ଖେଳ

ନିରପେକ୍ଷ ଭେନ୍ୟୁ ପ୍ରସ୍ତାବକୁ ପିସିବିର ଆଗ୍ରାହ୍ୟ

ଲାହୋର,୧୩।୯: ଶ୍ରୀଲଙ୍କା ଦଳର ସୀମିତ ଓଭର କ୍ରିକେଟ ସିରିଜ୍‌ ପାଇଁ ପାକିସ୍ତାନ ଗସ୍ତ ନେଇ ଅନିଶ୍ଚିତତା ଜାରି ରହିଛି। ଏହି ସିରିଜ୍‌କୁ କୌଣସି ନିରପେକ୍ଷ ଭେନ୍ୟୁରେ ଆୟୋଜନ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଗ୍ରାହ୍ୟ କରିଦେଇଛି।…

ଷ୍ଟ୍ରସ ଇସିବି କ୍ରିକେଟ କମିଟି ମୁଖ୍ୟ

ଲଣ୍ଡନ,୧୩।୯(ଏଏଫ୍‌ପି): ପୂର୍ବତନ ଇଂଲଣ୍ଡ ଅଧିନାୟକ ଆଣ୍ଡ୍ରେୁ ଷ୍ଟ୍ରସ ପୁଣି ଥରେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) କ୍ରିକେଟ କମିଟି ଅଧ୍ୟକ୍ଷ ପଦକୁ ଫେରିଛନ୍ତି। ମଙ୍ଗଳବାର ଇଂଲଣ୍ଡର ସବୁଠୁ ବଡ଼ ନାଗରିକ ସମ୍ମାନ ନାଇଟଉଡ୍‌ ପାଇଥିବା ୪୨ ବର୍ଷୀୟ ପୂର୍ବତନ…

ହଂକଂ ଓପନ ବାତିଲ

ହଂକଂ,୧୩।୯(ଏଏଫ୍‌ପି) : ହଂକଂର ଅନ୍ୟତମ ସମ୍ମାନଜନକ କ୍ରୀଡ଼ା ଭିତ୍ତିକ ଇଭେଣ୍ଟ ସହରରେ ଚାଲିଥିବା ବଡ଼ ଧରଣର ବିକ୍ଷୋଭର ଶିକାର ହୋଇଛି। ପୂର୍ବରୁ ସମାନ କାରଣ ଯୋଗୁ ବହୁ ଇଭେଣ୍ଟ ବାତିଲ ହୋଇସାରିଛି। ଡବ୍ଲ୍ୟୁଟିଏ ହଂକଂ ଓପନ ମହିଳା ଟେନିସ ଟୁର୍ନାମେଣ୍ଟର ଆୟୋଜକମାନେ…

ନୂଆ ଉପାୟରେ ଗ୍ରୀଷ୍ମ ପ୍ରବାହକୁ ରୋକିବେ ଟୋକିଓ ଅଲିମ୍ପିକ୍ସ ଆୟୋଜକ

ଟୋକିଓ,୧୩।୯(ଏଏଫ୍‌ପି) : ଟୋକିଓ ୨୦୨୦ ଅଲିମ୍ପିକ୍ସ ଆୟୋଜକମାନେ ଇଭେଣ୍ଟବେଳେ ଗ୍ରୀଷ୍ମ ପ୍ରବାହକୁ ରୋକିବା ପାଇଁ କୃତ୍ରିମ ବରଫ ବର୍ଷା କରାଇବା ପାଇଁ ଯୋଜନା କରିଛନ୍ତି। କନୋଇଂ ଟେଷ୍ଟ ଇଭେଣ୍ଟରେ ବରଫ ବର୍ଷା ପରୀକ୍ଷା କରାଯାଇଛି। ଗତ କିଛି ସପ୍ତାହ ହେଲା ଦେଶରେ…

ରସେଲଙ୍କ ମୁଣ୍ଡରେ ବାଜିଲା ବଲ

କିଙ୍ଗ୍‌ଷ୍ଟନ,୧୩।୯: ଚଳିତ କାରିବିଅନ ଲିଗ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଆନ୍ଧ୍ରେ ରସେଲଙ୍କ ହେଲ୍‌ମେଟ୍‌ରେ ବଲ ବାଜିଛି। ସେଣ୍ଟ ଲୁସିଆ ଜୁକ୍ସ ଦଳର ପେସର ହାର୍ଡୁସ ଭିଜୋଏନ୍‌ଙ୍କ ବାଉନ୍ସରକୁ ଜମାଇକା ତାଲାଓ୍ବାସ ପକ୍ଷରୁ ଖେଳୁଥିବା ରସେଲ ପୁଲ୍‌ ଶଟ ଖେଳିବାକୁ…

ଟେଷ୍ଟ କ୍ରିକେଟରେ ରେକର୍ଡ ଭାଗୀଦାରି

ଟେଷ୍ଟ କ୍ରିକେଟରେ ଏମିତି ଏକ ରେକର୍ଡ ଅଛି, ଯାହା ପ୍ରାୟ ପ୍ରଶଂସକଙ୍କୁ ଜଣା ନ ଥିବ। ଟେଷ୍ଟରେ ଯେକୌଣସି ଉଇକେଟ ପାଇଁ ସର୍ବାଧିକ ଭାଗୀଦାରିର ରେକର୍ଡ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ମାହେଲା ଜୟବର୍ଦ୍ଧନେ ଓ କୁମାର ସଙ୍ଗକାରାଙ୍କ ନାମରେ ରହିଛି। ଦୁହେଁ…

୧୪୦ କିଲୋ ଓଜନର ଖେଳାଳି ପଡିଆରେ କଲେ କମାଲ୍‌

ଜାମାଇକା,୧୩।୯: କାରାବିଆନ୍‌ ପ୍ରିମିୟର୍‌ ଲିଗ୍‌ରେ କମାଲ୍‌ କରିଛନ୍ତି ୧୪୦ କିଲୋ ଓଜନର ଖେଳାଳି। ଲିଗ୍‌ର ଏକ ମ୍ୟାଚ୍‌ରେ ଜାମାଇକା ତଲାଓ୍ବାହସ ଏବଂ ସେଣ୍ଟ୍‌ ଲୁସିଆ ଜୁକ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ର ସବୁଠୁ ବଡ ଆକର୍ଷଣ ଥିଲେ ୧୪୦ କିଲୋ ଓଜନର…

ଧୋନୀଙ୍କ ଅବସରକୁ ନେଇ ମୁହଁ ଖୋଲିଲେ ସ୍ତ୍ରୀ ସାକ୍ଷୀ

ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ଏକ ଟୁଇଟ୍‌ କରିଥିଲେ। ଯାହାକୁ ନେଇ ସୋସିଆଲ ମିଡିଆରେ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଉଠିଥିଲା। ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ତାଙ୍କ ସ୍ତ୍ରୀ ସାକ୍ଷୀ। ଏହା କେବଳ ଗୁଜବ…

ଭାବୁକ ହେଲେ କୋହଲି, ସମ୍ଭାଳିଲେ ଅନୁଷ୍କା

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାଁ ବଦଳି ଅରୁଣ ଜେଟଲୀ ଷ୍ଟାଡିୟମ ହୋଇଛି। ଏହାସହ ଷ୍ଟାଡିୟମର ଏକ ଷ୍ଟାଣ୍ଡକୁ ଭାରତୀୟ କ୍ରିକେଟ ଟିମ କ୍ୟାପଟେନ ବିରାଟ କୋହଲିଙ୍କ ନାଁରେ ନାମିତ କରାଯାଇଛି। ଜବାହାରଲାଲ ନେହରୁ ଷ୍ଟାଡିୟମରେ ହୋଇଥିବା ଏହି…

କାନାଡାର ପ୍ରଥମ ବିଜେତା

ଫାଇନାଲରେ ସେରେନାଙ୍କୁ ହରାଇ କାନାଡ଼ାର ବାଏଙ୍କା ଆଣ୍ଡ୍ରେସ୍କୁ ୟୁଏସ୍‌ ଓପନ୍‌ ଟାଇଟଲ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାତ୍ର ୧୯ ବର୍ଷ ବୟସରେ କାନାଡ଼ା ପାଇଁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବାରୁ ବିଶ୍ୱ ଟେନିସ୍‌ରେ ଆଣ୍ଡ୍ରେସ୍କୁଙ୍କ ଭବିଷ୍ୟତ…

ଫ୍ରିଡମ୍‌ ଟ୍ରଫି ପାଇଁ ଲଢ଼େଇ

ଫ୍ରିଡମ୍‌ ଟ୍ରଫି ଟେଷ୍ଟ ସିରିଜ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଦଳ ଫାଫ ଡୁପ୍ଲେସିସ୍‌ଙ୍କ ନେତୃତ୍ୱରେ ଭାରତ ଗସ୍ତରେ ଆସୁଛି। ଗତବର୍ଷ ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ଏହି ଗସ୍ତରେ ଯାଇ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୩ଟି…

ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ

ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ ଟେନିସ୍‌ ଶେଷ ହୋଇଛି। ଟୁର୍ନାମେଣ୍ଟର ଏହି ୧୩୯ତମ ସଂସ୍କରଣରେ ସ୍ପେନର ରାଫାଲ ନାଡାଲ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ପରାସ୍ତ ହୋଇ ସେରେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?