ଖେଳ

ଫିଟନେସ୍‌ରେ ସୁଧାର ଆଣିବା ପାଇଁ ସେନା ସହିତ ଟ୍ରେନିଂ କରିବ ପାକିସ୍ତାନ କ୍ରିକେଟ୍‌ ଟିମ୍‌

ନୂଆଦିଲ୍ଲୀ,୬ା୩: ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ଖେଳାଳିଙ୍କ ଫିଟନେସ୍‌ ପାଇଁ ଚିନ୍ତାରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)। ନିକଟ ଅତୀତରେ ଅନେକ ମ୍ୟାଚ୍ ସମୟରେ ପାକିସ୍ତାନର ପୂର୍ବତନ ଖେଳାଳିମାନେ ନୂଆ ଯୁବ ଖେଳାଳୀ ମାନଙ୍କର ଫିଟନେସକୁ ନେଇ ପ୍ରଶ୍ନ ଉଠାଉଥିଲା ବେଳେ ପାକିସ୍ତାନ…

ଚେତା ହରାଉଥିବା ସତ୍ତ୍ୱେ ଅଶ୍ୱିନଙ୍କୁ ମା’ ପଚାରିଥିଲେ ଗୋଟିଏ ପ୍ରଶ୍ନ, ମନେ ପକାଇଲେ…

ଧର୍ମଶାଳା,୬।୩: ଭାରତ-ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ଗୁରୁବାରଠାରୁ ଟେଷ୍ଟ ସିରିଜର ୫ମ ତଥା ଅନ୍ତିମ ମୁକାବିଲା ଆରମ୍ଭ ହେବ। ଏହି ମ୍ୟାଚ୍‌ ଅଶ୍ୱିନଙ୍କ ପାଇଁ ସ୍ବତନ୍ତ୍ର ହେବ। କାରଣ ସେ ନିଜ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିବେ। ତେବେ ଏହି ମ୍ୟାଚ୍‌ ଖେଳିବା…

ଅଶ୍ୱିନଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଳୀ,୬।୩: ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ତାଙ୍କର ୧୦୦ତମ ଟେଷ୍ଟର ଦ୍ୱାର ଦେଶରେ ଅଛନ୍ତି। ଧର୍ମଶାଳାରେ ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟରେ ପ୍ରବେଶ କରିବା ମାତ୍ରେ ଅଶ୍ୱିନ ଏହି ମାଇଲଖୁଣ୍ଟ ହାସଲ କରିବେ। ଅଶ୍ୱିନ ଏହି ସଫଳତା ହାସଲ କରି ସମଗ୍ର…

ପ୍ରଥମଥର ଏମିତି କାରନାମା କଲେ ଯଶସ୍ବୀ ଜୟସ୍ବାଲ

ନୂଆଦିଲ୍ଲୀ,୬।୩: ନିକଟରେ ଆଇସିସି ସଦ୍ୟ ଟେଷ୍ଟ ର଼୍ୟାଙ୍କିଙ୍ଗ ପ୍ରକାଶ କରିଛି। ଏଥିରେ ଟିମ ଇଣ୍ଡିଆର ଖେଳାଳିମାନେ ବହୁତ ଉପକୃତ ହୋଇଛନ୍ତି। ଯୁବ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ପ୍ରଥମ ଥର ପାଇଁ ଶ୍ରେଷ୍ଠ ୧୦ରେ ପହଞ୍ଚିଛନ୍ତି। ର଼୍ୟାଙ୍କିଙ୍ଗରେ ବିରାଟ କୋହଲି ଏବଂ ରୋହିତ…

ଧର୍ମଶାଳା ଟେଷ୍ଟ ମ୍ୟାଚ ପାଇଁ ପ୍ଲେଇଙ୍ଗ୍‌-୧୧ ଘୋଷଣା କଲା ଇଂଲଣ୍ଡ : ଏହିସବୁ ଖେଳାଳିଙ୍କୁ ମିଳିଲା ସ୍ଥାନ

ଧର୍ମଶାଳା,୬।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ଗୁରୁବାର ଠାରୁ ଧର୍ମଶାଳାରେ ଖେଳାଯିବ। ଏହି ଟେଷ୍ଟ ମ୍ୟାଚ ପାଇଁ ଇଂଲଣ୍ଡ ପ୍ଲେଇଙ୍ଗ୍‌-୧୧ ଘୋଷଣା କରିଛି। ଦଳ ପ୍ଲେଇଙ୍ଗ୍‌-୧୧ରେ ମଧ୍ୟ ପରିବର୍ତ୍ତନ ଆଣିଛି। ମାର୍କ…

ଧର୍ମଶାଳାରେ ପହଞ୍ଚିଲେ ରିଙ୍କୁ, ଭାରତ ପାଇଁ କରିବେ ଟେଷ୍ଟ ଡେବ୍ୟୁ!

ନୂଆଦିଲ୍ଲୀ,୬।୩: ରିଙ୍କୁ ସିଂଙ୍କ ରୂପରେ ଭାରତ ଏପରି ବ୍ୟାଟର ପାଇଛି, ଯାହାକୁ ଭବିଷ୍ୟତର ଫିନିସର କୁହାଯାଉଛି। ଭାରତୀୟ ଦଳରେ ତାଙ୍କୁ ଦିଆଯାଇଥିବା ସୁଯୋଗର ବ୍ୟବହାର ରିଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଭଲ କରିଛନ୍ତି। ରିଙ୍କୁ ଭାରତ ପାଇଁ ହ୍ବାଇଟ୍‌ ବଲ କ୍ରିକେଟ ଖେଳୁଛନ୍ତି।…

ନ୍ୟୁୟର୍କରେ ଖାଲି ପଡ଼ିଥିବା ଜମିରେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ, ପ୍ରସ୍ତୁତିର ଭିଡିଓ ଶେୟାର କଲା ଆଇସିସି

ନୂଆଦିଲ୍ଲୀ,୬।୩: ଆଇସିସି ଟି -୨୦ ବିଶ୍ୱକପ୍‌ ୨୦୨୪ ଜୁନ ୧ରୁ ଆରମ୍ଭ ହେବ । ଏଥିରେ ଭାରତର ପ୍ରଥମ ମ୍ୟାଚ ଆୟର୍ଲାଣ୍ଡ ବିପକ୍ଷରେ ରହିଛି। ଏହି ମ୍ୟାଚ ୫ ଜୁନ୍‌ରେ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବ। ଏଥର ଟିମ ଇଣ୍ଡିଆ…

ରେକର୍ଡଧାରୀ ସ୍ପିନର ନଦିମଙ୍କ ଅବସର

କୋଲକାତା, ୬ା୩ (ପି.ଟି.): ଭାରତ ପାଇଁ ଦୁଇଟି ଟେଷ୍ଟ ମ୍ୟାଚ ଖେଳିଥିବା ଝାଡ଼ଖଣ୍ଡର ବାମହାତୀ ସ୍ପିନର ଶାହାବାଜ ନଦିମ ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କ ଅବସର ଘୋଷଣା କରିଛନ୍ତି। ଜାତୀୟ ଦଳକୁ ଫେରିବା ସୁଯୋଗ ନ ଥିବା ଅନୁଭବ କରି ସେ ଏହି…

ମୁମ୍ବାଇକୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ, ୬।୩: ଦିଲ୍ଲୀ କ୍ୟାପିଟାଲ୍ସ ମଙ୍ଗଳବାର ଅନୁଷ୍ଠିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲୁପିଏଲ୍‌) ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୨୯ ରନରେ ପରାସ୍ତ କରିଛି। ଅଧିନାୟିକା ମେଗ୍‌ ଲାନିଂ ଓ ଜେମିମା ରୋଡ୍ରିଗ୍ବେଜଙ୍କ ଅର୍ଦ୍ଧଶତକ ସହାୟତାରେ ଦିଲ୍ଲୀ ଦଳ ୪ ଉଇକେଟ ହରାଇ…

ଜାତୀୟସ୍ତରର ଖେଳାଳିଙ୍କ ପାଇଁ ଖୁସିଖବର, ଖେଳ କୋଟାରେ ନିଯୁକ୍ତି ନିୟମ ପରିବର୍ତ୍ତନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୫।୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ଖେଳାଳିଙ୍କୁ ନିଯୁକ୍ତି ଏବଂ ପଦୋନ୍ନତି ମାମଲାରେ ଥିବା ନିର୍ଦ୍ଦେଶନାମାକୁ ସଂଶୋଧନ କରାଯାଇଛି। ବର୍ତ୍ତମାନ ସମୟରେ ମହତ୍ୱପୂର୍ଣ୍ଣ ପାଲଟିଥିବା ପ୍ରତିଯୋଗିତାଗୁଡ଼ିକୁ ଏଥିରେ ସାମିଲ କରାଯାଇଛି। ଫଳରେ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ଖେଳ କୋଟାରେ ନିଯୁକ୍ତି…

ସନ୍ନ୍ୟାସ ଘୋଷଣା କରି ଚମକାଇଲେ ୮୫୦ ଉଇକେଟ ନେଇଥିବା ଏହି ଭାରତୀୟ କ୍ରିକେଟର

କୋଲକାତା, ୫ା୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ମାର୍ଚ୍ଚ ୭ରୁ ୫ମ ଟେଷ୍ଟ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ଭାରତର ଜଣେ କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହି ଖେଳାଳି ଇଂଲଣ୍ଡ ବିପକ୍ଷରେ ହିଁ ନିଜର ଶେଷ…

ଚାଲିଥିଲା ମ୍ୟାଚ୍‌: ମୁଣ୍ଡରେ ଆଘାତ ଲାଗି ଚାଲିଗଲା ପାକିସ୍ତାନୀ ଜୁଡୋକାଙ୍କ ଜୀବନ

କରାଚୀ,୫ା୩: ପାକିସ୍ତାନର ଜଣେ ୨୦ ବର୍ଷୀୟା ଜୁଡୋକା ମୁଣ୍ଡରେ ଆଘାତ ଲାଗି ପ୍ରାଣ ହରାଇଛନ୍ତି। ଖାଇବର ପଖତୁନଖ୍ବା ଅଞ୍ଚଳର ୨୦ ବର୍ଷୀୟା ଛାତ୍ରୀ ଫିଜା ଶେର ଅଲୀ ଏକ ୟୁଥ୍‌ ଟ୍ୟାଲେଣ୍ଟ ହଣ୍ଟ ପ୍ରୋଗ୍ରାମରେ ଅଂଶଗ୍ରହଣ କରୁଥିବା ବେଳେ ଏହି ଅଘଟଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?