ରଣଜୀ ଟ୍ରଫି: ରୋମାଞ୍ଚକ ସ୍ଥିତିରେ ଓଡ଼ିଶା-ହରିୟାଣା ମ୍ୟାଚ୍
କଟକ ଅଫିସ,୧୩ା୧- ରୋହତକର ଚୌଧୁରୀ ବଂଶୀଲାଲ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ହରିୟାଣା ରଣ୍ଜୀ ଟ୍ରଫି କ୍ରିକେଟ ମ୍ୟାଚ ରୋମାଞ୍ଚକ ସ୍ଥିତିରେ ପହଞ୍ଚତ୍ଛି। ଦ୍ୱିତୀୟ ଦିବସରେ ଘରୋଇ ହରିୟାଣା ପ୍ରଭାବୀ ପ୍ରଦର୍ଶନ କରି ମ୍ୟାଚକୁ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ଭ୍ରମଣକାରୀ ଓଡ଼ିଶାକୁ...
ହୋବାର୍ଟ ଇଣ୍ଟରନ୍ୟାଶନାଲ: ଦୁଇବର୍ଷ ପରେ ଖେଳିବେ ସାନିଆ
ହୋବାର୍ଟ, ୧୨।୧ (ପି.ଟି.)- ଭାରତୀୟ ଟେନିସ ଷ୍ଟାର୍ ସାନିଆ ମିର୍ଜା କୋର୍ଟକୁ ପ୍ରତ୍ୟାବର୍ତ୍ତନ ପରେ ହୋବାର୍ଟ ଇଣ୍ଟରନ୍ୟାଶନାଲରେ ପ୍ରଥମ ମ୍ୟାଚ୍ ଖେଳିବେ। ମହିଳା ଡବଲ୍ସରେ ୟୁକ୍ରେନର ନାଡିଆ କିଚେଙ୍କୋ’ଙ୍କୁ ସାଥୀ କରି ସାନିଆ ଅଭିଯାନ ଆରମ୍ଭ କରିବେ। ମଙ୍ଗଳବାର ଖେଳାଯିବାକୁ...
ଷ୍ଟୋଇନିସଙ୍କ ବିବିଏଲ୍ ରେକର୍ଡ
ମେଲବୋର୍ନ, ୧୨।୧ (ପି.ଟି.)-ଅଷ୍ଟ୍ରେଲିଆର ଘରୋଇ ଟି୨୦ ପ୍ରତିଯୋଗିତା ବିଗ୍ ବାସ୍ ଲିଗ୍ (ବିବିଏଲ୍) ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ମାର୍କସ ଷ୍ଟୋଇନିସ ସଂଗ୍ରହ କରିଛନ୍ତି। ମେଲବୋର୍ନ ଷ୍ଟାର୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଷ୍ଟୋଇନିସ ରବିବାର ସିଡ୍ନୀ ସିକ୍ସର୍ସ ବିପକ୍ଷରେ ଅପରାଜିତ...
୩ ବର୍ଷ ପରେ ସେରେନା ଜିତିଲେ ଟାଇଟଲ
ଅକଲାଣ୍ଡ,୧୨।୧(ଏଏଫ୍ପି)- ଆମେରିକୀୟ ଅଭିଜ୍ଞ ମହିଳା ଟେନିସ ତାରକା ସେରେନା ଓ୍ବିଲିୟମ୍ସ ଦୀର୍ଘ ୩ ବର୍ଷ ପରେ କୌଣସି ଟାଇଟଲ ଜିତିବାକୁ ସକ୍ଷମ ହୋଇଛନ୍ତି। ଏଠାରେ ଅନୁଷ୍ଠିତ ଡବ୍ଲ୍ୟୁଟିଏ ଅକ୍ଲାଣ୍ଡ କ୍ଲାସିକ୍ ଟୁର୍ନାମେଣ୍ଟରେ ସେ ରବିବାର ଫାଇନାଲ ମ୍ୟାଚ୍ରେ ନିଜ ଦେଶର...
ବ୍ରିସ୍ବେନ ଇଣ୍ଟରନ୍ୟାଶନାଲ ଟେନିସ: ପ୍ଲିସ୍କୋଭା ଚାମ୍ପିୟନ
ବ୍ରିସବେନ,୧୨।୧ (ଏଏଫପି)- ଚେକ ଗଣରାଜ୍ୟ ମହିଳା ଟେନିସ ତାରକା କାରୋଲିନା ପ୍ଲିସ୍କୋଭା ବ୍ରିସ୍ବେନ ଇଣ୍ଟରନ୍ୟାଶନାଲ ଟାଇଟଲ ହାସଲ କରିଛନ୍ତି। ସ୍ଥାନୀୟ ପାଟ ରାଫ୍ଟର ଏରିନାରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ବିଶ୍ୱର ୨ ନମ୍ବର ଖେଳାଳି ପ୍ଲିସ୍କୋଭା ୬-୪, ୪-୬,...
୧ ନଂ. ଶୁଟିଂ ଦେଶ ଭାବେ ୨୦୧୯ ଶେଷ କଲା ଭାରତ
ନୂଆଦିଲ୍ଲୀ,୧୨।୧(ପି.ଟି.)- ୨୦୧୯ରେ ଭାରତ ଶୁଟିଂରେ ଜବରଦସ୍ତ ପ୍ରଦର୍ଶନ କରିଛ। ଫଳରେ ବିଶ୍ୱର ୧ ନମ୍ବର ଶୁଟିଂ ଦେଶ ଭାବେ ଭାରତ ୨୦୧୯ ବର୍ଷ ଶେଷ କରିଛି। ଏହି କ୍ରମରେ ସେ ଅଲିମ୍ପିକ୍ ହେଭିଓ୍ବେଟ୍ ଚାଇନା ଓ ଆମେରିକାକୁ ମଧ୍ୟ ଭାରତ...
ଟି୨୦ ମହିଳା ବିଶ୍ୱକପ୍: ଭାରତୀୟ ଦଳରେ ରିଚା ଘୋଷ ନୂଆ ମୁହଁ, ହରମନପ୍ରୀତଙ୍କୁ ନେତୃତ୍ୱ
ମୁମ୍ବାଇ,୧୨।୧(ପି.ଟି.)- ଆସନ୍ତା ଫେବୃୟାରୀ ୨୧ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ବିଶ୍ୱକପ୍ ପାଇଁ ଏକ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ହରମନପ୍ରୀତ କୌରଙ୍କୁ ଏହି ଦଳର ନେତୃତ୍ୱ ପ୍ରଦାନ...
ଟେଷ୍ଟ ଫର୍ମାଟ ସବୁଠାରୁ ସ୍ବତନ୍ତ୍ର: ପୂଜାରା
ରାଜକୋଟ,୧୨।୧(ପି.ଟି.)- କ୍ରିକେଟର ପାରମ୍ଭରିକ ତଥା ସବୁଠାରୁ ଲମ୍ବା ଫର୍ମାଟ ରୂପ ପରିଗଣିତ ହେଉଥିବା ଟେଷ୍ଟ ହେଉଛି ସବୁଠାରୁ ସ୍ବତନ୍ତ୍ର। ଏହି ଫର୍ମାଟ ତା’ର ସ୍ଥିତି ବଜାୟ ରଖିବାରେ ସଫଳ ହେବ ବୋଲି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା କହିଛନ୍ତି। ସମୟର...
ବୁମ୍ରା ପାଇବେ ପଲି ଉମ୍ରିଗର ପୁରସ୍କାର
ମୁମ୍ବାଇ,୧୨।୧(ପି.ଟି.)- ଭାରତୀୟ ତରାକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ପାଇବେ ସମ୍ମାନଜନକ ପଲି ଉମ୍ରିଗର ପୁରସ୍କାର। ୨୦୧୯-୨୦ ସିଜନରେ ଅନ୍ତର୍ଜାତୀୟ କ୍ରିକେଟରେ ଆସାଧାରଣ ପ୍ରଦର୍ଶନ ପାଇଁ ଏଥର ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ...
ଦେଶ ଛାଡ଼ିଲେ ଇରାନ୍ର ଏକମାତ୍ର ମହିଳା ଅଲିମ୍ପିକ୍ ମେଡାଲିଷ୍ଟ
ନିକୋସିଆ,୧୨।୧(ଏଏଫ୍ପି)- ଇରାନର ଏକମାତ୍ର ମହିଳା ଅଲିମ୍ପିକ ପଦକ ହାସଲକାରୀ ଆଥଲେଟ୍ କିମିଆ ଅଲିଜାଦେ ଦେଶ ଛାଡି ଚାଲିଯାଇଛନ୍ତି। ଶନିବାର ଏ ନେଇ ସେ ଘୋଷଣା କରିଛନ୍ତି। ସ୍ଥାୟୀ ଭାବେ ଦେଶଛାଡି ଚାଲିଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସରେ...
୧୩୧ ବଲ ବୋଲିଂ କରି ଇଂଲଣ୍ଡକୁ କୌଣସି ରନ୍ କରିବାର ସୁଯୋଗ ବି ଦେଇ ନ ଥିଲେ ବାପୁ ନାଦକର୍ଣ୍ଣୀ
ଚେନ୍ନାଇ,୧୨।୧: ଟେଷ୍ଟ୍ କ୍ରିକେଟରେ ଜଣେ କଞ୍ଜୁସ୍ ବୋଲର ଭାବେ ବାପୁ ନାଦକର୍ଣ୍ଣୀଙ୍କ ନାମରେ ରେକର୍ଡ ରହିଛି। ୫୬ ବର୍ଷ ତଳେ ଜାନୁୟାରୀ ୧୨ରେ ନାଦକର୍ଣ୍ଣୀ ଏକ ବିରଳ ରେକର୍ଡ କରିଥିଲେ। ସେ ଇଂଲଣ୍ଡ ବିପକ୍ଷରେ ୧୩୧ ବଲ ବୋଲିଂ କରି...
ଇଣ୍ଡିଆନ ସୁପର ଲିଗ୍: କଳିଙ୍ଗରେ ଓଡ଼ିଶା ଏଫ୍ସିର ହ୍ୟାଟ୍ରିକ ବିଜୟ
ଭୁବନେଶ୍ୱର,୧୨।୧(ସ୍ପୋଟର୍ସ ବ୍ୟୁରୋ)- ହୋମ୍ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫ୍ସି ଦମ୍ଦାର ପ୍ରଦର୍ଶନ ଜାରିରଖି କ୍ରମାଗତ ୩ୟ ମ୍ୟାଚ୍ରେ ବାଜିମାତ୍ କରି ହ୍ୟାଟ୍ରିକ ବିଜୟ ହାସଲ କରିଛି। ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଶନିବାର ଏଠାରେ ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ...
Archives


