ଖେଳ

ଅବସର ଘୋଷଣା କଲେ କୋହଲି, ପତ୍ନୀ ଅନୁଷ୍କା କହିଲେ ଏଇ ମଣିଷକୁ…

ନୂଆଦିଲ୍ଲୀ, ୩୦।୦୬: ଦୀର୍ଘ ୧୧ ବର୍ଷ ପ୍ରତୀକ୍ଷାର ଅବସାନ ଘଟାଇ ଆଇସିସିର ଟି-୨୦ ବିଶ଼୍ବକପ୍‌ ଟାଇଟଲ୍‌ ହାସଲ କରିଛି ଟିମ୍‌ ଇଣ୍ଡିଆ। ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ଼୍ବ ଚମ୍ପିୟନ୍‌ ହୋଇଛି ଭାରତ । ୨୦୧୩ ପରେ…

ଗଲା ୬ ମାସର ଦୁଃଖ ବଖାଣିଲେ ହାର୍ଦ୍ଦିକ; ବିଶ୍ୱକପ ଜିତିବା ପରେ ଭୋ ଭୋ ହୋଇ କାନ୍ଦିଲେ…

ନୂଆଦିଲ୍ଲୀ,୩୦ା୬: ଟି୨୦ ବିଶ୍ୱକପ ଜିତିବା ପରେ ଭାବପ୍ରବଣ ହୋଇଛନ୍ତି ଭାରତୀୟ ତାରକା ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଗଲା ୬ ମାସରେ ତାଙ୍କ ସହିତ ଘଟିଥିବା ଘଟଣାକୁ ମନେ ପକାଇ ଭୋ ଭୋ ହୋଇ କାନ୍ଦିଛନ୍ତି ହାର୍ଦ୍ଦିକ। କିପରି ନିଜର ଖରାପ ସମୟରେ…

ମ୍ୟାଚ୍‌ ଜିତିବା ପରେ ଭାବବିହ୍ବଳ ହେଲେ ବିରାଟ, ଅନୁଷ୍କାଙ୍କୁ ଭିଡିଓ କଲ୍‌ କରି କହିଲେ…

ବାର୍ବାଡୋସ/ମୁମ୍ବାଇ,୩୦ା୬: ୧୭ ବର୍ଷ ପରେ ଭାରତ ଟି-୨୦ ବିଶ୍ୱକପ୍‌ ଟ୍ରଫି ଜିତିଛି। ଜୁନ୍‌ ୨୯ରେ ବାର୍ବାଡୋସର କେନ୍ସିଙ୍ଗଟନ ଓଭାଲ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ବିଶ୍ୱକପ୍‌ର ଫାଇନାଲ ଖେଳାଯାଇଥିଲା। ଯେଉଁଥିରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ…

ଭାରତର ବିଜୟ ଖୁସିରେ ଗାଁ ସାରା ନାଚିଲେ

କୋରାପୁଟ,୩୦୬: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଇତିହାସ ରଚିଛି। ରୋମାଞ୍ଚକର ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟିମ୍‌ ଇଣ୍ଡିଆ ହରାଇ ଦ୍ୱିତୀୟ ଥର ପାଇଁ ଟି୨୦ ବିଶ୍ୱକପ ବିଜୟୀ ହୋଇଛି। ଏପରିକି ଟି୨୦ ବିଶ୍ୱକପରେ ବିଜୟ ପରେ ଟିମ ଇଣ୍ଡିଆକୁ ବେଷ୍ଟ…

Video: ଭବିଷ୍ୟବାଣୀ କରିଥିଲେ ଜୟ ଶାହା, ସତ କରିଦେଲେ ରୋହିତ

ନୂଆଦିଲ୍ଲୀ,୩୦ା୬: କ୍ରିକେଟ ଜଗତରେ ଟି ୨୦ ବିଶ୍ୱକପର ନୂଆ ଚମ୍ପିୟନ ମିଳିଯାଇଛି। ଭାରତ ଦ୍ୱିତୀୟଥର ପାଇଁ ଟି୨୦ ବିଶ୍ୱକପ ବିଜୟୀ ହୋଇଛି। ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ହରାଇଛି। ମ୍ୟାଚରେ ଖେଳାଳିଙ୍କ ଜବରଦସ୍ତ ପ୍ରଦର୍ଶନ ପରେ ସୋସିଆଲ ମିଡିଆରେ…

ଟି୨୦ ବିଶ୍ୱକପ ପରାଜୟକୁ ନେଇ ଦୁଃଖିତ : ଏଡେନ୍‌ ମାରକ୍ରମ

ବ୍ରିଜଟାଉନ,୩୦ା୬: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଇତିହାସ ରଚିଛି। ରୋମାଞ୍ଚକର ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଥର ପାଇଁ ଟି୨୦ ବିଶ୍ୱକପ ବିଜୟୀ ହୋଇଛି। ହେଲେ ପ୍ରଥମ ଥର ପାଇଁ ଟି୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିଥିବା ଦକ୍ଷିଣ…

ଟି-୨୦ ବିଶ଼୍ବକପ୍‌ ହାତେଇଲା ଭାରତ, ମିଳିଲା ଏତେ କୋଟି ଟଙ୍କା ପ୍ରାଇଜ୍‌

ନୂଆଦିଲ୍ଲୀ, ୩୦।୦୬: ଟି-୨୦ ବିଶ଼୍ବକପ୍‌ର ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ଼୍ବ ଚମ୍ପିୟନ୍‌ ହୋଇଛି ଭାରତ । ଦୀର୍ଘ ୧୧ ବର୍ଷ ପ୍ରତୀକ୍ଷାର ଅବସାନ ଘଟାଇ ଏହି ଟାଇଟଲ୍‌ ହାସଲ କରିଛି ଟିମ୍‌ ଇଣ୍ଡିଆ। ୨୦୧୩ ପରେ…

ହୃଦୟ ଜିତିଲେ ବିରାଟ: କହିଲେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାର ସମୟ

ବ୍ରିଜଟାଉନ,୩୦ା୬: ୨୦୧୩ ପରେ ଭାରତ ହାସଲ କରିଛି ଆଇସିସି ଟ୍ରଫି। ବ୍ରିଜଟାଉନ କେନ୍ସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ହରାଇ ଭାରତ ଟି୨୦ କ୍ରିକେଟ ବିଶ୍ୱକପ ବିଜୟ ହୋଇଛି। ଏହି ପରିପ୍ରେକ୍ଷୀରେ ବିରାଟ କୋହଲି ନିଜ ଅବସର ଘୋଷଣା…

ନିଆରା ଉପାୟରେ ବିଜୟ ପାଳିଲେ ରୋହିତ ଶର୍ମା; ଦେଖନ୍ତୁ ଭିଡିଓ

ବ୍ରିଜଟାଉନ୍‌ (ବାର୍ବାଡୋସ),୩୦ା୬: ଭାରତୀୟ ଦଳର ଟି -୨୦ ବିଶ୍ୱକପ ୨୦୨୪ ବିଜୟ ପରେ ଅଧିନାୟକ ରୋହିତ ଶର୍ମା ଏକ ନିଆରା ଉପାୟରେ ଖୁସି ମନାଇଛନ୍ତି। ବାରବାଡୋସରେ ଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରୋହିତଙ୍କ ନେତୃତ୍ୱରେ ଭାରତ ବିଜୟ ସହିତ ଆଇସିସି ଟାଇଟଲ…

ଟି୨୦ କ୍ରିକେଟ ବିଶ୍ୱକପ ବିଜୟ ପରେ ଦେଶବାସୀଙ୍କୁ ଏଭଳି କହିଲେ: ହାର୍ଦ୍ଦିକ

ବ୍ରିଜଟାଉନ,୩୦ା୬: ବ୍ରିଜଟାଉନ କେନ୍ସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ହରାଇ ଭାରତ ଟି୨୦ କ୍ରିକେଟ ବିଶ୍ୱକପ ବିଜୟ ହୋଇଛି। ଏହି ଅବସରରେ ପ୍ରତିକ୍ରିୟା ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି, ଏହି ବିଜୟ ବେଶ୍‌ ସ୍ମରଣୀୟ। ଆମେ ପରିଶ୍ରମ କରୁଥିବା ବେଳେ…

ଚାମ୍ପିୟନ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦ା୬: ବିଶ୍ୱ ଚାମ୍ପିୟନ ହୋଇ ଦ୍ୱିତୀୟ ଥର ପାଇଁ ଟି୨୦ ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ବିଜୟ…

ବିଶ୍ୱ ଚାମ୍ପିୟନ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୩୦ା୬: ବିଶ୍ୱ ବିଜୟୀ ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ କ୍ରିକେଟ ଦଳର ଏହି ଅଦ୍ଭୂତପୂର୍ବ ବିଜୟରେ ୧୪୦ କୋଟି ଭାରତୀୟଙ୍କ ତରଫରୁ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ସେ କହିଛନ୍ତି। ଭାରତୀୟ ଖେଳାଳିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?