ଖେଳ

IWF ବିଶ୍ୱ ଯୁବ ଚାମ୍ପିଅନସିପ୍ ୨୦୨୪ରେ ଓଡ଼ିଆ ଝିଅଙ୍କ ଚମକ, ପ୍ରୀତୀସ୍ମିତାଙ୍କୁ ସ୍ୱର୍ଣ୍ଣ, ଜ୍ୟୋତ୍ସ୍ନାଙ୍କୁ ରୌପ୍ୟ

ନୂଆଦିଲ୍ଲୀ, ୨୩।୫: ଗୁରୁବାର ପେରୁ ରାଜଧାନୀ ଲିମାରେ ଅନୁଷ୍ଠିତ ୨୦୨୪ ଆଇଡବ୍ଲ୍ୟୁ ବିଶ୍ୱ ଯୁବ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପ୍ରୀତୀସ୍ମିତା ଭୋଇ ମହିଳା ୪୦ କିଲୋଗ୍ରାମ ବର୍ଗରେ କ୍ଲିନ୍ ଆଣ୍ଡ ଜର୍କରେ ସ୍ୱର୍ଣ୍ଣ ଜିତିଥିବାବେଳେ ଅନ୍ୟତମ ଓଡ଼ିଆ ପ୍ରତିଯୋଗୀ ଯୋଶନା ଜ୍ୟୋତ୍ସ୍ନା ସବର…

ଲୁହ ଛଳଛଳ ଆଖିରେ ଆଇପିଏଲ୍‌ରୁ ବିଦାୟ ନେଲେ ଏହି ଖେଳାଳି!

ଅହମ୍ମଦାବାଦ୍‌,୨୩।୫: ଆଇପିଏଲ ୨୦୨୪ର ଏଲିମିଟର ମ୍ୟାଚ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହି ପରାଜୟ ସହିତ ଆଇପିଏଲ ୨୦୨୪ରେ ବେଙ୍ଗାଲୁରୁର ଯାତ୍ରା ସମାପ୍ତ ହୋଇଛି। ଆରସିବି ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ…

ଆରସିବି ହାରିବା ଦୁଃଖରେ ଏମିତି କହିଦେଲେ ଏବି ଡି ଭିଲିୟର୍ସ

ଅହମ୍ମଦାବାଦ୍‌,୨୩।୫:ଆଇପିଏଲ ୨୦୨୪ର ଏଲିମିଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ହାରିଛି। ଏହି ପରାଜୟ ସହିତ ପୁଣି ଥରେ ବେଙ୍ଗାଲୁରୁର ପ୍ରଥମ ଟ୍ରଫି ଜିତିବାର ସ୍ବପ୍ନ ଭାଙ୍ଗି ଯାଇଛି। ଏହି ପରାଜୟ ଆରସିବିର ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ…

ଆକ୍ରମଣାତ୍ମକ ଢଙ୍ଗରେ ଜିତି ହୁଏ ନାହିଁ ଟ୍ରଫି, କାହିଁକି ଏମିତି କହିଲେ ସିଏସ୍‌କେର ପୂର୍ବତନ ବ୍ୟାଟ୍ସମ୍ୟାନ୍‌

ଅହମ୍ମଦାବାଦ୍‌,୨୩।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ର ପ୍ରଥମ ଆଇପିଏଲ ଟ୍ରଫି ଜିତିବାର ସ୍ବପ୍ନ ପୁଣି ଅଧୁରା ରହିଯାଇଛି। ଆଇପିଏଲ ୨୦୨୪ର ଏଲିମିଟର ମ୍ୟାଚରେ ବେଙ୍ଗାଲୁରୁ ରାଜସ୍ଥାନ ରୟାଲ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ପରାଜୟ ପରେ ଦଳ ଟୁର୍ନାମେଣ୍ଟରୁ…

ଟିମ ଇଣ୍ଡିଆ ପାଇଁ ହେଡ କୋଚ ମନୋନୟନ ଲାଗି ଘୋଷଣା କଲା ବିସିସିଆଇ, ଜାଣନ୍ତୁ ଶେଷ କୋଚଙ୍କୁ କେତେ ମିଳୁଥିଲା ଦରମା..

ନୂଆଦିଲ୍ଲୀ,୨୩।୫: ଟି -୨୦ ବିଶ୍ୱକପ ପରେ ଟିମ ଇଣ୍ଡିଆ ଏକ ହେଡ କୋଚ ପାଇପାରେ। ସୂଚନାଯୋଗ୍ୟ, ବିସିସିଆଇ ଅନୁଯାୟୀ, ଖୁବ ଶୀଘ୍ର ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଭେଟେରାନ କ୍ରିକେଟର ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ସମାପ୍ତ ହେବ। ଏହାକୁ ଦୃଷ୍ଟିରେ…

ଆରସିବି ଏଲିମିନେଟ, କ୍ୱାଲିଫାୟର-୨ ଖେଳିବେ ରାଜସ୍ଥାନ-ହାଇଦ୍ରାବାଦ

ଅହମଦାବାଦ, ୨୨।୫: ଦାୟିତ୍ୱହୀନ ବ୍ୟାଟିଂ ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌ରୁ ପୁଣିଥରେ ଏଲିମିନେଟ୍‌ ହୋଇଛି। ଲିଗ୍‌ ପର୍ଯ୍ୟାୟରେ କ୍ରମାଗତ ୬ ମ୍ୟାଚ ଜିତି ପ୍ଲେଅଫ୍‌ରେ ପ୍ରବେଶ କରିଥିବା ଏହି ଦଳ ବୁଧବାର ଅନୁଷ୍ଠିତ ଏଲିମିନେଟ ମ୍ୟାଚରେ…

ଏଲିମିନେଟର ମୁକାବିଲା ପୂର୍ବରୁ RCB ପ୍ରଶଂସକଙ୍କୁ କ୍ଷମା ମାଗିଲେ ଓ୍ବାଟସନ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୨।୫: ଆଇପିଏଲ୍‌ ୨୦୨୪ର ଏଲିମିନେଟର ମୁକାବିଲା ବୁଧବାର ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଏହି ବଡ଼ ମୁକାବିଲା ପୂର୍ବରୁ ଅଷ୍ଟ୍ରେଲୀୟ ଖେଳାଳି ତଥା ପୂର୍ବତନ ଆର୍‌ସିବି ଖେଳାଳି ଶେନ ଓ୍ବାଟସନ୍‌ ବାଙ୍ଗାଲୁରୁ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି।…

ବଡ଼ ଖବର: ବିରାଟ କୋହଲିଙ୍କ ସୁରକ୍ଷା ପ୍ରତି ବିପଦ ଥିବାରୁ ଅଭ୍ୟାସ, ପ୍ରେସ୍‌ମିଟ୍‌ ବାତିଲ କଲା ଆର୍‌ସିବି…

ନୂଆଦିଲ୍ଲୀ,୨୨।୫: ରାଜସ୍ଥାନ ରୟାଲ୍ସ(ଆର୍‌ଆର୍‌) ବିପକ୍ଷରେ ଆଇପିଏଲ୍‌ ୨୦୨୪ ଏଲିମିନେଟର୍‌ ପ୍ରତିଯୋଗିତା ଲାଗି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ(ଆର୍‌ସିବି) ପ୍ରସ୍ତୁତ ହେଉଥିବା ବେଳେ ବଡ଼ ଖବର ସାମ୍ନାକୁ ଆସିଛି। ବିରାଟ କୋହଲିଙ୍କ ସୁରକ୍ଷାକୁ ନେଇ ବିପଦ ଥିବାରୁ ଆର୍‌ସିବି ପକ୍ଷରୁ ଏହାର ଏକମାତ୍ର ଅଭ୍ୟାସ…

ସିଏସ୍‌କେ ହାରିବା ପରେ ପରେ ବ୍ରାଭୋଙ୍କୁ ମିଳିଲା ଖୁସିଖବର, ଟି୨୦ ବିଶ୍ୱକପ୍‌ରେ…

ନୂଆଦିଲ୍ଲୀ,୨୨।୫: ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର ଡୱେନ ବ୍ରାଭୋ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସର ବୋଲିଂ କୋଚ୍‌ ଭାବେ ଦାୟିତ୍ୱ ତୁଲାଉଥିଲେ। ଦଳ ଟୁର୍ନାମେଣ୍ଟରୁ ବାହାରିବାର ୪ ଦିନ ହୋଇଥିବା ବେଳେ ତାଙ୍କୁ ନୂଆ ଖୁସିଖବର ମିଳିଛି। ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନ ଟିମର…

ପାଓ୍ବାର ପ୍ଲେରେ ଚମତ୍କାର କଲେ ଆଇପିଏଲ୍‌ର ସବୁଠୁ ଦାମୀ ଖେଳାଳି

ଅହମ୍ମଦାବାଦ,୨୨।୫: ଆଇପିଏଲ ୨୦୨୪ର ପ୍ଲେ ଅଫର ପ୍ରଥମ କ୍ୱାଲିଫାୟର୍‌ରେ କୋଲକାତା ନାଇଟ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଫାଇନାଲ୍‌ ଟିକେଟ୍‌ କାଟିଛି। ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା। ସନରାଇଜର୍ସ ହାଇଦ୍ରାବାଦ ହୁଏତ ଟସ ଜିତି ପ୍ରଥମେ…

ପାକିସ୍ତାନ ଯିବାକୁ ନେଇ ଏମିତି କହିଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୫: ଭାରତ ଏବଂ ପାକିସ୍ତାନ ମ୍ୟାଚ୍‌ ଦେଇଖିବାକୁ ପ୍ରଶଂସକ ଚାହିଁ ବସିଥାନ୍ତି। ଦୁଇ ଦେଶ ମଧ୍ୟରେ ମ୍ୟାଚ ସମୟରେ ଷ୍ଟାଡିୟମ ପ୍ୟାକ ଥାଏ । ଗତ ଦୁଇ ଦଶନ୍ଧି ମଧ୍ୟରେ କେବଳ ଆଇସିସି ଟୁର୍ନାମେଣ୍ଟରେ ଏହି ଦୁଇ ଦଳ ମୁହାଁମୁହିଁ ହୋଇଛନ୍ତି।…

ବାଂଲାଦେଶକୁ ଶୋଚନୀୟ ଭାବେ ପରାସ୍ତ କଲା କ୍ରିକେଟର୍‌ ଜଗତର ଶିଶୁ

ହ୍ୟୁଷ୍ଟନ,୨୨।୫:ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ବାଂଲାଦେଶ ଦଳ ଆମେରିକା ଗସ୍ତରେ ଅଛି। ସିରିଜର ପ୍ରଥମ ମ୍ୟାଚରେ କ୍ରିକେଟ ଜଗତର ଶିଶୁ କହାଯାଉଥିବା ଆମେରିକା ଏକ ବଡ ବିପର୍ଯ୍ୟୟ ସୃଷ୍ଟି କରି ବାଂଲାଦେଶକୁ ୫ ଉଇକେଟରେ ପରାସ୍ତ କରିଛି। ଆମେରିକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?