ଖେଳ

କଳାବ୍ୟାଣ୍ଡ୍‌ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି: ଜାଣନ୍ତୁ କାହିଁକି

ଦୁବାଇ,୪।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଷ୍ଟିଭ ସ୍ମିଥ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମ୍ୟାଚ୍‌ରେ ଭାରତୀୟ ଦଳର ପ୍ଲେଇଂ-୧୧ରେ…

ଅଲୋଡା ରେକର୍ଡ ହାସଲ କଲେ ରୋହିତ ଶର୍ମା: ପ୍ରଥମ ଅଧିନାୟକ ଭାବେ…

ଦୁବାଇ,୪।୩:ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ଶର୍ମା ପୁଣି ଥରେ ଟସ ହାରିଯାଇଛନ୍ତି। ଏହିପରି ରୋହିତ ଶର୍ମା ଦିନିକିଆ ଫର୍ମାଟରେ କ୍ରମାଗତ ୧୪ତମ ଥର ପାଇଁ ଟସ ହାରିଛନ୍ତି। ଏପର୍ଯ୍ୟନ୍ତ କୌଣସି ଅଧିନାୟକ ଏହାଠାରୁ ଅଧିକ ଥର ଲଗାତାର ଟସ…

ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ ମ୍ୟାଚରେ କିଏ ଜିତିବ, ପୁଣି ଭବିଷ୍ୟବାଣୀ କରି ଚମକାଇଲେ IIT ବାବା

ଜୟପୁର,୪।୩: ଅସୁବିଧାର ସମ୍ମୁଖୀନ ହେଉଥିବା ଆଇଆଇଟି ବାବା ଅଭୟ ସିଂ ମଙ୍ଗଳବାର ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ ମ୍ୟାଚକୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ ଇଙ୍ଗିତ ମାଧ୍ୟମରେ କହିଛନ୍ତି ଯେ ଏହି ମ୍ୟାଚରେ କିଏ ଜିତିବ। ତଥାପି, ଖୋଲାଖୋଲି ଭାବରେ କିଛି କହିନାହାନ୍ତି।…

Semi-Final Champions Trophy: ଭାରତ ବନାମ ଅଷ୍ଟ୍ରେଲିଆ: ଟସ୍‌ ଜିତିଲା…

ଦୁବାଇ,୪ା୩: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଉଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତ ଆମନ୍ତ୍ରଣ ପାଇ ଫିଲ୍ଡିଂ କରିବ। ଉଭୟ ଦଳ ସେମାନଙ୍କ…

ଭାରତର ବିଜୟ ଲାଗି ଚାଲିଛି ପୂଜାପାଠ: ମ୍ୟାଚକୁ ନେଇ ଉତ୍ସାହିତ ପ୍ରଶଂସକ

ଭୁବନେଶ୍ୱର,୪।୩: ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ICC ଚାମ୍ପିୟନ୍ସ ଟ୍ରଫିରେ ସେମିଫାଇନାଲ ମ୍ୟାଚ ପୂର୍ବରୁ କ୍ରିକେଟ ପ୍ରଶଂସକମାନେ ଭାରତୀୟ ଦଳର ବିଜୟ କାମନା କରି ପୂଜାର୍ଚ୍ଚନା କରୁଛନ୍ତି। ଏପରିକି କେତେକ ସ୍ଥାନରେ ହୋମ ଯଜ୍ଞ କରାଯାଉଛି। ମ୍ୟାଚକୁ…

IND vs AUS: ଅଷ୍ଟ୍ରେଲିଆ ସହ ସେମିଫାଇନାଲ ପୂର୍ବରୁ ଶ୍ରେୟସ ଆୟରଙ୍କ ବଡ଼ ବୟାନ, କହିଲେ ବଞ୍ଚାଇବାକୁ କେହି ଆସିବେନି…

ନୂଆଦିଲ୍ଲୀ,୪।୩: ନ୍ୟୁଜିଲାଣ୍ଡ ବିପକ୍ଷରେ କଷ୍ଟକର ପରିସ୍ଥିତିରେ ଶ୍ରେୟସ ଆୟର ଏକ ଭଲ ଇନିଂସ ଖେଳିଥିଲେ। ଏହି ବ୍ୟାଟସମ୍ୟାନ ୯୮ ବଲ୍‌ରେ ୭୯ ରନ କରିଥିଲେ। ସେ ତାଙ୍କ ଇନିଂସରେ ୪ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ଏବେ, ଶ୍ରେୟସ ଆୟର…

IND vs AUS: ଚାହିଁଲେ ଭାରତକୁ ଫାଇନାଲରେ ପହଞ୍ଚାଇପାରିବେ ଏହି ୩ ଖେଳାଳି

ନୂଆଦିଲ୍ଲୀ,୪।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ଆଜି ଦୁବାଇରେ ଖେଳାଯିବ। ଏହି ମ୍ୟାଚରେ ଭାରତ ଏବଂ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଗୋଟିଏ ପଟେ ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ସମଗ୍ର ଟୁର୍ନାମେଣ୍ଟରେ ଅପରାଜିତ ରହିଥିବା ବେଳେ ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ମଧ୍ୟ ଏପର୍ଯ୍ୟନ୍ତ…

ଖେଳାଳିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ମାହିରା, କହିଲେ ମୁଁ ସିରାଜଙ୍କୁ…

ମୁମ୍ବାଇ,୪।୩: ବିଗ୍‌ବସ ଫେମ ମାହିରା ଶର୍ମା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଥାଆନ୍ତି। ଗୋଟିଏ ସମୟ ଥିଲା ଯେତେବେଳେ ପାରସ ଛାବ୍ରାଙ୍କ ସହ ତାଙ୍କର ସମ୍ପର୍କ ଏକ ରିଆଲିଟି ଶୋ’ରେ ଆରମ୍ଭ ହୋଇଥିଲା କିନ୍ତୁ ତା’ପରେ ଉଭୟଙ୍କ ବ୍ରେକଅପ…

ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ ଟାଇ ହେଲେ ଫାଇନାଲରେ ପହଞ୍ଚିବ ଏହି ଦଳ, ଜାଣନ୍ତୁ ICCର ନିୟମ

ନୂଆଦିଲ୍ଲୀ,୪।୩: ପୁଣି ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ମହାନ ମ୍ୟାଚ ଖେଳାଯିବ। ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ମ୍ୟାଚ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହେବ। ଟିମ ଇଣ୍ଡିଆ ତିନୋଟି ଗ୍ରୁପ ମ୍ୟାଚ ଖେଳିଥିଲା ଏବଂ ସମସ୍ତ ଜିତିଛି।…

IND vs AUS Semi-Final Live Streaming: ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ସେମିଫାଇନାଲ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଦୁବାଇ,୪।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ ପାଇଁ ଉଭୟ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଭାରତ ଲିଗ ପର୍ଯ୍ୟାୟର ସମସ୍ତ ମ୍ୟାଚ ଜିତି ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି।…

ICC Champions Trophy: ଆଜି ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ

ଦୁବାଇ, ୪ା୩:ଚଳିତ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ମଙ୍ଗଳବାର ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ। ଉଭୟ ଦଳ ସେମାନଙ୍କ ଗ୍ରୁପରେ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଭାରତ ତା’ର ୩ରୁ ୩ ମ୍ୟାଚ ଜିତିଥିବା…

ମଙ୍ଗଳବାର ଦୁବାଇରେ ବର୍ଷା ସମ୍ଭାବନା: ଏମିତି ହେଲେ କିଏ ଜିତିବ ମ୍ୟାଚ, ଜାଣନ୍ତୁ…

ନୂଆଦିଲ୍ଲୀ,୩।୩: ମଙ୍ଗଳବାର ଦୁବାଇର ପାଗ ଖରାପ ହେବାକୁ ଯାଉଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମିଫାଇନାଲ ମ୍ୟାଚ ଖେଳାଯିବାକୁ ଥିବାରୁ ଆମେ ଭାରତୀୟମାନେ ଦୁବାଇର ପାଗକୁ ନେଇ ଚିନ୍ତିତ। ଯଦି ରୋହିତ ଶର୍ମା ଏବଂ ଦଳ ଦୁବାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?