ଖେଳ

ବାରବାଟୀ ଦିନିକିଆ: ଆଉ ୧୮ଦିନ; ଅନଲାଇନ୍‌ରେ ବିକ୍ରି ହେବ ୮୧୫୦ ଟିକେଟ୍‌

କଟକ ଅଫିସ,୪ା୧୨- ଭାରତ-ଓ୍ବେଷ୍ଟଇଣ୍ଡିଜ ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟ ମ୍ୟାଚ୍‌ ପାଇଁ ଆସନ୍ତା ୫ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନଲାଇନ୍‌ରେ ଟିକେଟ ବିକ୍ରି ହେବ। ଟିକେଟ www.paytm.com ଏବଂ www.insider.inରେ ଉପଲବ୍ଧ ହେବ। ପୂର୍ବରୁ ୯୨୦୦ ଟିକେଟ ଅନଲାଇନରେ ବିକ୍ରି ହେଉଥିବା ବେଳେ…

ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ୍‌: କ୍ୟାରିୟାର ଶ୍ରେଷ୍ଠ ୨୯ତମ ସ୍ଥାନରେ ସୌରଭ

ନୂଆଦିଲ୍ଲୀ,୩।୧୨(ପି.ଟି.)- ମଙ୍ଗଳବାର ପ୍ରକାଶିତ ହୋଇଥିବା ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ତାରକା ବ୍ୟାଡମିଣ୍ଟନ ଖେଳାଳି ସୌରଭ ବର୍ମା ୭ଟି ସ୍ଥାନ ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଠ ୨୯ତମ ସ୍ଥାନ ଅଧିକାର କରିଛନ୍ତି। ଗତ ରବିବାର ସୟଦ ମୋଦି ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ସେ ରନର୍ସଅପ୍‌…

ଓ୍ବିଲିୟମସନ, ଟେଲରଙ୍କ ଶତକ: ଟେଷ୍ଟ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ହାମିଲଟନ,୩।୧୨(ଏଏଫିପି)- ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ଅଭିଜ୍ଞ ରସ୍‌ ଟେଲରଙ୍କ ଲଢ଼ୁଆ ଶତକ ସହାୟତାରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚକୁ ଘରୋଇ ନ୍ୟୁଜିଲାଣ୍ଡ ମଙ୍ଗଳବାର ପଞ୍ଚମ ତଥା ଅନ୍ତିମ ଦିବସରେ ଅମୀମାଂସିତ ରଖିଛି। ଲଞ୍ଚ୍‌ ପରେ ପ୍ରବଳ…

ଦିଲ୍ଲୀ ଫ୍ରାଞ୍ଚାଇଜ ଟ୍ରେନରଙ୍କ ସହ ଟ୍ରେନିଂ ଆରମ୍ଭ କଲେ ବୁମରା

ନୂଆଦିଲ୍ଲୀ,୩।୧୨- ପିଠି ଜନିତ ସମସ୍ୟାରୁ ମୁକୁଳିବା ପରେ ଦିନିକିଆ ଫର୍ମାଟର ନମ୍ବର ଓ୍ବାନ ବୋଲର ଯଶପ୍ରୀତ ବୁମରା ମଙ୍ଗଳବାରଠାରୁ ଟ୍ରେନିଂ ଆରମ୍ଭ କରିଛନ୍ତି। ସେ ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ)ଠାରେ ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ ଟ୍ରେନର ରଜନିକାନ୍ତ ଶିଭାଗନାନମଙ୍କ ତତ୍ତ୍ୱାବଧାନରେ…

ଆର୍ଚରଙ୍କ ବର୍ଣ୍ଣବୈଷମ୍ୟ ଅଭିଯୋଗ: ପୋଲିସକୁ ତଦନ୍ତ ଭାର

ହାମିଲଟନ,୩।୧୨(ଏଏଫ୍‌ପି)- ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟବେଳେ ଜଣେ ଦର୍ଶକ ଭ୍ରମଣକାରୀ ଦଳର ପେସର ଜୋଫ୍ରା ଆର୍ଚରଙ୍କ ପ୍ରତି ବର୍ଣ୍ଣ ବୈଷମ୍ୟ ଭେଦଭାବ କରି କମେଣ୍ଟ କରିଥିଲେ। ଏ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡସି) ଅଫିସିଆଲ ନ୍ୟୁଜିଲାଣ୍ଡ ପୋଲିସକୁ…

ପାକିସ୍ତାନ ଓପନରଙ୍କ କ୍ୟାରିୟରରେ ଯେତିକି ରନ୍‌ କରି ନାହାନ୍ତି, ତାଠୁ ସିରିଜ୍‌ରେ ଅଧିକ ଓ୍ବାର୍ନର

ଆଡିଲେଡ୍‌,୩ା୧୨: ଏଠାରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ଘରୋଇ ଅଷ୍ଟ୍ରେଲିଆ ଦଳ ଏକ ଇନିଂସ ଓ ୪୮ ରନ୍‌ରେ ଜିତି ନେଇଥିଲା। ଏହି ମ୍ୟାଚ୍‌ର ଉଭୟ ଇନିଂସରେ ସମ୍ପୂର୍ଣ୍ଣ ବିଫଳ ହାଇଥିଲେ ପାକିସ୍ତାନ ଓପନର ଇମାମ ଉଲ ହକ୍‌। ପ୍ରଥମ…

ପିଲାବେଳୁ ଶାସ୍ତ୍ରୀୟ ନୃତ୍ୟରେ ଥିଲେ ପାରଙ୍ଗମ, କ୍ରିକେଟରେ କ୍ୟାରିୟର ଗଢି ଭାଙ୍ଗିଲେ ଅନେକ ରେକର୍ଡ

ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ମିତାଲି ରାଜ୍‌ ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ଭାରତରେ ପୁରୁଷ କ୍ରିକେଟରେ ସଚିନ ତେନ୍ଦୁଲକରଙ୍କ ମହାନ ସେହିପରି ମହିଳା କ୍ରିକେଟରେ ମିତାଲିଙ୍କୁ ମଧ୍ୟ ଶ୍ରେଷ୍ଠ କ୍ରିକେଟର ଆଖ୍ୟା ଦିଆଯାଇଛି। ୨୦ ବର୍ଷ…

ମେସିଙ୍କୁ ରେକର୍ଡ ୬ଷ୍ଠ ବାଲୋନ ଡି’ ଅର

ପ୍ୟାରିସ,୩ା୧୨: ଆର୍ଜେଣ୍ଟିନା ଷ୍ଟାର ଲିଓନେଲ ମେସି ସୋମବାର ରେକର୍ଡ ୬ଷ୍ଠ ବାଲୋନ ଡି’ଅର ସମ୍ମାନ ପାଇଛନ୍ତି। ବାର୍ସିଲୋନାକୁ ଲା ଲିଗା ଚାମ୍ପିୟନ କରାଇବା ପରେ ତାଙ୍କ ପ୍ରତିନିଧିତ୍ୱରେ ଜାତୀୟ ଦଳ କୋପା ଆମେରିକା ଟୁର୍ନାମେଣ୍ଟର ୩ୟ ସ୍ଥାନ ଅଧିକାର କରିଥିଲା। ସେ…

ଦ୍ୱିଶତକ ହାସଲ ପରେ କାହିଁକି ଚିକେନ୍‌ ବର୍ଗର ଖାଇଥିଲେ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଯଦିଓ ଏବେ ଶାକାହାରୀ ହୋଇଯାଇଛନ୍ତି, କିନ୍ତୁ ଦେଢବର୍ଷ ପୂର୍ବରୁ ସେ ପ୍ରବଳ ମାଛମାଂସ ଖାଉଥିଲେ। ଏପରିକି ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ଦ୍ୱିଶତକ ହାସଲ ପରେ ସେ ଚକୋଲେଟ୍‌ ସେକ୍‌ ସହ ଚିକେନ୍‌ ବର୍ଗର…

ମିତାଲି ରାଜଙ୍କ ବାୟୋପିକ୍‌ରେ ନଜର ଆସିବେ ତାପସି

ମୁମ୍ବାଇ: ଖେଳ ଦୁନିଆର କେତେଜଣ ବ୍ୟକ୍ତିତ୍ୱଙ୍କୁ ନେଇ ତିଆରି ହେଉଛି ଗୋଟିଏ ପରେ ଗୋଟିଏ ବାୟୋପିକ୍‌। ଏବେ ଭାରତୀୟ ମହିଳା କ୍ରିକେଟର କ୍ୟାପଟେନ୍‌ ମିତାଲି ରାଜଙ୍କ ବାୟୋପିକ୍‌ ନିର୍ମାଣ ହେବାକୁ ଯାଉଛି। ଆଉ ଏଥିରେ ନଜର ଆସିବେ ବଲିଉଡ୍‌ ବିୟୁଟି ତାପସି…

ମହାତ୍ମା ଗାନ୍ଧୀଙ୍କ ବାଣୀ ଶୁଣାଇ ଆଲୋଚକଙ୍କୁ କଡା ଜବାବ ଦେଲେ ଓ୍ବାର୍ଣ୍ଣରଙ୍କ ସ୍ତ୍ରୀ

ଆଡିଲେଡ୍‌,୩।୧୨: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ପାକିସ୍ତାନ ବିପକ୍ଷରେ ଚାଲିଥିବା ପିଙ୍କ ବଲ ଟେଷ୍ଟରେ ୱାର୍ଣ୍ଣର ଅପରାଜିତ ୩୩୫ ରନର ଇନିଂସ ଖେଳି ତାଙ୍କ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ତାଙ୍କ ଟ୍ରିପଲ ଟନ ପାଳି ହେଖି ଷ୍ଟାଡିୟମରେ ଉପସ୍ଥିତ ଥିବା…

ବାୟୋପିକ୍‌ରେ ଏହି ଅଭିନେତାଙ୍କୁ ନିଜ ଚରିତ୍ରରେ ଦେଖିବାକୁ ଚାହାନ୍ତି ଗାଙ୍ଗୁଲି

ବିସିସିଆଇ ଅଧ୍ୟକ୍ଷ ହେବା ପରେ ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚା ଥମୁନି। କ୍ରିକେଟରେ ନୂଆ ନୂଆ ସଂସ୍କାର ଆଣିବା ପାଇଁ ଲାଗିପଡିଛନ୍ତି ଦାଦା। ଏସବୁ ଭିତରେ ଗାଙ୍ଗୁଲିଙ୍କ ବାୟୋପିକ୍‌ ଫିଲ୍ମ ନିର୍ମାଣ ହେବ ବୋଲି ଆଲୋଚନା ଚାଲିଛି। ଏନେଇ ସେ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?