ଖେଳ

ଭର୍ଷ୍ଟାପେନ୍‌ ଜିତିଲେ କାନାଡିଆନ ଗ୍ରାଁପ୍ରି

ମଣ୍ଟ୍ରିଲ, ୨୦ା୬ (ଏପି): ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ କାନାଡିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ତାଙ୍କ କ୍ୟାରିୟରର ମୋଟ ଟାଇଟଲ ସଂଖ୍ୟା ୪୧ରେ ପହଞ୍ଚତ୍ଛି। ଏହାଦ୍ୱାରା ସେ ଆଇର୍ଟନ ସେନାଙ୍କ ସମକକ୍ଷ ହୋଇପାରିଛନ୍ତି। ଚଳିତ ସିଜନରେ...

ମିଟ୍‌ ରେକର୍ଡ ଭାଙ୍ଗିଲେ ଅମ୍ଳାନ

ଭୁବନେଶ୍ୱର, ୨୦ା୬,(ସରୋଜ ଜେନା): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୬୨ ତମ ଜାତୀୟ ଆନ୍ତଃ ରାଜ୍ୟ ଆଥ୍‌ଲେଟିକ ମିଟ୍‌ ସୋମବାର ଉଦ୍‌ଯାପିତ ହୋଇଛି। ପ୍ରତିଯୋଗିତାର ଅନ୍ତିମ ଦିନରେ ୧୯ ଜଣ ଖେଳାଳି ଏସିଆନ୍‌ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମହିଳା...

ଶ୍ରାବଣୀ ନନ୍ଦଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର,୨୦ା୬.(ସରୋଜ ଜେନା): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୬୨ ତମ ଜାତୀୟ ଆନ୍ତଃ ରାଜ୍ୟ ଆଥ୍‌ଲେଟିକ ମିଟ୍‌ରେ ଶ୍ରାବଣୀ ନନ୍ଦଙ୍କୁ ସ୍ବର୍ଣ୍ଣ ପଦକ। ୨୦୦ ମିଟର ମହିଳା ସ୍ପ୍ରିଣ୍ଟରେ ଶ୍ରାବଣୀ ୨୩.୭୭ ସେକେଣ୍ଡର ସମୟ ସହିତ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ...

ଭାରତୀୟ ଫୁଟବଲ ଦଳକୁ ମିଳିଲା ୧ କୋଟି

ଭୁବନେଶ୍ୱର,୨୦ା୬ (ସରୋଜ ଜେନା): କଳିଙ୍ଗ ଷ୍ଟାଡିୟମରେ ଇଣ୍ଟରକଣ୍ଟିନେଣ୍ଟାଲ କପ ଚାମ୍ପିୟନ ଭାରତୀୟ ଦଳକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ରବିବାର ଲେବାନନକୁ ୨-୦ରେ ପରାସ୍ତ କରି ଭାରତ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଏହାପରେ...

ଅଶ୍ୱିନୀ-ତନିଶାଙ୍କୁ ଟାଇଟଲ

ନାଣ୍ଟିସ (ଫ୍ରାନ୍ସ), ୨୦ା୬ (ପି.ଟି.): ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ଯୋଡ଼ି ଅଶ୍ୱିନୀ ପୋନାପ୍ପା ଓ ତନିଶା କ୍ରାଷ୍ଟ୍ରୋ ନାଣ୍ଟିସ ଇଣ୍ଟରନ୍ୟାଶନାଲ ଚ୍ୟାଲେଞ୍ଚ ଟାଇଟଲ ଜିତିଛନ୍ତି। ଫାଇନାଲରେ ସେମାନେ ଚାଇନିଜ ତାଇପେର ହଙ୍ଗ୍‌ ଏନ୍‌ ଜୁ ଓ ଲିନ୍‌ ୟୁ-ପେଙ୍କୁ ୨୧-୧୫,...

ପଦକ ଜିତିବାରେ ଭବାନୀ ଦେବୀ ପ୍ରଥମ

ନୂଆଦିଲ୍ଲୀ, ୨୦ା୬ (ପି.ଟି.): ଅଲିମ୍ପିଆନ ସି.ଏ. ଭବାନୀ ଦେବୀ ଏସିଆନ ଚାମ୍ପିୟନଶିପ୍‌ରେ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଚାଇନାର ଓକ୍ସିଠାରେ ଅନୁଷ୍ଠିତ ଏହି କଣ୍ଟିନେଣ୍ଟାଲ ଇଭେଣ୍ଟର ମହିଳା ସାବ୍ରେ ସେମିଫାଇନାଲରେ ସେ ହାରିଯାଇଛନ୍ତି। ତେବେ ଏସିଆନ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ...

ପଞ୍ଜାବକୁ ହରାଇଲା ଓଡ଼ିଶା

ଭୁବନେଶ୍ୱର,୨୦ା୬, (ବିଜୟ ରଣା): ଚଳିତ ଜାତୀୟ ସିନିୟର ମହିଳା ଫୁଟ୍‌ବଲ ଚାମ୍ପିୟନଶିପ୍‌ ୨୦୨୩ରେ ଓଡ଼ିଶା ଏହାର ତୃତୀୟ ରାଉଣ୍ଡ ମ୍ୟାଚରେ ପଞ୍ଜାବକୁ ୫-୦ ଗୋଲ୍‌ରେ ପରାସ୍ତ କରିଛି। ପଞ୍ଜାବର ଗୁରୁନାନକ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଦଳ ପକ୍ଷରୁ ସତ୍ୟବତୀ...

ଚେନ୍ନାଇ ସୁପର କିଙ୍ଗ୍ସ ସବୁଠାରୁ ଲୋକପ୍ରିୟ ଦଳ

ନୂଆଦିଲ୍ଲୀ, ୧୯।୬: ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲର ଅନ୍ୟତମ ସଫଳ ଦଳ। ଏହା ବ୍ୟତୀତ ଏହି ଟିମ୍‌ର ଫ୍ୟାନ ଫଲୋଇଙ୍ଗ୍‌ ମଧ୍ୟ ଅଧିକ। ଚେନ୍ନାଇ ସୁପର କିଙ୍ଗ୍ସର ସମଗ୍ର ବିଶ୍ୱରେ କୋଟି କୋଟି...

କୋହଲିଙ୍କୁ ପଛରେ ପକାଇ ଶୀର୍ଷରେ ଶୁବମାନ

ନୂଆଦିଲ୍ଲୀ,୧୯।୬: ଭାରତୀୟ ଦଳର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଶୁବମାନ ଗିଲ ଚଳିତ ବର୍ଷ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରୁଥିବା ନଜର ଆସିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଶୁବମାନ ଚଳିତ ବର୍ଷ ଭାରତୀୟ ଦଳ ପାଇଁ ତିନୋଟି ଫର୍ମାଟରେ ଶତାବ୍ଦୀ ଖେଳିଛନ୍ତି। ଏହି...

ଏସିଆନ ଫେସିଂ ଚାମ୍ପିୟନଶିପ: ଭବାନୀ ଦେବୀ ରଚିଲେ ଇତିହାସ,

ନୂଆଦିଲ୍ଲୀ,୧୯।୬: ଭାରତୀୟ ଫେନସର ଭବାନୀ ଦେବୀ ସୋମବାର ଇତିହାସ ସୃଷ୍ଟି କରିଛନ୍ତି। ଚାଇନାର ୱକ୍ସିରେ ଚାଲିଥିବା ଏସୀୟ ଫେନ୍ସିଂ ଚାମ୍ପିୟନଶିପର ମହିଳା ସାବର ପ୍ରତିଯୋଗୀତାରେ ଭବାନୀ ଦେବୀ ବ୍ରୋଞ୍ଜ ପଦକ ଜିତିଛନ୍ତି। ତେବେ ସେମିଫାଇନାଲ ମ୍ୟାଚରେ ଭବାନୀ ଦେବୀଙ୍କୁ ପରାଜୟର...

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ମହମ୍ମଦ ଶାମିଙ୍କୁ ଆରାମ, ହେଲେ ଚେତେଶ୍ୱର ପୂଜାରା…

ନୂଆଦିଲ୍ଲୀ,୧୯।୬: ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨ ଟେଷ୍ଟ ସିରିଜ ଖେଳିବ। ଏଥି ସହିତ, ଇଣ୍ଡିଆ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଡବ୍ଲୁଟିସି ୨୦୨୩-୨୫ର ଏକ ଅଂଶ ହେବ, କିନ୍ତୁ ଏହି ସିରିଜରେ ଟିମ ଇଣ୍ଡିଆର ଖେଳାଳି ୧୧ ଜଣଙ୍କ କ’ଣ ହେବ?...

ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଉପରେ ଏଭଳି କହିଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ,୧୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଟିମ ଇଣ୍ଡିଆ ଲଗାତାର ଦ୍ୱିତୀୟ ଥର ପାଇଁ ଡବ୍ଲ୍ୟୁଟିସି ଫାଇନାଲରେ ପହଞ୍ଚିବାରେ ସଫଳ ହୋଇଥିଲେ ମଧ୍ୟ ଟାଇଟଲ ହାତେଇବାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri