ଖେଳ

ବାମଣ୍ଡା କପ୍‌: କେନ୍ଦୁଝରକୁ ହରାଇ ସମ୍ବଲପୁର ଫାଇନାଲରେ

ଦେବଗଡ଼,୨୬।୧୨(ଡି.ଏନ୍‌.ଏ.): ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୨ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ସୋମବାର ମ୍ୟାଚରେ କେନ୍ଦୁଝର ଏକାଦଶକୁ ହରାଇ ସମ୍ବଲପୁର ଫାଇନାଲରେ ପ୍ରବେଶ କରିଛି। କେନ୍ଦୁଝର ଏକାଦଶ ବନାମ ସମ୍ବଲପୁର ଆଭାର ଟାଇଗର ଟିମ୍‌ ମଧ୍ୟରେ ଖେଳ...

ଯେବେ ବି ମଇଦାନକୁ ଓହ୍ଲାଏ, ପଶା ଓଲଟାଇବା ଭଳି ଖେଳିବାକୁ ଚାହିଁଥାଏ: ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟରେ ସୂର୍ଯ୍ୟକୁମାର ଯାଦବ ବେଶ ପରିଚିତ ନାମ। ସେ ଟି୨୦ ଅନ୍ତର୍ଜାତୀୟ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷସ୍ଥାନରେ ରହିଛନ୍ତି। ହେଲେ ସେ ବିଶ୍ୱର ନମ୍ବର-୧ ଖେଳାଳି ହେବାକୁ ଏକ ସ୍ବପ୍ନ ପରି ଭାବନ୍ତି। ସେହିଭଳି କେବଳ ସୀମିତ ଓଭର ଖେଳ...

ଟ୍ରୋଲ କରୁଥିଲେ ଶ୍ରୀଲଙ୍କା ପ୍ରଶଂସକ, ଏମିତି ଜବାବ ଦେଇ ମୁହଁ ବନ୍ଦ କଲେ ଅଶ୍ୱିନ

ନୂଆଦିଲ୍ଲୀ,୨୫।୧୨: ବାଲାଂଦେଶକୁ ମୀରପୁର ଟେଷ୍ଟରେ ୩ ଉଇକେଟରେ ପରାଜିତ କରିଛି ଭାରତ। ଏକ ସମୟରେ ମ୍ୟାଚ୍‌ ଖେଳାଳିଙ୍କ ହାତରୁ ଚାଲିଯିବା ପରି ମନେ ହେଉଥିଲା। କାରଣ ୧୪୫ ରନ୍‌ ବିଜୟଲକ୍ଷ୍ୟର ପିଛା କରୁଥିବା ଦଳ ୭୪ ରନ୍‌ରେ ୭ ଉଇକେଟ...

ଚମକାଇଲା ବାବରଙ୍କ ନିଷ୍ପତ୍ତି: ରିଜଓ୍ବାନ ଏକାଦଶରୁ ବାହାର, ସରଫରାଜଙ୍କୁ ସୁଯୋଗ…

ଇସଲାମାବାଦ,୨୬।୧୨: ସୋମବାର ଅର୍ଥାତ ଡିସେମ୍ବର ୨୬ରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। କରାଚି ଟେଷ୍ଟରେ ଚମକାଇବା ଭଳି ନିଷ୍ପତ୍ତି ନେଇଛନ୍ତି ପାକିସ୍ତାନ କ୍ରିକେଟ ଟିମ୍‌ ଅଧିନାୟକ ବାବର ଆଜମ୍‌। ସେ ଏକାଦଶରୁ ମହମ୍ମଦ ରିଜଓ୍ବାନଙ୍କୁ...

ସେନ ଓ୍ବାର୍ନଙ୍କ ସମ୍ମାନର୍ଥେ କ୍ରିକେଟ୍‌ ଅଷ୍ଟ୍ରେଲିଆ ନେଲା ବଡ଼ ନିଷ୍ପତ୍ତି

ମେଲବୋର୍ନ,୨୬।୧୨: ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ସ୍ବର୍ଗତ ଅଷ୍ଟ୍ରେଲୀୟ ସ୍ପିନର ସେନ୍‌ ୱାର୍ନଙ୍କୁ ସମ୍ମାନିତ କରିବା ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ଏକ ବଡ଼ ନିଷ୍ପତ୍ତି ନେଇଛି। କ୍ରିକେଟ ଅଷ୍ଟ୍ରେଲିଆ ବର୍ତ୍ତମାନ ଦ୍ୱିତୀୟ ସମ୍ମାନଜନକ ପୁରସ୍କାର ଅଷ୍ଟ୍ରେଲିଆ ପୁରୁଷ ଟେଷ୍ଟ...

ଅଶ୍ୱିନଙ୍କୁ ‘ବୈଜ୍ଞାନିକ’ ଆଖ୍ୟା ଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୬।୧୨: ବାଂଲାଦେଶ ବିପକ୍ଷରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ଶ୍ରେୟସ ଆୟର ଭାରତକୁ ପରାଜୟରୁ ମୁହଁରୁ ରକ୍ଷା କରିଥିଲେ। ଏହି ବିଜୟ ସହିତ ଭାରତୀୟ ଦଳ ମଧ୍ୟ ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ଜିତିଛି। ୧୪୫...

ଟେଷ୍ଟଠାରୁ ଟି-୨୦ ପର୍ଯ୍ୟନ୍ତ ସବୁଠି ଭାରତର ଦବ୍‌ଦବା

ନୂଆଦିଲ୍ଲୀ,୨୬।୧୨: ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ବାଂଲାଦେଶକୁ ୨-୦ରେ ପରାସ୍ତ କରିଛି। ଏହାସହ ଟିମ ଇଣ୍ଡିଆ ୨୦୨୨ ବର୍ଷର ଶେଷ ଟେଷ୍ଟ ସିରିଜ ଏବଂ ଶେଷ ମ୍ୟାଚ ଜିତିଥିଲା। ଯଦି ଟିମ ଇଣ୍ଡିଆର ଚଳିତବର୍ଷର ସମଗ୍ର ପ୍ରଦର୍ଶନକୁ...

ଦିବ୍ୟାଙ୍ଗ ଦୁଃସାହସିକ କ୍ରୀଡ଼ା ଶିବିରରେ ଓଡ଼ିଶାରୁ ୧୧

ଭୁବନେଶ୍ୱର,୨୬ା୧୨(ସ୍ପୋଟର୍‌ସ ବ୍ୟୁରୋ): ପଶ୍ଚିମବଙ୍ଗ ରାଜ୍ୟ କ।ଲିମ ପୋଙ୍ଗ ଜିଲାର ଦୁର୍ଗମ ଜଙ୍ଗଲ ଓ ପାହାଡ଼ଭରା ଦାରସିଂ ଅଞ୍ଚଳରେ ଡିସେମ୍ବର ୧୮ରୁ ୨୩ ଯାଏ ଅନୁଷ୍ଠିତ ହୋଇଛି ଜାତୀୟ ଦୁଃସାହସିକ କ୍ରୀଡ଼ା ଓ ପ୍ରକୃତିକୁ ଚିହ୍ନିବା ଶିବିର। ୭ରୁ ୨୫ ବୟସ...

ଅଦିତି, ସାର୍ଥକ, ଅଙ୍କିତ, ଅର୍ଣ୍ଣବ ଚାମ୍ପିୟନ୍‌

ଭୁବନେଶ୍ୱର,୨୬ା୧୨(ସ୍ପୋଟର୍‌ସ ବ୍ୟୁରୋ): ପ୍ରଥମ ପ୍ରସନ୍ନ କୁମାର ମଲ୍ଲିକ ଶିଶୁ ସ୍ମୃତି ଚେସ୍‌ ଚାମ୍ପିୟନଶିପ୍‌ରେ ବିଭିନ୍ନ ବୟସ ବର୍ଗରେ ଅଦିତି, ସାର୍ଥକ, ଅଙ୍କିତ, ଅର୍ଣ୍ଣବ ଚାମ୍ପିୟନ୍‌ ଆଖ୍ୟା ଅର୍ଜନ କରିଛନ୍ତି। ୭ ବର୍ଷରୁ କମ୍‌ ବୟସ ବର୍ଗରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଅଦିତି...

ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଅନୁଗୋଳ ଅଫିସ, ୨୬ା୧୨ : ଅନୁଗୋଳ ଜିଲା କ୍ରିକେଟ ସଂଘର ରୌପ୍ୟ ଜୟନ୍ତୀ ଅବସରରେ ଆୟୋଜିତ ସର୍ବଭାରତୀୟ ଅନୁଗୋଳ କପ୍‌ କ୍ରିକେଟ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ଅନୁଗୋଳ କ୍ରିକେଟ୍‌ କ୍ଲବକୁ ହରାଇ କଟକର ୟୁନିୟନ ସ୍ପୋର୍ଟିଂ...

ରାଉରକେଲାରେ ଟିକେଟ୍‌ ଶେଷ

ଭୁବନେଶ୍ୱର,୨୬ା୧୨(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱର ଓ ରାଉରକେଲାରେ ଆସନ୍ତା ଜାନୁୟାରୀ ୧୩ରୁ ୨୯ ଯାଏ ଆୟୋଜିତ ହେବାକୁଥିବା ହକି ବିଶ୍ୱକପ୍‌କୁ ନେଇ ଫ୍ୟାନ୍‌ଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ। ସମଗ୍ର ବିଶ୍ୱର ନଜର ଏହି ଟୁର୍ନାମେଣ୍ଟ ଉପରେ ରହିଛି। ବିଶ୍ୱର ୧୬ଟି...

‘ଓଡ଼ିଶା ହକିର ହବ୍‌ ବୋଲି ଦେଖାଇବାକୁ ପଡ଼ିବ’

ଭୁବନେଶ୍ୱର,୨୬।୧୨(କ୍ରୀଡ଼ା ପ୍ରତିନିଧି): ପୁରୁଷ ବିଶ୍ୱକପ୍‌ ହକି ଟ୍ରଫି ରବିବାର ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପରିକ୍ରମା କରିବା ପରେ ଶେଷରେ କିଟ୍‌ ପରିସରରେ ପହଞ୍ଚିଥିଲା। କିଟ୍‌ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ୨ରୁ କିଟ୍‌ ଓ କିସ୍‌ର ଛାତ୍ରୀଛାତ୍ର ଏବଂ କର୍ମଚାରୀମାନେ ଟ୍ରଫିକୁ କିଟ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri