ହନିମୁନ ଯାଇପାରିବେନି କ୍ରିକେଟର୍ ମନୀଷ ପାଣ୍ଡେ, ଜାଣନ୍ତୁ କାହିଁକି
କ୍ରିକେଟର୍ ମନୀଷ ପାଣ୍ଡେ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ନିଜ ପ୍ରେମିକା ତଥା ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କୁ ବିବାହ କରିଛନ୍ତି। ମୁମ୍ବାଇର ଏକ ଗ୍ରାଣ୍ଡ୍ ହୋଟେଲରେ ଉଭୟ ବିବାହ ସମ୍ପନ୍ନ ହୋଇଛି। ବିବାହ ସରିବା ମାତ୍ରେ ମନୀଷ ବୁଧବାର ଦିନ…
ଆଇପିଏଲ୍-୧୩: ନିଲାମୀରେ ୭୧୩ ଭାରତୀୟ, ୨୫୮ ବିଦେଶୀ
ନୂଆଦିଲ୍ଲୀ, ୩।୧୨ (ପି.ଟି.)- ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍ ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଆଗାମୀ ୨୦୨୦ ତଥା ତ୍ରୟୋଦଶ ସଂସ୍କରଣ ଲାଗି ମୋଟ୍ ୯୭୧ ଜଣ ଖେଳାଳି ନିଲାମୀରେ ସ୍ଥାନ ପାଇଛନ୍ତି। ଯେଉଁଥିରେ ୭୧୩ ଜଣ ଭାରତୀୟ…
ଚଣ୍ଡିଗଡ଼ ନାମରେ କିର୍ତ୍ତୀମାନ
କୋଲକାତା, ୩।୧୨- ସ୍ଥାନୀୟ ଯାଦବପୁର ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଅନୁଷ୍ଠିତ କୁଚ୍ ବିହାର ଟ୍ରଫି (୧୯ ବର୍ଷରୁ କମ୍)ର ଏକ ମ୍ୟାଚ୍ରେ ଚଣ୍ଡିଗଡ଼ ଏକ ଇନିଂସ ଓ ୬୦୩ ରନରେ ମିଜୋରାମକୁ ପରାସ୍ତ କରିଛି। ଫଳରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)…
ରୁଟ୍ଙ୍କ ଦ୍ୱିଶତକ: ଇଂଲଣ୍ଡ ଅଗ୍ରଣୀ
ହାମିଲଟନ,୩।୧୨(ଏଏଫପି)- ଅଧିନାୟକ ଜୋ ରୁଟଙ୍କ ଦ୍ୱିଶତକ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ୧୦୧ ରନ୍ର ଇନିଂସ ଅଗ୍ରଣୀ ହାସଲ କରିଛି। ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ୩୭୫ ରନ ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ୪୭୬…
ଅଷ୍ଟ୍ରେଲିଆ ସିରିଜ ବିଜୟୀ
ଆଡିଲେଡ, ୩।୧୨- ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ (ଦିବାରାତ୍ର) କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ଏକ ଇନିଂସ ୪୮ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଏଥିସହ ଅଷ୍ଟ୍ରେଲିଆ ୨ ମ୍ୟାଚ ବିଶିଷ୍ଟ ସିରିଜକୁ କ୍ଲିନ୍ ସୁଇପ୍ କରିଛି। ଅର୍ଦ୍ଧଶତକ ହାସଲକାରୀ ଶାନ…
ସଡ଼କ ସୁରକ୍ଷାକୁ ବ୍ଲେକ୍ଙ୍କ ଗୁରୁତ୍ୱ
ମୁମ୍ବାଇ, ୩।୧୨- ”ଭାରତକୁ ଆସିଥିବାରୁ ମୁଁ ବହୁତ ଖୁସି। ତେବେ ଏଠାରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ୧୫୦,୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଜାଣି ବହୁତ ଦୁଃଖିତ। ଏହା ଏକ ବଡ଼ ସଂଖ୍ୟା। ଆମେ ଏପରି ଭାବରେ ଜୀବନ ହରେଇବା ଠିକ୍…
କନ୍ଟାକ୍ଟ ଲେନ୍ସ ହଜି ଯିବାରୁ ଗୋଟିଏ ଆଖିରେ ଖେଳିଲେ ଗୋଲକିପର
ଲଣ୍ଡନ,୨।୧୨- ବୁଣ୍ଡେସ୍ଲିଗା ଚାମ୍ପିୟନ ବାୟର୍ନ ମ୍ୟୁନିକକୁ ୧-୨ ଗୋଲରେ ହରାଇଥିବା ବାୟର ଲେଭରକୁସେନ ଦଳ ପାଇଁ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ଗୋଲକିପର ଲୁକାସ ହରାଡେକି। ୟୁନାଇଟେଡ ଦଳ ପାଇଁ ଲିଓନ ବେଲି ୨୪ତମ ମିନିଟ୍ ଗୋଲ ଦେଇ ମ୍ୟାଚ୍ରେ ଅଗ୍ରଣୀ…
୫୦ ବର୍ଷୀୟ ଖେଳାଳିଙ୍କ ବିଶ୍ୱକପ୍ରେ ଭାଗନେବ ଭାରତ
ନୂଆଦିଲ୍ଲୀ,୨।୧୨(ପି.ଟି.)- ଆସନ୍ତାବର୍ଷ ମାର୍ଚ୍ଚ ୧୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଯାଉଛି ୫୦ ବର୍ଷୀୟ ଖେଳାଳିଙ୍କ କ୍ରିକେଟ ବିଶ୍ୱକପ୍ର ଦ୍ୱିତୀୟ ସଂସ୍କରଣ। ଏହି ଟୁର୍ନାମେଣ୍ଟରେ ପ୍ରଥମ ଥର ପାଇଁ ଭାରତ ଭାଗ ନେବ। ସେହିଭଳି ଓ୍ବେଷ୍ଟଇଣ୍ଡିଜ, ନାମ୍ବିଆ…
ନୂଆ ଇନିଂସ ଆରମ୍ଭ କଲେ ମନୀଷ ପାଣ୍ଡେ
ମୁମ୍ବାଇ,୨।୧୨- ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ସେ ସୋମବାର ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅଶ୍ରିତା ଶେଟ୍ଟିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରବିବାର ରାତି ସୁରଟଠାରେ କର୍ନାଟକ ଦଳକୁ ସୟଦ…
ବାର୍ସିଲୋନାକୁ ଟେବୁଲ ଟପ୍ରେ ପହଞ୍ଚାଇଲେ ମେସି
ମାଡ୍ରିଡ୍,୨।୧୨- ଷ୍ଟାର ଫୁଟବଲର ଲିଓନେଲ ମେସିଙ୍କ ଦମ୍ରେ ବାର୍ସିଲୋନା ଲା ଲିଗା ଲିଗ୍ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍ରେ ବାର୍ସିଲୋନା ୧-୦ ଗୋଲରେ ଆଟଲେଟିକୋ ମାଡ୍ରିଡ୍କୁ ହରାଇ ଦେଇଛି। ଆର୍ଜେଣ୍ଟିନା ଷ୍ଟାର ନିଜ କ୍ୟାରିୟରର ୭୦୧ ତମ…
ଅଷ୍ଟ୍ରେଲିଆ ଦଳରୁ ବାଦ୍ ପଡ଼ିଥିଲେ ବ୍ରାଡମ୍ୟାନ
କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନ କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ୨୦ ବର୍ଷର ଲମ୍ବା କ୍ୟାରିୟରରେ ସେ ୫୨ ଟେଷ୍ଟ ଖେଳି ୬,୯୯୬ ରନ୍ କରିଥିଲେ। ତାଙ୍କ ଆଭରେଜ ଥିଲା ୯୯.୯୪, ଯାହାକି ଅବିଶ୍ୱସନୀୟ। ଏଥିରେ ରହିଥିଲା ୨୯ ଶତକ।…
ଟି୨୦ କ୍ରିକେଟରେ ଇତିହାସ ରଚିଲେ ନେପାଳ ଝିଅ
ପୋଖାରା,୨।୧୨- ନେପାଳର ମହିଳା କ୍ରିକେଟର ଅଞ୍ଜଳୀ ଚାନ୍ଦ ସୋମବାର ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି। ମାଳଦ୍ୱୀପ ବିପକ୍ଷ ମ୍ୟାଚ୍ରେ ସେ ବିନା କୌଣସି ରନ୍ ଦେଇ ୬ ଉଇକେଟ ହାତେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ଏପରି କି ପୁରୁଷମାନଙ୍କ ମଧ୍ୟରେ…

