ଖେଳ

ଏହି ୧୦ ଖେଳାଳିଙ୍କ ଉପରେ କୋଟି କୋଟି ଟଙ୍କା ବର୍ଷା ହେବା ନିଶ୍ଚିତ, ଭବିଷ୍ୟବାଣୀ କଲେ ଅଶ୍ୱିନ

ନୂଆଦିଲ୍ଲୀ,୧୮।୧୨: ଆଇପିଏଲ ୨୦୨୪ର ନିଲାମ ମଙ୍ଗଳବାର ଦୁବାଇରେ ହେବ । ନିଲାମରେ ମୋଟ ୩୩୩ ଖେଳାଳି ରହିବେ। ତେବେ ୧୦ଟି ଟିମ ପାଖରେ କେବଳ ୭୭ ଟି ସ୍ଲଟ ଖାଲି ଅଛି । ଏପରି ପରିସ୍ଥିତିରେ, ଦଳଗୁଡିକ କେବଳ ଅଭିଜ୍ଞ ଏବଂ…

ମ୍ୟାଚ୍‌ ଚାଲିଥିବାବେଳେ ଅଧିନାୟକଙ୍କୁ ଆସିଲା ହୃଦ୍‌ଘାତ

ନୂଆଦିଲ୍ଲୀ,୧୮।୧୨: ପଡ଼ିଆରେ ଫୁଟ୍‌ବଲ୍‌ ମ୍ୟାଚ୍‌ ଚାଲିଥିବାବେଳେ ଏକ ଅଘଟଣ ଘଟିଛି। ହୃଦଘାତ କାରଣରୁ ଲୁଟନ ଟାଉନ୍‌ କ୍ଲବ ଅଧିନାୟକ ଟମ ଲକିୟର ପଡ଼ିଆରେ ହୃଦ୍‌ଘାତ ଆସିଥିଲା। ଏହି କାରଣରୁ ବୋର୍ନମାଉଥରେ ଖେଳାଯାଇଥିବା ଇଂରାଜୀ ପ୍ରିମିୟର ଲିଗ (ଇପିଏଲ) ଫୁଟବଲ ମ୍ୟାଚ ରଦ୍ଦ…

ଆଇପିଏଲ ନିଲାମକୁ କେବେ, କେଉଁଠାରେ ଦେଖିପାରିବେ ଲାଇଭ୍‌, ଜାଣନ୍ତୁ ସବୁକିଛି…

ନୂଆଦିଲ୍ଲୀ,୧୮।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪ ପାଇଁ ନିଲାମ ମଙ୍ଗଳବାର ଅର୍ଥାତ୍‌ ଡିସେମ୍ବର ୧୯ରେ ଦୁବାଇରେ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ବିଦେଶୀ ମାଟିରେ ଆଇପିଏଲ ନିଲାମର ଆୟୋଜନ କରାଯାଉଛି। ଏହି ନିଲାମରେ ସମୁଦାୟ ୩୩୩ ଖେଳାଳି ରହିବେ। ଆଇପିଏଲ…

ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍‌ରେ ରାଜ୍‌ କରିବେ ଏହି କ୍ରିକେଟର୍‌: ଇରଫାନ ପଠାନ କଲେ ଭବିଷ୍ୟବାଣୀ

ଜୋହାନ୍ସବର୍ଗ,୧୮।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ପକ୍ଷରୁ ଡେବ୍ୟୁ କରିଥିଲେ ସାଇ ସୁଦର୍ଶନ । ଡେବ୍ୟୁ ମ୍ୟାଚ୍‌ରେ ସେ ଚମତ୍କାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଟିମ ଇଣ୍ଡିଆର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ…

ଆଫଗାନିସ୍ତାନ ଖେଳାଳି ନବୀନ ଉଲ ହକ୍‌ଙ୍କୁ ବଡ଼ ଝଟକା, ୨୦ ମାସ ପାଇଁ କରାଗଲା ବ୍ୟାନ୍‌

ନୂଆଦିଲ୍ଲୀ,୧୮।୧୨: ନବୀନ ଉଲ ହକ୍‌ଙ୍କୁ ବଡ଼ ଝଟକା ଲାଗିଛି। ଚୁକ୍ତିନାମା ଉଲ୍ଲଂଘନ ମାମଲାରେ ଅନ୍ତର୍ଜାତୀୟ ଲିଗ୍‌ ଟି -୨୦ ଆଫଗାନିସ୍ତାନର ତାରକା ପେସର୍‌ ନବୀନ ଉଲ ହକ୍‌ଙ୍କ ଉପରେ ୨୦ ମାସ ପାଇଁ ବ୍ୟାନ୍‌ କରିଛି। ଅନ୍ତର୍ଜାତୀୟ ଲିଗ୍‌ ଟି -୨୦ରେ…

ଆଇପିଏଲରେ ସବୁଠାରୁ ମହଙ୍ଗା ଖେଳାଳି ହେବେ ଏହି ଖେଳାଳି, ପୂର୍ବାନୁମାନ କଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୧୮।୧୨: ଆଇପିଏଲ ୨୦୨୪ ନିଲାମ ଆରମ୍ଭ ହେବାକୁ ୨୪ ଘଣ୍ଟାରୁ କମ୍‌ ସମୟ ବାକି ଅଛି। ଏହି ନିଲାମ ଡିସେମ୍ବର ୧୯ରେ ଦୁବାଇରେ ଭାରତୀୟ ସମୟ ଅପରାହ୍ନ ୧ଟାରେ ଅନୁଷ୍ଠିତ ହେବ। ତେବେ ନିଲାମ ପୂର୍ବରୁ ଅଷ୍ଟ୍ରେଲିଆର ଷ୍ଟାର ପେସର୍‌ ମିଚେଲ…

୭୭ ଖେଳାଳିଙ୍କ ପାଇଁ ଖର୍ଚ୍ଚ ହେବ ୨୬୩ କୋଟି ଟଙ୍କା

ନୂଆଦିଲ୍ଲୀ,୧୮।୧୨: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ପାଇଁ ନିଲାମ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହେବ। ସମସ୍ତ ଫ୍ରାଞ୍ଚାଇଜ ଏଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହା ପ୍ରଥମ ଥର ପାଇଁ ଭାରତ ବାହାରେ ନିଲାମର ଆୟୋଜନ କରାଯାଉଛି। ଆଇପିଏଲ ୨୦୨୪ ନିଲାମ ପାଇଁ ୩୩୩…

୨୦୦ ବଲ୍‌ ବାକି ଥାଇ ମ୍ୟାଚ୍‌ ଜିତି ୫ ବଡ଼ ରେକର୍ଡ କଲା ଭାରତ

ଜୋହାନ୍ସବର୍ଗ,୧୮।୧୨: ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିବା ଟିମ ଇଣ୍ଡିଆ ଟି-୨୦ ସିରିଜ ଡ୍ର ପରେ ଦିନିକିଆ ସିରିଜ ପାଇଁ ଏକ ଭଲ ଆରମ୍ଭ କରିଛି। କେ.ଏଲ ରାହୁଲଙ୍କ ଅଧିନାୟିକତ୍ୱରେ ଟିମ ଇଣ୍ଡିଆ ଗତକାଲି ବିଶ୍ୱକପ ଫାଇନାଲ ମ୍ୟାଚ ହାରିବା ପରେ ପ୍ରଥମ…

ଭବିଷ୍ୟବାଣୀ କଲେ ଅଶ୍ୱିନ: ଏହି ୨ ଖେଳାଳି ୧୪ କୋଟିରୁ ଅଧିକ ଟଙ୍କାରେ ହେବେ ବିକ୍ରି

ନୂଆଦିଲ୍ଲୀ,୧୮।୧୨: ଆଇପିଏଲ ୨୦୨୪ ନିଲାମ ପୂର୍ବରୁ ଭାରତର ଅନ୍ୟତମ ମହାନ ସ୍ପିନ ବୋଲର ରବିଚନ୍ଦ୍ରନ ଅଶ୍ୱିନ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଆଇପିଏଲ୍‌ ନିଲାମରେ ୨ ଖେଳାଳି ୧୪ କୋଟିରୁ ଅଧିକ ଟଙ୍କା ବିକ୍ରି ହେବ ବୋଲି ସେ କହିଛନ୍ତି। ଦୁବାଇରେ ଆଇପିଏଲ…

ନନ୍ଦକିଶୋର ମହିଳା ଫୁଟ୍‌ବଲ: ବିଡ଼ାନାସୀ ଚାମ୍ପିୟନ

ଭୁବନେଶ୍ୱର, ୧୮ା୧୨ (ବିଜୟ ରଣା): ସିଟି କ୍ଲବ ଏବଂ ଭୁବନେଶ୍ୱର ଆଥ୍‌ଲେଟିକ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୧ ଖେଳପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ନନ୍ଦକିଶୋର ମହିଳା ଫୁଟ୍‌ବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଛି। ଫାଇନାଲରେ ବିଡ଼ାନାସୀ, କଟକ ଦଳ ୧-୦ ଗୋଲ୍‌ରେ…

ରାଜ୍ୟ ଜୁ-ଜିତ୍‌ସୁ: ଖୋର୍ଦ୍ଧା ଦଳଗତ ଚାମ୍ପିୟନ

ଭୁବନେଶ୍ୱର, ୧୮ା୧୨ (ବିଜୟ ରଣା): ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ରାଜ୍ୟ ଜୁ-ଜିତ୍‌ସୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଜିଲାରୁ ୧୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ। ଖୋର୍ଦ୍ଧା ଦଳଗତ ଚାମ୍ପିୟନ ହୋଇଥିବା ବେଳେ କଟକ ଦ୍ୱିତୀୟ ଏବଂ…

୨ ବିଭାଗରେ ଭାରତକୁ ଟାଇଟଲ

କଟକ,୧୮।୧୨(ସୁପ୍ରିୟା ପ୍ରିୟଦର୍ଶିନୀ ): ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ତଥା ବିଡବ୍ଲ୍ୟୁଏଫ ଟୁର୍‌ ସୁପର-୧୦୦ ରବିବାର ଉଦ୍‌ଯାପିତ ହୋଇଛି। ମୋଟ ୫ ଇଭେଣ୍ଟରୁ ଭାରତୀୟ ପ୍ରତିଯୋଗୀ ୨ଟିରେ ଟାଇଟଲ ହାସଲ କରିଛନ୍ତି। ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଏହି ଟୁର୍ନାମେଣ୍ଟ ୬ଦିନ ଧରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri