‘ପାଠ୍ୟକ୍ରମରେ କ୍ରୀଡ଼ାର ଆବଶ୍ୟକତା ରହିଛି’
ରାଜ୍ୟରେ ଏବେ କ୍ରୀଡ଼ାର ଗୁରୁତ୍ୱ ବହୁପରିମାଣରେ ବଢ଼ି ଯାଇଥିବାବେଳେ ଆପଣ କ୍ରୀଡ଼ା ସହିତ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ଅଛନ୍ତି। ଦୁଇ ବିଭାଗ ମଧ୍ୟରେ କେମିତି ସମନ୍ବୟ ରକ୍ଷା କରୁଛନ୍ତି? ରାଜ୍ୟପାଇଁ ୨ଟି ଯାକ...
ଉଥାପ୍ପାଙ୍କ ଶତକ: କେରଳ ୨୭୬/୩
ଥୁମ୍ବା (କେରଳ), ୯ା୧୨ (ପି.ଟି.)-ଏଠାରେ ସୋମବାର ଆରମ୍ଭ ହୋଇଥିବା ଦିଲ୍ଲୀ ବିପକ୍ଷ ରଣଜୀ ଟ୍ରଫି ଗ୍ରୁପ୍ ଏ’ ମ୍ୟାଚରେ ରବିନ ଉଥାପ୍ପା ଧୈର୍ଯ୍ୟପୂର୍ଣ୍ଣ ଶତକ ହାସଲ କରିଥିବାବେଳେ କେରଳ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୩ ଉଇେକେଟ ବିନିମୟରେ...
ରୁଷିଆକୁ ୪ ବର୍ଷ ବାସନ୍ଦ କଲା ଓ୍ବାଡା
ଲାଉସାନେ, ୯ା୧୨ (ଏପି)-ଆସନ୍ତା ବର୍ଷ ହେବାକୁଥିବା ଟୋକିଓ ଅଲିମ୍ପିକ୍ସରେ ରୁଷିଆ ପତାକା ଉଡ଼ିବ ନାହିଁ କିମ୍ବା ଏହାର ଜାତୀୟ ସଙ୍ଗୀତ ଗାନ ହେବ ନାହିଁ। କେବଳ ସେତିକି ନୁହେଁ ସୋମବାରଠାରୁ ୪ ବର୍ଷ ପର୍ଯ୍ୟନ୍ତ ଅନ୍ୟ ପ୍ରମୁଖ କ୍ରୀଡ଼ା ଇଭେଣ୍ଟରୁ...
ଓ୍ବାସିମ ଜାଫରଙ୍କ ରେକର୍ଡ ୧୫୦ତମ ରଣ୍ଜୀ ମ୍ୟାଚ୍
ବିଜୟଓ୍ବାଡା,୯।୧୨- ଭେଟେରାନ ଓପନର ଓ୍ବାସିମ ଜାଫର ସୋମବାର ରଣଜୀ କ୍ୟାରିୟରର ୧୫୦ ମ୍ୟାଚ୍ରେ ପଦାର୍ପଣ କରିଛନ୍ତି। ଏଠାରେ ଆନ୍ଧ୍ର ପ୍ରଦେଶ ଓ ବିଦର୍ଭ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ଜାଫର ଏହି ସମ୍ମାନଜନକ ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ଜାଫରଙ୍କ ପଛକୁ ସର୍ବାଧିକ...
ଧୋନୀଙ୍କ ୪୦ ଫୁଟ ଉଚ୍ଚତାର ପୋଷ୍ଟର ଲଗାଇଲେ ୧୦ ହଜାର ପ୍ରଶଂସକ
ଥିରୁଭାନନ୍ତପୁରମ୍,୯।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୫ ମାସ ହେବ କ୍ରିକେଟରୁ ଦୂରେଇ ଅଛନ୍ତି। କିନ୍ତୁ ଭାରତ ଖେଳୁଥିବା ପ୍ରତ୍ୟେକ ମ୍ୟାଚ୍ରେ ପ୍ରଶଂସକ ତାଙ୍କୁ ମିସ୍ କରୁଥିବାର ଦେଖାଯାଇଛି। ଷ୍ଟାଡିୟମରେ ଅନେକ ଦର୍ଶକ ପ୍ଲା-କାର୍ଡରେ...
ରୋହିତ-କୋହଲିଙ୍କ ମଧ୍ୟରେ ୧ ରନ୍ର ବ୍ୟବଧାନ
ଥିରୁଭାନନ୍ତପୁରମ,୯।୧୨- ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ସବୁଠୁ ଅଧିକା ରନ୍ କରିଥିବା ବ୍ୟାଟ୍ସମ୍ୟାନ ହେବା ପାଇଁ ଦୀର୍ଘ ଦିନ ହେଲା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ ଜବରଦସ୍ତ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ରବିବାର ଏଠାରେ ଅନୁଷ୍ଠିତ ମ୍ୟାଚ୍ରେ ପୁଣି ରୋହିତଙ୍କୁ...
ବିବାହ ପରେ ସ୍କୁଟିରେ ଗଲେ କ୍ରିକେଟର
ବାଙ୍ଗାଲୋର,୯।୧୨- ଚଳିତ ବିବାହ ସିଜନରେ ଗୋଟିଏ ପରେ ଗୋଟିଏ କ୍ରିକେଟର ବିବାହ କରୁଛନ୍ତି। ନିକଟରେ ମନୀଷ ପାଣ୍ଡେ ଟଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଥିଲେ। ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତାଙ୍କ ସାଥୀ ଖେଳାଳି କ୍ରୀଷ୍ଣପା ଗୋଥମ। ତାଙ୍କ ବିବାହ...
ରଣଜୀ ଗ୍ରାଉଣ୍ଡରେ ପଶିଲା ଶାପ
ନୂଆଦିଲ୍ଲୀ,୯।୧୨- ସୋମବାରଠାରୁ ଚଳିତ ସିଜନର ରଣଜୀ ଟ୍ରଫି ଟୁର୍ନାମେଣ୍ଟ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ହିଁ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଗ୍ରାଉଣ୍ଡରେ ଶାପ ପଶିବା କାରଣରୁ ବିଦର୍ଭ-ଆନ୍ଧ୍ର ପ୍ରଦେଶ ମ୍ୟାଚ୍ ବିଳମ୍ଭରେ ଆରମ୍ଭ ହୋଇଛି।...
ସଞ୍ଜୁ ସାମସନଙ୍କୁ ଚିୟର କଲେ ଥିରୁଭାନନ୍ତପୁରମ ଦର୍ଶକ
ଥିରୁଭାନନ୍ତପୁରମ,୯।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ଉଇକେଟକିପର ସଞ୍ଜୁ ସାମସନଙ୍କୁ ଖେଳିବାକୁ ସୁଯୋଗ ମିଳି ନ ଥିଲା। ମାତ୍ର ଟସ୍ ପଡ଼ିବା ଆଗରୁ ସଞ୍ଜୁ ଗ୍ରାଉଣ୍ଡରେ ଅଭ୍ୟାସ କରୁଥିବାବେଳେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ...
ମହିଳା ଆଥ୍ଲେଟଙ୍କ ଫିଟ୍ନେସରୁ ପ୍ରେରଣା ପାଇଥିଲେ କୋହଲି
ଚେନ୍ନାଇ,୯।୧୨- ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ୱ କ୍ରିକେଟର ଅନ୍ୟତମ ଫିଟ କ୍ରିକେଟର। ମାତ୍ର ଏଭଳି ଫିଟନେସ ହାସଲ କରିବାର ନିଶା ଜଣେ ମହିଳା ଆଥ୍ଲେଟଙ୍କ ଠାରୁ ପ୍ରେରଣା ପାଇଥିଲେ। ଏ ସମ୍ପର୍କରେ ଖୁବ କମ୍ ପ୍ରଶଂସକ ଜାଣିଛନ୍ତି। ଉକ୍ତ...
ସର୍ବଭାରତୀୟ ରେଲଓ୍ବେ ହକିରେ ନିଶାନ ଅମ୍ପାୟର
ଭୁବନେଶ୍ୱର, ୯।୧୨(କ୍ରୀଡ଼ା ପ୍ରତିନିଧି)- ସିକନ୍ଦରାବାଦଠାରେ ଚାଲିଥିବା ସର୍ବଭାରତୀୟ ରେଲଓ୍ବେ ହକି ଟୁର୍ନାମେଣ୍ଟର ଫାଇନାଲରେ କ୍ରମାଗତ ତୃତୀୟ ଥରପାଇଁ ଅମ୍ପାୟରିଂ କରିବାକୁ ଯାଉଛନ୍ତି ଓଡ଼ିଶାର ନିଶାନଜ୍ୟୋତି ମହାନ୍ତି। ସୋମବାର ପ୍ରତିଯୋଗିତାର ଫାଇନାଲ ଆରସିଏଫ ପଞ୍ଜାବ ଓ ନୂଆଦିଲ୍ଲୀର ନର୍ଦର୍ନ ରେଲଓ୍ବେ ମଧ୍ୟରେ...
ସର୍ବଭାରତୀୟ ଫୁଟ୍ବଲ: କେରଳ ଚାମ୍ପିୟନ
ନୟାଗଡ଼ ଅଫିସ,୯ା୧୨- ୭୮୬ ୟୁଥ୍ କ୍ଲବ ସିଦୂରିଆ ଓ ଜିଲା ଆଥ୍ଲେଟିକ ଆସୋସିଏଶନର ମିଳିତ ଆନୁକୁଲ୍ୟରେ ସର୍ବଭାରତୀୟ ନୟାଗଡ଼ କପ୍ ଫୁଟ୍ବଲ ଟୁର୍ନାମେଣ୍ଟର ରବିବାର ଫାଇନାଲ୍ ମ୍ୟାଚ୍ ଟାଟା ଫୁଟବଲ ଏକାଡ଼େମୀ, ଜାମସେଦପୁର ଓ କେରଳ ଇଲେକ୍ଟ୍ରିସିଟି ବୋର୍ଡ଼ ମଧ୍ୟରେ...
Archives


