ଖେଳ

କେଉଁଠାରୁ ଆରମ୍ଭ ଫ୍ରି ହିଟ୍‌ ନିୟମ

କ୍ରିକେଟର ଅନ୍ୟତମ ଲୋକପ୍ରିୟ ନିୟମ ଫ୍ରି ହିଟ୍‌। ଏ ସମ୍ପର୍କରେ ପ୍ରାୟ କ୍ରିକେଟ ପ୍ରଶଂସକଙ୍କୁ ଜଣାଥିବ। ମାତ୍ର ଏହି ନିୟମ କ୍ରିକେଟରେ କେବେଠାରୁ ଲାଗୁ ହେଲା?  ଏହାର ଉତ୍ତର ପ୍ରାୟଙ୍କୁ ଜଣା ନ ଥିବ। ଏହା ୨୦୦୭ ଅକ୍ଟୋବରରେ ଅନ୍ତର୍ଜାତୀୟ...

ପାକିସ୍ତାନ ପ୍ରଶଂସକଙ୍କୁ କଡ଼ା ଜବାବ ଦେଲେ ଆକାଶ ଚୋପ୍ରା

ମୁମ୍ବାଇ,୯।୩- ଭାରତୀୟ ମହିଳା ଦଳ ଟି୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ପରାଜୟ ବରଣ କରିଛି। ଏହି ପରାଜୟ ସତ୍ତ୍ୱେ କିଛି ପ୍ରଶଂସକ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନକୁ ଖୁବ ପ୍ରଶଂସା କରିଛନ୍ତି। କିନ୍ତୁ କିଛି ପାକିସ୍ତାନ ପ୍ରଶଂସକ ଫାଇନାଲରେ ଭାରତୀୟ ଦଳର...

ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସତ୍ତ୍ୱେ ଆଇପିଏଲ୍‌ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହେବ ନାହିଁ- ଗାଙ୍ଗୁଲି

ମୁମ୍ବାଇ,୯।୩- କରୋନା ଭାଇରସ୍‌ର ସ୍ଥିତି ଦେଶରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏହି କାରଣରୁ ଆଇପିଏଲ କାର୍ଯ୍ୟସୂଚୀରେ ପରିବର୍ତ୍ତନ ସମ୍ଭାବନା ସୃଷ୍ଟି ହୋଇଛି। ଏଥିଯୋଗୁ ଆଇପିଏଲ ବାତିଲ କରିବା ଲାଗି ସରକାରଙ୍କ ସହ ଆଲୋଚନା ଚାଲିଥିବା ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ...

ପଙ୍ଘାଲଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ଅମାନ (ଜୋର୍ଡାନ),୯।୩(ପି.ଟି.)- ବିଶ୍ୱ ଚାମ୍ପିୟନଶିପ ରୌପ୍ୟ ପଦକଧାରୀ ବକ୍ସର ଅମିତ ପଙ୍ଘାଲ ୫୨ କେଜି ଓଜନ ବର୍ଗରେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି। ସୋମବାର କ୍ୱାର୍ଟର ଫାଇନାଲରେ ସେ ଫିଲିପାଇନ୍ସର କାର୍ଲୋ ପାଲମଙ୍କୁ ହରାଇ ଏସିଆନ କ୍ୱାଲିଫାୟର୍ସର ସେମିଫାଇନାଲରେ ପ୍ରବେଶ...

କ୍ୟାଚ୍‌ ନ ଧରି ବ୍ୟାଟ୍ସମ୍ୟାନଙ୍କୁ ମାଡ଼ି ବସିଲେ ଉଇକେଟକିପର

ଦୁବାଇ,୯।୩- ଚଳିତ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ)ରେ ରବିବାର କରାଚୀ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌କୁ କ୍ୱାଲଣ୍ଡର୍ସ ଲାହୋର ୮ ଉଇକେଟରେ ଜିତି ନେଇଛି। ମ୍ୟାଚ୍‌ରେ କରାଚୀ କିଙ୍ଗ୍ସ ପକ୍ଷରୁ ଧାର୍ଯ୍ୟ ୧୮୮ ରନ୍‌ର ଟାର୍ଗେଟର ପିଛା କରୁଥିବାବେଳେ ଏକ କୌତୂହଳପୂର୍ଣ୍ଣ...

ଶୀର୍ଷ ସ୍ଥାନ ହରାଇଲେ ଶେଫାଳି

ଦୁବାଇ,୯।୩- ଆଇସିସି ମହିଳା ଟି୨୦ ବ୍ୟାଟ୍ସଓମେନଙ୍କ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଖେଳାଳି ଶେଫାଳି ବର୍ମା ଶୀର୍ଷ ସ୍ଥାନ ହରାଇଛନ୍ତି। ସେ ଦୁଇଟି ସ୍ଥାନ ତଳକୁ ଖସି ଆସି ୩ୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ସେ...

କାହା ସହ ହାତ ମିଳାଇବେ ନାହିଁ ଦକ୍ଷିଣ ଆଫ୍ରିକା ଖେଳାଳି

ନୂଆଦିଲ୍ଲୀ,୯।୩- ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ଭାରତ ଗସ୍ତରେ ଥିବାବେଳେ କାହା ସହ ହାତ ମିଳାଇବେ ନାହିଁ। ଏ ନେଇ ଦଳର ମୁଖ୍ୟ କୋଚ୍‌ ମାର୍କ ବାଉଚର ସୋମବାର ପ୍ରକାଶ କରିଛନ୍ତି। କରୋନା ଭାଇରସର ପ୍ରକୋପ ଯୋଗୁ କ୍ରିକେଟ ଦକ୍ଷିଣ ଆଫ୍ରିକା...

କଦାପି ଗଲି କ୍ରିକେଟ ଖେଳି ନ ଥିବା କ୍ରିକେଟର

ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ମହାନ କ୍ରିକେଟର ପ୍ରାୟତଃ ଗଲି କ୍ରିକେଟରୁ ହିଁ ସୃଷ୍ଟି ହୋଇଥାନ୍ତି। ମାତ୍ର ଏଭଳି ଜଣେ ଲୋକପ୍ରିୟ କ୍ରିକେଟର ଅଛନ୍ତି, ଯିଏକି କଦାପି ଗଲି କ୍ରିକେଟ ଖେଳିନାହାନ୍ତି। ସେ ହେଉଛନ୍ତି ଭାରତୀୟ ଦଳର...

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଏକାଦଶରେ ପୁନମ ଏକମାତ୍ର ଭାରତୀୟ

ଦୁବାଇ,୯।୩- ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ର ପରି ସମାପ୍ତି ଘଟିବା ପରେ ଇଭେଣ୍ଟର ଶ୍ରେଷ୍ଠ ଏକାଦଶ ଖେଳାଳିଙ୍କ ନାମ ପ୍ରକାଶ କରାଯାଇଛି। ଏକମାତ୍ର ଭାରତୀୟ ଭାବେ ପୁନମ ଯାଦବ ଦଳରେ ସ୍ଥାନ ପାଇଛନ୍ତି। ଭାରତୀୟ ଟିନଏଜ ସେନସେଶନ ଶୈଫାଳି ବର୍ମାଙ୍କୁ...

୨୦୧୩ଠାରୁ ଭାରତୀୟ ଦଳ ଜିତିପାରୁନାହିଁ ଆଇସିସି ଇଭେଣ୍ଟ

ଭାରତୀୟ ମହିଳା ଦଳ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ପରାଜୟ ବରଣ କରି ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଟାଇଟଲ ହାତେଇବାରେ ସଫଳ ହୋଇନାହିଁ। ଫଳରେ ୨୦୧୩ଠାରୁ ଚାଲିଥିବା ଧାରା ଅବ୍ୟାହତ ରହିଛି। ଦୀର୍ଘ ୮ ବର୍ଷ ହେଲା ଭାରତୀୟ କ୍ରିକେଟ...

ଇଣ୍ଡିଆନ ସୁପର୍‌ ଲିଗ୍‌: ଏଟିକେ-ଚେନ୍ନାଇନ ଫାଇନାଲ

କୋଲକାତା, ୯।୩ (ପି.ଟି.)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) ସିଜନ-୬’ର ଫାଇନାଲ ଲାଇନ୍‌ ଅପ୍‌ ଚୂଡ଼ାନ୍ତ ହୋଇଯାଇଛି। ଦୁଇଥରର ଚାମ୍ପିୟନ ଏଟିକେ ଓ ଚେନ୍ନାଇନ ସୁପର୍‌ ଲିଗ୍‌ ଟାଇଟଲ୍‌ ପାଇଁ ପରସ୍ପର ସହ ଲଢ଼ିବେ। ପୂର୍ବରୁ ଏଫ୍‌ସି ଗୋଆକୁ ପରାସ୍ତ...

ଶିବ ପ୍ରସାଦ, ଅଶୋକଙ୍କୁ କମଲ ଗାଙ୍ଗୁଲି କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର, ୯।୩(କ୍ରୀଡ଼ା ପ୍ରତିନିଧି)- ପାରା ଆଥଲେଟ୍‌ ପ୍ରମୋଦ ଭଗତଙ୍କ ପରି ଅର୍ଜୁନ ପୁରସ୍କାରପ୍ରାପ୍ତ ଖେଳାଳିଙ୍କ ମାର୍ଗ ଦର୍ଶକ ସାଜିଥିବା ଶିବ ପ୍ରସାଦ ଦାସ ଏବଂ ଓଡ଼ିଶା କ୍ରୀଡ଼ାର ଅନ୍ୟତମ ପ୍ରମୁଖ ବ୍ୟକ୍ତିତ୍ୱ ତଥା ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri