ଖେଳ

ବିରାଟ କୋହଲି ମାରିବେ ସେଞ୍ଚୁରି, ଭାରତ ଜିତିବ ଟ୍ରଫି, ବିଶ୍ୱକପ ୨୦୨୪ ଫାଇନାଲ ପୂର୍ବରୁ ବଡ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୯।୬: ଇଂଲଣ୍ଡର ପୂର୍ବତନ ବାମହାତୀ ସ୍ପିନର ମଣ୍ଟି ପାନେସର ତାରକା ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବିଷୟରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ମଣ୍ଟି କହିଛନ୍ତି ଯେ ଟି -୨୦ ବିଶ୍ୱକପ ୨୦୨୪ର ଫାଇନାଲରେ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ…

ଟି -୨୦ ବିଶ୍ୱକପ୍‌ କିଏ ଜିତିବ? ପାକିସ୍ତାନ କଲା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୯।୬: ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି -୨୦ ବିଶ୍ୱକପ୍‌ ଫାଇନାଲ ଖେଳାଯିବ। ଟି -୨୦ ବିଶ୍ୱକପ୍‌ କିଏ ଜିତିବ ତାହା ଦେଖିବା ପାଇଁ ସାରା ବିଶ୍ୱରେ କ୍ରିକେଟ ପ୍ରେମୀଙ୍କ ନଜର ଏହି ମ୍ୟାଚ ଉପରେ ରହିଛି। ଏହି…

୪୬ ଦିନରେ ଭାଙ୍ଗିଲା ଅଷ୍ଟ୍ରେଲିଆର ରେକର୍ଡ, ସବୁଠାରୁ ଅଧିକ ରନ୍‌ କଲା ଭାରତୀୟ ଟିମ୍‌

ନୂଆଦିଲ୍ଲୀ, ୨୯।୦୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ରନ୍‌ର ବର୍ଷା କରିଛି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଦଳ ୪ ୱିକେଟ୍‌ ବିନିମୟରେ ୫୨୫ ରନ୍‌ କରି ୮୯ ବର୍ଷର…

ଯଦି ଟି-୨୦ ବିଶ୍ୱକପ୍‌ ଫାଇନାଲ ହାରିଯାଏ ଭାରତ ତେବେ କ’ଣ କରିବେ ରୋହିତ? ଦାଦା ଦେଲେ ଜବାବ

ନୂଆଦିଲ୍ଲୀ,୨୯।୬: ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି -୨୦ ବିଶ୍ୱକପ୍‌ ୨୦୨୪ର ଫାଇନାଲ ଖେଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହାପୂର୍ବରୁ ରୋହିତ ବ୍ରିଗେଡ ପ୍ରାୟ ସାତ ମାସ ପୂର୍ବରୁ ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲରେ ହାରି ଯାଇଥିଲେ। ଏଭଳି ପରିସ୍ଥିତିରେ ଏଥର…

ବଡ଼ ଅପଡେଟ୍‌: ଜାଣନ୍ତୁ ବିଶ୍ୱକପ୍‌ ଫାଇନାଲରେ ବର୍ଷା ହେଲେ କ’ଣ ହେବ

ବ୍ରିଜଟାଉନ,୨୯।୬: ଟି୨୦ କ୍ରିକେଟ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଶନିବାର ସ୍ଥାନୀୟ କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ଏହି ମହାମୁକାବିଲାରେ ପରସ୍ପରର ସମ୍ମୁଖୀନ ହେବେ ଭାରତ-ଦକ୍ଷିଣ ଆଫ୍ରିକା। ୨୦୦୭ରେ ଚାମ୍ପିୟନ ଓ ୨୦୧୪ରେ ରନରଅପ୍‌ ଭାରତ ତୃତୀୟ ଥର ପାଇଁ ଫାଇନାଲ…

ଆସିଲା ବଡ଼ ଖବର: ଏହି କାରଣ ଯୋଗୁ ଆଜି ଖେଳାଯିବନି ବିଶ୍ୱକପ୍‌ ଫାଇନାଲ!

ନୂଆଦିଲ୍ଲୀ,୨୯।୬: ଟି -୨୦ ବିଶ୍ୱକପ୍‌ ୨୦୨୪ର ଫାଇନାଲ ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଉଭୟଙ୍କ ମଧ୍ୟରେ ଏହି ଟାଇଟଲ ଯୁଦ୍ଧ ଆଜି ଅର୍ଥାତ୍‌ ଶନିବାର ବାର୍ବଡୋସର କେନ୍ସିଙ୍ଗଟନ ଓଭାଲରେ ହେବ। ଏହି ମ୍ୟାଚ୍‌ ପାଇଁ ପୂରା…

ଟି -୨୦ ବିଶ୍ୱକପ୍‌ ଫାଇନାଲ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ଦକ୍ଷିଣ ଆଫ୍ରିକା ଅଧିନାୟକ, କହିଲେ ଯାହା ହେଇଯାଉ ପଛେ…

ନୂଆଦିଲ୍ଲୀ,୨୯।୬: ଟି -୨୦ ବିଶ୍ୱକପ୍‌ ୨୦୨୪ର ଫାଇନାଲ ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଉଭୟଙ୍କ ମଧ୍ୟରେ ଏହି ଟାଇଟଲ ଯୁଦ୍ଧ ଆଜି ଅର୍ଥାତ୍‌ ଶନିବାର ବାର୍ବଡୋସର କେନ୍ସିଙ୍ଗଟନ ଓଭାଲରେ ହେବ। ଏହି ମ୍ୟାଚ ମାଧ୍ୟମରେ ଦକ୍ଷିଣ…

ଜାଭେଲିନ୍‌ ଥ୍ରୋୟର ମନୁ ସସ୍‌ପେଣ୍ଡ

ପଞ୍ଚକୁଲା(ହରିୟାଣା),୨୯ା୬(ପି.ଟି.): ଡୋପ୍‌ ଟେଷ୍ଟରେ ଆନାବୋଲିକ୍‌ ଷ୍ଟେରଏଡ୍‌ ପାଇଁ ପଜିଟିଭ ଆସିବାରୁ ଅଲିମ୍ପିକ ଆଶାୟୀ ଭାରତୀୟ ଜାଭେଲିନ ଥ୍ରୋୟର ଡି.ପି. ମନୁଙ୍କୁ ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି(ନାଡା) ପକ୍ଷରୁ ସସ୍‌ପେଣ୍ଡ କରାଯାଇଛି। ଚଳିତ ବର୍ଷ ଏପ୍ରିଲରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି ସମୟରେ…

ଭାରତ-ଦକ୍ଷିଣ ଆଫ୍ରିକା ଅପରାଜେୟ

ବ୍ରିଜଟାଉନ୍‌ (ବାର୍ବାଡୋସ), ୨୯।୬: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶନିବାର ଟି୨୦ କ୍ରିକେଟ ବିଶ୍ୱକପର ଫାଇନାଲ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ଟୁର୍ନାମେଣ୍ଟରେ ଦୁଇ ଦଳ ଏପର୍ଯ୍ୟନ୍ତ ଅପରାଜେୟ ରହିଛନ୍ତି। ଗ୍ରୁପ୍‌ ‘ଏ’ରେ ସ୍ଥାନ ପାଇଥିବା ଭାରତ ଲିଗ୍‌ ମ୍ୟାଚରେ…

ଟି୨୦ ବିଶ୍ୱକପ୍‌: ଆଜି ମହାମୁକାବିଲା

ବ୍ରିଜଟାଉନ୍‌ (ବାର୍ବାଡୋସ), ୨୯।୬: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ଫାଇନାଲ ଶନିବାର ସ୍ଥାନୀୟ କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ମହାମୁକାବିଲାରେ ପରସ୍ପରର ସମ୍ମୁଖୀନ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ୨୦୦୭ରେ ଚାମ୍ପିୟନ ଓ ୨୦୧୪ରେ ରନରଅପ୍‌ ଭାରତ ତୃତୀୟ…

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ, ୨୮।୦୬: ଭାରତୀୟ ମହିଳା କ୍ରିକେଟ ଦଳ ଟେଷ୍ଟ ଇତିହାସରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏକ ଟେଷ୍ଟ ମ୍ୟାଚରେ ଗୋଟିଏ ଦିନରେ ସର୍ବାଧିକ ରନ ସଂଗ୍ରହ କରି ଭାରତ ଏହି ବିଶ୍ୱ ରେକର୍ଡ ନିଜ ନାମରେ କରିଛି । ଚେନ୍ନାଇର…

ରୋହିତଙ୍କ ଉପରେ ବିଶ୍ୱାସ ଅଛି, ୭ ମାସରେ ଦ୍ୱିତୀୟ ଥର ଏଭଳି ହେବନାହିଁ: ଗାଙ୍ଗୁଲି

କୋଲକାତା,୨୮।୬: ଟି୨୦ ବିଶ୍ୱକପ୍‌ ୨୦୨୪ ଫାଇନାଲରେ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ। ଦଳ ଜୁନ ୨୯ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ପ୍ରଥମ ଥର ପାଇଁ ଫାଇନାଲ ଖେଳୁଥିବା ଦକ୍ଷିଣ ଆଫ୍ରିକାକୁ ଭେଟିବ। ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ପାଇଁ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?