ଖେଳ

ଭାରତ ବିଶ୍ୱକପ୍‌ ଜିତିଲା, ହେଲେ ଖୁସିରେ ଗଦଗଦ ହେଲେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ,୩୦।୬: ଟି୨୦ ବିଶ୍ୱକପ୍‌ ୨୦୨୪ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ବିଜେତା ହୋଇଛି ଟିମ୍‌ ଇଣ୍ଡିଆ। ଏହି ବିଜୟ ସହ ରୋହିତ ଭାରତ ପାଇଁ ଆଇସିସି ଟ୍ରଫି ଜିତାଇଥିବା ତୃତୀୟ ଅଧିନାୟକ ପାଲଟିଥିଲେ। ଏହାକୁ ନେଇ ସାରା ବିଶ୍ୱରୁ ତାଙ୍କୁ ଶୁଭେଚ୍ଛାର…

ମୋର ରୋଜଗାର ନାହିଁ, କୌଣସି କାମ ଅଛି ଯଦି ଦିଅ: କାହିଁକି ଏମିତି କହିଲେ ରାହୁଲ ଦ୍ରାବିଡ

ବାର୍ବାଡୋସ୍‌,୩୦।୬: ରାହୁଲ ଦ୍ରାବିଡଙ୍କ କୋଚିଂରେ ଭାରତୀୟ ଦଳ ୨୦୨୪ ଟି-୨୦ ବିଶ୍ୱକପ ଜିତିଛି। ଏହି ବିଶ୍ୱକପ ଶେଷ ହେବା ସହିତ ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ବର୍ତ୍ତମାନ ଭାରତର ଏହି ବିଜୟ ପରେ ରାହୁଲ ଦ୍ରାବିଡଙ୍କ…

କ୍ୟାଚ୍ ଧରିବା ପରେ ବାଉଣ୍ଡାରି ଛୁଇଁଥିଲେ କି ସୁର୍ଯ୍ୟକୁମାର ଯାଦବ ? ନୂଆ ଭିଡିଓ ଦେଖି ଆରମ୍ଭ ହେଲା ବିବାଦ

ନୂଆଦିଲ୍ଲୀ,୩୦ା୬: ଟି୨୦ ବିଶ୍ୱକପ ୨୦୨୪ ଫାଇନାଲ ମ୍ୟାଚରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଇତିହାସରେ ସବୁଠାରୁ କଡ଼ା ମୁକାବିଲା ଦେଖିବାକୁ ମିଳିଛି। ମ୍ୟାଚର ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଯେତେବେଳେ ୩୦ ଟି ବଲରୁ ୩୦ ରନ୍ ଆବଶ୍ୟକ କରୁଥିବା ଦକ୍ଷିଣ…

ଲାଇଭ୍‌ ମ୍ୟାଚ୍‌ରେ ପନ୍ତ ଏଭଳି କରି ନ ଥିଲେ ଚାମ୍ପିୟନ ହୋଇପାରି ନ ଥାନ୍ତା ଟିମ୍‌ ଇଣ୍ଡିଆ? ଜାଣନ୍ତୁ କିଭଳି ବଦଳିଲା ସମୀକରଣ…

ନୂଆଦିଲ୍ଲୀ,୩୦।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଫାଇନାଲ ମୁକାବିଲା ବେଶ ରୋମାଞ୍ଚକର ଥିଲା। କାରଣ ମ୍ୟାଚ୍‌ରେ ଉତ୍‌ଥାନ ପତନ ଭରି ରହିଥିଲା। ଗୋଟିଏ ସମୟରେ ଦକ୍ଷିଣ ଆଫ୍ରିକା ହାତକୁ ମ୍ୟାଚ୍‌ ଚାଲିଯିବା ପରି ମନେ ହୋଇଥିଲେ ହେଁ କିଛି…

କିଏ ଏହି ମହିଳା? ଇଣ୍ଟରଭ୍ୟୁ ପରେ ଆଲିଙ୍ଗନ କଲେ ବୁମରା

ନୂଆଦିଲ୍ଲୀ, ୩୦।୦୬: ଟି-୨୦ ବିଶ଼୍ବକପ୍‌ର ପ୍ରତ୍ୟକଟି ମୁହୂର୍ତ୍ତ ରୋମାଞ୍ଚକର । ଭାରତ ଜିତିବା ପରେ ପଡ଼ିଆରେ ଘଟିଥିବା ଛୋଟ ଛୋଟ ଘଟଣାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏମିତି ଏକ ଛୋଟ ଭିଡିଓ ଏବେ ଭାଇରାଲ୍‌ ହୋଇଛି । ଏହି…

ବିଶ୍ୱକପ୍‌ ବିଜେତା ଟିମ୍‌ର ଏହି ୬ଜଣଙ୍କୁ ସ୍ବତନ୍ତ୍ର ଭାବେ ଫୋନ୍‌ କଲେ ପ୍ରଧାନମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୩୦।୬: ଟି୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ବିଜୟକୁ ନେଇ ସାରା ଦେଶ ଉତ୍ସବମୁଖର। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ବିଜେତା ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହ ୬ ଲୋକଙ୍କୁ ସ୍ବତନ୍ତ୍ର ଭାବେ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଅଧିନାୟକ ରୋହିତ…

ଭାରତୀୟ ଖେଳାଳିଙ୍କ ଜର୍ସିରେ ଲାଗିଲା ୨ ଷ୍ଟାର୍‌, ଜାଣନ୍ତୁ କାହିଁକି ଏବଂ କେମିତି ହୁଏ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୩୦ା୬: ଭାରତ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍‌ ଟାଇଟଲ ଜିତିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହି ବିଜୟ ପରେ ଟିମ୍‌ ଇଣ୍ଡିଆର ଜର୍ସିରେ ୨ ଷ୍ଟାର୍‌ ରଖାଯାଇଛି। ଏହା ପୂର୍ବରୁ…

ଆପଣ ଦେଖୁଥିଲେ ବିଶ୍ୱକପ୍‌ ଫାଇନାଲ, ପ୍ରତି ସେକେଣ୍ଡରେ ‘ଡିଜ୍‌ନୀ’ କମାଉଥିଲା ଏତିକି ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୩୦।୬: ରୋହିତ ଶର୍ମାଙ୍କ ନେତୃତ୍ୱରେ ଆଇସିସି ବିଶ୍ୱକପ୍‌ ଟି୨୦ ଜିତିନେଇଛି ଟିମ୍‌ ଇଣ୍ଡିଆ। ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ର ଜବରଦସ୍ତ ପ୍ରଦର୍ଶନକୁ ସାରା ଦୁନିଆ ଟିଭି ସହ ଡିଜିଟାଲ ପ୍ଲାଟଫର୍ମରେ ବି ଦେଖିଥିଲା। ରିପୋର୍ଟ ମୁତାବକ ଡିଜନୀ ପ୍ଲସ୍‌ ହଟ୍‌ଷ୍ଟାର ପ୍ଲାଟଫର୍ମରେ ରିୟଲ…

ମ୍ୟାଚ୍‌ ନ ଖେଳି ମଧ୍ୟ ୩ ଖେଳାଳି ହୋଇଗଲେ ଚାମ୍ପିୟନ୍‌, ମିଳିଲା…

ନୂଆଦିଲ୍ଲୀ, ୩୦।୦୬: ଭାରତ ବିଶ଼୍ବ ଚାମ୍ପିୟନ୍‌ ହେବା ପରେ ଟିମ୍‌ର ଫଟୋ ଏବଂ ଭିଡିଓ ବହୁ ମାତ୍ରାରେ ଶେୟାର କରାଯାଉଛି । ଏଥିରେ କେଉଁ ଖେଳାଳିଙ୍କ ଯୋଗଦାନ ମ୍ୟାଚ୍‌ରେ ଅଧିକ ରହିଛି, ତାହା କେଉଁ ଖେଳାଳିଙ୍କ ମୁହଁରୁ ସ୍ପଷ୍ଟ କରି ହେଉନାହିଁ…

ପୂରଣ ହେଲା ରାହୁଲ ଦ୍ରାବିଡଙ୍କ ଦୀର୍ଘ ଦିନର ସ୍ବପ୍ନ

ବ୍ରିଜଟାଉନ,୩୦ା୬: ଶନିବାର ଅନୁଷ୍ଠିତ ଟି୨୦ କ୍ରିକେଟ କପ୍‌ର ରୋମାଞ୍ଚକାରୀ ମେଗା ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚାମ୍ପିୟନ ହୋଇଛି। ୨୦୦୭ ପରେ ଭାରତ ଦ୍ୱିତୀୟ ଥରପାଇଁ ହାସଲ କରିଛି ଟି୨୦ ବିଶ୍ୱକପ୍‌ ଟ୍ରଫି। ଏହି ଅବସରରେ ଚାମ୍ପିୟନ ଦଳର ମୁଖ୍ୟ…

ରୋହିତ ବାହିନୀଙ୍କୁ ଏଭଳି ମେସେଜ ଲେଖି ଶୁଭେଚ୍ଛା ଜଣାଇଲେ ଧୋନୀ

ନୂଆଦିଲ୍ଲୀ,୩୦।୬: ୨୦୨୪ ଟି-୨୦ ବିଶ୍ୱକପ ଚାମ୍ପିୟନ ହୋଇଛି ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ। ଏହା କେବଳ ଟିମ୍‌ ଇଣ୍ଡିଆ ନୁହେଁ, ଭାରତ ପାଇଁ ଖୁସି ଆଣି ଦେଇଛି । ଏହି ପରିପ୍ରେକ୍ଷୀରେ ଭାରତର ପୂର୍ବତନ ଅଧିନାୟକ ଏମ୍‌.ଏସ୍‌ ଧୋନୀ ରୋହିତ…

ଟି-୨୦ ବିଶ୍ୱକପ୍‌ ଜିତିବା ପରେ ପଡ଼ିଆରେ ଡ୍ୟାନ୍ସ କଲେ ବିରାଟ, ଅର୍ଶଦୀପ

ବାର୍ବାଡୋସ୍‌,୩୦ା୬: ଭାରତ ଟି-୨୦ ବିଶ୍ୱକପ୍‌ ୨୦୨୪ ଟ୍ରଫି ଜିତିଛି। ବୃହତ ବିଜୟ ପରେ ଭାରତ ବର୍ତ୍ତମାନ ଦୁଇଟି ଟି-୨୦ ବିଶ୍ୱକପ୍‌ ଟାଇଟଲ୍‌ ହାତେଇଛି। ଟି-୨୦ ବିଶ୍ୱକପ୍‌ ୨୦୨୪ର ଅନ୍ତିମ ମ୍ୟାଚ୍‌ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଯେଉଁଥିରେ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?