କାହାକୁ ଦେଇଥିଲେ ଫ୍ଲାଇଂ କିସ୍? ଜଶସ୍ବୀ ନିଜେ ଖୋଲିଲେ ରାଜ୍, କହିଲେ କାହା ପାଇଁ କରିଥିଲେ…
ନୂଆଦିଲ୍ଲୀ,୩।୮: ଇଂଲଣ୍ଡ ବିପକ୍ଷରେ ୫ମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକ ହାସଲ କରିବା ପରେ ଯଶସ୍ବୀ ଜୟସୱାଲ ସେଲିବ୍ରେଶନ ବିଷୟରେ ପ୍ରକାଶ କରିଥିଲେ, ଏହା କାହା ପାଇଁ ଥିଲା। ‘ଦି ଓଭାଲ’ରେ ଶତକ ହାସଲ କରିବା ପରେ ସେ ‘ଫ୍ଲାଇଙ୍ଗ କିସ’…
IPLକୁ ନେଇ ବଡ଼ ସଙ୍କେତ ଦେଲେ ମାହି, କହୁ କହୁ କହିଦେଲେ…
ନୂଆଦିଲ୍ଲୀ,୩।୮: ଚେନ୍ନାଇ ସୁପର କିଙ୍ଗ୍ସର ଗତ IPL ସିଜିନ ବହୁତ ଖରାପ ପ୍ରଦର୍ଶନ କରିଥିଲା। ପ୍ରଥମେ ଋତୁରାଜ ଗାୟକୱାଡ ଏବଂ ତାପରେ ଏମଏସ ଧୋନି ଦଳର ଅଧିନାୟକ ଦାୟିତ୍ୱ ନେଇଥିଲେ କିନ୍ତୁ କିଛି ପରିବର୍ତ୍ତନ ହୋଇନଥିଲା, CSK ପଏଣ୍ଟ ଟେବୁଲର ସବୁଠାରୁ…
ଏହି ଦେଶରେ ଖେଳାଯିବ ୨୦୨୫ ଏସିଆ କପ ମ୍ୟାଚ, ଜାଣନ୍ତୁ କେଉଁଠି ହେବ ଭାରତ-ପାକିସ୍ତାନ ମ୍ୟାଚ
ନୂଆଦିଲ୍ଲୀ,୩।୮: ଏସିଆ କପ ୨୦୨୫ ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏସିଆର ଏହି ସବୁଠାରୁ ବଡ଼ କ୍ରିକେଟ ଟୁର୍ନାମେଣ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟ ପରସ୍ପରକୁ ମୁହାଁମୁହିଁ ହେବାକୁ ଯାଉଛନ୍ତି। କିଛି ଦିନ ପୂର୍ବରୁ ଏସିଆ କପର ସୂଚୀ…
ପଞ୍ଚମ ଟେଷ୍ଟ: ବିଜୟ ଲକ୍ଷ୍ୟରେ ଭାରତ
ଲଣ୍ଡନ,୨ା୮: ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଦଳ ଦୃଢ଼ ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ୨୨୪ ରନ କରିଥିବା ଭାରତ ପ୍ରତିପକ୍ଷ ଇଂଲଣ୍ଡକୁ ୨୪୭ ରନରେ ସୀମିତ ରଖିଥିଲା। ଫଳରେ ୨୩ ରନରେ ପଛୁଆ…
ପରିବାର ସମ୍ମୁଖରେ ଇତିହାସ ରଚିଲେ ଯଶସ୍ବୀ ଜୟସ୍ବାଲ, ଓଭାଲ ମଇଦାନରେ…
ଓଭାଲ,୨।୮: ଭାରତୀୟ ଦଳର ଓପନର ଯଶସ୍ବୀ ଜୟସ୍ବାଲ ଇଂଲଣ୍ଡ ବିପକ୍ଷେ ଓଭାଲ ଟେଷ୍ଟ ମ୍ୟାଚର ଦ୍ବିତୀୟ ଇନିଂସରେ ଏକ ଜବରଦସ୍ତ ଶତକ ହାସଲ କରିଛନ୍ତି। ୧୨୭ ବଲରେ ୧୧ଟି ଚୌକା ଓ ୨ଟି ଛକା ସହାୟତାରେ ସେ ଏହି ଶତକ ପୂରଣ…
ବିବାହ ବିଚ୍ଛେଦ ଘୋଷଣାର ମାସକ ପରେ ପୁଣି ଏକାଠି ସାଇନା-କଶ୍ୟପ
ହାଇଦ୍ରାବାଦ,୨ା୮: ବିବାହ ବିଚ୍ଛେଦ ଘୋଷଣା କରିବାର ପାଖାପାଖି ଏକ ମାସ ପରେ ସାଇନା ନେହ୍ବାଲ ଓ ପାରୁପଲୀ କଶ୍ୟପ ସେମାନଙ୍କ ବିବାହକୁ ଆଉ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୮ରେ ବିବାହ କରିଥିବା ଭାରତୀୟ ବ୍ୟାଡ୍ମିଣ୍ଟନ ଦମ୍ପତି ଗତ ଜୁଲାଇରେ…
ବିମାନବନ୍ଦରରୁ ଓ୍ବାଲର୍ଡ ଚାମ୍ପିୟନ ରିଚାର୍ଡସନ ଗିରଫ
ସିଆଟେଲ,୨ା୮: ୟୁଏସ୍ ଟ୍ରାକ ଓ ଫିଲ୍ଡ ଚାମ୍ପିୟନଶିପ୍ ଆରମ୍ଭ ହେବାର ୪ ଦିନ ପୂର୍ବରୁ ୧୦୦ ମିଟର ଓ୍ବାଲର୍ଡ ଚାମ୍ପିୟନ ଶାକାରି ରିଚାର୍ଡସନଙ୍କୁ ଘରୋଇ ହିଂସା ଲାଗି ସିଆଟେଲ ବିମାନବନ୍ଦରରୁ ଗିରଫ କରାଯାଇଛି। ଗତବର୍ଷ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା…
ଗୋଟିଏ ଓଭର୍ରେ ୪୫ ରନ୍! କ୍ରିକେଟ୍ ପଡ଼ିଆରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ କେମିତି ହେଲା ସମ୍ଭବ
ନୂଆଦିଲ୍ଲୀ,୨।୮: ଗୋଟିଏ ଓଭର୍ରେ ୪୫ ରନ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ ଉସମାନ ଘନି ଏହି ଅସମ୍ଭବ ସମ୍ଭବ କରିଦେଇଛନ୍ତି। ସେ ଗୋଟିଏ ଓଭରରେ ୪୫ ରନ ମାରି ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।…
୩୪ ବର୍ଷ ପରେ କ୍ରିକେଟ୍ରେ ବଡ଼ କାରନାମା କଲେ ମହମ୍ମଦ ସିରାଜ୍
ଓଭାଲ,୨।୮: ଓଭାଲ ଟେଷ୍ଟରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଏକ ବଡ଼ କୃତିତ୍ୱ ହାସଲ କରିଛନ୍ତି। ସେ ମହାନ ବୋଲର କପିଲ ଦେବଙ୍କ ରେକର୍ଡ ଭାଗିଛନ୍ତି। ସିରାଜ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କ ବୋଲିଂରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି।…
ପ୍ରଥମ ଟି୨୦ ଜିତିଲା ପାକିସ୍ତାନ
ଫ୍ଲୋରିଡା,୧ା୮: ସ୍ୟାମ ଆୟୁବଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଓ ମହମ୍ମଦ ନଓ୍ବାଜଙ୍କ ୩ ଉଇକେଟ ସଫଳତା ବଳରେ ପାକିସ୍ତାନ ୧୪ ରନରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍କୁ ଜିତି ନେଇଛି। ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ୧୭୯ ରନର ଟାର୍ଗେଟର ପିଛା କରି…
ଏଥର କଳାପଟି ନୁହେଁ, ହ୍ବାଇଟ ହେୟାର ବ୍ୟାଣ୍ଡ ପିନ୍ଧି ପଡ଼ିଆକୁ ବାହାରିଲା ଇଂଲଣ୍ଡ ଟିମ୍, ଜାଣନ୍ତୁ ଏହା ପଛର କାରଣ
ନୂଆଦିଲ୍ଲୀ,୧।୮: ଶୁକ୍ରବାର ଓଭାଲରେ ଖେଳାଯାଉଥିବା ୫ମ ଟେଷ୍ଟର ଦ୍ୱିତୀୟ ଦିନ। ମ୍ୟାଚ ଆରମ୍ଭ ହେବା ମାତ୍ରେ ଭାରତ ପକ୍ଷରୁ କରୁଣ ନାୟାର ଏବଂ ୱାଶିଂଟନ ସୁନ୍ଦର ପଡ଼ିଆକୁ ଆସିଥିଲେ। ଇଂଲଣ୍ଡ ଟିମ୍ ମଧ୍ୟ ପଡ଼ିଆକୁ ଫିଲ୍ଡିଂ କରିବାକୁ ଆସିଥିଲେ। ଏହି ସମୟରେ,…
ଲିଓନେଲ ମେସି ଖେଳିବେ କ୍ରିକେଟ! ଡିସେମ୍ବରରେ ଧୋନି-କୋହଲିଙ୍କ ବିପକ୍ଷେ ମୁମ୍ବାଇରେ ମ୍ୟାଚ
ମୁମ୍ବାଇ,୧।୮: ଆର୍ଜେଣ୍ଟିନାର ଫୁଟବଲ ତାରକା ଲିଓନେଲ ମେସି ଡିସେମ୍ବର ୧୪ରେ ମୁମ୍ବାଇର ଓ୍ୱାଙ୍ଖେଡେ ଷ୍ଟାଡିୟମରେ ଏକ ସାତ-ଜଣିଆ କ୍ରିକେଟ ମ୍ୟାଚରେ ଏମଏସ ଧୋନି ଓ ବିରାଟ କୋହଲିଙ୍କ ବିପକ୍ଷେ ଖେଳିବେ ବୋଲି ସୂଚନା ମିଳିଛି। ଏହି ମ୍ୟାଚରେ ସଚିନ ତେନ୍ଦୁଲକର ଓ…
Archives


