ଖେଳ

୪ ଦିନିଆ ଟେଷ୍ଟ ମ୍ୟାଚ୍ ପାଇଁ ଯୋଜନା କରୁଛି ICC: ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ପାଇଁ ଅଲଗା ନିୟମ

ଲଣ୍ଡନ, ୧୭।୬: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ICC) ୨୦୨୭-୨୯ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (WTC) ଚକ୍ରରେ ଛୋଟ କ୍ରିକେଟ ଖେଳୁଥିବା ଦେଶମାନଙ୍କ ପାଇଁ ୪ ଦିନିଆ ଟେଷ୍ଟ ମ୍ୟାଚ୍‌କୁ ଅନୁମୋଦନ ଦେବାକୁ ପ୍ରସ୍ତୁତ ହେଉଛି। ତେବେ, ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ…

କଳିଙ୍ଗ ବ୍ଲାକ ଟାଇଗର୍ସର ଦ୍ୱିତୀୟ ପରାଜୟ

ମୁମ୍ବାଇ,୧୭।୬: ରଗ୍‌ବୀ ପ୍ରିମିୟର ଲିଗ୍‌ (ଆର୍‌ପିଏଲ୍‌)ରେ ସୋମବାର କଳିଙ୍ଗ ବ୍ଲାକ ଟାଇଗର୍ସ ଏକତରଫା ଭାବେ ୧୦-୩୫ ପଏଣ୍ଟରେ ବେଙ୍ଗାଲୁରୁ ବ୍ରେଭହାଟର୍‌ସଠାରୁ ପରାସ୍ତ ହୋଇଛି। ଓଡ଼ିଶା ପାଇଁ ଏଥାନ ଟର୍ନର ଓ ଲୁକାସ ଲାକାମ୍ପ ଗୋଟିଏ ଲେଖାଏ ଟ୍ରାଇ କରିଥିଲେ। ବେଙ୍ଗାଲୁରୁ ପକ୍ଷରୁ…

ସୁପର ଓଭର୍‌ରେ ସୁପର୍‌ ଡ୍ରାମା: T20 ଇତିହାସରେ ପ୍ରଥମଥର ଘଟିଲା ଏମିତି

ଗ୍ଲାସଗୋ,୧୭।୬: ସ୍କଟଲାଣ୍ଡର ଗ୍ଲାସଗୋରେ ଚାଲିଥିବା T20 ଟ୍ରାଇ ସିରିଜ 2025ରେ, କ୍ରିକେଟ ପ୍ରେମୀମାନେ ଏପରି ଏକ ଦୃଶ୍ୟ ଦେଖିବାକୁ ପାଇଥିଲେ, ଯାହା ଏପର୍ଯ୍ୟନ୍ତ କେବଳ କଳ୍ପନାରେ ଥିଲା। ନେପାଳ ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ କ୍ରିକେଟ ଇତିହାସର ପ୍ରଥମ T20…

ବଲ ଟ୍ୟାମ୍ପରିଂ ଅଭିଯୋଗରୁ ଅଶ୍ୱିନ ମୁକ୍ତ

ଚେନ୍ନାଇ,୧୬ା୬: ଭାରତର ପୂର୍ବତନ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଓ ତାଙ୍କ ନେତୃତ୍ୱାଧୀନ ଦଳ ଡିନଡିଗୁଲ ଡ୍ରାଗନ୍ସକୁ ତାମିଲନାଡୁ ପ୍ରିମିୟର ଲିଗ୍‌ (ଟିଏନ୍‌ପିଏଲ୍‌)ରେ ବଲ ଟ୍ୟାମ୍ପରିଂ ଅଭିଯୋଗରୁ ମୁକ୍ତ କରାଯାଇଛି। ପ୍ରତିପକ୍ଷ ସେଇଚମ ମଦୁରାଇ ପାନ୍ଥର୍ସ ପକ୍ଷରୁ କେମିକାଲ ମିଶା ଟାଓ୍ବେଲ ମାଧ୍ୟମରେ…

ଭଲିବଲ ଟୁର୍ନାମେଣ୍ଟ: ନାରାୟଣପୁର ଚାମ୍ପିୟନ

ଦିଗପହଣ୍ଡି,୧୬ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଗଡଗୋବିନ୍ଦପୁର ଗ୍ରାମସ୍ଥିତ ଶ୍ରୀରଘୁନାଥ ମଠ ଖେଳପଡିଆରେ ଗତ ୨ ଦିନ ଧରି ଚାଲିଥିବା ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଶାସ୍ତ୍ରିଜୀ ପାଠାଗାର ଯୁବକ ସଂଘ ପକ୍ଷରୁ ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା। ଟୁର୍ନାମେଣ୍ଟରେ ବ୍ଲକର…

BCCI ଉପରେ ଗୁରୁତର ଅଭିଯୋଗ ଆଣିଲେ ଯୁବରାଜ ସିଂଙ୍କ ପିତା! କହିଲେ…

ନୂଆଦିଲ୍ଲୀ,୧୬।୬: ୨୦୧୧ ବିଶ୍ୱକପ ଜିତିବା ପରେ, ଭାରତୀୟ କ୍ରିକେଟ ଦଳ ପରବର୍ତ୍ତୀ ଦୁଇ ବର୍ଷ ମଧ୍ୟରେ ଏକ ଅଶାନ୍ତ ପରିବର୍ତ୍ତନ ଦେଇ ଗତି କରିଥିଲା ଯେଉଁଠାରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ବିଦେଶ ଟେଷ୍ଟ ସିରିଜରେ ୦-୪ ରେ ଦମଦାର ପରାଜୟ…

ଅପରେଶନ ସିନ୍ଦୂର ପରେ ପ୍ରଥମ ଥର କ୍ରିକେଟ ଖେଳିବେ ଭାରତ-ପାକିସ୍ତାନ? ICC ଘୋଷଣା କଲା ତାରିଖ

ନୂଆଦିଲ୍ଲୀ,୧୬।୬: ମହିଳା କ୍ରିକେଟ ODI ବିଶ୍ୱକପ ୨୦୨୫ ଭାରତ ଏବଂ ଶ୍ରୀଲଙ୍କାରେ ୩୦ ସେପ୍ଟେମ୍ବରରୁ ୨ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ମଧ୍ୟରେ ମୋଟ ୩୧ଟି ମ୍ୟାଚ ଖେଳାଯିବ, ଯାହାର ସମ୍ପୂର୍ଣ୍ଣ ସୂଚୀ ପ୍ରକାଶିତ ହୋଇଛି।…

ଷ୍ଟାଡିୟମ୍‌ରେ ଢକ ଢକ କରି ମଦ ପିଇଲେ ଏହି କ୍ରିକେଟର୍‌: ଭିଡିଓ ଭାଇରାଲ୍‌ ହେବାପରେ…

ନୂଆଦିଲ୍ଲୀ,୧୬।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ପରେ, ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ପଡ଼ିଆରେ ହିଁ ସେଲିବ୍ରେଶନ କରିଥିଲା। ଦଳର ଅଧିନାୟକ ଟେମ୍ବା ବାଭୁମା ସମ୍ପୂର୍ଣ୍ଣ ସମୟ ପାଇଁ ବିଜୟୀ ଟ୍ରଫି ନିଜ ପାଖରେ ରଖିଥିବା…

ରଗ୍‌ବୀ ପ୍ରିମିୟର ଲିଗ୍‌ ଉଦ୍‌ଘାଟିତ

ମୁମ୍ବାଇ,୧୫ା୬: ଅନ୍ଧେରି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ରବିବାରଠାରୁ ରଗ୍‌ବୀ ପ୍ରିମିୟର ଲିଗ୍‌ (ଆର୍‌ପିଏଲ୍‌) ଉଦ୍‌ଘାଟିତ ହୋଇଯାଇଛି। ଜଣାଶୁଣା ବଲିଉଡ୍‌ ଗାୟକ ପଦ୍ମଶ୍ରୀ ଶଙ୍କର ମହାଦେବନ ପ୍ରଥମେ ଟୁର୍ନାମେଣ୍ଟର ଆନ୍ଥେମ ‘ରଗ୍‌ ରଗ୍‌ ମେ ରଗ୍‌ବୀ’ ଗାଇ ଉଦ୍‌ଘାଟନୀ କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ବଲିଉଡ୍‌…

କ୍ରିକେଟ ନିୟମରେ ବଡ଼ ପରିବର୍ତ୍ତନ: ଏଣିକି ବାଉଣ୍ଡ୍ରି ବାହାରେ ବାରମ୍ବାର ଡେଇଁ ଫିଲ୍ଡର…

ନୂଆଦିଲ୍ଲୀ,୧୫।୬: ମେରିଲେବୋନ କ୍ରିକେଟ କ୍ଲବ (MCC) କ୍ରିକେଟ ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି ଯାହା ଏହି ମାସରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)ର ଖେଳ ନିୟମରେ ଅନ୍ତର୍ଭୁକ୍ତ ହେବ। ଏହି ନୂତନ ନିୟମ ଅନୁଯାୟୀ, ଫିଲ୍ଡରମାନେ ଆଉ ସୀମା ରେଖା…

ବାହା ହେବେ SRHର ମାଲିକାଣୀ କାବ୍ୟା ମାରନ? ଏମିତି କହିଲେ ମ୍ୟୁଜିସିଆନ ଅନିରୁଦ୍ଧ ରବିଚନ୍ଦର

ମୁମ୍ବାଇ,୧୫।୬: ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାବ୍ୟା ମାରନଙ୍କ ବିଷୟରେ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ କାବ୍ୟା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ତାଙ୍କ ଭବିଷ୍ୟତ ସ୍ବାମୀ ହେଉଛନ୍ତି ଅନିରୁଦ୍ଧ ରବିଚନ୍ଦର, ଯିଏ…

ଶେଷ ମୁହୂର୍ତ୍ତରେ ସ୍ଥଗିତ ହେଲା ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଉନ୍ମୋଚନ

ଲଣ୍ଡନ,୧୪ା୬: ଅହମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣା ଯୋଗୁ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଲାଗି ପ୍ରସ୍ତାବିତ ଉନ୍ମୋଚନ କାର୍ଯ୍ୟକ୍ରମକୁ ସ୍ଥଗିତ କରି ଦିଆଯାଇଛି। ସୂଚନା ମୁତାବକ, ଇଂଲଣ୍ଡ ଓ ଭାରତ ମଧ୍ୟରେ ଇଂଲଣ୍ଡରେ ଖେଳାଯିବାକୁ ଥିବା ଦ୍ୱିପାକ୍ଷିକ ଟେଷ୍ଟ ସିରିଜ୍‌ ଲାଗି ଟ୍ରଫି ନାମକରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri