ଡେଭିସ୍ କପ୍ ଭେନ୍ୟୁ ସ୍ଥାନାନ୍ତର ପ୍ରସଙ୍ଗ: ଆଇଟିଏଫ୍ ନିଷ୍ପତ୍ତିକୁ ପାକିସ୍ତାନର ଚ୍ୟାଲେଞ୍ଜ୍
କରାଚି,୧୧।୧୧(ପି.ଟି.)- ଭାରତ ବିପକ୍ଷ ଡେଭିସ କପ୍ ଟାଇ ସ୍ଥାନାନ୍ତର ନିଷ୍ପତ୍ତି ବିରୋଧରେ ପାକିସ୍ତାନ ଚ୍ୟାଲେଞ୍ଜ୍ କରିଛି। ଡେଭିସ୍ କପ୍ ପ୍ରଥମେ ପାକିସ୍ତାନ ରାଜଧାନୀ ଇସ୍ଲାମାବାଦରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ସୁରକ୍ଷା ତଥା ନିରାପତ୍ତା କାରଣରୁ ଏହି ଟାଇକୁ ନିରପେକ୍ଷ…
ବୁଲା କୁକୁର ସହ ଖେଳିଲେ ବିରୁଷ୍କା
ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ଏବେ ଭୁଟାନରେ ଛୁଟି କାଟୁଛନ୍ତି। ପ୍ରତିଦିନ ଉଭୟଙ୍କ ନୂଆ ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ଅନୁଷ୍କା ନିଜ ଇନଷ୍ଟାଗ୍ରାମରେ ବୁଲା କୁକୁର ସହ ଖେଳୁଥିବା ଫଟୋ ପୋଷ୍ଟ…
ଦ୍ୱିତୀୟ ଟି୨୦: ଭାରତୀୟ ମହିଳା ୧୦ ଉଇକେଟରେ ବିଜୟୀ ଶେଫାଳି, ଦୀପ୍ତିଙ୍କ ଚମତ୍କାର ପ୍ରଦର୍ଶନ
ଗ୍ରସ୍ ଆଇଲେଟ (ସେଣ୍ଟ ଲୁସିଆ)- ଅଫ୍ ସ୍ପିନର ଦୀପ୍ତି ଶର୍ମାଙ୍କ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ (୪-୦-୧୦-୪) ଓ ଟିନଏଜ ବ୍ୟାଟିଂ ସେନସେସନ ଶେଫାଳି ବର୍ମାଙ୍କ ଅପରାଜିତ ଅର୍ଦ୍ଧଶତକ (୬୯ରନ, ୪୪ ବଲ, ୧୦ ଚୌକା, ୨ ଛକା) ବଳରେ ଭାରତୀୟ ମହିଳା…
ଏଟିପି ଫାଇନାଲ୍ସ: ଥିମ୍ଙ୍କଠାରୁ ହାରିଲେ ଫେଡରର
ଲଣ୍ଡନ,୧୧।୧୧(ଏଏଫ୍ପି): ସ୍ଥାନୀୟ ଓ୨ ଏରିନାରେ ରବିବାର ଏଟିପି ଫାଇନାଲ୍ସ ଆରମ୍ଭ ହୋଇଛି। ସେସନ ଶେଷରେ ଆୟୋଜିତ ହେଉଥିବା ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟର ପ୍ରଥମ ଦିବସରେ ସୁଇଜରଲାଣ୍ଡ ଅଭିଜ୍ଞ ଖେଳାଳି ରୋଜର ଫେଡରର ଅଷ୍ଟ୍ରିଆର ଡୋମିନିକ ଥିମଙ୍କଠାରୁ ୭-୫, ୭-୫ ସେଟରେ ପରାସ୍ତ…
୬ ଉଇକେଟ ନେବା ପରେ ଧୋନୀଙ୍କୁ ମନେ ପକାଇଲେ ଦୀପକ ଚହର
ନାଗପୁର, ୧୧।୧୧:ଦୀପକ ଚହରଙ୍କ ମ୍ୟାଜିକ ସ୍ପେଲ ଏବଂ ହ୍ୟାଟ୍ରିକ ସଫଳତା ବଳରେ ଭାରତ ରବିବାର ଅନୁଷ୍ଠିତ ଟି୨୦ କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୩୦ ରନରେ ହରାଇ ଦେଇଛି। ଏହି ମ୍ୟାଚରେ ଦୀପକ ମାତ୍ର ୭ ରନ ଦେଇ ୬ ଉଇକେଟ ନେଇଥିଲେ।…
ସାଙ୍ଗଙ୍କ ସହ ଫାର୍ମ ହାଉସରେ ସମୟ ବିତାଇଲେ ଧୋନୀ
ରାଞ୍ଚତ୍, ୧୧।୧୧- କ୍ରିକେଟ୍ରୁ ଦୂରେଇ ରହିଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ମଧ୍ୟରେ ରହିଛି। ତେବେ ଧୋନୀ ଏହି ସମୟକୁ ବିଭିନ୍ନ କାର୍ଯ୍ୟକଳାପରେ ବ୍ୟସ୍ତ ରଖୁଥିବା ଦେଖିବାକୁ ମିଳୁଛି। ଶନିବାର ପିଲାଦିନର ସାଙ୍ଗଙ୍କ ସହ ଧୋନୀ…
ମୁଁ କୋହଲିଙ୍କ ଭଳି: ଓ୍ବାର୍ନରଙ୍କ ଝିଅ
ସିଡ୍ନୀ,୧୧।୧୧(ପି.ଟି.)- ମୁଁ ବିରାଟ କୋହଲିଙ୍କ ଭଳି। ଏକଥା କହିଛନ୍ତି ଅଷ୍ଟ୍ରେଲିଆ ଧୂଅଁାଧାର ଓପନର ଡେଭିଡ ଓ୍ବାର୍ନରଙ୍କ ଝିଅ ଇଭି ମାଏ। ବାପା ଡେଭିଡ୍ ଓ୍ବାର୍ନରଙ୍କ ସହ ଘରେ କ୍ରିକେଟ ଖେଳିବା ବେଳେ ଇଭି ଏହି କଥା କହିଛନ୍ତି। ଓ୍ବାର୍ନରଙ୍କ ସ୍ତ୍ରୀ କଣ୍ଡାଇସ୍…
ସନ୍ଦୀପ ମେମୋରିଆଲ ଚେସ୍: ବୈଭବଙ୍କୁ ଟାଇଟଲ
ଭୁବନେଶ୍ୱର, ୧୧।୧୧(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱର ଚେସ୍ ଆସୋସିଏଶନ ଆନୁକୂଲ୍ୟରେ ସନ୍ଦିପ ମହାନ୍ତି ମେମୋରିଆଲ ଓପନ ଚେସ୍ ଚାମ୍ପିୟନଶିପ୍ ୯ ଓ ୧୦ ତାରିଖ ଦୁଇଦିନଧରି ଏଠାରେ ଅନୁଷ୍ଠିତ ହୋଇ ଯାଇଛି। ୯ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ବୈଭବ ମିଶ୍ର ୮.୫ ପଏଣ୍ଟ…
ପୂର୍ବାଞ୍ଚଳ ଟେନିସ କ୍ରିକେଟ: ଓଡ଼ିଶା ଚାମ୍ପିୟନ
ଭୁବନେଶ୍ୱର, ୧୧।୧୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଟେନିସ କ୍ରିକେଟ ଆସୋସିଏଶନ (ଓଏସଟିସିଏ) ଆନୁକୂଲ୍ୟରେ ପୂର୍ବାଞ୍ଚଳ ଟେନିସ କ୍ରିକେଟ ଚାମ୍ପିୟନଶିପ୍ର ୩ୟ ସଂସ୍କରଣ ନହରକଣ୍ଟାସ୍ଥିତ ଶ୍ରୀ ଜୟଦେବ କଲେଜ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ପଶ୍ଚିମବଙ୍ଗକୁ ୬…
ଶରଣକୁଳ ସର୍ବଭାରତୀୟ ଫୁଟବଲ୍: ସୁନାବେଡ଼ାକୁ ହରାଇ ମଧ୍ୟପ୍ରଦେଶ ଚାମ୍ପିୟନ୍
ନୟାଗଡ଼ ଅଫିସ,୧୧।୧୧- ନୟାଗଡ଼ ଜିଲା ଶରଣକୁଳ ଲଡ଼ୁକେଶ ଆଥ୍ଲେଟିକ ଆସୋସିଏଶନ ଆନୁକୁଲ୍ୟରେ ଅନୁଷ୍ଠିତ ୬୦ତମ ସର୍ବଭାରତୀୟ ଫୁଟବଲ୍ ଟୁର୍ନାମେଣ୍ଟରେ ମଧ୍ୟପ୍ରଦେଶର ରତଲାମ୍ ସିଟି ଫୁଟବଲ୍ କ୍ଲବ ଚାମ୍ପିୟନ ହୋଇଛି। ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆଠାରେ ରବିବାର ଖେଳାଯାଇଥିବା ଫାଇନାଲରେ ମଧ୍ୟ ପ୍ରଦେଶ…
ଦୀପକ ଚହରଙ୍କ ହ୍ୟାଟ୍ରିକ
ନାଗପୁର, ୧୧।୧୧- ଲୋକେଶ ରାହୁଲ ଓ ଶ୍ରେୟାସ ଆୟାରଙ୍କ ଅର୍ଦ୍ଧଶତକ ପରେ ଦୀପକ ଚହରଙ୍କ ମ୍ୟାଜିକ୍ ସ୍ପେଲ୍ ଏବଂ ହ୍ୟାଟ୍ରିକ ସଫଳତା ବଳରେ ଭାରତ ରବିବାର ଅନୁଷ୍ଠିତ ଟି୨୦ କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୩୦ ରନରେ ହରାଇ ଦେଇଛି। ଭାରତ ପକ୍ଷରୁ…
ଟି୨୦ ସିରିଜ ଜିତିଲା ଭାରତ
ନାଗପୁର, ୧୧।୧୧(ପି.ଟି.)- ବାଂଲାଦେଶ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ରେ ଭାରତ ୩୦ ରନରେ ବିଜୟୀ ହୋଇଛି। ଫଳରେ ୩ ମ୍ୟାଚ ବିଶିଷ୍ଟ ଏହି ସିରିଜକୁ ଭାରତ ୨-୧ରେ ହାତେଇ ନେଇଛି। ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ରବିବାର…

