ଖାଲି ପାଦରେ ୧୧ସେକେଣ୍ଡରେ ଶହେ ମିଟର ଅତିକ୍ରମ କରିଥିବା ଧାବକଙ୍କୁ ମିଳିବ ପ୍ରୋତ୍ସାହନ
ଭୋପାଳ,୨୦।୮: ଖେଳାଳୀମାନେ ପ୍ରୋତ୍ସାହନ ପାଇ ନିଜର ଭିନ୍ନ ଭିନ୍ନ ପ୍ରତିଭା ଦେଖାଇ ରାଜ୍ୟ ଓ ଦେଶର ନାଁ କରିଥାନ୍ତି। ତେବେ ଆଜି ବି କିଛି ଏଭଳି ଖେଳାଳୀ ରହିଛନ୍ତି ଯେଉଁମାନେ ପ୍ରତିଭା ସମ୍ପନ୍ନ ହୋଇ ମଧ୍ୟ କୌଣସି କାରଣ ବଶତଃ ଲୋକଲୋଚନକୁ…
ତିକ୍ତତା ଭିତରେ ଆଜି ଭାରତର ଜ୍ୱାଇଁ ହେବେ ପାକିସ୍ତାନ କ୍ରିକେଟର ହସନ ଅଲ୍ଲୀ
ଜମ୍ମୁ-କଶ୍ମୀର ବିଭାଜନ ଓ ଧାରା ୩୭୦ର ଉଚ୍ଛେଦ ନେଇ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ବଢିବାରେ ଲାଗିଛି। ଏସବୁ ଭିତରେ ଉଭୟ ଦେଶର ଲୋକଙ୍କ ପାଇଁ ଏକ ଖୁସି ଖବର ରହିଛି। ପାକିସ୍ତାନର ଦମଦାର ବୋଲର୍ ହସନ ଅଲ୍ଲୀ ମଙ୍ଗଳବାର ଭାରତର…
ପୂର୍ବ କ୍ରିକେଟରଙ୍କ ବିବାଦୀୟ ବୟାନ: ଆମ ପାଖରେ ପରମାଣୁ ବୋମା ଅଛି ଭାରତକୁ ଧ୍ୱଂସ କରିଦେବୁ
ଶ୍ରୀନଗର, ୨୦।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଠିବା ପରେ ପାକିସ୍ତାନ ବିଚଳିତ ହୋଇପଡିଛି। ପାକିସ୍ତାନ ନେତାଙ୍କଠାରୁ ଆରମ୍ଭ କରି କ୍ରିକେଟରମାନେ ମଧ୍ୟ ଏହାକୁ ନେଇ ବିବାଦୀୟ ବୟାନ୍ ଦେଉଛନ୍ତି। ଶାହିଦ୍ ଆଫ୍ରିଦ୍, ସୋଏବ ଅଖତର ଏବଂ ସରଫରାଜ ଅହମ୍ମଦଙ୍କ ପରେ ଏବେ…
ହନୁମା, ରାହାନେଙ୍କ ଅର୍ଦ୍ଧଶତକ, ମ୍ୟାଚ ଡ୍ର
ଆଣ୍ଟିଗୁଆ,୨୦।୮- ସ୍ଥାନୀୟ କୁଲିଜ କ୍ରିକେଟ ଗ୍ରାଉଣ୍ଡରେ ସୋମବାର ଶେଷ ହୋଇଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ ‘ଏ’ ୩ ଦିନିଆ ଅଭ୍ୟାସ ମ୍ୟାଚ୍ ଅମୀମାଂସିତଭାବେ ଶେଷ ହୋଇଛି। ମ୍ୟାଚର ଅନ୍ତିମ ଦିବସରେ ଅର୍ଦ୍ଧଶତକ ହାସଲ କରିଥିଲେ ଭାରତର ହନୁମା ବିହାରୀ ଓ ଅଜିଙ୍କ୍ୟ ରାହାନେ। ଉଭୟଙ୍କ…
ଜାତୀୟ ଜୁନିୟର ମହିଳା ହକି କ୍ୟାମ୍ପ୍ରେ ଓଡ଼ିଶାରୁ ୩
ନୂଆଦିଲ୍ଲୀ, ୨୦।୮ (ପି.ଟି.)- ଚଳିତ ବର୍ଷ ଶେଷ ଭାଗରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ତ୍ରି-ରାଷ୍ଟ୍ରୀୟ ଜୁନିୟର ମହିଳା ହକି ପ୍ରତିଯୋଗିତା ପାଇଁ ସୋମବାର ୩୩ ଜଣିଆ ସମ୍ଭାବ୍ୟ ଭାରତୀୟ ଦଳ ଘୋଷଣା କରାଯାଇଛି। ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଥିବା ଏହି…
ପ୍ରୋ-କବାଡ଼ି ଲିଗ୍ :ୟୁ ମୁମ୍ବାକୁ ହରାଇଲା ଷ୍ଟିଲର୍ସ
ଚେନ୍ନାଇ, ୨୦।୮- ପ୍ରୋ-କବାଡ଼ି ଲିଗ୍ (ପିକେଏଲ୍)ରେ ସୋମବାର ଅନୁଷ୍ଠିତ ୨ଟି ମ୍ୟାଚ୍ରେ ଯଥାକ୍ରମେ ହରିୟାଣା ଷ୍ଟିଲର୍ସ ଓ ୟୁପି ଯୋଦ୍ଧା ବିଜୟୀ ହୋଇଛନ୍ତି। ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ହରିୟାଣା ୩୦-୨୭ ପଏଣ୍ଟରେ ୟୁ ମୁମ୍ବାକୁ ପରାସ୍ତ…
ସାକ୍ଷୀ ମଲିକଙ୍କୁ ନୋଟିସ
ନୂଆଦିଲ୍ଲୀ, ୨୦ା୮(ପି.ଟି.)-ବିନା ଅନୁମତିରେ ଜାତୀୟ କ୍ୟାମ୍ପ ଛାଡ଼ି ଚାଲିଯାଇଥିବାରୁ ରେସ୍ଲିଂ ଫେଡେରେଶନ ଅଫ୍ ଇଣ୍ଡିଆ (ଡବ୍ଲ୍ୟୁଏଫ୍ଆଇ) ଅଲିମ୍ପିକ ପଦକ ବିଜୟିନୀ ସାକ୍ଷୀ ମଲିକଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଛି। ସମାନ ଦୋଷ ପାଇଁ ଅନ୍ୟ ୨୫ଜଣ ଶିବିରାର୍ଥୀଙ୍କୁ ବହିଷ୍କାର…
ଜାତୀୟ ସିନିୟର ରୋଲବଲ ଚାମ୍ପିୟନଶିପ୍ ଓଡ଼ିଶା ଦଳ ଘୋଷଣା
ଭୁବନେଶ୍ୱର, ୨୦।୮(କ୍ରୀଡ଼ା ପ୍ରତିନିଧି)- ଗୁଜରାଟର ସୁରଟଠାରେ ୧୬ତମ ଜାତୀୟ ସିନିୟର ରୋଲବଲ ଚାମ୍ପିୟନଶିପ୍ ଚଳିତମାସ ୨୧ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ରୋଲବଲ ଆସୋସିଏଶନ(ଓଆରବିଏ) ପକ୍ଷରୁ ସୋମବାର ଓଡ଼ିଶା(ପୁରୁଷ) ଦଳ ଘୋଷଣା କରାଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ଜିଲାର…
ଭାରତ ‘ଏ’-ଦକ୍ଷିଣ ଆଫ୍ରିକା ‘ଏ’ ଦିନିକିଆ ସିରିଜ : ମନୀଷ, ଆୟାର ଅଧିନାୟକ
ମୁମ୍ବାଇ, ୨୦ା୮(ପି.ଟି.)- ଚଳିତମାସ ୨୯ ତାରିଖରେ ଥିରୁଭାନନ୍ତପୁରମଠାରେ ଭାରତ‘ଏ’-ଦକ୍ଷିଣ ଆଫ୍ରିକା ‘ଏ’ ଦିନିକିଆ କ୍ରିକେଟ ସିରିଜ ଆରମ୍ଭ ହେବ। ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ୩ଟି ମ୍ୟାଚରେ ମନୀଷ ପାଣ୍ଡେ ଭାରତ‘ଏ’ର ଅଧିନାୟକ ରହିବେ। ପରବର୍ତ୍ତୀ ୨ଟି ମ୍ୟାଚରେ ଶ୍ରେୟାସ…
ଓ୍ୱାର୍ଲ୍ଡ ଜୁନିୟର ଟ୍ରାକ୍ ସାଇକ୍ଲିଂ ଚାମ୍ପିୟନଶିପ୍: ଭାରତର ଶ୍ରେଷ୍ଠ ପ୍ରଦର୍ଶନ
ନୂଆଦିଲ୍ଲୀ, ୧୯ା୮ (ପି.ଟି.)- ଓ୍ୱାର୍ଲ୍ଡ ଜୁନିୟର ଟ୍ରାକ୍ ଚାମ୍ପିୟନଶିପ୍ରେ ଭାରତର ଇସୋ ଆଲ୍ବେନ୍ ଦୁଇଟି ପଦକ ଜିତିଛନ୍ତି। ଫଳରେ କୌଣସି ଏକ ଗ୍ଲୋବାଲ ଇଭେଣ୍ଟରେ ଭାରତ ଏହାର ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ…
ମ୍ୟାଚ ଭେନ୍ୟୁ ସ୍ଥାନାନ୍ତର ପ୍ରସଙ୍ଗ, ଏଆଇଟିଏ-ଆଇଟିଏଫ୍ ଆଲୋଚନା ଘୁଞ୍ଚିଲା
ନୂଆଦିଲ୍ଲୀ, ୧୯ା୮ (ପି.ଟି.)-ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳଯିବାକୁଥିବା ଡେଭିସ୍ କପ୍ ମ୍ୟାଚକୁ ନେଇ ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ) ଏବଂ ଅନ୍ତର୍ଜାତୀୟ ଟେନିସ ମହାସଂଘ (ଆଇଟିଏଫ୍)ର ସୁରକ୍ଷା ପରାମର୍ଶଦାତାଙ୍କ ମଧ୍ୟରେ ଆଲୋଚନା ସୋମବାର ହୋଇନାହିଁ। ଏହାକୁ ମଙ୍ଗଳବାର ଘୁଞ୍ଚାଇ ଦିଆଯାଇଛି।…
ପ୍ରଜନେଶଙ୍କ ବିଜୟ ଅଭିଯାନ
ନର୍ଥ କାରୋଲିନା,୧୯।୮(ପିଟି): ଦେଶର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ଏଠାରେ ଚାଲିଥିବା ଓ୍ବିନଷ୍ଟନ ସାଲେମ ଓପନ ଏଟିପ ଟୁର୍ନାମେଣ୍ଟରେ ବିଜୟ ସହ ଆରମ୍ଭ କରିଛନ୍ତି। ସେ ପ୍ରଥମ ରାଉଣ୍ଡରେ କେଡ୍ରିକ ମାର୍ସେଲ ଷ୍ଟିବଙ୍କୁ ହରାଇଛନ୍ତି। ବିଶ୍ୱର ୮୯ତମ…

