ଖେଳ

ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୫୫ ରନ୍‌ରେ ଆଗୁଆ

ଧର୍ମଶାଳା,୮ା୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟର ଶୁକ୍ରବାର ଦ୍ୱିତୀୟ ଦିନ ଖେଳ ସୁଦ୍ଧା ଭାରତ ୮ ଉଇକେଟ ହରାଇ ୪୭୩ ରନ୍‌ କରିଛି। ଫଳରେ ଭାରତ ପ୍ରଥମ ଇନିଂସରେ ୨୫୫ ରନ୍‌ରେ ଆଗରେ ରହି ଦୃଢ…

ଗଳା କାଟି ଦେବି…ବିପକ୍ଷ ଖେଳାଳିଙ୍କ ଏମିତି କଥା ଶୁଣି ରାଗିଯାଇଥିଲେ ଯୁବରାଜ, କରିଥିଲେ ଏମିତି କାମ

ନୂଆଦିଲ୍ଲୀ,୮।୩: ପ୍ରତ୍ୟେକ କ୍ରିକେଟ ପ୍ରେମୀ ଯୁବରଜ ସିଂଙ୍କ ୬ଟି ବଲ୍‌ରେ ୬ଟି ଛକା ମନେ ରଖିଥିବେ, ଯାହା ସେ ୨୦୦୭ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ମାରିଥିଲେ। ୟୁଭି ଇଂରାଜୀ ପେସର୍‌ ଷ୍ଟୁଆର୍ଟ ବ୍ରଡକୁ ବଲ୍‌ରେ କରି ୬ଟି ଛକା ମାରିଥିଲେ।…

ପୁଅର ଶତକ ଦେଖି ଖୁସିରେ ଝୁମିଲେ ବାପା

ଧର୍ମଶାଳା,୮।୩: ଧର୍ମଶାଳାରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟରେ ଶୁଭମନ ଗିଲ ଶତକ ହାସଲ କରିଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନ ୧୦ଟି ଚୌକା ଓ ୫ ଛକା ସହାୟତାରେ ୧୩୭ ବଲରେ ନିଜର ଶତକ ପୂରଣ କରିଥିଲେ। ଗୋଟିଏ ପଟେ ଇଂଲଣ୍ଡ ଦଳ…

ରେକର୍ଡ ବର୍ଷା କଲେ ରୋହିତ-ଶୁଭମନ

ଧର୍ମଶାଳା,୮।୩: ଧର୍ମଶାଳା ଟେଷ୍ଟରେ ଟିମ ଇଣ୍ଡିଆ ପାଇଁ ରୋହିତ ଶର୍ମା ଏବଂ ଶୁଭମନ ଗିଲ ଶତକ ହାସଲ କରିଥିଲେ। ଟେଷ୍ଟ ସିରିଜର ଶେଷ ମ୍ୟାଚ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ମ୍ୟାଚ୍‌ର ଦ୍ୱିତୀୟ ଦିନରେ ପ୍ରଥମ ଇନିଂସ ମଧ୍ୟାହ୍ନ ଭୋଜନ…

ଶୁଭମନ ଗିଲ୍‌ଙ୍କ ବଡ ଶତ୍ରୁ ଜେମ୍ସ ଆଣ୍ଡରସନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୮।୩: ଧର୍ମଶାଳା ଟେଷ୍ଟରେ ଏକ ଶତାବ୍ଦୀ ପରେ ଶୁଭମାନ ଗିଲ ଆଉଟ ହୋଇଥିଲେ। ଟିମ ଇଣ୍ଡିଆ ପାଇଁ ବ୍ୟାଟିଂ କରି ସେ ପ୍ରଥମ ଇନିଂସରେ ୧୧୦ ରନ ସଂଗ୍ରହ କରିଥିଲେ। ଶୁଭମନଙ୍କ ଏହି ଇନିଂସରେ ୧୨ ଚୌକା ଓ ୫ ଛକା…

ରୋହିତ, ଶୁବମନଙ୍କ ଶତକ: ଦୃଢ ସ୍ଥିତିରେ ଭାରତ

ଧର୍ମଶାଳା,୮ା୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟରେ ଦ୍ୱିତୀୟ ଦିନ ମଧ୍ୟାହ୍ନ ସୁଦ୍ଧା ଭାରତ ଦୃଢ ସ୍ଥିତିରେ ରହିଛି। କୁଲଦୀପ ଯାଦବ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ପିନ୍‌ ଜାଲରେ ଫସି ଇଂଲଣ୍ଡ ୨୧୮ ରନ୍‌ରେ ପ୍ରଥମ ଇନିଂସରେ…

ଗୁଜରାଟ ଟାଇଟାନ୍ସକୁ ବଡ଼ ଝଟ୍‌କା: ପ୍ରଥମ ମ୍ୟାଚ୍‌ରୁ ବାଦ୍‌ ପଡିପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୮।୩: ଆଇପିଏଲ ୨୦୨୪ ପୂର୍ବରୁ ଗୁଜରାଟ ଟାଇଟାନ୍ସକୁ ସମସ୍ୟା ଦୂର ହେବାର ନାଁ ଧରୁନି।ପ୍ରଥମେ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ଛାଡିଥିଲେ। ତା’ପରେ ମୁଖ୍ୟ ଦ୍ରୁତ ବୋଲର ମହମ୍ମଦ ଶାମି ପୁରା ଟୁର୍ନାମେଣ୍ଟରୁ ବାଦ ପଡିଥିଲେ। ବର୍ତ୍ତମାନ ଦଳ ଆଉ ଏକ ବଡ଼…

ଆଇପିଏଲ୍‌ ପୂର୍ବରୁ ‘ଗବର’ଙ୍କ ଜଲଓ୍ବା

ନୂଆଦିଲ୍ଲୀ,୮।୩: ଆଇପିଏଲ ୨୦୨୪ ଆଉ କିଛି ଦିନ ବାକି ଅଛି ଏବଂ ଖେଳାଳିମାନେ ମଧ୍ୟ ଏହି ଦୁଇ ମାସର ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ନାମଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଭାରତୀୟ ଦଳର ଅଧିନାୟକ ଥିବା ଶିଖର ଧାୱନ। ଆଜିକାଲି…

କୋହଲିଙ୍କ ରେକର୍ଡ ଭାଙ୍ଗିଦେଲେ ଯଶସ୍ବୀ ଜୟସ୍ବାଲ

ଧର୍ମଶାଳା,୮।୩: ଧର୍ମଶାଳାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟରେ ଯଶସ୍ବୀ ଜୟସ୍ବାଲ ପୁଣି ଥରେ ଚମତ୍କାର ବ୍ୟାଟିଂ କରିଥିଲେ। ସେ ୫ ଚୌକା ଓ ୩ ଛକା ସହାୟତାରେ ୫୮ ବଲରେ ୫୭ ରନ ସଂଗ୍ରହ କରିଥିଲେ। ଏହି…

ହଠାତ୍‌ ଅନର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୮।୩:ଆଫଗାନିସ୍ତାନର ବ୍ୟାଟ୍ସମ୍ୟାନ ନୁର ଅଲି ଜାଦ୍ରାନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଅନେକ ସମୟରେ ଆଫଗାନିସ୍ତାନ ପାଇଁ ନୁର ଅଲି ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ସେ ଭାରତ ବିରୋଧରେ ଫ୍ଲପ କରିଛନ୍ତି। ନୁର ଅଲି ଭାରତ ବିପକ୍ଷରେ ମୋଟ…

ବଡ଼ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: କୌଣସି ଏସିଆନ୍‌ ବ୍ୟାଟ୍ସମ୍ୟାନ୍‌ ଏମିତି କରିପାରିନାହାନ୍ତି

ଧର୍ମଶାଳା,୮।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଶେଷ ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡ ଦଳ ୨୧୮ ରନରେ ଅଲଆଉଟ ହୋଇଥିଲେ। ଏହାର ଜବାବରେ ଭାରତ ଗୋଟିଏ ଉଇକେଟ ହରାଇ ୧୩୦ ରନ୍‌ କରିଛନ୍ତି। ବର୍ତ୍ତମାନ ଭାରତୀୟ ଅଧିନାୟକ ରୋହିତ ଶର୍ମା…

ଓଡ଼ିଶା ଏଫ୍‌ସିକୁ ହରାଇଲା ସେଣ୍ଟ୍ରାଲ କୋଷ୍ଟ ମେରିନର

ଭୁବନେଶ୍ୱର,୭ା୩: ଏସିଆନ୍‌ ଏଏଫ୍‌ସି କପ୍‌ ସେମିଫାଇନାଲର ପ୍ରଥମ ଚରଣରେ ସେଣ୍ଟ୍ରାଲ କୋଷ୍ଟ ମେରିନର(ସିସିଏମ୍‌) ନିକଟରୁ ୪-୦ରେ ପରାଜିତ ହୋଇଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ସେଣ୍ଟ୍ରାଲ କୋଷ୍ଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ଦଳ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଦଳ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?