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଟିଏନ୍‌ପିଇଏସ୍‌ୟୁ ଇନଡୋର ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ବାଳିକା ଦଳ ପାଇଁ...

ଧୋନୀଙ୍କ ଶେଷ, ଇଂଲଣ୍ଡର ପ୍ରଥମ

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଇଂଲଣ୍ଡ ମାଟିରେ ଆୟୋଜିତ ହୋଇଥିଲା। ପଞ୍ଚମ ଥର ପାଇଁ ଇଂଲଣ୍ଡ କ୍ରିକେଟ ବିଶ୍ୱକପ ଆୟୋଜନର ସୌଭାଗ୍ୟ ହାସଲ କରିଥିଲା। ଭାରତୀୟ କ୍ରିକେଟ ଦଳର କରିତ୍‌କର୍ମା ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାରିୟରର...

ଜିମ୍ନାଷ୍ଟିକ୍ସ: ଫାଇନାଲରେ ପ୍ରଣତି

ନୂଆଦିଲ୍ଳୀ,୨୬।୯: ଏସିଆନ୍‌ ଗେମ୍ସ ଜିମ୍ନାଷ୍ଟିକ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ପ୍ରଣତି ନାୟକ। ସୋମବାର ଭଲ୍ଟ ଓ ଅଲରାଉଣ୍ଡ ଜିମ୍ନାଷ୍ଟିକ ପ୍ରତିଯୋଗିତାର ଯୋଗ୍ୟତା ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ଏଏମ୍‌/ଏନ୍‌ଏସ୍‌ ଜିମ୍ନାଷ୍ଟିକ୍ସ ହାଇପରଫର୍ମାନ୍ସ ସେଣ୍ଟରରେ ଅଭ୍ୟାସରତ ପ୍ରଣତି ସମୁଦାୟ ୧୨.୭୧୬ ପଏଣ୍ଟ...

ପଦକ ନିଶ୍ଚିତ କଲେ ନାଓରେମ୍‌ ରୋଶିବିନା ଦେବୀ

ହାଙ୍ଗଝୋ,୨୬ା୯: ଏସିଆନ୍‌ ଗେମ୍ସ ୨୦୨୩ର ଦ୍ୱିତୀୟ ଦିନରେ ଭାରତୀୟ ଖେଳାଳିଙ୍କ ମିଶ୍ର ପ୍ରଦର୍ଶନ ଜାରି ରହିଛି। ଉଷୁରେ ଭାରତର ନାଓରେମ୍‌ ରୋଶିବିନା ଦେବୀ ଏକ ପଦକ ପକ୍କା କରିଛନ୍ତି। ସେ ୬୦ କିଗ୍ରା ଓଜନ ବର୍ଗର ସାଣ୍ଡାରେ ସେମି ଫାଇନାଲରେ...

ରାଜ୍ୟ ହକି ଚାମ୍ପିୟନଶିପ୍‌ରେ ସ୍ଥାନ ପାଇଲେ ପ୍ରୀତି

କୋକସରା,୨୫।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଓଡ଼ିଶା ରାଜ୍ୟ ହକି ଆସୋସିଏଶନ ଆନୁକୂଲ୍ୟରେ ଭୁବନେଶ୍ବରଠାରେ ଆୟୋଜିତ ହେଉଛି ରାଜ୍ୟ ହକି ଚାମ୍ପିୟନଶିପ୍‌। ଟୁର୍ନାମେଣ୍ଟ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ୧୮ ବର୍ଷରୁ କମ୍‌ ବାଳିକା ବର୍ଗରେ କଳାହାଣ୍ଡି ହକି...

ରୋଇଂରେ ଭାରତକୁ ମିଳିଲା ୨ ବ୍ରୋଞ୍ଜ ପଦକ

ହାଙ୍ଗଝୋ,୨୫।୯: ଏସିଆନ ଗେମ୍ସର ରୋଇଂ ଇଭେଣ୍ଟରେ ସୋମବାର ଭାରତକୁ ଆଉ ୨ଟି ବ୍ରୋଞ୍ଜ ପଦକ ମିଳିଛି। ଫଳରେ ଓ୍ବାଟରସ୍ପୋର୍ଟରେ ଭାରତୀୟ ରୋୟର ୫ ପଦକ ସହ ଅଭିଯାନ ଶେଷ କରିଛନ୍ତି। ମେନ୍ସ ଫୋର୍‌ସ ଇଭେଣ୍ଟରେ ଯଶବିନ୍ଦର ସିଂ, ଭୀମ ସିଂ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri