ହୃଦୟ ଜିତିଲା କୈଫଙ୍କ ଭିଡିଓ
ନୂଆଦିଲ୍ଲୀ,୧୩।୧(ପି.ଟି.)- ଦେଶରେ କ୍ରିକେଟ କେବଳ ଏକ କ୍ରୀଡ଼ା ନୁହେଁ, ଏହା ଏକ ଧର୍ମ। ଦେଶର ପ୍ରତ୍ୟେକ ବର୍ଗ, ଜାତି, ଧର୍ମ, ଶ୍ରେଣୀରେ କ୍ରିକେଟ ପ୍ରେମି ରହିଛନ୍ତି। ପ୍ରତ୍ୟେକ ଛୁଆମାନଙ୍କ ଇଚ୍ଛା ଦିନେ ଦେଶ ପାଇଁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିବା। ପୂର୍ବତନ…
କୋହଲିଙ୍କ ନିକଟରେ ସଚିନଙ୍କ ସମକକ୍ଷ ହେବାର ସୁଯୋଗ
ମୁମ୍ବାଇ,୧୩।୧(ପି.ଟି.)- ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମଙ୍ଗଳବାର ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯିବ। ମ୍ୟାଚ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ସଚିନ ତେନ୍ଦୁଲକରଙ୍କ ବରାବର ହେବାର ସୁଯୋଗ ରହିଛି। ଆଉ ଗୋଟିଏ ଶତକ ହାସଲ କଲେ କୋହଲି ନିଜ…
ସର୍ଗିଓ ଅଗୁରୋଙ୍କ ପ୍ରିମିୟର ଲିଗ୍ ରେକର୍ଡ
ଲଣ୍ଡନ,୧୩।୧- ମାଞ୍ଚେଷ୍ଟର ସିଟି ଷ୍ଟ୍ରାଇକର ସର୍ଗିଓ ଅଗୁରୋ ପ୍ରିମିୟର ଲିଗ୍ ଇତିହାସରେ ବିଦେଶୀ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ଗୋଲ କରିଥିବା ଖେଳାଳି ହେବାର ରେକର୍ଡ କରିଛନ୍ତି। ରବିବାର ଆଷ୍ଟାନ ଭିଲା ବିପକ୍ଷରେ ଅନୁଷ୍ଠିତ ମ୍ୟାଚ୍କୁ ୧-୬ ଗୋଲରେ ଜିତିନେଇଥିଲା ମାଞ୍ଚେଷ୍ଟର ସିଟି।…
ସଚିନଙ୍କୁ ‘ଭଗବାନ କୃଷ୍ଣ’ କହି ପ୍ରଶଂସକଙ୍କ ହୃଦୟ ଜିତିଲେ ଏହି କ୍ରିକେଟର୍
ଭାରତର ପୂର୍ବତନ କ୍ରିକେଟର୍ ମହମ୍ମଦ କୈଫ ନିଜ ଟୁଇଟର ଆକାଉଣ୍ଟରେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ କୈଫ୍ ସଚିନଙ୍କ ସହ ନଜର ଆସୁଛନ୍ତି କୈଫ। ଏହାର କ୍ୟାପଶନ୍ରେ ସେ କହିଛନ୍ତି, ‘ଭଗବାନ…
ଆଇପିଏଲ୍ ପାଇଁ ଅଯୋଗ୍ୟ ପ୍ରବୀଣ ତାମ୍ବେ
ମୁମ୍ବାଇ,୧୩।୧- ଭେଟେରାନ ସ୍ପିନର ପ୍ରବୀଣ ତାମ୍ବେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୩ତମ ସଂସ୍କରଣରେ ଖେଳିପାରିବେ ନାହିଁ। ସେ ଦେଶର କୌଣସି ଟୁର୍ନାମେଣ୍ଟରେ ଖେଳିବା ପାଇଁ ଅଯୋଗ୍ୟ। ସେ ବିଦେଶୀ ଲିଗ୍ରେ ଖେଳି ବିସିସିଆଇ ନିୟମ ଭଙ୍ଗ କରିଛନ୍ତି। ଅଫିସିଆଲ ଅବସର…
ସଚିନଙ୍କ ବଡ଼ ପ୍ରଶଂସକ, କିନ୍ତୁ ଧୋନୀଙ୍କ ଭଳି ମାରୁଛନ୍ତି ଛକା
ମୁମ୍ବାଇ,୧୩।୧: ଆସନ୍ତା ଫେବୃୟାରୀ ୨୧ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ବିଶ୍ୱକପ ପାଇଁ ଏକ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ହରମନପ୍ରୀତ କୌରଙ୍କୁ ଏହି ଦଳର ନେତୃତ୍ୱ ପ୍ରଦାନ କରାଯାଇଛି।…
ସୁପର କପ୍ ଜିତିଲା ରିୟଲ ମାଡ୍ରିଡ୍
ଜେଦ୍ଦା,୧୩ା୧ (ଏଏଫ୍ପି)- ଏଠାରେ ଅନୁଷ୍ଠିତ ସୁପର କପ୍ ଫାଇନାଲରେ ରିୟଲ ମାଡ୍ରିଡ୍ ପେନାଲ୍ଟି ଶୁଟ୍ଆଉଟ ଜରିଆରେ ଆଟଲେଟିକୋ ମାଡ୍ରିଡ୍କୁ ହରାଇ ଦେଇଛି। ସୌଦି ଆରବୀୟ ପ୍ରଶଂସକଙ୍କ ସାମ୍ନାରେ ରିୟଲ ମାଡ୍ରିଡ୍ ତା’ର ୧୧ତମ ସ୍ପାନିଶ ସୁପର କପ୍ ଟାଇଟଲ ହାତେଇଛି। ମ୍ୟାଚ…
ବଲିଉଡ୍ ହିରୋଇନଙ୍କ ନାମରେ ଟାଟୁ କରିଥିଲେ କ୍ରିକେଟର
ବଲିଉଡ ହିରୋଇନଙ୍କ ସହ କ୍ରିକେଟରଙ୍କ ନାମ ଯୋଡ଼ା ହେବା କିମ୍ବା ବିବାହ କରିବା କିଛି ନୂଆ କଥା ନୁହେଁ। କିନ୍ତୁ ଏମିତି ଜଣେ କ୍ରିକେଟର ଅଛନ୍ତି, ବଲିଉଡ ଅଭିନେତ୍ରୀଙ୍କ ନାମକୁ ହାତରେ ଟାଟୁ କରିଥିଲେ। ସେହି କ୍ରିକେଟର ହେଉଛନ୍ତି, ଲଣ୍ଡନରେ ପ୍ରତିଷ୍ଠିତ…
ଓ୍ବେଷ୍ଟଇଣ୍ଡିଜ ଟି୨୦ ଦଳକୁ ଫେରିଲେ ବ୍ରାଭୋ
ସେଣ୍ଟ ଜଜର୍ସ,୧୩ା୧ (ଏଏଫ୍ପି)- ଚଳିତ ମାସର ପରବର୍ତ୍ତୀ ଭାଗରେ ହେବାକୁ ଥିବା ଆୟର୍ଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଲାଗି ଘୋଷିତ ୧୩ ଜଣିଆ ଓ୍ବେଷ୍ଟଇଣ୍ଡିଜ ଦଳରେ ଦକ୍ଷ ଅଲରାଉଣ୍ଡର ଡ୍ବେନ ବ୍ରାଭୋଙ୍କୁ ସାମିଲ କରାଯାଇଛି। ଦୀର୍ଘ ୩…
ଦୁର୍ଘଟଣାରେ ନଂ. ୧ ଶଟଲର ମୋମୋତା ଆହତ, ଡ୍ରାଇଭର ମୃତ
କୁଆଲାଲମ୍ପୁର,୧୩ା୧ (ଏଏଫ୍ପି)- ବ୍ୟାଡ୍ମିଣ୍ଟନରେ ବିଶ୍ୱର ନମ୍ବର ଓ୍ବାନ ପୁରୁଷ ସିଙ୍ଗଲ୍ସ ଖେଳାଳି କେଣ୍ଟୋ ମୋମୋତା ମାଲେସିଆ ମାଷ୍ଟର୍ସ ଟାଇଟଲ ଜିତିବାର କିଛି ଘଣ୍ଟା ପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେ ଆହତ ହୋଇଥିବାବେଳେ ତାଙ୍କ ଡ୍ରାଇଭରଙ୍କ ମୃତ୍ୟୁ…
ନ୍ୟୁଜିଲାଣ୍ଡ ଟୁର: ଭାରତ ଏ’ ଦଳରେ ପାଣ୍ଡ୍ୟାଙ୍କ ସ୍ଥାନ ନାହିଁ
ନୂଆଦିଲ୍ଲୀ, ୧୩।୧- ଷ୍ଟାର୍ ଭାରତୀୟ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ ପୁଣିଥରେ ବିଳମ୍ବ ହୋଇଛି। ପିଠି ଯନ୍ତ୍ରଣାଜନିତ ସମସ୍ୟାରୁ ସୁସ୍ଥ ହେବାପରେ ପାଣ୍ଡ୍ୟାଙ୍କୁ ଆଗାମୀ ନ୍ୟୁଜିଲାଣ୍ଡ ଟୁର୍ ଲାଗି ଭାରତ-ଏ ଦଳରେ ସାମିଲ କରାଯାଇଥିଲା। ବରୋଦା ପକ୍ଷରୁ ରଣ୍ଜୀ ଟ୍ରଫି…
ଅଧିନାୟକ ପଦ ଛାଡ଼ିବାକୁ ପ୍ରସ୍ତୁତ ମାଲିଙ୍ଗା
କଲମ୍ବୋ, ୧୩।୧- ନିକଟରେ ଶେଷ ହୋଇଥିବା ଭାରତ ବିପକ୍ଷ ଟି୨୦ ସିରିଜକୁ ୦-୨ରେ ହାରିବା ପରେ ଶ୍ରୀଲଙ୍କା ଅଧିନାୟକ ପଦ ଛାଡ଼ିବାକୁ ଲସିଥ୍ ମାଲିଙ୍ଗା ପ୍ରସ୍ତୁତ ଥିବା କହିଛନ୍ତି। ‘ଟି୨୦ କ୍ରିକେଟ୍ରେ ପ୍ରଭାବ ପକାଇବା ଲାଗି ଶ୍ରୀଲଙ୍କା ଦଳ ପାଖରେ ପର୍ଯ୍ୟାପ୍ତ…
Archives


